ଟ୍ରକ୍‌କୁ ଧକ୍କା ଦେଲା କାର୍‌ : ନବଦମ୍ପତିଙ୍କ ସମେତ 11 ମୃତ

ରାଜସ୍ଥାନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ଜନୈକ ନବଦମ୍ପତ୍ତିଙ୍କ ସମେତ 11 ଜଣ ପ୍ରାଣ ହରାଇଛନ୍ତି । ଯୋଧପୁରର ଶେଗଡ ନିକଟସ୍ଥ ସୋଇଁତାରା ଗ୍ରାମରେ ଏହି ଦୁର୍ଘଟଣା ଘଟିଥିଲା । ନବଦମ୍ପତିଙ୍କ ସହିତ ଏକାଧିକ ମହିଳା ଏବଂ ଶିଶୁ ରହିଥିବା ବେଳେ ସମସ୍ତେ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ । ବାଲୋତ୍ରା-ଫାଲୋଡି ରାଜପଥରେ ଘଟିଥିବା ଏହି ଦୁର୍ଘଟଣାଟି ଏତେ ଭୟାବହ ଥିଲା କି ଟ୍ରକ୍‌ଟି କାର୍‌ ଉପରକୁ ମାଡି ଯାଇଥିଲା ।

ରାଜସ୍ଥାନରେ ନଦୀକୁ ଖସିଲା ବସ୍‌ : 25 ମୃତ

ରାଜସ୍ଥାନରେ ଏକ ବସ୍‌ ନଦୀକୁ ଖସି ପଡିବାରୁ 25 ଜଣଙ୍କର ମୃତ୍ୟୁ ହୋଇଛି । ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ବୁଧବାର ସକାଳୁ ଏହି ଦୁର୍ଘଟଣା ଘଟିଛି । ବୁଧବାର ସକାଳ 9ଟା ସମୟରେ କୋଟା-ଦଉସା ରାଜପଥ ନିକଟରେ ଏହି ଘଟଣା ଘଟିଛି । ବ୍ରିଜ୍‌ ଅତିକ୍ରମ କରୁଥିବା ସମୟରେ ବସ୍‌ର ଚକା ହୁଗୁଳି ଯିବା କାରଣରୁ ଏହି ଦୁର୍ଘଟଣା ଘଟିଥିଲା । କୋଟାରୁ ସଓ୍ବାଇ ମାଧୋପୁର ଯାଉଥିବା ବସ୍‌ଟି ପାପ୍‌ଡି ବ୍ରିଜ୍‌ ଉପରେ ଭାରସାମ୍ୟ ହରାଇବାରୁ ମେଜ ନଦୀରେ ଖସି ପଡିଥିଲା ।

Breaking: 25 dead as bus plunges into river in Rajasthan

At least 25 people died and four others injured when a private bus with a wedding party fell into a river in Rajasthan’s Bundi district on Wednesday. The accident took place around 9am. at Kota-Dausa highway . The survivors said that the tyre of the bus came off while it was crossing the bridge as a result of which the driver lost control.

Rajasthan villagers block road, demand martyr status for Delhi cop

A large crowd comprising area villagers on Wednesday blocked the Fatehpur-Jhunjhunu road and staged a protest to demand martyr status for Delhi Police Head Constable Ratan Lal, who lost his life in Delhi violence on Monday. The protesters asserted that the body would not be cremated till the martyr status was not bestowed on the deceased policeman.

ସିଏଏରେ ପରିବର୍ତ୍ତନ ରାଜ୍ୟ ସରକାରଙ୍କ କ୍ଷମତାର ବାହାରେ : ସି ପି ଯୋଶୀ

ସିଏଏକୁ ନେଇ ଏକ ବଡ ବୟାନ ଦେଇଛନ୍ତି ରାଜସ୍ଥାନ ବିଧାନସଭାର ବାଚସ୍ପତି ସିପି ଯୋଶୀ । ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନ୍‌ ପ୍ରଣୟନ କରାଯାଇଥିବା ବେଳେ ଏହାକୁ ରାଜସ୍ଥାନ ବାଚସ୍ପତି ବିରୋଧ କରିଛନ୍ତି । ଭାରତ ଏକ ସଂଘୀୟ ରାଷ୍ଟ୍ର ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୀତ ଆଇନ୍‌କୁ ମାନିବା ଉଚିତ୍‌ । କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ ପ୍ରଣୟନ କରିଛନ୍ତି ଏବଂ ରାଜ୍ୟ ସରକାର ଏହାକୁ ମାନିବା ଉଚିତ୍‌ ।

ଶିକ୍ଷୟିତ୍ରୀଙ୍କୁ ଚୁମ୍ବନ ଦେଇ ଅଡୁଆରେ ଶିକ୍ଷକ

ରାଜସ୍ଥାନର କରୌଲୀରେ ଏକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । କରୌଲୀର ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜନୈକ ଶିକ୍ଷକ ଜଣେ ମହିଳା ସହକର୍ମୀଙ୍କୁ ଚୁମ୍ବନ ଦେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି । ଶତାଧିକ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଏହି ଘଟଣା ଘଟିଥିଲା । ଏକ ସଭା ମଝିରେ ମଞ୍ଚ ଉପରେ ବସିଥିବା ଶିକ୍ଷକ ଜଣକ ଶିକ୍ଷୟିତ୍ରୀଙ୍କୁ ଚୁମ୍ବନ ଦେଇଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ସ୍କୁଲ ପକ୍ଷରୁ ଏକ ଅନ୍ତରୀଣ କମିଟି ଗଠନ କରାଯାଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ତୃତୀୟ ରାଜ୍ୟ ଭାବରେ ସିଏଏ ବିରୋଧୀ ବିଲ୍‌କୁ ମଞ୍ଜୁରୀ ଦେଲା ରାଜସ୍ଥାନ

ସିଏଏକୁ ନେଇ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିବା ବେଳେ ତୃତୀୟ ରାଜ୍ୟ ଭାବରେ ଏହା ବିରୋଧରେ ବିଲ୍‌ ପାଶ୍‌ କରାଇଛି ରାଜସ୍ଥାନ । କେରଳ ଏବଂ ପଞ୍ଜାବ ପରେ ତୃତୀୟ ରାଜ୍ୟ ଭାବରେ ଏହି ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରିଛି । କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନରେ ସିଏଏ ବିରୋଧୀ ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରାଯାଇଥିବାରୁ ବିଜେପି କର୍ମୀଙ୍କ ପକ୍ଷରୁ ରାଜ୍ୟରେ ଏହାର ବିରୋଧାଭାସ ପ୍ରଦର୍ଶନ କରାଯାଇଛି । ଶନିବାର ବିଧାନସଭାରେ ଏହି ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।

Cash-strapped Rajasthan govt to buy Rs 200 crore plane

The cash-strapped Ashok Gehlot-led Congress government in Rajasthan is planning to buy a Rs 200 crore jet, which can carry around 30-40 people. As many as five international plane manufacturers have responded by December 2, the last date to file the expressions of interest sought by the state government in October.

Twelve killed after bus overturns in Rajasthan’s Nagaur

At least 12 people were killed on the spot and six others injured after a mini bus overturned in this district of Rajasthan on Saturday. The accident occurred at 0300 hrs when mini bus driver, while trying to save a bull, which jumped in front of it, lost control over the vehicle and it overturned. The occupants of mini bus were proceeding towards Hanumangarh.