Live101 teams up with Meet Bros to launch first live entertainer on demand platform

Live101 and Meet Bros have come together to launch a one-of-its-kind marketplace platform to book live entertainers for any event or occasion in India. The platform will help cut down the daunting process of hiring a live artist with utter ease. With Meet Bros onboard as partners, they will help manage, mentor and curate the right talent for every budget.

 

ଏମିସାଟ୍‌ ସହିତ ୨୮ ଉପଗ୍ରହ ଉତ୍‌କ୍ଷେପଣ କଲା ଭାରତ

ପୁଣି ଥରେ ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)। ଦେଶର ସଦ୍ୟତମ ପର୍ଯ୍ୟବେକ୍ଷଣ ଉପଗ୍ରହ ଏମିସାଟ୍‍କୁ ଇସ୍ରୋ ସୋମବାର ମହାକାଶକୁ ପଠାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ୍‍ ମହାକାଶ କେନ୍ଦ୍ରରୁ ଠିକ୍‌ ସକାଳ ୯ଟା ୨୭ ମିନିଟ୍‍ରେ ବିଦେଶର ୨୮ଟି ଉପଗ୍ରହ ସହିତ ଏମିସାଟ୍‍କୁ ପିଏସଏଲଭି-ସି୪୫ ମହାକାଶ ଯାନରେ ଉତକ୍ଷେପଣ କରାଯାଇଥିଲା। ଇସ୍ରୋ ଆଜି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେଶ ସେଂଟରରୁ ଉତକ୍ଷେପଣ ହୋଇଛି ଇଲୋକ୍ଟ୍ରୋନିକ୍ସ ଇଂଟିଲିଜେନ୍ସ ଉପଗ୍ରହ ଏମିସାଟ। ଶତ୍ରୁପକ୍ଷ ଉପରେ ନଜର ରଖିବ ଏମିସାଟ୍।

US authorities launch probe into FAA’s approval of Boeing’s 737 MAX planes

The US Department of Transportation has launched an investigation into the Federal Aviation Administration’s (FAA) approval of Boeing 737 MAX planes that were involved in two recent fatal crashes in Indonesia and Ethiopia, The Wall Street Journal reported on Sunday citing informed sources.
The news comes after Boeing 737 MAX planes were globally grounded last week for an indefinite period.

ଗୁଗୁଲ୍‌ର ନୂଆ ‘ବୋଲୋ’ ଆପ୍‌

ଗୁଗୁଲ୍‌ ନୂଆ ଆପ୍‌ ’ବୋଲୋ’ ଲଞ୍ଚ କରିଛି । ପ୍ରାଥମିକ ସମୟରେ ଏହା ଶିଶୁଙ୍କୁ ହିନ୍ଦୀ ଓ ଇଂରାଜୀ ଶିଖିବାରେ ସାହାଯ୍ୟ କରିବ । ଏହି ଆପ୍‌ ଭଏସ୍‌ ଓ ଟେକ୍ସଟ ଟୁ ସ୍ପିଚ୍‌ ଉପରେ ଆଧାରିତ ।  ଯେଉଁ ଶିଶୁମାନଙ୍କୁ ଉଚ୍ଚାରଣ କରିବାରେ ଟିକେ କଷ୍ଟ ହେଉଛି, ତାଙ୍କୁ ଏହା ସାହାଯ୍ୟ କରିବ । ଏହା ଅଫ୍‌ଲାଇନ୍‌ରେ ମଧ୍ୟ କାମ କରିବ । ଏହା ପ୍ଲେଷ୍ଟୋର୍‌ରେ ନିଶୁଳ୍କ୍ ଉପଲବ୍ଧ । ଏହା ଏଣ୍ଡ୍ରୋୟେଡ୍‌ (୪.୪) କିଟ୍‌କେଟ୍‌ ତଥା ଏହା ପରବର୍ତ୍ତୀ ସଂସ୍କରଣରେ ମଧ୍ୟ ସହଜରେ ଉପଲବ୍ଧ ହୋଇପାରିବ । ଏଥିରେ ବଙ୍ଗାଳୀ ପରି ଅନ୍ୟାନ୍ୟ ପ୍ରାଦେଶିକ ଭାଷାକୁ ମଧ୍ୟ ସାମିଲ୍‌ କରାଯିବାକୁ ଯୋଜନା ରହିଛି ।

SpiceJet to launch of 12 new flight

SpiceJet on Tuesday announced for 12 new direct flights encompassing international, UDAN as well as regular domestic routes. All flights on the domestic sectors are effective from March 31, 2019 while the international flight will commence operations on April 15, this year. The airline is all set to expand its international footprint with the introduction of direct flights on the Hyderabad-Colombo route.