Modi, Rahul greet citizens on New Year

Prime Minister Narendra Modi and former Congress chief Rahul Gandhi greeted the citizens on the occasion of the New Year.

“Have a wonderful 2020! May this year be filled with joy and prosperity. May everyone be healthy and may everyone’s aspirations be fulfilled. Best wishes to all of you for the year 2020,” the Prime Minister said in a tweet.

Rahul Gandhi, in a tweet said, “Happy New Year to each and every one of you. Have a wonderful year! Welcome 2020.”

ବାରବାଟୀ ଦିନିକିଆ : ରୋହିତ-ରାହୁଲଙ୍କ ଶତକୀୟ ଭାଗିଦାରୀ

ଭାରତ ଏବଂ ଓ୍ବିଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍‌ରେ ଭାରତ ଦୃଢ ସ୍ଥିତିରେ ରହିଛି । 316 ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଦଳ ପକ୍ଷରୁ ଦୁଇ ଓପ୍‌ନର ଦୃଢତାର ସହ ଇନିଂସ ଆରମ୍ଭ କରିଛନ୍ତି । ଦୁଇ ଓପ୍‌ନର କେ ଏଲ୍‌ ରାହୁଲ୍‌ ଏବଂ ରୋହିତ ଶର୍ମା ବ୍ୟକ୍ତିଗତ ଅର୍ଦ୍ଧଶତକ ହାସଲ କରିଛନ୍ତି । ରାହୁଲ 53ଟି ବଲ୍‌ର ସମ୍ମୁଖୀନ ହୋଇ 7 ଚୌକା ସହାୟତାରେ 50 ରନ୍‌ କରିଥିବା ବେଳେ ରୋହିତ 52 ଟି ବଲ୍‌ର ସମ୍ମୁଖୀନ ହୋଇ 6ଟି ଚୌକା ଏବଂ ଗୋଟିଏ ଛକ୍କା ମାରିଛନ୍ତି ।

ରୋହିତ-ରାହୁଲଙ୍କ ଶତକ : 35 ଓଭର ସୁଦ୍ଧା ଭାରତ 220/0

ବିଶାଖାପଟ୍ଟନମରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆରେ ଭାରତୀୟ ଓପ୍‌ନର ଚମତ୍କାର ବ୍ୟାଟିଂ କରିଛନ୍ତି । ଉଭୟ ବ୍ୟାଟ୍ସମ୍ୟାନ୍‌ ଶତକ ହାସଲ କରିବା ସହିତ ପ୍ରଥମ ଓ୍ବିକେଟରେ ଦ୍ବିଶତକୀୟ ଭାଗିଦାରୀ କରିଥିଲେ । 36 ଓଭର ସୁଦ୍ଧା ଭାରତ 220 ରନ୍‌ ସଂଗ୍ରହ କରିଥିବା ବେଳେ ରୋହିତ(114) ଏବଂ ରାହୁଲ (102) ରନ୍‌ରେ ବ୍ୟାଟିଂ କରୁଛନ୍ତି । ରୋହିତ 33 ତମ ଓଭରରେ 108 ବଲ୍‌ରୁ 11ଟି ଚୌକା ଏବଂ 2 ଛକ୍କା ସହାୟତାରେ ନିଜର ଶତକ ପୂରଣ କରିଥିଲେ । ରାହୁଲ 102ଟି ବଲ୍‌ର ସମ୍ମୁଖୀନ ହୋଇ 8ଟି ଚୌକା ଏବଂ 3ଟି ଛକ୍କା ସହାୟତାରେ ଶତକ ପୂରଣ କରିଥିଲେ ।

ସବରକର ମନ୍ତବ୍ୟରେ ରାହୁଲଙ୍କ ସପକ୍ଷରେ ଏନ୍‌ସିପି

ରାହୁଲ ଗାନ୍ଧୀଙ୍କ ସବରକର ମନ୍ତବ୍ୟକୁ ନେଇ ସହଯୋଗୀ ଦଳ ଶିବସେନା ରାହୁଲଙ୍କୁ ସମାଲୋଚନା କରିଥିବା ବେଳେ ଅନ୍ୟତମ ସହଯୋଗୀ ଦଳ ଏନ୍‌ସିପି ରାହୁଲଙ୍କ ସମର୍ଥନ କରିଛି । ଗୋଟିଏ ଘଟଣାକୁ ନେଇ ସମସ୍ତଙ୍କର ଭିନ୍ନ ଭିନ୍ନ ମତ ରହିଥାଏ ଏବଂ ସବରକରଙ୍କୁ ନେଇ ରାହୁଲଙ୍କ ମତ ଭିନ୍ନ । ମାତ୍ର ଭିନ୍ନ ମତ ରହିବା ରାହୁଲଙ୍କୁ ଭୁଲ ବୋଲି ପ୍ରମାଣିତ କରୁନାହିଁ ବୋଲି ଏନ୍‌ସିପି ନେତା ଛଗନ ଭୁଜବଳ କହିଛନ୍ତି ।

Rahul says ‘India the rape capital of world’

Hitting out at Prime Minister Narendra Modi, former Congress president Rahul Gandhi said on Saturday that the prevailing situation in the country, according to international media, is such that India has become the rape capital of the world.
Addressing a public meeting on the third and last day of his constituency tour, Rahul said attacks on women and children are of concern.

