ତାଲକୋଟରା ଷ୍ଟାଡିୟମରେ ପରୀକ୍ଷା ପେ ଚର୍ଚ୍ଚା : ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଲେ ମୋଦି

ପରୀକ୍ଷା ଋତୁ ନିକଟତର ହେଉଥିବା ବେଳେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମ୍ବନ୍ଧୀୟ ଟିପ୍ସ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀର ତଲାକୋଟରା ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନର ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ଅନେକ ଛାତ୍ରଛାତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ବିଫଳତା ଜୀବନର ଏକ ଅଂଶବିଶେଷ, ଏହା ଦ୍ବାରା ଭାଙ୍ଗିନପଡି ସଫଳତା ପାଇଁ ପ୍ରେରଣା ହାସଲ କରିବା ଉଚିତ୍‌ ବୋଲି ମୋଦି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ ।

Modi cites Kumble, Dravid, Laxman as icons of motivation

Prime Minister Narendra Modi on Monday gave the example of spin-legend Anil Kumble bowling with injury during a match against West Indies and Rahul Dravid and V.V.S. Laxman partnership of 376 runs in a test match against Australia as the “power of motivation and positive thinking”. While interacting with the students ahead of the board examinations named ‘Pariksha pe Charcha’ at Talkatora Stadium.

Shah holds core group meet till 3 a.m., calls CEC on Monday

With less than a month to go for the Delhi polls, BJP President Amit Shah held a night-long core group meeting on the intervening night of Sunday and Monday that lasted till 3 a.m. He has also convened the party’s Central Election Committee (CEC), on Monday evening to decide on candidates. CEC meeting is scheduled to take place at 6 p.m. at the party headquarters in Delhi and is likely to be attended by Modi , along with Shah and J.P. Nadda.

ଜାତୀୟ ଯୁବ ଦିବସରେ ବେଲୁର ମଠରେ ମୋଦି : ନାଗରିତା ପ୍ରଦାନ ପାଇଁ ସିଏଏ ପ୍ରଣୟନ କରାଯାଇଛି

ସାରା ଦେଶରେ ରବିବାର ଜାତୀୟ ଯୁବ ଦିବସ ପାଳିତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଲୁର ମଠ ଗସ୍ତ କରିଛନ୍ତି । ରାମକୃଷ୍ଣ ମିଶନର ମୁଖ୍ୟାଳୟ ବେଲୁର ମଠ​‌ରେ ମୋଦି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସିଏଏ ସମ୍ପର୍କରେ ଆଲୋଚନା କରିଥିଲେ । ନିଷ୍ପେସିତ ଏବଂ ନିର୍ଯାତିତଙ୍କୁ ନାଗରିକତ୍ବ ପ୍ରଦାନ କରିବା ପାଇଁ ଏହି ଆଇନ ପ୍ରଣୟନ କରାଯାଇଛି । କାହାର ନାଗରିକତ୍ବ ଛିନ୍ନ କରିବା ପାଇଁ ଏହି ଆଇନ ନୁହେଁ ବୋଲି ମୋଦି ସ୍ପଷ୍ଟ କରିଛନ୍ତି ।

Modi spends night at Belur Math

Prime Minister Narendra Modi, who arrived in the city on Saturday, spent the night at Belur Math – global headquarters of the Ramakrishna Math and Ramakrishna Mission – in neighbouring Howrah district. The Prime Minister, who had in his youth wanted to become an ascetic of the Ramakrishna Mission, but was asked by its former President Swami Atwasthananda to concentrate on jana seva.

ବଜେଟ୍‌ ପୂର୍ବରୁ ନିତି ଆୟୋଗ ସଦସ୍ୟଙ୍କୁ ଭେଟିଲେ ମୋଦି

ବଜେଟ୍‌ ପୂର୍ବରୁ ନିତି ଆୟୋଗ ସଦସ୍ୟଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ନିତି ଆୟୋଗ ସଦସ୍ୟଙ୍କୁ ଭେଟିଛନ୍ତି । ନିତି ଆୟୋଗ ସିଇଓ ଅମିତାଭ କାନ୍ତ ଏବଂ ଉପମୁଖ୍ୟ ରାଜୀବ କୁମାରଙ୍କ ସହିତ ପ୍ରଧାନମନ୍ତ୍ରୀ ଗୁରୁବାର ଆଲୋଚନା କରିଛନ୍ତି । ଫେବୃୟାରୀ 1 ତାରିଖରେ ବଜେଟ୍‌ ଆଗତ ହେବାକୁ ଥିବାରୁ ଏହି ବୈଠକରେ ଅର୍ଥନୀତି ସୁଧାରିବା ନେଇ ଆଲୋଚନା ହୋଇଥିବା ଅନୁମାନ କରାଯାଉଛି ।

ପଞ୍ଚମ ଥର ପାଇଁ ଓଡିଶାକୁ କୃଷିକର୍ମଣ ପୁରସ୍କାର

ଓଡିଶାକୁ ପଞ୍ଚମ ଥର ପାଇଁ କୃଷି କର୍ମଣ ପୁରସ୍କାର ମିଳିଛି । କୃଷି କ୍ଷେତ୍ରରେ ଉକ୍ରର୍ଷ ପ୍ରଦର୍ଶନ ପାଇଁ ଓଡିଶାକୁ ଏହି ପୁରସ୍କୃତ ମିଳିଛି। କର୍ଣ୍ଣାଟକ ଟୁମ୍‌କୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। 2016-17 ଏବଂ 2017-18 ଆର୍ଥିକ ବର୍ଷରେ କୃଷି କ୍ଷେତ୍ରରେ ସାମଗ୍ରିକ ବିକାଶ ପାଇଁ ଓଡ଼ିଶାକୁ କୃଷି କର୍ମଣ ପୁରସ୍କାର ମିଳିଛି। ଖାଦ୍ୟ ଶସ୍ୟ ଉତ୍ପାଦନ ଏବଂ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ପାଇଁ ଓଡ଼ିଶାକୁ ଏହି ସମ୍ମାନ ମିଳିଥିବା ଜଣାପଡିଛି।

Modi, Rahul greet citizens on New Year

Prime Minister Narendra Modi and former Congress chief Rahul Gandhi greeted the citizens on the occasion of the New Year.

