ବିଜୟଙ୍କ ଜନ୍ମଦିନରେ ବିଗିଲ୍‌ର ପୋଷ୍ଟର ରିଲିଜ୍‌

ତାମିଲ୍‌ ସୁପରଷ୍ଟାର ବିଜୟଙ୍କ ଜନ୍ମଦିନରେ ରିଲିଜ୍‌ ହୋଇଛି ବିଜୟଙ୍କ ୬୩ ତମ ଚଳଚିତ୍ର ବିଗିଲ୍‌ର ପୋଷ୍ଟର। ବିଜୟଙ୍କ ଜନ୍ମଦିନ ଅବସରରେ ଫିଲ୍ମର ନିର୍ଦ୍ଦେଶକ ଅଟ୍‌ଲୀ ଫିଲ୍ମର ପୋଷ୍ଟର ରିଲିଜ୍‌ କରାଇଛନ୍ତି। ଏହି ଫିଲ୍ମରେ ବିଜୟଙ୍କୁ ତିନୋଟି ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ମିଳିଛି। ପ୍ରଥମଟିରେ ଜଣେ ମାଞ୍ଚେଷ୍ଟର ୟୁନାଇଟେଡ ଫୁଟବଲର ଭୂମିକାରେ ନଜର ଆସିଥିବା ବେଳେ ଅନ୍ୟଟିରେ କୋଟ ସୁ୍‌ଟ ପିନ୍ଧିଛନ୍ତି ଏବଂ ଅନ୍ୟ ଏକ ଭୂମିକାରେ ଲୁଙ୍ଗି ପିନ୍ଧିଥିବା ଜଣେ ବୟସ୍କ ଚରିତ୍ରରେ ନଜର ଆସିଛନ୍ତି।

ପ୍ରାରମ୍ଭିକ ଟ୍ରେଡ୍‌ରେ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୩୧ ପଇସା ଶକ୍ତିଶାଳୀ

ପ୍ରାରମ୍ଭିକ ଟ୍ରେଡ୍‌ରେ ଭାରତୀୟ ମୁଦ୍ରା ଡଲାର ତୁଳନାରେ ୩୧ ପଇସା ଶକ୍ତିଶାଳୀ ହୋଇଛି। ସୋମବାର ଦିନର ପ୍ରାରମ୍ଭିକ ପର୍ଯ୍ୟାୟର ବ୍ୟବସାୟରେ ଏହି ସୂଚନା ମିଳିଛି। ଏହି ସମୟରେ ଡଲାରର ବିନିମୟ ମୂଲ୍ୟ ୬୯ ଟଙ୍କା ୩୯ ପଇସା ରହିଛି। ଶୁକ୍ରବାର ଦିନ ଡଲାରର ବିନିମୟ ମୂଲ୍ୟ ୬୯.୭୦ ପଇସା ରହିଥିଲା। ଫୋରେକ୍ସ ଡିଲରଙ୍କ ସୂଚନାନୁଯାୟୀ, ଭାରତୀୟ ରିଜର୍ଭ ବ୍ୟାଙ୍କର ଅର୍ଥନୈତିକ ସମୀକ୍ଷା ବୈଠକ ଏଥି ନିମନ୍ତେ ଦାୟୀ ରହିଛି। ଜୁନ୍‌ ୩, ୪ ଏବଂ ୬ରେ ଆରବିଆଇର ଅର୍ଥନୈତିକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ।

ମୋଦୀଙ୍କୁ ଅଭିନନ୍ଦନ ଜଣାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ, ଜି୨୦ ବୈଠକରେ ସାକ୍ଷାତ କରିବାକୁ ସମ୍ମତି

