କରୋନା ମୁକାବିଲା ପାଇଁ 10 ମିଲିୟନ୍‌ ଡଲାର ଦାନ କଲେ ଟ୍ବିଟ୍ଟର ସିଇଓ

କରୋନା ମୁକାବିଲା ପାଇଁ ଟ୍ବିଟ୍ଟର ସିଇଓ ଜ୍ୟାକ୍‌ ଡୋର୍ସି 10 ମିଲିୟନ୍‌ ଡଲାର ଦାନ କରିଛନ୍ତି । ପ୍ରୋଜେକ୍ଟ 100 ନାମରେ 100 ଟି ପରିବାରକୁ 1 ହଜାର ଡଲାରର ଆର୍ଥିକ ସହାୟତା ପ୍ରଦାନ କରାଯାଛି । ଟ୍ବିଟ୍ଟର ବିଭିନ୍ନ ଏନ୍‌ଜିଓ ସହିତ ହାତ ମିଶାଇ ପ୍ରୋଜେକ୍ଟ 100 ପ୍ରକଳ୍ପ ଆରମ୍ଭ କରିଛି । ଏହି ପ୍ରକଳ୍ପରେ ଟ୍ବିଟ୍ଟରର ସହାୟତା କରିଛନ୍ତି ଗିଭ୍‌ ଡିରେକ୍ଟଲି, ପ୍ରପେଲ୍‌ ଏବଂ ଷ୍ଟାଣ୍ଡ ଫର୍‌ ଚିଲ୍ଡ୍ରେନ୍‌ ପରି ସଂସ୍ଥା । ଏହି ମିଶନ ଜରିଆରେ ଡୋର୍ସି 84 ମିଲିୟନ୍‌ର ସହାୟତା ରାଶି ସଂଗ୍ରହ କରିଛନ୍ତି ।

Twitter blocks K’taka BJP account, “It is unfortunate ” says BJP

Social media giant Twitter has blocked the Karnataka BJP’s account for tweeting on people with “liberal views”, the party said on Wednesday. “It is unfortunate that our handle was locked out by Twitter for speaking the truth about liberals,” tweeted BJP. BJP vowed that it will not step back in its efforts to bring out the truth in the public domain.

Twitterati welcome New Year with warm wishes

Twitterati across the world posted congratulatory messages and warm wishes to usher in 2020, which were tinged with a dash of nostalgia for the year gone by.  From promising to start eating healthy food to maintaining a positive mindset, many Twitter users gave realistic expectations. #Happy2020 trended on Twitter, with tweeple going gung-ho about 2020 as they were introspective about what went on in 2019.

ବୁମ୍‌ରାଙ୍କ ଫିଟ୍‌ନେସ୍‌ ଟେଷ୍ଟ : ଦ୍ରାବିଡଙ୍କୁ ଟ୍ବିଟ୍ଟରରେ ସମାଲୋଚନା

ପେସ୍‌ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ଫିଟନେସ୍‌ ଟେଷ୍ଟ ପ୍ରତ୍ୟାଖ୍ୟାନ କରିଥିବା କାରଣରୁ ଏନ୍‌ସିଏ ମୁଖ୍ୟ ରାହୁଲ ଦ୍ରାବିଡଙ୍କୁ ଟ୍ବିଟ୍ଟରରେ ସମାଲୋଚନା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ନିୟମ ଅନୁସାରେ ଖେଳାଳି ଆହତ ହେଲେ ଜାତୀୟ କ୍ରିକେଟ ଏକାଡେମୀରେ ରହି ସୁସ୍ଥ ହୁଅନ୍ତି । ମାତ୍ର ବୁମ୍‌ରା ବ୍ୟକ୍ତିଗତ ଭାବରେ ଚିକିତ୍ସିତ ହୋଇଥିବାରୁ ଶୁକ୍ରବାର ପରୀକ୍ଷଣ ପାଇଁ ଏନ୍‌ସିଏ ପକ୍ଷରୁ ମନା କରି ଦିଆଯାଇଥିଲା । ବ୍ୟକ୍ତିଗତ ଭାବରେ ବୁମ୍‌ରାଙ୍କୁ ନିଜର ସ୍ବାସ୍ଥ୍ୟଗତ ସାର୍ଟିଫିକେଟ୍‌ ଆଣିବା ପାଇଁ ଏନ୍‌ସିଏ ମୁଖ୍ୟ ରାହୁଲ ଦ୍ରାବିଡ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଟ୍ବିଟ୍ଟରରେ ଦ୍ରାବିଡଙ୍କୁ କ୍ରୀଡାପ୍ରେମୀଙ୍କ ପକ୍ଷରୁ ସମାଲୋଚନା କରାଯାଇଥିଲା ।

କଂଗ୍ରେସ ଛାଡିବା ଖବର ଏକ ଗୁଜବ : ଜ୍ୟୋତିରାଦିତ୍ୟ ସିନ୍ଧିଆ

ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡୁଥିବା ନେଇ ଖବର ପ୍ରକାଶ ପାଇଥିଲା । ସିନ୍ଧିଆ ନିଜ ଟ୍ବିଟ୍ଟର ବାୟୋରୁ କଂଗ୍ରେସ ହଟାଇବା ପରେ ଦଳ ଛାଡୁଥିବା ଚର୍ଚ୍ଚା ଧରିଥିଲା । ମାତ୍ର ଏହି ଖବରକୁ ଗୁଜବ ବୋଲି ଅଭିହିତ କରିଛନ୍ତି ନିଜେ ସିନ୍ଧିଆ । ସ୍ପଷ୍ଟୀକରଣ ଦେଇ ସିନ୍ଧିଆ କହିଛନ୍ତି, ସେ ଏକ ମାସ ହେବ ସେ ନିଜ ବାୟୋରୁ କଂଗ୍ରେସ ନାମ ହଟାଇଛନ୍ତି । ଦଳର ନାମ ହଟାଇଥିଲେ ମଧ୍ୟ ସେ ଦଳ ପାଇଁ ନିରନ୍ତର କାମ କରୁଛନ୍ତି ଏବଂ କରୁଥିବେ ବୋଲି ସିନ୍ଧିଆ ସ୍ପଷ୍ଟୀକରଣ ଦେଇଛନ୍ତି ।