“Have a wonderful 2020! May this year be filled with joy and prosperity. May everyone be healthy and may everyone’s aspirations be fulfilled. Best wishes to all of you for the year 2020,” the Prime Minister said in a tweet.

Rahul Gandhi, in a tweet said, “Happy New Year to each and every one of you. Have a wonderful year! Welcome 2020.”

ନବବର୍ଷର ଶୁଭେଚ୍ଛା ଜଣାଇଲେ ନରେନ୍ଦ୍ର ମୋଦି

ଶେଷ ହୋଇଛି ବର୍ଷ 2019 ଏବଂ 2020 ଆଗମନ କରିଛି । ଇଂରାଜୀ ନବବର୍ଷର ଆଗମନରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନୂତନ ବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧି ଆଣୁ । ସମସ୍ତଙ୍କର ସ୍ୱପ୍ନ ସାକାର ହେଉ । ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରି ମୋଦି 2020 ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମୋଦି ଉଭୟ ଇଂରାଜୀ ଏବଂ ହିନ୍ଦିରେ ଟ୍ବିଟ୍‌ କରିଥିଲେ ।

ଜେନେରାଲ୍‌ ବିପିନ୍‌ ରାଓ୍ବତ୍‌ଙ୍କୁ ସିଡିଏସ୍‌ ଅଧ୍ୟକ୍ଷ ପଦବୀକୁ କ୍ୟାବିନେଟ୍‌ ମଞ୍ଜୁରୀ

ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଭାବରେ ବିପିନ୍‌ ରାଓ୍ବତ୍‌ଙ୍କୁ ନିଯୁକ୍ତିକୁ କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରାଯାଇଛି । ଆସନ୍ତା କାଲି ନିଜ ଦାୟିତ୍ବରୁ ରାଓ୍ବତ୍‌ ଅବସର ଗ୍ରହଣ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଡିଏସ୍‌ ନେଇ ଘୋଷଣା କରିଥିବା ବେଳେ ଏହି ଦୌଡରେ ରାଓ୍ବତ୍‌ ଆଗୁଆ ରହିଥିଲେ । ସୋମବାର କେନ୍ଦ୍ର କ୍ୟାବିନେଟ ପକ୍ଷରୁ ରାଓ୍ବତ୍‌ଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଦେଶର ତିନି ସେନାବାହିନୀ ମଧ୍ୟରେ ସମନ୍ବୟ ରକ୍ଷା କରିବା ରାଓ୍ବତ୍‌ଙ୍କ ମୁଖ୍ୟ କାର୍ଯ୍ୟ ରହିବ ବୋଲି ଜଣାପଡିଛି ।

ବର୍ଷର ଅନ୍ତିମ ମନ୍‌ କୀ ବାତ୍‌ : ବିକାଶ ଦିଗରେ ଯୁବ ପିଢ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ

ବର୍ଷର ଅନ୍ତିମ ମନ୍‌ କୀ ବାତ୍‌କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ଯୁବସମାଜର ଭୁରିଭୁରି ପ୍ରଶଂସା କରିଥିଲେ । ଆଜିର ଯୁବ ସମାଜ ଜାତି ପ୍ରଥାକୁ ଦୂର କରି ଦେଶ ଗଠନରେ ଅଧିକରୁ ଅଧିକ ବ୍ରତୀ ହେବାରେ ଲାଗିଛନ୍ତି ବୋ.ଲି ମୋଦି କହିଛନ୍ତି । ଦେଶର ଆଧୁନିକୀକରଣ ଓ ବିକାଶ ଦିଗରେ ଯୁବ ପିଢ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହିତ ମୋଦି ସେମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଥିବା କହିଛନ୍ତି ।

ସୁଧାର ଗୃହକୁ ନେଇ ବିଜେପକୁ ରାହୁଲଙ୍କ ଆକ୍ରମଣ

ଦେଶରେ ସୁଧାର ଗୃହ ପ୍ରତିଷ୍ଠାକୁ ନେଇ ବିଜେପିକୁ ଆକ୍ରମଣ କରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ସୁଧାର ଗୃହ ପ୍ରତିଷ୍ଠାକୁ ପ୍ରଧାନମନ୍ତ୍ରୀ ଅସ୍ବୀକାର କରିଥିବା ବେଳେ ଆସାମରେ ଏକ ସୁଧାର ଗୃହ ରହିଛି । ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ରାହୁଲ ଏକ ଭିଡିଓ ସେୟାର କରିଥିଲେ, ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ ସହିତ ରାହୁଲ ସୁଧାର ଗୃହର ଭିଡିଓ ମଧ୍ୟ ଜାରି କରିଥିଲେ । ଏହି ଭିଡିଓ ପ୍ରକାଶ ପରେ ପ୍ରଧାନମନ୍ତ୍ରୀ ମିଛ କହୁଛନ୍ତି କି ସତ କହୁଛନ୍ତି ଏହା ଦେଶବାସୀ ନିର୍ଦ୍ଧାରଣ କରନ୍ତୁ ବୋଲି ରାହୁଲ କହିଛନ୍ତି ।

Rohtang tunnel now ‘Atal Tunnel’: PM Modi announces

Prime Minister Narendra Modi on Wednesday announced that the Rohtang tunnel, which connects Himachal Pradesh with Ladakh and Jammu and Kashmir, and Manali with Leh, will now be known as the ‘Atal Tunnel’. Modi made the announcement to name the tunnel on the occasion of the 95th birth anniversary of late former Prime Minister Atal Bihari Vajpayee, a gift for people.