ଭାରତରେ ମୋଦୀଙ୍କ ନେତୃତ୍ବକୁ ବିପୁଳ ସମର୍ଥନ ମିଳିଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଅଭିନନ୍ଦନ କରିଛନ୍ତି। ଟେଲିଫୋନ ଯୋଗେ ଟ୍ରମ୍ପ ମୋଦୀଙ୍କୁ ଏହି ଅଭିନନ୍ଦନ ଜଣାଇଛନ୍ତି। ମୋଦୀ ଜଣେ ଦକ୍ଷ ନେତା ଏବଂ ଭାରତର ଶାସନ ଭାର ପୁଣି ଥରେ ଭାରତବାସୀ ଦେଇଥିବାରୁ ଟ୍ରମ୍ପ ଖୁସି ବ୍ୟକ୍ତ କରିଛନ୍ତି। ଭାରତବାସୀ ମୋଦୀଙ୍କ ପରି ଜଣେ ପ୍ରଧାନମନ୍ତ୍ରୀ ପାଇଛନ୍ତି ତାହା ବଡ କଥା ବୋଲି ଟ୍ରମ୍ପ ଟୁଇଟ କରିଛନ୍ତି। ଆସନ୍ତା ଜୁନ ମାସରେ ଜାପାନରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ସାକ୍ଷାତ ହେବ ବୋଲି ମୋଦୀଙ୍କୁ ଟ୍ରମ୍ପ ପ୍ରତିଶୃତି ଦେଇଛନ୍ତି।

କ୍ରମାଗତ ପଞ୍ଚମ ଥର ପାଇଁ ବିଜେଡି ସରକାର : ସୋମବାର ଶପଥ ନେଇ ପାରନ୍ତି ନବୀନ

ଚଳିତ ବିଧାନସଭା ନିର୍ବାଚନରେ ବିଜେଡିକୁ ସଫଳତା ମିଳିଛି। ଅବିଶ୍ବସନୀୟ ଏବଂ ବୃହତ ବିଜୟ ସହିତ କ୍ରମାଗତ ପଞ୍ଚମ ଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ନବୀନ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଦିନ ଶପଥ ନେବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ, ଶନିବାର ବିଜେଡି ବିଧାୟକ ଦଳର ବୈଠକ ବସିବ। ସେଥିରେ ନବ ନିର୍ବାଚିତ ସମସ୍ତ ପ୍ରାର୍ଥୀ ଯୋଗ ଦେବ। ବୈଠକ ପରେ ଶପଥ ଗ୍ରହଣ ନେଇ ରାଜ୍ୟପାଳଙ୍କୁ ଅବଗତ କରାଯିବା ବୋଲି ଜଣାପଡିଛି।

ତ୍ରାଲ୍‌ରେ ସେନାର ଏନ୍‌କାଉଣ୍ଟର : କୁଖ୍ୟାତ ଜାକିର୍‌ ମୁଷା ନିହତ

ଜମ୍ମୁ କଶ୍ମୀରର ତ୍ରାଲ୍‌ରେ ସେନାର ଏନ୍‌କାଉଣ୍ଟରରେ କୁଖ୍ୟାତ ଆତଙ୍କବାଦୀ ଜାକିର ମୁଷା ନିହତ ହୋଇଛି। ଗତକାଲି ସନ୍ଧ୍ୟାରେ ଘଟିଥିବା ଏନ୍‌କାଉଣ୍ଟରରେ ମୁଷା ପ୍ରାଣ ହରାଇଥିବା ବେଳେ ଆଜି ସକାଳ 6ଟାରେ ମୃତ ଦେହ ଉଦ୍ଧାର କରାଯାଇଛି। ଅନସର ଘଜଓ୍ବତ୍‌ ଉଲ୍‌ ହିନ୍ଦ ଦଳର ମୁଖ୍ୟ ତଥା ବୁରହାନ୍‌ ଓ୍ବାନିର ଉତ୍ତରାଧିକାରୀକୁ ଏକ ଔଷଧ ଦୋକାନରେ ଏନ୍‌କାଉଣ୍ଟର କରିଛି ସୁରକ୍ଷା ବଳ। ଦାଦସାରା ଗ୍ରାମରେ ସୁରକ୍ଷା ବଳ ଏବଂ ମୂଷା ମଧ୍ୟରେ ଗୁଳିଚାଳନା ହେଉଥିବା ବେଳେ ମୂଷାକୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲା ମାତ୍ର ମୁଷା ପକ୍ଷରୁ ଗୁଳିଚାଳନା କରାଯିବାରୁ ସୁରକ୍ଷା ବଳ ଔଷଧ ଦୋକାନଟିକୁ ଉଡାଇ ଦେଇଥିଲେ।

Modi rated most popular world leader on Facebook

There’s no denying   Narendra Modi’s personal popularity among Indians, as borne out in a poll conducted by Facebook that rated him as the most popular world leader on Facebook, beating US President Donald Trump decisively.
Modi notched up more than 43.5 million likes on his personal page and 13.7 million likes on his institutional  PM of India page, according to 2019 World Leaders on Facebook  .

