Corona: At Shaheen Bagh, activists keep one-meter distance

Following the coronavirus outbreak, anti-Citizenship Amendment Act (CAA) women protesters at Shaheen Bagh in the national capital are taking precautions and are sitting at a distance of at least one meter from each other. Khurshid Alam, a local said, “The women protesters have formed a group of 30-35 women to continue the protest at a time. They are using sanitisers and masks.

Waiting for SC verdict on road blockade: Shaheen Bagh protestors

A hearing in the Supreme Court over the Shaheen Bagh road blockade due to anti-CAA protest is scheduled on Monday. The protesters at the Shaheen Bagh told IANS that they were anxiously waiting for the apex court’s verdict. “We are waiting for the Supreme Court’s decision on the matter. After the verdict, we will decide how we will take this forward,” said  protestors

70 ଦିନ ପରେ ଖୋଲିଲା ଶାହିନ୍‌ବାଗ୍‌ ରାସ୍ତା

ଦୀର୍ଘ 70 ଦିନ ପରେ ଶାହିନବାଗ ରାସ୍ତା ଖୋଲିଛି । ସୁପ୍ରିମକୋର୍ଟ ନିଯୁକ୍ତ ମଧ୍ୟସ୍ଥିଙ୍କ ସହିତ ଆଲୋଚନା ପରେ ପ୍ରତିବାଦକାରୀଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ସମ୍ପୂର୍ଣ୍ଣ ରାସ୍ତା ଖୋଲା ଯାଇନଥିଲେ ମଧ୍ୟ ନୋଇଡା-କାଳିନ୍ଦୀକୁଞ୍ଜ ରାସ୍ତା ଖୋଲାଯାଇଛି । ଏହା ଫଳରେ ଜାମିଆ ଏବଂ ଫରିଦାବାଦକୁ ଯିବା ସହଜ ହେବ । ପୂର୍ବରୁ ରାସ୍ତା ନମ୍ବର 9କୁ ଖୋଲାଯାଇଥିଲା ମାତ୍ର କିଛି ସମୟ ମଧ୍ୟରେ ପ୍ରତିବାଦକାରୀଙ୍କ ଅନ୍ୟ ଏକ ଦଳ ଏହି ରାସ୍ତାକୁ ବନ୍ଦ କରି ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ମଧ୍ୟସ୍ଥି ସନ୍ତୋଷ ହେଗ୍‌ଡେ ଏବଂ ସାଧନା ରାମଚନ୍ଦ୍ରନଙ୍କ ସହିତ ଆଲୋଚନା ପରେ ଏହି ରାସ୍ତାକୁ ଆଂଶିକ ଭାବରେ ଖୋଲାଯାଇଛି ।

Divide in anti-CAA! Shaheen Bagh agitators divided over protest’s leadership

The anti-CAA protest has been continuing in Delhi’s Shaheen Bagh for over two months. While the protesters are united over their demand to withdraw of the new law, there are differences among them over the protest’s leadership. Discord among protesters over the protest’s future strategy can also be seen. As the protest continues, differences among protesters over the leadership have increased.

Two interlocutors reach Shaheen Bagh, hope for fruitful talks

To find a solution for the ongoing Shaheen Bagh protest, two of three Supreme Court-appointed interlocutors on Wednesday reached Shaheen Bagh to talk to the protestors out on the streets for more than a month against the new citizenship law (CAA). Senior lawyers Sanjay Hegde and Sadhna Ramachandran, appointed by the Supreme Court to speak to the protesters, are participating in the dialogue.