ଅଟଳ ଭୂତଳ ଯୋଜନାର ଶୁଭାରମ୍ଭ କଲେ ମୋଦି

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଟଳ ଭୂତଳ ଯୋଜନାର ଉଦ୍‌ଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ 7ଟି ରାଜ୍ୟର 8350 ଗ୍ରାମ ସାମିଲ ହେବେ ବୋଲି ଜଣାପଡିଛି । ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ହରିୟାଣା, ରାଜସ୍ଥାନ ଏବଂ ଗୁଜରାଟରେ ଏହି ଯୋଜନା ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି । ଏହି ଯୋଜନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ 6 ହଜାର କୋଟିର ବ୍ୟୟ ଅଟକଳ କରାଯାଇଛି ।

ମୋଦି ସରକାରଙ୍କ କ୍ୟାବିନେଟ୍‌ ବୈଠକ : ଏନ୍‌ପିଆରକୁ ମଞ୍ଜୁରୀ

ନୂଆଦିଲ୍ଲୀରେ ମୋଦି ସରକାରଙ୍କ ପକ୍ଷରୁ ଏକ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି । ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏନ୍‌ପିଆରକୁ ମଞ୍ଜୁରୀ ମିଳିଛି । ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜନଗଣନା(ଏନ୍‌ପିଆର) ନିମନ୍ତେ ସରକାର 8700 କୋଟିର ବଜେଟ୍‌ ନିର୍ଦ୍ଧାରଣ କରାଯାଇଛି । ମୋଦିଙ୍କ ବ୍ୟତିତ ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ବୈଠକରେ ଉପସ୍ଥିତ ଥିଲେ ।

ସିଏଏ ଏବଂ ଏନ୍‌ଆରସିକୁ ନେଇ ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି ମୋଦୀ : ଓଓ୍ବେସୀ

ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆର୍‌ସି)କୁ ନେଇ ମୋଦି ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦ୍ଦୁଦ୍ଦିନ ଓଓ୍ବେସୀ କହିଛନ୍ତି । ହାଇଦ୍ରାବାଦରେ ଓଓ୍ବେସୀ ଏକ ସମାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି । ଏହା ଗୃହମନ୍ତ୍ରୀ ଅମିତ ଶାହା ମିଛ କହୁଛନ୍ତି କିମ୍ବା ମୋଦି ଜନସାଧାରଣଙ୍କ ସହିତ ଛଳନା କରୁଛନ୍ତି ଏହା ମୁଁ ଜାଣିବାକୁ ଚାହୁଁଛି ବୋଲି ଓଓ୍ବେସୀ କହିଛନ୍ତି । ରାମଲୀଲା ମୈଦାନରେ ନିଜର ଅଭିଭାଷଣରେ ମୋଦି କହିଥିଲେ କି ସିଏଏ ଏବଂ ଏନ୍‌ଆରସି ଦେଶର ମୁସଲିମ୍‌ଙ୍କ ପାଇଁ ଲାଗୁ କରାଯିବ ନାହିଁ ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗୀତା ଗୋପୀନାଥ : ଅର୍ଥନୈତିକ ମାନ୍ଦାବସ୍ଥାକୁ ନେଇ ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ମୁଖ୍ୟ ପରାମର୍ଶଦାତା ଗୀତା ଗୋପୀନାଥ । ଫିକିର 92 ତମ ବାର୍ଷିକ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ଗୋପୀନାଥ ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ଭାରତୀୟ ଅର୍ଥନୀତିରେ ଦେଖା ଦେଇଥିବା ଶୀଥିକଳତା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ବୈଠକ ନେଇ ମୋଦି ଏବଂ ଗୋପୀନାଥଙ୍କ ଏକ ଫଟୋ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ଟର ଜରିଆରେ ସେୟାର କରାଯାଇଛି । ଏହି ବୈଠକ ପରେ ଗୀତା କହିଛନ୍ତି ବିଶ୍ବର ଅର୍ଥନୈତିକ ମାନ୍ଦାବସ୍ଥା ଦ୍ବାରା ଭାରତର ଅର୍ଥନୀତି ଗଭୀର ଭାବରେ ପ୍ରଭାବିତ ହୋଇଛି ।

ସମସ୍ତ ସଂଖ୍ୟାଲଘୁ ଗୋଷ୍ଠୀକୁ ଆକ୍ରମଣ କରିବେ ମୋଦି : ଗୋପାଳ ସିଂ ଚାଓ୍ବଲା

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ସଂଖ୍ୟାଲଘୁ ଗୋଷ୍ଠୀକୁ ଆକ୍ରମଣ କରିବେ ବୋଲି ପ୍ରୋ ଖଲିସ୍ତାନୀ ନେତା ଗୋପାଳ ସିଂ ଚାଓ୍ବଲା କହିଛନ୍ତି । ପ୍ରୋ ଖଲିସ୍ତାନୀ ନେତା ନାଗରିକତା ସଂଶୋଧନକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି । ସିଏଏ ଦ୍ବାରା ମୁସ୍‌ଲିମ୍‌ ସମ୍ପ୍ରଦାୟକୁ ମୋଦି ସରକାର ଟାର୍ଗେଟ କରିଛନ୍ତି । ଯଦି ଭାରତୀୟ ମାନେ ଏହା ବିରୋଧରେ ସ୍ବର ଉତ୍ତୋଳନ ନ କରନ୍ତି ତେବେ ଧୀରେ ଧୀରେ ମୋଦି ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ୍‌ କରିବେ ।

ଧନ୍ୟବାଦ ରାଲିରେ ସିଏଏ ବିରୋଧୀଙ୍କୁ ମୋଦିଙ୍କ ଆକ୍ରମଣ

ରାମଲୀଳା ମୈଦାନରେ ଆୟୋଜିତ ବିଜେପିର ଧନ୍ୟବାଦ ରାଲିକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ସିଏଏ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି । ବିବିଧତା ମଧ୍ୟରେ ଏକତା ଭାରତର ବିଶେଷତା ମାତ୍ର ବିରୋଧୀ ଦଳ ଲୋକଙ୍କୁ ଅନ୍ଧାରରେ ରଖି ସିଏଏକୁ ନେଇ ଅରାଜକତା ବଢାଉଛନ୍ତି ବୋଲି ମୋଦି କହିଛନ୍ତି । ଲୋକଙ୍କୁ ବିଭ୍ରାନ୍ତ କରି ଉସୁକାଇଲା ଭଳି କଥା କୁହାଗଲା ଏବଂ ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରାଗଲା। ସାମାଜିକ ଗଣମାଧ୍ୟମରେ ନିଆଁ ଲାଗାଇବାକୁ ଚେଷ୍ଟା କରାଯାଉଛି ।