ବିଜେପି ପ୍ରତିଷ୍ଠା ଦିବସରେ କାର୍ଯ୍ୟକର୍ତ୍ତାଙ୍କୁ ମୋଦି ଓ ଶାହାଙ୍କ ଅଭିନନ୍ଦନ

ଏପ୍ରିଲ୍‌ ୬ ତାରିଖ ଶନିବାର ଦିନ ଭାରତୀୟ ଜନତା ପାର୍ଟି ତା’ର ୩୯ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଧ୍ୟକ୍ଷ ଅମିତ ଶାହା କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୧୯୮୦ ମସିହାରେ ବିଜେପି ଆନୁଷ୍ଠାନିକ ଭାବେ ସ୍ଥାପିତ ହୋଇଥିଲା। ୧୯୫୧ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଦ୍ୱାରା ଗଠିତ ଭାରତୀୟ ଜନ ସଂଘରୁ ବିଜେପିର ସୃଷ୍ଟି ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ତ୍ର ମୋଦି କହିଛନ୍ତି, ବର୍ତ୍ତମାନ ଜନସାଧାରଣଙ୍କ ପସନ୍ଦର ଦଳ ଭାବେ ବିଜେପି ରହିଛି ତେଣୁ ଦଳର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଦଳର ଏହି ସ୍ଥାନ ବଜାୟ ରଖିବା ପାଇଁ ଦିନରାତି ପରିଶ୍ରମ କରିବା ଆବଶ୍ୟକ।

୪ ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

ଭାରତୀୟ ଜନତା ପାର୍ଟି(ବିଜେପି) ବୁଧବାର ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘେଷଣା କରିଛି। ଚମ୍ପୁଆ, ଭୋଗରାଇ, ବସ୍ତା ଓ ନିଆଳି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ବସ୍ତାରୁ ରଘୁନାଥ ମହାନ୍ତିଙ୍କୁ ଦଳ ପ୍ରାର୍ଥୀ କରିଛି। ଚମ୍ପୁଆ ପାଇଁ ମୁରଲୀ ଶର୍ମା, ଭୋଗରାଇ ପାଇଁ ମାନସ ମହାନ୍ତି ଏବଂ ନିଆଳିରୁ ଛବି ମଲ୍ଲୀକଙ୍କୁ ଦଳ ପ୍ରାର୍ଥୀ କରିଛି। ଦଳ ପକ୍ଷରୁ କେବଳ କାକଟପୁର ଏବଂ କେନ୍ଦ୍ରାପଡା ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି।

 

ରାଠୋର୍‌ଙ୍କୁ ଟକ୍କର ଦେବେ କୃଷ୍ଣା : ଜୟପୁର ଗ୍ରାମୀଣ ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ଲଢିବେ

ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଗୁଜରାଟର ୯ଟି ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ରାଜସ୍ଥାନରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କୁ କଡ଼ା ଟକ୍କର ଦେବା ଲାଗି କଂଗ୍ରେସ ତାଙ୍କ ବିରୋଧରେ ଜଣେ କ୍ରୀଡ଼ାବିତ୍‌ଙ୍କୁ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ କରାଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବିଜୟିନୀ କୃଷ୍ଣା ପୁନିଆ ନିକଟରେ କଂଗ୍ରେସରୁ ଟିକେଟ ପାଇଛନ୍ତି। କଂଗ୍ରେସ ତାଙ୍କୁ ଜୟପୁର ଗ୍ରାମୀଣ ଲୋକସଭା ଆସନରୁ ରାଠୋରଙ୍କ ବିରୋଧରେ ପ୍ରାର୍ଥୀ କରିଛି। କୃଷ୍ଣା ଡିସ୍‌କସ୍‌ ଥ୍ରୋରେ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଅନ୍ୟପଟେ ରାଠୋର ୨୦୦୪ରେ ଏଥେନ୍ସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ

