IND vs SA: Pandya, Bhuvneshwar, Dhawan in ODI squad

Allrounder Hardik Pandya, pacer Bhuvneshwar Kumar and opener Shikhar Dhawan returned to the 50-over fold as India named a 15-member squad for their upcoming three-match ODI series against South Africa starting this month. As reported by IANS earlier, fit-again Hardik made his comeback into the Indian team for the home series against the Proteas with Bhuvneshwar also getting back.

ମଙ୍ଗଳବାର ପ୍ରଥମ ଦିନିକିଆ : ଟିମ୍‌ ଚୟନକୁ ନେଇ ଦ୍ବନ୍ଦରେ ଭାରତ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ମ୍ୟାଚ୍‌ ପାଇଁ ଟିମ୍‌ ଚୟନକୁ ନେଇ ଭାରତୀୟ ଦଳ ଦ୍ବନ୍ଦ୍ବରେ ରହିଛି । ରୋହିତ ଶର୍ମାଙ୍କ ପ୍ରତ୍ୟାବର୍ତ୍ତନରେ ଓପନିଂ ସ୍ଥାନକୁ ନେଇ ଟିମ୍‌ ସମସ୍ୟା ଦେଖାଦେଇଛି । ରୋହିତଙ୍କ ସହିତ ଉଭୟ ଧଓ୍ବନ୍‌ ଏବଂ ରାହୁଲ ସଫଳ ହୋଇଥିବାରୁ ମ୍ୟାନେଜମେଣ୍ଟ କାହାକୁ ଖେଳାଇବ ସେ ନେଇ ଅଡୁଆରେ ପଡିଛି । ସେହିପରି ଦ୍ରୁତ ବିଭାଗରେ ଯଶ୍‌ପ୍ରୀତ୍‌ ବୁମ୍‌ରା ଏବଂ ମହମ୍ମଦ ସାମିଙ୍କ ସହିତ ନବଦୀପ ସାଇନି କିମ୍ବା ଶାର୍ଦ୍ଦୁଲ ଠାକୁରଙ୍କ ମଧ୍ୟରେ ଜଣେ ସ୍ଥାନ ପାଇବେ ।

ଓ୍ୱେଲିଂଟନରେ ଭାରତ-ନ୍ୟୁଜିଲାଣ୍ଡ ଶେଷ ଦିନିକିଆ

5ଟିକିଆ ଦିନିକିଆ ସିରିଜରେ ଶେଷ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଭାରତ-ନ୍ୟୁଜିଲାଣ୍ଡ। ଏହି ମ୍ୟାଚ୍ ଭାରତ ପାଇଁ ବେଶୀ ଗୁରୁତ୍ୱ ରଖୁନାହିଁ। କାରଣ ଟିମ୍ ଇଣ୍ଡିଆ ଆଗୁଆ 3-1ରେ ସିରିଜ ବିଜୟୀ ହୋଇଛି। ଏହି ମ୍ୟାଚ୍ ଜିତିଲେ ସିରିଜକୁ ଶେଷ କରିବାକୁ ଚାହିଁବ ମେନ୍ ଇନ୍ ବ୍ଲ୍ୟୁ। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳୁଛି ଦଳ। ତେବେ ଗତ ମ୍ୟାଚର ତ୍ରୁଟି ସଜାଡ଼ିବାକୁ ପଡ଼ିବ। ସେପଟେ ଗତ ମ୍ୟାଚରେ ଟିମ୍ ଇଣ୍ଡିଆକୁ ମାତ ଦେଇଥିବାରୁ କିଓ୍ୱି ବାହିନୀର ମନୋବଳ ଦୃଢ଼ ରହିଛି। ସିରିଜ ହାତଛଡ଼ା କରିଥିଲେ ବି ମ୍ୟାଚ୍ ଜିତିବାକୁ ରଣନୀତି ସହ ମୈଦାନକୁ ଓହ୍ଲାଇଛି ଘରୋଇ ଦଳ।