ରାମଲୀଲା ମୈଦାନରେ ଧନ୍ୟାବାଦ ରାଲି କରିବେ ମୋଦି

ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲୀଲା ମୈଦାନରେ ଧନ୍ୟବାଦ ରାଲିରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏହି ରାଲି ଜରିଆରେ ମୋଦି ବିଜେପିର ନିର୍ବାଚନ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି । 8 ଉଚ୍ଚ ଏବଂ 80 ଫୁଟ ଲମ୍ୱା ମଞ୍ଚରୁ ପ୍ରଧାନମନ୍ତ୍ରୀ ମୋଦି ଜନସାଧାରଣଙ୍କୁ ସମ୍ୱୋଧିତ କରିବେ । ଦିଲ୍ଲୀର ଅନଧିକୃତ କଲୋନୀକୁ ଅଧିକୃତ କରାଯଉଥିବାରୁ ଏହି ଧନ୍ୟବାଦ ରାଲି ଅନୁଷ୍ଠିତ ହେଉଛି । ଏହି ଅବସରରେ 11.5 ଲକ୍ଷ ଲୋକଙ୍କୁ ଧନ୍ୟବାଦ ହସ୍ତାକ୍ଷର ପତ୍ର ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।

US Congressman praises Modi govt for ending discrimination in Kashmir

A US Congressman in the House of Representatives commended India for ending gender, caste and religious discrimination in Jammu and Kashmir by nullifying the special status of the state and also applauded the multiparty support that the Narendra Modi government received in Indian Parliament over Kashmir.

Americans, he said, are grateful, as the world’s oldest democracy, to see India succeed as the world’s largest democracy.

ଆସୋଚାମ୍‌ ବାର୍ଷିକ ସାଧାରଣ ବୈଠକରେ ମୋଦି : 5 ଟ୍ରିଲିୟନ୍‌ ଅର୍ଥନୀତି ଲକ୍ଷ୍ୟ ହାସଲ ସମ୍ଭବ

ଆସୋସିଏଟେଡ୍‌ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଅଫ ଇଣ୍ଡିଆ(ଆସୋଚାମ୍‌) କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି । 5 ଟ୍ରିଲିୟନ୍‌ ଅର୍ଥନୀତି ହାସଲର ଲକ୍ଷ୍ୟ ସମ୍ଭବ ବୋଲି ମୋଦି କହିଛନ୍ତି । 5 ଟ୍ରିଲିୟନ୍‌ ଅର୍ଥନୀତି ହାସଲରେ ସରକାର କାର୍ଯ୍ୟ କରୁଛନ୍ତି ଏବଂ ଖୁବ୍‌ ଶୀଘ୍ର ସରକାର ଏହି ଲକ୍ଷ୍ୟ ହାସଲରେ ସକ୍ଷମ ହେବେ ବୋଲି ମୋଦି ପ୍ରକାଶ କରିଛନ୍ତି । ଭାରତରେ ସାମର୍ଥ୍ୟ ରହିଛି । ସେହି ସାମର୍ଥ୍ୟର ଭରସାରେ ଆଗକୁ ବଢ଼ିଲେ ଏହି ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ମୋଦି କହିଥିଲେ ।

ଅଶ୍ଲୀଳ ସାଇଟ୍‌ ନିଷିଦ୍ଧ କରିବା ପାଇଁ ମୋଦିଙ୍କୁ ପତ୍ର ଲେଖିଲେ ନୀତିଶ

ବିଭିନ୍ନ ଅଶ୍ଲୀଳ ସାଇଟ୍‌ ଉପରେ ନିଷିଦ୍ଧାଦେଶ ଜାରି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଅନ୍‌ଲାଇନ୍‌ରେ ଉପଲବ୍ଧ ସମସ୍ତ ଅଶ୍ଲୀଳ ସାଇଟ୍‌ ଏବଂ ଅପ୍ରୟୋଜନୀୟ ଜିନିଷ ଉପରେ ନିଷିଦ୍ଧାଦେଶ ଲଗାଇବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । ଦେଶରେ ବିଭିନ୍ନ ସ୍ଥାନରେ ଦୁଷ୍କର୍ମ ଏବଂ ମହିଳାଙ୍କ ପ୍ରତି ଅତ୍ୟାଚାର ବୃ୍ଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ଅଶ୍ଲୀଳ ସାଇଟ୍‌ କାରଣରୁ ଯୁବପିଢିଙ୍କ ମାନସିକତା ବଦଳିବା ସହିତ ଦିନକୁ ଦିନ ଦୁଷ୍କର୍ମ ବୃଦ୍ଧି ପାଇବାରେ ଲାଗିଛି ।

PM Modi pays tributes to Sardar Patel on his death anniversary

Prime Minister Narendra Modi on Sunday paid tributes to Sardar Vallabhbhai Patel on his 69th death anniversary. “Tributes to the great Sardar Patel on his Punya Tithi. We remain eternally inspired by his exceptional service to our nation,” Modi tweeted. Patel, who served as the first Deputy Prime Minister of India, passed away on December 15, 1950.

2002 ଗୁଜରାଟ ଦଙ୍ଗା : ନରେନ୍ଦ୍ର ମୋଦୀଙ୍କୁ କ୍ଲିନ୍‌ଚିଟ୍‌

2002 ଗୁଜରାଟ ଦଙ୍ଗା ମାମଲାରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ କ୍ଲିନ୍‌ଚିଟ୍‌ ପ୍ରଦାନ କରାଯାଇଛି । ବୁଧବାର ନାନାବତୀ-ମେହେଟ୍ଟା କମିଶନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ମୋଦିଙ୍କୁ କ୍ଲିନ୍‌ଚିଟ୍‌ ପ୍ରଦାନ କରାଯାଇଛି । କମିଶନଙ୍କ ପକ୍ଷରୁ ଟ୍ରେନ୍‌ ପୋଡିକୁ ପୂର୍ବ ନିର୍ଦ୍ଧାରିତ ଦର୍ଶା ଯାଇଥିବା ବେଳେ ଦଙ୍ଗା ସ୍ବତଃସ୍ଫୂର୍ତ୍ତ ଭାବରେ ଘଟିଥିଲା । ଦଙ୍ଗା ହେବାରେ କିମ୍ବା ଏହାକୁ ବଢାଇବାରେ ସରକାରଙ୍କ କୌଣସି ସମ୍ପର୍କ ନଥିଲା ବୋଲି କମିଶନ ନିଜ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ବୁଧବାର ଗୁଜରାଟ ବିଧାନସଭାରେ ଏହି ତଥ୍ୟ ଦିଆଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନଓ୍ବାବ ମଲ୍ଲିକ୍‌