ଚଳିତ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଏହି ସମୟରେ ୬ଟି ସଂସଦୀୟ କ୍ଷେତ୍ର ଏବଂ ୪୨ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ। ନାମାଙ୍କନ ଦାଖଲ ନିମନ୍ତେ ଏପ୍ରିଲ୍‌ ୯ ପର୍ଯ୍ୟନ୍ତ ଶେଷ ତାରିଖ ରହିଥିବା ବେଳେ ୧୦ ତାରିଖରେ ପ୍ରାର୍ଥୀପତ୍ର ପରୀକ୍ଷା କରାଯିବ। ଏପ୍ରିଲ୍‌ ୧୨ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଏପ୍ରିଲ୍‌ ୨୯ ତାରିଖରେ ଭୋଟ ଗ୍ରହଣ ହେବାର କାର୍ଯ୍ୟକ୍ରମ ରହିଛି। ୬ଟି ଲୋକସଭା କେନ୍ଦ୍ର ମଧ୍ୟରେ ରହିଛି ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଏବଂ ଜଗତସିଂହପୁର।

ବିଜେପି ନେତାଙ୍କ ଘରେ ମାଓବାଦୀ ଆକ୍ରମଣ; ବାସଭବନରେ ବିସ୍ଫୋରଣ

ସାଧାରଣ ନିର୍ବାଚନକୁ ମାଓବାଦୀ ବିରୋଧ କରିଛନ୍ତି। ଓଡ଼ିଶା, ଛତିଶଗଡ଼ ସୀମାରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଉ ଥିବାବେଳେ ବିହାରରେ ଜଣେ ବିଜେପି ନେତାଙ୍କ ଘର ଉପରେ ବଡ଼ ଧରଣର ଆକ୍ରମଣ କରିଛନ୍ତି। ବିଜେପି ନେତା ଅନୁଜ କୁମାର ସିଂହଙ୍କ ଡୁମରିଆସ୍ଥିତ ବାସଭବନକୁ ଟାର୍ଗେଟ କରି ବିସ୍ଫୋରଣ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ମାଓବାଦୀଙ୍କ ଦ୍ବାରା କରାଯାଇଥିବା ବିସ୍ଫୋରଣରେ ଘରର ଅନେକ ଅଂଶ ଉଡିଯାଇଛି। ଆକ୍ରମଣ ପରେ ମାଓବାଦୀମାନେ ସେଠାରେ ଏକ ପୋଷ୍ଟର ଲଗାଇଛନ୍ତି। ନିର୍ବଚାନରେ ଭୋଟ ବର୍ଜନ କରିବାକୁ ପୋଷ୍ଟରରେ ଦାବି କରାଯାଇଛି। ତେବେ ଏହି ଆକ୍ରମଣରେ କେହି ମୃତାହତ ହୋଇଥିବା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

Modi govt is anti-poor: Cong slams Arun Jaitley

Slamming the BJP  and Arun Jaitley for terming the Minimum Income Guarantee (MIG) scheme proposed by   Congress as a ‘bluff scheme ‘, the party on Tuesday described the Modi government as anti-poor. Addressing a press conference here, AICC media in-charge Randeep Surjewala said, ‘Hypocrite Modi can forgive Rs 3,50,000 crore of handful of businessmen but giving Rs 72,000 for India’s poor is troublesome for him.

Jaya Prada joins BJP

Actor-turned-politician and close associate of former Samajwadi Party leader Amar Singh, Jaya Prada joined the BJP on Tuesday. Welcoming her at the party headquarters here, BJP general secretary Bhupender Yadav said Ms Prada has vast political experience. It was an important moment of her life, Ms Prada said.
‘Whether films or politics, anything I chose, I have accepted it wholeheartedly