ତିହାରରେ ଚିଦାମ୍ବରମଙ୍କୁ ଭେଟିଲେ ରାହୁଲ ଏବଂ ପ୍ରିୟଙ୍କା

ଆଇଏନଏକ୍ସ ମିଡିଆ ମାମଲାରେ ତିହାର ଜେଲରେ ରହିଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଭେଟିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ତିହାର ଜେଲ୍‌ରେ ରାହୁଲ ଏବଂ ପ୍ରିୟଙ୍କା ଚିଦାମ୍ବରମଙ୍କୁ ଭେଟିବା ସହିତ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ତିହାରର ଜେଲ୍‌ ନମ୍ବର 7ରେ ଉଭୟ ଚିଦାମ୍ବରମଙ୍କୁ ଭେଟିଥିବା ନେଇ ଜେଲ୍‌ ଡିଜି ସନ୍ଦୀପ ଗୋୟଲ ସୂଚନା ଦେଇଛନ୍ତି । ବିଗତ ଏକ ମାସ ମଧ୍ୟରେ ଏହା କଂଗ୍ରେସ ନେତୃବୃନ୍ଦଙ୍କ ଦ୍ବିତୀୟ ଗସ୍ତ ।

Rahul, Nagma to campaign for Cong in Assam today

Congress president Rahul Gandhi will be visiting Assam for the second time in less than a week to campaign for the Lok Sabha election. Gandhi is scheduled to address an election rally in Karimganj Lok Sabha constituency in southern Assam, where polling will be conducted in the second phase on April 18. He had visited the state on April 3 last.

Gujarat court issues summons to Rahul Gandhi, Surjewala in bank defamation case

A court here on Monday issued summons to Congress President Rahul Gandhi and national spokesperson of the party Randeep Surjewala in connection with a defamation case regarding their remarks, statements and social media posts about the alleged large-scale deposit of scrapped Rs 500 and Rs 1000 notes in Ahmedabad District Cooperative Bank (ADC bank), of which BJP president Amit Shah was a director,

PM, not us, is the poster boy of Pakistan: Rahul

Hitting back at Prime Minister Narendra Modi over his ‘poster boys’ remark, Congress president Rahul Gandhi on Thursday said it was not his party leaders but the PM who was the ‘poster boy’ of Pakistan for inviting the ISI to probe the Pathankot attack and attending a wedding at the then prime minister Nawaz Sharif’s house.

ରାଫେଲ୍‌କୁ ବିବାଦ : ପ୍ରମାଣପତ୍ର ଚୋରି ହେବାକୁ ନେଇ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ୍‌

ରାଫେଲ୍‌ ଡିଲ୍‌କୁ ନେଇ ପୁଣି ଥରେ ବିପଦରେ ମୋଦି ସରକାର ।  ଏହି ବିବାଦକୁ ନେଇ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଛି କଂଗ୍ରେସ । ପ୍ରେସମିଟ୍ କରି ମୋଦିଙ୍କ ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାଫେଲ ଡିଲ ନେଇ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି ହେବାର ଅର୍ଥ ରାଫେଲ୍‌ ଦୁର୍ନୀତି ଅଭିଯୋଗରେ ସତ୍ୟତା ରହିଛି । ଯଦି କୌଣସି ଘୋଟାଲା ହୋଇନାହିଁ ତେବେ ପ୍ରଧାନମନ୍ତ୍ରୀ କାହିଁକି ଯାଂଚ ନିର୍ଦ୍ଦେଶ ଦେଉନାହାନ୍ତି । ତେଣୁ ପ୍ରଧାନମନ୍ତ୍ରୀ ଯଦି ନିର୍ଦ୍ଦୋଷ ତେବେ ଯାଂଚ କରନ୍ତୁ । ସେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରନ୍ତୁ ।

Rahul to discuss possible tie-up with AAP

Congress president Rahul Gandhi will on Tuesday hold a meeting with leaders of the Delhi Congress to discuss possibility of a tie-up with the AAP for the Lok Sabha elections. The meeting comes following an intervention by WB CM Mamata Banerjee for a tie up between the Congress and AAP in Delhi as part of efforts to forge a grand alliance between various opposition parties.