40 ହଜାର କୋଟି କେନ୍ଦ୍ରକୁ ସ୍ଥାନାନ୍ତର ହୋଇଥିବା ଦାବିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଏନ୍‌ସିପି । ଏନ୍‌ସିପି ମୁଖପାତ୍ର ନଓ୍ବାବ ମଲ୍ଲିକ ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ତଫା ଦାବି କରିଛନ୍ତି । କେନ୍ଦ୍ରକୁ 40 ହଜାର କୋଟି ସ୍ଥାନାନ୍ତର କରିବା ପାଇଁ ଫଡନବିସ୍‌ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ବୋଲି କହି କେନ୍ଦ୍ରମନ୍ତ୍ରୀ ଅନନ୍ତ ହେଗଡେ ଏହି ବିବାଦର ସୂତ୍ରପାତ କରିଥିଲେ । ହେଗ୍‌ଡେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରେ କେନ୍ଦ୍ରର 40 ହଜାର କୋଟି ଟଙ୍କା ଥିଲା । ଶପଥ ଗ୍ରହଣର 15 ଘଣ୍ଟା ମଧ୍ୟରେ ଫଡନବିସ୍ ଉକ୍ତ ଅର୍ଥ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିଲେ ।

ଜିଡିପି ହ୍ରାସ : ମୋଦି ସରକାରଙ୍କୁ ମନମୋହନଙ୍କ ଚେତାବନୀ

ଗତକାଲି ସରକାରଙ୍କ ପକ୍ଷରୁ ତୃତୀୟ କ୍ବାର୍ଟର ଅର୍ଥନୈତିକ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ ଭାରତୀୟ ଘରୋଇ ଅଭିବୃଦ୍ଧି ହାରରେ 0.5 ପ୍ରତିଶତ ହ୍ରାସ ପାଇ 4.5 ପ୍ରତିଶତରେ ପହଞ୍ଚିଛି । ମାନ୍ଦାବସ୍ଥା ଦେଇ ଗତି କରୁଥିବା ଭାରତୀୟ ଅର୍ଥନୀତି ପାଇଁ ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମନମୋହନ ସିଂ କହିଛନ୍ତି । ମୋଦି ସରକାରଙ୍କୁ ମନମୋହନ ସିଂ ଚେତାବନୀ ଦେଇ କହିଛନ୍ତି, ଏହି ଅବସ୍ଥା ଜାରି ରହିଲେ ଦେଶର ଅର୍ଥନୀତି ରସାତଳକୁ ଚାଲିଯିବ ବୋଲି ମନମୋହନ ମତ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗୋଟାବାୟା

ଭାରତ ଗସ୍ତରେ ରହିଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷା ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ତିନି ଦିନିଆ ଭାରତ ଗସ୍ତରେ ରହିଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ନିଜର ପ୍ରଥମ ବିଦେଶ ଗସ୍ତରେ ଆସିଥିବା ଗୋଟାବାୟା ରାଷ୍ଟ୍ରପତି ଭବନରେ ରାମନାଥ କୋବିନ୍ଦଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ମୋଦିଙ୍କ ସହିତ ଏହି ଭେଟ ସମୟରେ ଦ୍ବିପାକ୍ଷିକ ସମ୍ପର୍କ ଏବଂ ଭାରତ ମହାସାଗରରେ ଚୀନ୍‌ର ଉପସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା ।

70ତମ ସମ୍ବିଧାନ ଦିବସ :ଡିଜିଟାଲ ପ୍ରଦର୍ଶନୀ ଉଦ୍‌ଘାଟନ କରିବେ କୋବିନ୍ଦ

ରାଷ୍ଟ୍ରପତି ରାମନାଥ କୋବିନ୍ଦ 70ତମ ସମ୍ବିଧାନ ଦିବସ ଅବସରରେ ରାଷ୍ଟ୍ରପତି ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଡିଜିଟାଲ ପ୍ରଦର୍ଶନୀ ଉଦଘାଟନ କରିବେ । ସମ୍ବିଧାନ ଦିବସ ଅବସରରେ ଆୟୋଜିତ ଏହି ସମାରୋହରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଲୋକସଭା ବାଚସ୍ପତି ଓମ ପ୍ରମୁଖ ଅଂଶଗ୍ରହଣ କରିବେ । ସକାଳ 11ଟାରେ ସଂସଦ ଭବନରେ ଏହି ଡିଜିଟାଲ ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଉଲ୍ଲେଖଯୋଗ୍ୟ ଯେ, 1950 ମସିହା ଜାନୁୟାରୀ 26 ତାରିଖରେ ସମ୍ବିଧାନ ପ୍ରଣୟନ କରାଯାଇଥିଲେ ମଧ୍ୟ 1949 ନଭେମ୍ବର 26 ତାରିଖରେ ଏହାକୁ ଗ୍ରହଣ କରାଯାଇଥିଲା ।

Modi to campaign in Jharkhand today

Bharatiya Janata Party (BJP) gears up for the Assembly polls in Jharkhand, Prime Minister Narendra Modi will be in Daltonganj and Gumla on Monday to address rallies. In a tweet, Modi said he was looking forward to being among the people of the state.”Will be campaigning in Jharkhand today. Today’s rallies will take place in Daltonganj and Gumla,” he said.

ମହାରାଷ୍ଟ୍ର ରାଜନୀତିରେ ନୂଆ ଟ୍ବିଷ୍ଟ ଆଣିଲା ଅଜିତଙ୍କ ଟ୍ବିଟ୍‌

ଏନ୍‌ସିପି, କଂଗ୍ରେସ ଓ ଶିବସେନା ମଧ୍ୟରେ ସରକାର ଗଠନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିବା ପରେ ବିଜେପିର ସଂଖ୍ୟା ଗରିଷ୍ଠତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ମାତ୍ର ଆଜି ଅଜିତ ପଓ୍ବାରଙ୍କ ଏକ ଟ୍ବିଟ୍‌ ଏବେ ନୂତନ ଟ୍ବିଷ୍ଟ ଆଣିଛି । ଟ୍ବିଟ୍‌ରେ ଶରଦ ପଓ୍ବାରଙ୍କୁ ଏନ୍‌ସିପି ଦଳର ନେତା ବୋଲି କହିବା ସହିତ ସେ ଏନ୍‌ସିପିର ସଦସ୍ୟ ଅଛନ୍ତି ବୋଲି ଅଜିତ ପଓ୍ବାର ସ୍ପଷ୍ଟ କରିଛନ୍ତି । ଏହା ସହିତ ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ଏକ ସ୍ଥିର ସରକାର ପାଇଁ ମୋଦିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଅଜିତ ପଓ୍ବାର ।

PM, Amit Shah congratulate Fadnavis, Ajit Pawar on taking oath as Mah CM, Deputy CM

Prime Minister Narendra Modi and BJP president Amit Shah on Saturday congratulated Mr Devendra Fadnavis and NCP leader Ajit Pawar on taking oath as the Chief Minister and Deputy Chief Minister of Maharashtra respectively. Modi and shah expressed confidence that they will work diligently for the bright future of the state.