ଶପଥ ନେଲେ ଦେଶର ପ୍ରଥମ ଲୋକପାଳ ପିନାକୀ ଘୋଷ

ଅବସରପ୍ରାପ୍ତ ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷ ଆଜି ଦେଶର ପ୍ରଥମ ଲୋକପାଳ ଭାବରେ ଶପଥ ନେଇଛନ୍ତି।  ମଙ୍ଗଳବାର ଦିନ ପିନାକୀ ଘୋଷ ଭାରତର ପ୍ରଥମ ଲୋକପାଳ ଭାବେ ନିଯୁକ୍ତ ହୋଇଥିଲେ। ରାଷ୍ଟ୍ରପତି ଭବନଠାରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ ଉତ୍ସବକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରିଚାଳନା କରିଥିଲେ। ଏହି ଉତ୍ସବରେ ରାଷ୍ଟ୍ରପତିଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଏବଂ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଯୋଗ ଦେଇଥିଲେ। ଲୋକପାଳ କମିଟିରେ ୪ ଜଣ ଜୁଡିସିଆଲ ସଦସ୍ୟ ଥିବା ବେଳେ ଆଉ ୪ ଜଣ ନନ୍‌ ଜୁଡିସିଆଲ ସଦସ୍ୟ ରହିଛନ୍ତି।

ଏନ୍‌କାଉଣ୍ଟରରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ନିହତ

ଦକ୍ଷିଣ କାଶ୍ମୀର ତ୍ରାଲ୍ ଅଞ୍ଚଳରେ ଗତକାଲି ମଧ୍ୟରାତ୍ରରେ ହୋଇଥିବା ଏନ୍‌କାଉଣ୍ଟରରେ ମୁଦାସୀର ଓ ସଜ୍ଜାଦ ନିହତ ହୋଇଥିବା କୁହାଯାଉଛି। ତ୍ରାଲର ପିଙ୍ଗଲିଶ୍‌ ଅଞ୍ଚଳରେ ମୁଦାସୀର ଓ ଆଉ କିଛି ଆତଙ୍କବାଦୀ ଥିବା ନେଇ ସୂଚନା ପାଇବା ପରେ ସୁରକ୍ଷାକର୍ମୀମାନେ ସେଠାରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଜୈଶ୍ ଆତଙ୍କବାଦୀ ମୁଦାସୀର ଅହମଦ୍ ଖାନ୍‌ ପୁଲୱାମା ଘଟଣାର ମାଷ୍ଟରମାଇଣ୍ଡ ଥିବାେବେଳେ ଏହି ଆତଙ୍କୀ ଆକ୍ରମଣରେ ବ୍ୟବହାର କରାଯାଇଥିବା କାର୍‌ର ମାଲିକ ଥିଲେ ସଜ୍ଜାଦ । ମୁଦାସୀର ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଇଲେକ୍ଟ୍ରିକାଲ୍‌ରେ ଆଇଟିଆଇ କରିଥିଲ। ପୁଲୱାମାରେ ଆକ୍ରମଣ ପାଇଁ ସେ ଗାଡ଼ି ଓ ବିସ୍ଫୋରକ ବ୍ୟବସ୍ଥା କରିଥିବା ସମସ୍ତ ପ୍ରମାଣ ତଦନ୍ତକାରୀ ସଂସ୍ଥାକୁ ମିଳିଛି।

ସହିଦନଗର ପୋଲିସକୁ ଆକ୍ରମଣ ଘଟଣା, ଅଭିଯୁକ୍ତ ପ୍ରକାଶ ତ୍ରିପାଠୀ ଗିରଫ

ସହିଦନଗର ଥାନାରେ ପୋଲିସକୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀକୁ ପୋଲିସ ଗିରଫ କରିଛି। ଥାନାରେ ଅଟକ ଥିବା ଜଣେ ଅଭିଯୁକ୍ତକୁ ସଂଘବଦ୍ଧ ଭାବେ ଏମାନେ ଆକ୍ରମଣ କରିଥିଲେ। ପ୍ରତିରୋଧ କରିବାରୁ ପୋଲିସ ମଧ୍ୟ ଆକ୍ରମଣର ଶିକାର ହୋଇଥିଲା। ସହିଦନଗର ଥାନା କର୍ମଚାରୀମାନେ ଏହି ଘଟଣାରେ ଆହତ ହୋଇଥିଲେ। ଆକ୍ରମଣ କରିଥିବା ଯୁବକମାନେ ଶାସକ ଦଳର ସମର୍ଥକ  ହୋଇଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି  ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା। ତେବେ ଆକ୍ରମଣ କରିଥିବା ଯୁବକମାନଙ୍କ ବିରୋଧରେ ଦୃଢ ପଦକ୍ଷେପ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା।

Two hardcore lady Maoists surrender during Odisha DGP’s visit

Two hard core lady Maoists, carrying cash reward on their head, surrendered before the Police during the visit of the Odisha Director General of Police to Koraput today. Police said Area Committee member Madhi Sukanti (36) and GNS Commander Kaushalya Khilla alias Sangeet (20) surrendered before the Police after they witnessed the developmental activities

 

China willing to play constructive role to ease India-Pak tensions: senior diplomat

China was willing to play a constructive role to help ease the tensions between Pakistan and India. China paid close attention to the current situation between Pakistan and India, he said, adding that China appreciates the calmness and restraint on the Pakistani side and its efforts to defuse the tensions through dialogues with the Indian side.