ରାଜ୍ୟ କଂଗ୍ରେସ ମୁଖିଆଙ୍କୁ ଭେଟିବେ ରାହୁଲଗାନ୍ଧି

ସାଧାରଣ ନିର୍ବାଚନ ପୂର୍ବରୁ ହାତ ମୁଠା ଟାଣ ହେଉଛି। ରଣନୀତି ନେଇ ଆଜି ଦିଲ୍ଲୀରେ ସବୁ ରାଜ୍ୟର ପିସିସି ମୁଖ୍ୟ ଓ ବିରୋଧୀ ଦଳ ନେତାଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲଗାନ୍ଧିଙ୍କର ବୈଠକ ରହିଛି।ଏଥିରେ କଂଗ୍ରେସ ମହାସଚିବପ୍ରିୟଙ୍କାଗାନ୍ଧି ବି ଉପସ୍ଥିତ ରହି ପାରନ୍ତି। ଚଳିତମାସ ଶେଷ ସୁଦ୍ଧା ପ୍ରାର୍ଥୀ ଚୁଡ଼ାନ୍ତ କରିବ କଂଗ୍ରେସ। ଆଜିର ବୈଠକରେ ନିର୍ବାଚନୀ କ୍ୟାମ୍ପେନ୍ ପ୍ଲାନ ଓ କେଉଁ ରାଜ୍ୟରେ କଂଗ୍ରେସ କାହା ସହ ସମ୍ଭାବନୀ ନେଇ ପିସିସି ମୁଖ୍ୟଙ୍କ ସହ ଆଲୋଚନା କରିବେ ରାହୁଲଗାନ୍ଧି। ଏହାପରେ ଖୁବଶୀଘ୍ର ପରିବର୍ଦ୍ଧିତ କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ବସିବ।

ଫୋକସ୍‌ ପଶ୍ଚିମ ଓଡ଼ଶା, ଆସୁଛନ୍ତି ରାହୁଲ ଗାନ୍ଧି

ଦୁଇ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଗୋଟିଏ ଦିନରେ ଭବାନୀପାଟଣା ଓ ରାଉରକେଲାରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେବେ। ସାଧାରଣ ନିର୍ବାଚନ ପୂର୍ବରୁ ସେ ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ। କଂଗେ୍ରସ ଅଧ୍ୟକ୍ଷଙ୍କ ଗସ୍ତକୁ ନେଇ ଦଳୀୟ ଶିବିର ଚଳଚଞ୍ଚଳ ହୋଇ ପଡ଼ିଛି। ପଞ୍ଚାୟତ ନିର୍ବାଚନ ପରେ କଳାହାଣ୍ଡିରେ ଦୁର୍ବଳ ପଡ଼ିଥିବା ସଂଗଠନକୁ ସୁଦୃଢ଼ କରିବାର ଫଣ୍ଡା ଦେବେ ରାହୁଲ। ପୂର୍ବରୁ ଜାନୁଆରୀ ୨୫ ତାରିଖରେ ତମାଣେ୍ଡା ସମାବେଶରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାଗେର୍ଟ କରିଥିଲେ ରାହୁଲ।

ଭୁବନେଶ୍ବର ବିମାନ ବନ୍ଦରରେ ରାହୁଳ ଗାନ୍ଧୀଙ୍କ ବଦାନ୍ୟତା, ପଡିଯାଇଥିବା କ୍ୟାମେରାମ୍ୟାନଙ୍କୁ କଲେ ସାହାର୍ଯ୍ୟ

ରାହୁଳ ଗାନ୍ଧୀଙ୍କ ଓଡିଶା ଗସ୍ତ ବେଳେ ବିମାନ ବନ୍ଦରରେ ଘଟିଲା ଏକ ଅଘଟଣ। ନୂଆ ଦିଲ୍ଲୀରୁ ଆସିଥିବା ଜଣେ କ୍ୟାମେରାମ୍ୟାନ ରାହୁଳଙ୍କ ଫଟୋ ନେଉଥିବା ବେଳେ ହଠାତ ତଳେ ପଡିଗଲେ। ଭିଡ ଭିତରେ ରାହୁଳ କଥାବାର୍ତ୍ତା କରୁଥିବାର ଫଟୋ ନେଉଥିଲେ ବେଳେ ଠେଲାପେଲାରେ ସେ ପାହାଚ ତଳକୁ ଖସିପଡିଥିଲେ। ପଡିଯିବାର ଶଦ୍ଦ ଶୁଣି ରାହୁଳ ପଛକୁ ବୁଲି ତାଙ୍କୁ ପାଖକୁ ଧାଇଁ ଯାଇଥିଲେ। ସୁରକ୍ଷା କର୍ମି ବାଧା ଦେଇଥିଲେ ମଧ୍ୟ ରାହୁଳ ପାହଚ ତଳକୁ ଖସି କ୍ୟାମେରାମ୍ୟାନଙ୍କୁ ଉପରକୁ ଉଠାଇଥିଲେ।

ତିନିଟି ଆସନରୁ ଲୋକସଭା ନିର୍ବାଚନ ଲଢ଼ିବେ  ରାହୁଲ !