ଏସ୍‌ପିଜି ପ୍ରତ୍ୟାହାର ନିଷ୍ପତ୍ତି ଏକ ରାଜନୈତିକ ଚାଲ୍‌ : ପ୍ରିୟଙ୍କା ଗାନ୍ଧୀ

ଗାନ୍ଧୀ ପରିବାରର ଏସ୍‌ପିଜି ସୁରକ୍ଷା ବ୍ୟବସ୍ଥା ହଟାଯାଇଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଏସ୍‌ପିଜି ପ୍ରତ୍ୟାହାର ନିଷ୍ପତ୍ତି ଏକ ରାଜନୈତିକ ଚାଲ୍‌ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି । ନରେନ୍ଦ୍ର ମୋଦିଙ୍କ ସରକାର ଗାନ୍ଧୀ ପରିବାରର ଏସ୍‌ପିଜି ସୁରକ୍ଷା ବ୍ୟବସ୍ଥା ହଟାଇବା ସହିତ ସୁରକ୍ଷା ବ୍ୟବସ୍ଥାକୁ ଜେଡ୍‌ ପ୍ଲସ୍‌କୁ ହ୍ରାସ କରିଥିଲେ । ଏହି ଘଟଣାକୁ ନେଇ ଗତକାଲି କଂଗ୍ରେସ ସଦସ୍ୟ ମାନେ ସଂସଦରେ ଆନ୍ଦୋଳନ କରିଥିଲେ । ଆନ୍ଦୋଳନ ପ୍ରତି କେନ୍ଦ୍ର ସରକାର କର୍ଣ୍ଣପାତ ନକରି ଏହାକୁ ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତି ବୋଲି କହିଛନ୍ତି ।

ମୋଦୀଙ୍କୁ ଅଭିନନ୍ଦନ ଜଣାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ, ଜି୨୦ ବୈଠକରେ ସାକ୍ଷାତ କରିବାକୁ ସମ୍ମତି

ଭାରତରେ ମୋଦୀଙ୍କ ନେତୃତ୍ବକୁ ବିପୁଳ ସମର୍ଥନ ମିଳିଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଅଭିନନ୍ଦନ କରିଛନ୍ତି। ଟେଲିଫୋନ ଯୋଗେ ଟ୍ରମ୍ପ ମୋଦୀଙ୍କୁ ଏହି ଅଭିନନ୍ଦନ ଜଣାଇଛନ୍ତି। ମୋଦୀ ଜଣେ ଦକ୍ଷ ନେତା ଏବଂ ଭାରତର ଶାସନ ଭାର ପୁଣି ଥରେ ଭାରତବାସୀ ଦେଇଥିବାରୁ ଟ୍ରମ୍ପ ଖୁସି ବ୍ୟକ୍ତ କରିଛନ୍ତି। ଭାରତବାସୀ ମୋଦୀଙ୍କ ପରି ଜଣେ ପ୍ରଧାନମନ୍ତ୍ରୀ ପାଇଛନ୍ତି ତାହା ବଡ କଥା ବୋଲି ଟ୍ରମ୍ପ ଟୁଇଟ କରିଛନ୍ତି। ଆସନ୍ତା ଜୁନ ମାସରେ ଜାପାନରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ସାକ୍ଷାତ ହେବ ବୋଲି ମୋଦୀଙ୍କୁ ଟ୍ରମ୍ପ ପ୍ରତିଶୃତି ଦେଇଛନ୍ତି।

Modi rated most popular world leader on Facebook

There’s no denying   Narendra Modi’s personal popularity among Indians, as borne out in a poll conducted by Facebook that rated him as the most popular world leader on Facebook, beating US President Donald Trump decisively.
Modi notched up more than 43.5 million likes on his personal page and 13.7 million likes on his institutional  PM of India page, according to 2019 World Leaders on Facebook  .

Prime Minister Narendra Modi to address 7 Election rallies in Karnataka beginning from April 9

Prime Minister Narendra Modi will address 7 election rallies in Karnataka where the general elections to the Lok Sabha is scheduled to be held in two phases–April 18 and 23. To begin with, Modi will address two rallies on April 9 in Chitradurga, in central parts of the State and later in the evening in Mysuru City which comes under Mysuru-Kodagu segment.

2019 election will be significant, Modi asks people to chose an honest govt

The 2019 elections will be quite important not only for Odisha but also for the entire country, Prime Minister Narendra Modi today said and asked the people to take a decision as to whether they want a “Imandar” (honest) government or a “Vrastachar (corrupt) government.” Today he addressed a massive election rally here in Odisha’s Sonepur, the fourth in the state after Jeypore, Bhawanipatna and Sundargarh during the last nine days.

Lotus will bloom in Odisha, says Modi on BJP foundation day

Addressing the Vijay Sankalp Samavesh in Odisha’s Sundargarh today, Prime Minister Modi greeted BJP workers on the occasion of its foundation day and claimed that the party will come to power this time in the state. Thanking its cadres and reminding them of the struggles of the founders in previous decades, he exuded confidence that India will witness a change and it will begin from Odisha.

Poll result in Odisha will surprise the nation: Modi

Prior to his visit to Odisha today, Prime Minister Narendra Modi today said the poll result in Odisha will surprise the nation. Taking to the Twitter handle, Mr Modi said in Odia, “Will address two public rallies at Sundargarh and Sonepur. The election result in Odisha will surprise the nation and the BJP will win a record number of seats in Odisha”.

