ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁ ପାଇଁ ଟେନିସ୍‌ ପ୍ରଦର୍ଶନୀ ମ୍ୟାଚ୍‌ରେ 5 ମିଲିୟନ୍‌ ଡଲାର ସଂଗ୍ରହ

ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁର ମୁକାବିଲା ପାଇଁ ଏକ ପ୍ରଦର୍ଶନୀ ଟେନିସ୍‌ ମ୍ୟାଚ୍‌ ଖେଳାଯାଇଛି । ଏହି ପ୍ରଦର୍ଶନୀ ମ୍ୟାଚ୍‌ ଗୁଡିକରୁ 5 ମିଲିୟନ୍‌ ଅଷ୍ଟ୍ରେଲିଆନ୍‌ ଡଲାର (3.4 ମିଲିୟନ୍‌ ଡଲାର) ଅର୍ଥରାଶି ସଂଗ୍ରହ କରାଯାଇଛି । ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ବିଭିନ୍ନ ବଡ ବଡ ଷ୍ଟାର ଖେଳିଥିଲେ । ରୋଜର ଫେଡେରରଳ ସେରେନା ଓ୍ବିଲିୟମ୍ସ, ନୋଭାକ୍‌ ଜୋକୋଭିକ୍‌, ରାଫେଲ୍‌ ନାଦାଲ୍‌, ନାଓମି ଓସାକା, କାରୋଲିନ୍‌ ଓଜ୍‌ନିଆକି, ଷ୍ଟିଫାନୋସ୍‌ ଟ୍ରିଷ୍ଟାପାସ୍‌ ଏବଂ ଆଲେକଜାଣ୍ଡାର ଜେଭ୍‌ରେଭ୍‌ ପ୍ରମୁଖ ଏହି ପ୍ରଦର୍ଶନୀ ମ୍ୟାଚ୍‌ରେ ଅଂଶଗ୍ରହଣ କରିଥିଲେ ।

Tennis stars raise A$5 million for Australian bushfire charity

Close to A$ five million($ 3.4 million) was raised for the raging Australian bushfires after a special charity event in which world’s best tennis players took to the court. Amid the Australian Open qualifying rounds, the Rally for Relief — organised on Wednesday evening — featured big name stars including Roger Federer, Serena William, Novak Djokovic, Rafael Nadal, Naomi Osaka, Caroline Wozniacki, Stefanos Tsitsipas and Alexander Zverev,

ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁ : ଧୂଆଁ ମଧ୍ୟରେ ଆୟୋଜିତ ହେବ ଅଷ୍ଟ୍ରେଲିଆନ୍‌ ଓପନ୍‌

ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁ ପ୍ରଭାବରେ ସମଗ୍ର ଅଷ୍ଟ୍ରେଲିଆ ପ୍ରଭାବିତ ହୋଇଥିବା ବେଳେ ବର୍ଷର ପ୍ରଥମ ଟେନିସ୍‌ ଗ୍ରାଣ୍ଡସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ର ଆୟୋଜନ ନେଇ ସନ୍ଦେହ ଦେଖାଦେଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ଜାନୁୟାରୀ 20ରୁ ଫେବୃୟାରୀ 2 ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ପର୍ଯ୍ୟନ୍ତ ଆୟୋଜିତ ହେବା ନେଇ ରବିବାର ସ୍ପଷ୍ଟ କରାଯାଇଛି । ଏହା ସହିତ ରୋଜର ଫେଡେରର, ରାଫେଲ ନାଦାଲ ଏବଂ ସେରେନା ଓ୍ବିଲିୟମ୍ସଙ୍କ ପରି ବଡ ଖେଳାଳିଙ୍କୁ ନେଇ ପ୍ରଦର୍ଶନୀ ମ୍ୟାଚ୍‌ ଖେଳାଯିବ ।

ଗର୍ଲଫ୍ରେଣ୍ଡ ମେରିଙ୍କୁ ବାହା ହେବେ ରାଫେଲ୍‌ ନାଡାଲ୍‌

ବହୁ ଦିନର ପ୍ରେମ ପରେ ବିବାହ ବନ୍ଧନରେ ଆବଦ୍ଧ ହେବେ ଟେନିସ୍‌ ଷ୍ଟାର ରାଫେଲ ନାଡାଲ୍‌। ପ୍ରେମିକା ମେରି ପେରେଲୋଙ୍କୁ ହାତ ଧରିବେ ନାଡାଲ୍‌। ଏବେ ଦୁହିଁଙ୍କର ନିର୍ବନ୍ଧ ସରିଛି। ନିକଟରେ ଅଷ୍ଟ୍ରେଲିଆନ୍‌ ଓପନରେ ନୋଭାକ୍‌ ଜୋକୋଭିକଙ୍କଠାରୁ ମ୍ୟାଚ୍‌ ହାରିଥିଲେ ନାଡାଲ୍‌। ଏବେ ଲାଇଫର ଆଉ ଗୋଟିଏ ନୂଆ ଇନିଂସ ଖେଳିବାକୁ ଅପେକ୍ଷା କରିଛନ୍ତି। ମୋଟ୍‌ ୧୭ଟି ମେଡାଲ୍‌ ଜିତିଛନ୍ତି ନାଡାଲ୍‌। ୮ଟି ଗ୍ରାଣ୍ଡ ସ୍ଲାମ୍‌ର ସେ ରର୍ନ‌ ଅପ୍‌। କିଙ୍ଗ୍‌ ଅଫ କେ୍ଲ ଭାବରେ ବେଶ ଜଣାଶୁଣା ରାଫେଲ୍‌ ନାଡାଲ୍‌।