26 injured in grenade blast at Jammu bus stand

The powerful explosion was heard at the site of bus stand and people rushed to safer locations for shelter said police. “It was a grenade blast near the SRTC bus,” they added. “Grenade blast took place this afternoon at the bus stand premises and we have reports that eight people have suffered injuries,” Manish Kumar Singh, IGP Jammu Zone. Meanwhile, an eyewitness stated that around dozen people were injured in the explosion and a few of them critically. The injured have been taken to the hospital. He added that the area has been cordoned off.

NASA’s InSight lander hits snag in heat measurement

The thermal probe of NASA’s InSight lander has hit snag and paused digging, according to the mission team on Tuesday. The heat probe, known as the Heat Flow and Physical Properties Probe (HP3), is designed to dig up to five meters below the Martian surface and measure the heat coming from inside the Red Planet. It was set onto the planet’s dusty surface on Feb. 12.

PM Modi congratulates UP on successful completion of Kumbh

Prime Minister Narendra Modi on Wednesday congratulated the people of Uttar Pradesh, especially Prayagraj on the successful completion of the Kumbh Mela 2019. “Congratulations to the people of UP, especially Prayagraj, and the entire state government under CM Yogi Adityanathji for the exceptional organisation of Prayagraj Kumbh,” Mr Modi tweeted. “This Kumbh showcased the best of our culture, spirituality and will be remembered for years to come”, he added

Bandmaster shot dead for not playing songs as per demand

The refusal by a bandmaster to play songs as per demand of clients during a marriage procession cost his life in Kanchan Nagar locality under Bhabhua Town police station area in Kaimur district late last night. Police said here today that a youth gunned down grandmaster Virendra Ram (35) following a dispute over selection of songs being played during a marriage function.

ପ୍ରିୟଙ୍କା ଚୋପ୍ରାଙ୍କୁ ୟୁନିସେଫ୍‌ର ସଦ୍‌ଭାବନା ରାଜଦୂତ ପଦରୁ ହଟାଇବା ପାଇଁ ଦାବି କରି ଯାଚିକା ଦାଏର

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍‌ ନିକଟରେ ଭାରତ ତରଫରୁ ଏୟାର୍‌ ଷ୍ଟ୍ରାଇକ୍‌ କରାଯାଇଥିବା ସମୟରେ ‘ଜୟ ହିନ୍ଦ # ଭାରତୀୟ ଅଭିଯାନ’ରେ ‘ଯୁଦ୍ଧ ପାଇଁ ଖୁସି’ ବୋଲି ଏକ ଟ୍ଵିଟ୍‌ କରିଥିଲେ । ଏହି ଟ୍ଵିଟ୍‌କୁ ନେଇ ପାକିସ୍ତାନୀ ପ୍ରଶଂସକମାନେ ପ୍ରିୟଙ୍କାଙ୍କୁ ଏହି ପଦରୁ ହଟାଇବା ପାଇଁ ଯାଚିକା ଦାଏର କରିଛନ୍ତି । ପାକିସ୍ତାନୀ ପ୍ରଶଂସକଙ୍କ ମତରେ ସଂଯୁକ୍ତ ରାଷ୍ଟ୍ର ଓ ୟୁନିସେଫ୍‌କୁ ଟ୍ୟାଗ୍‌ କରିବା ସହ ଏକ ଅନ୍‌ଲାଇନ୍‌ରେ ଯାଚିକାରେ ବିଶ୍ଵର ଆଇକନ୍‌ ପ୍ରିୟଙ୍କା ଚୋପ୍ରାଙ୍କୁ ୟୁନିସେଫ୍‌ରୁ ଏହି ପଦବୀରୁ ହଟାଇବା ପାଇଁ ଦାବି କରିଛନ୍ତି । ପ୍ରିୟଙ୍କା ଚୋପ୍ରା ଡିସେମ୍ବର ୨୦୧୬ରେ ୟୁନିସେଫ୍‌ର ସଦ୍‌ଭାବନା ରାଜଦୂତ ରୂପେ ଅବସ୍ଥାପିତ ହୋଇଥିଲେ ।