Election campaign hots up with high voltage electioneering in Odisha

As the first phase elections to four Lok Sabha and 28 Assembly seats in Odisha approaching fast, BJD supremo and Chief Minister Naveen Patnaik has launched an aggressive campaign. While the BJP’s campaign is led by Prime Minister Narendra Modi, party President Amit Shah, UP Chief Minister Jogi Adityanath and Jharkhand Chief Minister Raghubar Das besides several Union Ministers, BJD is solely dependent on its only star campaigner Naveen Patnaik.

Cong accuses BJP of ‘cash for vote’ ahead of PM rally

Congress on Wednesday accused the BJP of a ‘cash for votes’ scam ahead of Prime Minister Narendra Modi’s rally in Pasighat in Arunachal Pradesh. Addressing a presser in New Delhi, party spokesperson Randeep Surjewala demanded the resignation of chief minister Pema Khandu following the revelation and suspension of the candidature of Tapir Gao, the BJP candidate from West Arunachal.

ମୋଦିଙ୍କ ବିରୋଧରେ ଲଢିବେ ବହିଷ୍କୃତ ଯବାନ

ସେନାରେ ଖରାପ ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ଚର୍ଚ୍ଚାକୁ ଆସିଥିବା ବହିଷ୍କୃତ ଯବାନ ତେଜ ବାହାଦୂର ଯାଦବ ଏବେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଉତ୍ତର ପ୍ରଦେଶର ବାରଣାସୀ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି। ତେଜବାହାଦୂର କହିଛନ୍ତି, “ ମୋତେ ନିଜ ସହ ସାମିଲ କରିବା ପାଇଁ ଏକାଧିକ ରାଜନୈତିକ ଦଳ ମୋ ନିକଟକୁ ଆସିଥିଲେ। କିନ୍ତୁ ମୁଁ ସ୍ୱାଧୀନ ଭାବେ ପ୍ରାର୍ଥୀ ଭାବରେ ଲଢିବାକୁ ନିଷ୍ପତ୍ତି ନେଇଛି। ନିର୍ବାଚନ ଲଢ଼ି ମୁଁ ସେନାରେ ଚାଲିଥିବା ଦୁର୍ନୀତି ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବି। ପୂର୍ବତନ ସେନା ଅଧିକାରୀମାନେ ମୋ ସମର୍ଥନରେ ପ୍ରଚାର କରିବେ।”

ମୋଦି ‘ନ୍ୟାୟ’ ଯୋଜନା ଓ ଗରିବଙ୍କର ମଜା ଉଡାଇଛନ୍ତି, କ୍ଷମା ମାଗନ୍ତୁ :  କଂଗ୍ରେସ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିରଟ୍‌ ରାଲିରେ ରାହୁଲ୍‌ଙ୍କ ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନାକୁ କଟାକ୍ଷ କରିଛନ୍ତି। ଏହାକୁ ନେଇ କଂଗ୍ରେସ ପ୍ରତିକ୍ରିୟା ରଖିଛି। ଏହି ରାଲିରେ ପ୍ରଧାନମନ୍ତ୍ରୀ ମୋଦି ନ୍ୟାୟ ଯୋଜନାକୁ ପରିହାସ କରି ଦେଶର ଗରିବଙ୍କୁ ପରିହାସ ମଧ୍ୟ କରିଛନ୍ତି। ତେଣୁ ଗରିବଙ୍କୁ ମୋଦି କ୍ଷମା ମାଗିବା ଉଚିତ୍‌ ବୋଲି କହିଛନ୍ତି ସୁରଜେଓ୍ବାଲା। ସେହିପରି ଏସପି,ଆରଏଲଡି ଏବଂ ବିଏସପିକୁ ‘ମଦ’ ସହ ତୁଳନା କରି ମୋଦି ମର୍ଯ୍ୟାଦା ଉଲ୍ଲଘଂନ କରିଛନ୍ତି  ବୋଲି କଂଗ୍ରେସ ଦାବି କରିଛି।

ମେରଠରେ ମୋଦି : ବିପକ୍ଷଙ୍କୁ ଉପରେ ବରଷିଲେ, ନିଜ ସରକାରର ସଫଳତା ବଖାଣିଲେ

୨୦୧୯ ଲୋକସଭା ନିର୍ବାଚନ ପାଇଁ ମେରଠରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନୀ ଅଭିଯାନ ଆରମ୍ଭ କରି ବିପକ୍ଷଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ମିଶନ ଶକ୍ତିକୁ ନେଇ ରାହୁଲ ଗାନ୍ଧୀ କରିଥିବା ଟ୍ୱିଟକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଆକ୍ରମଣ କରିଛନ୍ତି। କଂଗ୍ରେସର ନ୍ୟାୟ ଯୋଜନାକୁ ମଧ୍ୟ ଟାର୍ଗେଟ କରିଛନ୍ତି ମୋଦି। ଯେଉଁ ସରକାର ୭୦ ବର୍ଷ ଧରି ଗରୀବଙ୍କ ପାଇଁ ଖାତା ଖୋଲି ପାରି ନାହିଁ ସେ ଗରୀବଙ୍କ ଖାତାରେ କଣ ଟଙ୍କା ରଖିବ ବୋଲି କହିଛନ୍ତି। ସରକାରଙ୍କ ସମସ୍ତ ବ୍ୟବସ୍ଥା ବିଷୟର ବର୍ଣ୍ଣନା କରିବା ସହ ଭାରତକୁ ପୂର୍ବଭଳି ଗୌରବଶାଳୀ କରିବାକୁ ବିଜେପିର ଲକ୍ଷ୍ୟ ବୋଲି ମୋଦି କହିଛନ୍ତି।

ଦୁଇ ଦିନରେ ୬ରାଜ୍ୟରେ ନିର୍ବାଚନୀ ରାଲି କରିବେ ମୋଦି

ଦୁଇ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ରାଜ୍ୟରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ ବୋଲି ଜଣାପଡିଛି। ବିଜେପି ପକ୍ଷରୁ ଏହି ରାଲି ନିମନ୍ତେ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ବିହାର ଏବଂ ପଶ୍ଚିମ ବଙ୍ଗ ଉପରେ ଅଧିକ ଧ୍ୟାନ ରହିବ ବୋଲି ଜଣାପଡିଛି। ଏହି ୪ ରାଜ୍ୟରୁ ୨୧୦ ଲୋକସଭା ସଦସ୍ୟ ସଂସଦକୁ ଆସିଥାନ୍ତି। ୟୁପିରୁ ୮୦, ମହାରାଷ୍ଟ୍ରରୁ ୪୮, ପଶ୍ଚିମବଙ୍ଗରୁ ୪୨ ଏବଂ ବିହାରରୁ ୪୦ ସାଂସଦ ଲୋକସଭାକୁ ଆସୁଛନ୍ତି। ଦଳୀୟ ସୂତ୍ର ଅନୁଯାୟୀ ଶ୍ରୀ ମୋଦି ୟୁପିରେ ସର୍ବାଧିକ ୨୦ଟି ରାଲିକୁ ସମ୍ବୋଧିତ କରିବେ।