ଦିଲ୍ଳୀର ଆଇନ ଶୃଙ୍ଖଳା ପରସ୍ଥିତି କେନ୍ଦ୍ରର ଦାୟିତ୍ବ : ରାଘବ ଚଢ୍ଢା

ଶାହିନବାଗକୁ ନେଇ ମୁହଁ ଖୋଲିଛନ୍ତି ଆପ୍‌ ନେତା ରାଘବ ଚଢ୍ଢା । ଶାହିନବାଗରେ ସିଏଏ ବିରୋଧୀ ଆନ୍ଦୋଳନକୁ ନେଇ କରାଯାଇଥିବା ପ୍ରଶ୍ନରେ ରାଘବ ଏହି ଉତ୍ତର ଦେଇଥିଲେ । ଦିଲ୍ଲୀର ଆଇନ ଶୃଙ୍ଖଳା ପରସ୍ଥିତି କେନ୍ଦ୍ର ସରକାରଙ୍କ ଅଧୀନରେ ରହିଛି । ତେଣୁ ଶାହିନବାଗରୁ ଆନ୍ଦୋଳନ ହଟାଇବା ଦାୟିତ୍ବ କେନ୍ଦ୍ର ସରକାରଙ୍କର ବୋଲି ରାଘବ ପ୍ରକାଶ କରିଛନ୍ତି । ଆପ୍‌ ଏକ କ୍ଷୁଦ୍ର ରାଜନୈତିକ ଦଳ ଯାହାକି ସାଧାରଣ ଜନତାଙ୍କ ବିଭିନ୍ନ ଅସୁବିଧା, ସ୍ବାସ୍ଥ୍ୟ, ଶିକ୍ଷା ଏବଂ ପ୍ରଦୂଷଣକୁ ନେଇ ରହିଥିବା ସମସ୍ୟା ଦୂର କରିବା ଏହାର ଦାୟିତ୍ବ । ସିଏଏ ଏବଂ ଏହାକୁ ନେଇ ରହିଥିବା ସମସ୍ୟା ସହିତ ଆପ୍‌ର କୌଣସି ସମ୍ପର୍କ ନାହିଁ ବୋଲି ରାଘବ ପ୍ରକାଶ କରିଥିଲେ ।

ଶାହିନବାଗ ପ୍ରତିବାଦକାରୀ ସର୍ବଦା ରାସ୍ତା ବନ୍ଦ କରିପାରିବେ ନାହିଁ : ସୁପ୍ରିମ୍‌କୋର୍ଟ

ଶାହିନବାଗରେ ସିଏଏ ବିରୋଧୀ ଆନ୍ଦୋଳନକୁ ସୁପ୍ରିମକୋର୍ଟ ସମାଲୋଚନା କରିଛନ୍ତି । ଏହା ଉପରେ କୌଣସି ରାୟ ଦେଇନଥିଲେ ମଧ୍ୟ ସୁପ୍ରିମକୋର୍ଟ ଏହାକୁ ସମାଲୋଚନା କରିଛନ୍ତି । ଆନ୍ଦୋଳନ ନାମରେ କୌଣସି ରାସ୍ତାକୁ ଆପଣ ସର୍ବଦା ବନ୍ଦ କରିବେ ନାହିଁ । ଶାହିନ୍‌ବାଗ ଆନ୍ଦୋଳନକୁ ନେଇ ଦାଖଲ କରାଯାଇଥିବା ବିଭିନ୍ନ ସର୍ବସାଧାରଣ ଯାଚିକା ଉପରେ ବିଚାର କରି ଦୁଇ ଜଣିଆ ଖଣ୍ଡପୀଠ ଏହା କହିଛନ୍ତି । ଅପର ପକ୍ଷର ଉତ୍ତର ଶୁଣିବା ପରେ ଆସନ୍ତା 17 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି ଜଣାପଡିଛି ।

In 2nd incident, man opens fire in Shaheen Bagh; detained

Two days after a youth opened fire on the anti-CAA protesters here, a similar incident happened on Saturday as a man fired bullets in the air in Shaheen Bagh area — a key site of the protests. The police have detained the man. Following the incident, there was panic and anger in the area where an anti-Citizenship (Amendment) Act (CAA) protest.