 

Country’s first oil museum to come up in Guwahati

Assam, the state where oil was discovered and produced for the first time in the country more that a century ago, will have the first Oil Museum in the country. All major oil and gas PSUs of the country – ONGC, IOCL, HPCL, BPCL and EIL are coming together for this project, which was launched by Petroleum Minister Dharmendra Pradhan here yesterday.

Mehbooba, Omar Abdullah welcome Imran Khan’s gesture calling it ‘statesmanship’

Opposition leaders including two former Chief Ministers of Jammu and Kashmir on Thursday welcomed the Pakistani Prime Minister Imran Khan’s announcement that the captured Indian pilot Wing Commander Abhinandan will be released on Friday with Mehbooba Mufti even describing the cricketer-turned-politcian as a ‘statesman’.
“Pak PM has exhibited real statesmanship today. It is time for our political leadership to  de escalate the current situation

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ କେଜରିୱାଲ ! ମୋଦି-ଶାହଙ୍କ ଯୋଡ଼ି ଗଣତନ୍ତ୍ର ପାଇଁ ବିପଦ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ଅନଶନ ଆରମ୍ଭ କରିବା ପାଇଁ ଯାଉଛନ୍ତି । ଅନଶନ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଦେଶରେ ଶାନ୍ତି ଭଙ୍ଗ କରିଛନ୍ତି ମୋଦି ସରକାର । ଦେଶ ଭିତରେ ଏବେ ଭୟର ବାତାବରଣ । ଯାଂଚ ଏଜେନ୍ସି ଗୁଡ଼ିକର ଦୂରପୋଯୋଗ କରାଯାଉଛି ବୋଲି କହିଛନ୍ତି ଅରବିନ୍ଦ ।  ଏବେ ଜନତାଙ୍କ ସମୟ ଆସିଛି ଏବଂ ମୋଦି-ଶାହଙ୍କ ଯୋଡ଼ିକୁ ମୁକାବିଲା କେବଳ ଜନତା ହିଁ କରିପାରିବେ ବୋଲି କହିଛନ୍ତି କେଜ୍‌ରୀଓ୍ବାଲ ।  ନିର୍ବାଚନକୁ ଆଖିଆଗରେ ରଖି ମୋଦି ଶାହାଙ୍କ ଯୋଡ଼ିଙ୍କୁ ଗାଦିରୁ ହଟାଇବା ପାଇଁ ସେ ଜନତାଙ୍କୁ ଆହ୍ବାନ କରିଛନ୍ତି । ସେହିପରି ମହାଗଠବନ୍ଧନକୁ ନା କହିବା ସହିତ ଏକା ଲଢିବେ ବୋଲି ସ୍ପଷ୍ଟ କରିଛନ୍ତି ଅରବିନ୍ଦ ।

We are entering an era of greater energy availability : PM

Prime Minister Narendra Modi on Monday said there is a shift in energy consumption from West to East and we are entering an era of greater energy availability.  “Several decades of public life have convinced me that energy is a key driver of socio-economic growth. Suitably priced, stable and sustainable energy supply, is essential for rapid growth of the economy.

Venezuelan crisis: European countries send Maduro major ultimatum

In an ultimatum to Venezuelan leader Nicolas Maduro, Britain, France, Spain, and Germany have said they would recognise opposition leader Juan Guaidó as interim president unless he calls for elections.
In tweets published , the leaders of France and Spain, Emmanuel Macron and Pedro Sanchez, said they would recognise Guado as “president in charge” if Venezuela is not given free elections. 

Jumping off 11th Floor of cruise for Instagram video

In a fit of madness or what 27 year old Nick Naydeb of Washington jumped off the 11th floor of Royal Caribbean cruise to make a video for Instagram after being propped by his friend. The authorities have banned Nick and his friend from sailing in the cruise ever again after seeing the clip.