ନିର୍ବାଚନ ନିମେନ୍ତ ନୀରବ ମୋଦିଙ୍କୁ ଗିରଫ କରାଯାଇଛି : ଗୁଲାମ

୧୪୦୦୦କୋଟିର ଋଣ ନେଇ ବିଦେଶ ପଳାୟନ କରିଥିବା ନୀରବ ମୋଦିଙ୍କୁ ଲଣ୍ଡନରେ ଗିରଫ କରାଯାଇଥିବା ବେଳେ ଏହି ଗିରଫଦାରୀକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ଆଗାମୀ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆ ଯାଇଛି ବାେଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ସାମ୍ବାଦିକଙ୍କ ସହିତ ଆଲୋଚନା ସମୟରେ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ କହିଛନ୍ତି, ବିଜେପି ସେମାନେ ପ୍ରଥମେ ପଳାୟନ କରିବାରେ ସହାୟତା କରିଥିଲେ ଏବଂ ନିର୍ବାଚନକୁ ଦୃଷ୍ଟିରେ ରଖି  ଦେଶକୁ ଆଣୁଛନ୍ତି। ନିର୍ବାଚନ ପରେ ସେମାନଙ୍କୁ ପୁନର୍ବାର ପଳାୟନ କରିବାରେ ସୁଯୋଗ ମିଳିବ ବୋଲି ଶ୍ରୀ ଆଜାଦ କହିଛନ୍ତି।

ପିଲାଙ୍କୁ ଚୌକିଦାର ବନାଇବାର ଥିଲେ ମୋଦିଙ୍କୁ ଭୋଟ ଦିଅନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମେ ଭି ଚୌକିଦାର’ ଅଭିଯାନକୁ ଆକ୍ରମଣ କରିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ। ବୁଧବାର କେଜ୍ରିଓ୍ବାଲ କହିଛନ୍ତି ଯେଉଁମାନେ ନିଜ ସନ୍ତାନଙ୍କୁ ଚୌକିଦାର ବନାଇବାକୁ ଚାହୁଁଛନ୍ତି ସେମାନ ମୋଦିଙ୍କୁ ଭୋଟ ଦିଅନ୍ତୁ କାରଣ ମୋଦିଜୀ ସମଗ୍ର ଦେଶକୁ ଚୌକିଦାର ବନାଇବାକୁ ଚାହୁଁଛନ୍ତି। ଯଦି ଆପଣ ନିଜ ପିଲାଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରି ଡାକ୍ତର, ଇଞ୍ଜିନିୟର ଇତ୍ୟାଦି ବନାଇବାକୁ ଚାହୁଁଛନ୍ତି ତେବେ ଆପଣ ଆପ୍‌କୁ ଭୋଟ ଦିଅନ୍ତୁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଟ୍ବିଟ୍ଟର ଜରିଆରେ କହିଛନ୍ତି। ସୂଚନାଯୋଗ୍ୟ ଯେ, ୧୬ ତାରିଖରେ ‘ମେ ଭି ଚୌକିଦାର’ ଅଭିଯାନ ଆରମ୍ଭ କରିବା ପରେ ହାର୍ଦ୍ଦିକ ପଟେଲ, ମାୟାବତୀଙ୍କ ପରେ କେଜ୍ରିଓ୍ବାଲ ମଧ୍ୟ ଏହାକୁ ସମାଲୋଚନା କରିଛନ୍ତି।

PM interacts with Chowkidars in unique outreach programme on occasion of Holi

Prime Minister Narendra Modi on Wednesday lashed out at Congress party for launching ‘Chowkidar Chor hae’ campaign and said they did so because they did not have the courage to attack him personally. “I would not have felt as bad had they (Congress leader Rahul Gandhi and other leaders) attacked me,” he said participating at  audio outreach programme with thousands of Chowkidars

‘ଚୌକିଦାର’କୁ ନେଇ ମୋଦିଙ୍କୁ ସମାଲୋଚନା କଲେ ପ୍ରିୟଙ୍କା : ଧନୀଙ୍କ ପାଇଁ ଚୌକିଦାର, କୃଷକଙ୍କ ପାଇଁ ନୁହେଁ

ଚଳିତ ନିର୍ବାଚନୀ ପ୍ରଚାରରେ ‘ଚୌକିଦାର’ ପ୍ରସଙ୍ଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିଜେପି ତା’ର ନିର୍ବାଚନୀ ନାରା ‘ମେ ଭି ଚୌକିଦାର’ ଅଭିଯାନ ଆରମ୍ଭ କରିଥିବାବେଳେ ଏହାକୁ କଟାକ୍ଷ କରିଛନ୍ତି ପ୍ରିୟଙ୍କା ଗାନ୍ଧି। ସକ୍ରିୟ ରାଜନୀତିକୁ ଆସି କଂଗ୍ରେସର ସାଧାରଣ ସଂପାଦିକା ଭାବେ ଦାୟିତ୍ୱ ନେଇଥିବା ପ୍ରିୟଙ୍କା ଗାନ୍ଧୀ ଏହି ‘ଚୌକିଦାର’ ପ୍ରସଂଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି କହିଛନ୍ତି ‘ମୋଦି ଚୌକିଦାର କେବଳ ବଡ଼ ଲୋକଙ୍କ ପାଇଁ, କୃଷକଙ୍କ ପାଇଁ ନୁହଁନ୍ତି।

fearless person to fight against terrorists

PM Narendra Modi today said he had become a fearless person to fight against terrorists and against deep rooted corruption system left behind by the Congress and its allies. Speaking at public rally he said, ‘’Modi will not fear anybody. The Congress leaders want to kill him, But he is not worried. He is here to fight against terrorists from Pakistan.