୨୦୧୯ ଲୋକସଭା ନିର୍ବାଚନରେ ୩ଟି ଆସନରୁ ଲଢ଼ି ପାରନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲଗାନ୍ଧି। ଉତ୍ତରପ୍ରଦେଶରେ ଆମେଥି ସମତେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ଦୁଇଟି ସୁରକ୍ଷିତ ସିଟରୁ ସେ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି। ମହାରାଷ୍ଟ୍ରର ନାନ୍ଦେଡ ଓ ମଧ୍ୟପ୍ରଦେଶର ଛିନ୍ଦଓ୍ୱାଡାରୁ ବି ରାହୁଲ ୨୦୧୯ରେ ପ୍ରାର୍ଥୀ ହେବେ ବୋଲି ଶୁଣିବାକୁ ମିଳୁଛି। ତେବେ ଏନେଇ କଂଗ୍ରେସ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭନଙ୍କ ମନ୍ତବ୍ୟ ପରେ ଏଭଳି ଚର୍ଚ୍ଚା ଜୋର ଧରିଛି। ସେ କହିଥିଲେ, ରାହୁଲ କଂଗ୍ରେସ ଅଧ୍ୟକ୍ଷ। ସେ ଯେଉଁଠୁ ଚାହିଁବେ ନିର୍ବାଚନ ଲଢ଼ିପାରିବେ।

କଂଗ୍ରେସର ୟୁପିପ୍ଲାନ୍‌, ୧୩ ଜୋନରେ ରାଲି କରିବେ ରାହୁଲଗାନ୍ଧି

୨୦୧୯ ସାଧାରଣ ନିର୍ବାଚନ ଓ ଆଗାମୀ ବିଧାନସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଏକାକୀ ନିୂର୍ବାଚନମୈଦାନକୁ ଓହ୍ଲାଇବ କଂଗ୍ରେସ। ନୂଆ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ଦଳ। ପୂରା ଉତ୍ତରପ୍ରଦେଶକୁ ୧୩ଟି ଜୋନରେ ବିଭକ୍ତ କରାଯାଇଛି। ସବୁ ୧୩ଟି ଜୋନରେ ପ୍ରଚାର କରିବେ ରାହୁଲ ଗାନ୍ଧି। ଫେବ୍ରୁଆରୀରେ ସମସ୍ତ ଜୋନରେ ରାଲି କାର୍ଯ୍ୟକ୍ରମ ରହିଛି। ଏଜେଣ୍ଡାକୁ ଚୂଡ଼ାନ୍ତ କରୁଛନ୍ତି ଗୁଲାମ ନବୀଆଜାଦ ଓ ରାଜ ବବ୍ଦର। ଏସ୍‌ପି-ବିଏସ୍‌ପି ମେଣ୍ଟ ପରେ ଉତ୍ତରପ୍ରଦେଶ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇଛି।

 

ପୂର୍ଣ୍ଣ କ୍ଷମତା ସହ ଉତ୍ତରପ୍ରଦେଶ ନିର୍ବାଚନକୁ ଓହ୍ଲାଇବ କଂଗ୍ରେସ: ରାହୁଲ

୨୦୧୯ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଏସପି-ବିଏସପି ମେଣ୍ଟ ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲଗାନ୍ଧି। ସେ କହିଛନ୍ତି, କଂଗ୍ରେସ ପୂର୍ଣ୍ଣ କ୍ଷମତା ସହ ଉତ୍ତରପ୍ରଦେଶରେ ନିର୍ବାଚନ ଲଢ଼ିବ। ମେଣ୍ଟ କରି ନିର୍ବାଚନ ଲଢ଼ିବା ନିଷ୍ପତ୍ତି ନେଇଛନ୍ତି ମାୟାବତୀ ଓ ଅଖିଳେଶ। ନିଷ୍ପତ୍ତିକୁ ମୁଁ ସମ୍ମାନ କରୁଛି। ଏବେ ଉତ୍ତରପ୍ରଦେଶରେ କିଭଳି କଂଗ୍ରେସ ସ୍ଥିତି ମଜଭୁତ କରିବ, ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ରାହୁଲ କହିଛନ୍ତି।