କରୋନା ସଙ୍କଟର ରାଜନୀତିକରଣ କରୁଛି କଂଗ୍ରେସ : ଜେପି ନଡ୍ଡା

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଂଗ୍ରେସକୁ ସମାଲୋଚନା କରିଛନ୍ତି । କଂଗ୍ରେସ କରୋନା ସଙ୍କଟର ରାଜନୀତିକରଣ କରୁଛି ବୋଲି ନଡ୍ଡା ବୟାନ ଦେଇଛନ୍ତି । ଦେଶ ଏପରି ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଥିବା ବେଳେ କଂଗ୍ରେସ ସମ୍ବେଦନ ହୀନ ରାଜନୀତି କରୁଛି ବୋଲି ନଡ୍ଡା ଅଭିଯୋଗ କରିଛନ୍ତି । ବିଜେପିର ସମସ୍ତ କର୍ମୀ ସେବାରେ ନିୟୋଜିତ ହୋଇଥିବା ବେଳେ କଂଗ୍ରେସ କେବଳ ଅଭିଯୋଗର ରାଜନୀତି କରୁଛି ବୋଲି ଶନିବାର ଦିନ ମତ ଦେଇଛନ୍ତି ନଡ୍ଡା ।

ସିନ୍ଧିଆଙ୍କ ଉପସ୍ଥିତିରେ ବିଜେପି ମୁଖ୍ୟଙ୍କୁ ଭେଟିଲେ 22 ବିଦ୍ରୋହୀ ବିଧାୟକ

କଂଗ୍ରେସରୁ ଇସ୍ତଫା ପ୍ରଦାନ କରିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ବରେ 22 ବିଦ୍ରୋହୀ ବିଧାୟକ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଛନ୍ତି । ଏହି 22 ବିଧାୟକ ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି । ବିଜେିପର ରାଜ୍ୟସଭା ପ୍ରାର୍ଥୀ ସିନ୍ଧିଆଙ୍କ ନେତୃତ୍ବରେ 22 ବାଗୀ ବିଧାୟକ ଜେପି ନଡ୍ଡାଙ୍କୁ ଭେଟିଛନ୍ତି । 22 ବିଧାୟକଙ୍କ ସମେତ ଏହି ବୈଠକରେ ମଧ୍ୟପ୍ରଦେଶର ବରିଷ୍ଠ ନେତା ନରେନ୍ଦ୍ର ସିଂ ତୋମାର ଏବଂ କୈଳାଶ ବିଜୟବର୍ଗୀୟା ଏହି ବୈଠକରେ ଉପସ୍ଥିତ ଥିଲେ ।

ବିଜେପିରେ ଯୋଗ ଦେଲେ ସିନ୍ଧିଆ

କଂଗ୍ରେସରୁ ଇସ୍ତଫା ପ୍ରଦାନ କରିବାର ଗୋଟିଏ ଦିନ ପରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସିନ୍ଧିଆ ବିଜେପିରେ ଯୋଗଦାନ କରିଛନ୍ତି । ବିଜେପି ଅଧ୍ୟକ୍ଷ ନଡ୍ଡା ବିଜେପି ମୁଖ୍ୟାଳୟରେ ଫୁଲତୋଡା ଦେଇ ସିନ୍ଧିଆଙ୍କୁ ସ୍ବାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜେପି ନଡ୍ଡାଙ୍କ ବ୍ୟତିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରମନ୍ତ୍ରୀ ଅରୁଣ ସିଂ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅନୀଲ ଜୈନ, ବିନୟ ସହସ୍ରବୁଦ୍ଧେ ଏବଂ ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ ।

BJP slams AAP over shooting in Shaheen Bagh

After the Delhi police claimed that Kapil Gurjar, the person who fired gunshot at Shaheen Bagh, is a Aam Aadmi Party (AAP) worker, the Bharatiya Janata Party (BJP) has launched an attack on the AAP.

BJP national president J.P. Nadda on Tuesday evening said slammed the AAP and Chief Minister Arvind Kejriwal while Union Minister Prakash Javdekar in a press conference said this has exposed the AAP.

ସିଏଏ ସମ୍ପର୍କରେ 10 ଧାଡି କହିବା ପାଇଁ ରାହୁଲଙ୍କୁ ନାଡ୍ଡାଙ୍କ ଚ୍ୟାଲେଞ୍ଜ

ନବ ନିର୍ବାଚିତ ବିଜେପି ସଭାପତି ଜେପି ନଡ୍ଡା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ଗୁରୁବାର ଆଗ୍ରାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାହୁଲ ନାଗରିକତ୍ବ ସଂଶୋଧନ ଆଇନ ସମ୍ପର୍କରେ 10 ଧାଡି କହିବା ପାଇଁ ଆହ୍ବାନ ଦେଇଛନ୍ତି । ଯଦି ରାହୁଲ ସିଏଏ ସମ୍ବନ୍ଧରେ 10 ଧାଡି କହିବାରେ ସକ୍ଷମ ହୁଅନ୍ତି ତେବେ ବିଜେପି ପକ୍ଷରୁ ତାଙ୍କୁ ସମର୍ଥନ କରାଯିବ ବୋଲି ନାଡ୍ଡା କହିଛନ୍ତି । କଂଗ୍ରେସ ନେତୃତ୍ବ ବର୍ତ୍ତମାନ ମାନସିକ ଦେବାଳିଆପଣର ଶିକାର ହୋଇଛି ବୋଲି ନଡ୍ଡା ପ୍ରକାଶ କରିଛନ୍ତି ।

As ‘ekadashi’ sets in, Nadda to replace Shah by afternoon

Just ahead of Delhi election and as the “ekadashi” sets in, the “world’s largest political party” – BJP will have a new President on Monday by 2.30 p.m., bringing an end of Amit Shah era. Party Working President Jagat Prakash Nadda is all set to win unopposed. The choice of the announcement date on an “ekadashi”, was done keeping in the auspiciousness aspect in mind.

Shah holds core group meet till 3 a.m., calls CEC on Monday

With less than a month to go for the Delhi polls, BJP President Amit Shah held a night-long core group meeting on the intervening night of Sunday and Monday that lasted till 3 a.m. He has also convened the party’s Central Election Committee (CEC), on Monday evening to decide on candidates. CEC meeting is scheduled to take place at 6 p.m. at the party headquarters in Delhi and is likely to be attended by Modi , along with Shah and J.P. Nadda.

‘Nadda promised to stop letter exchange over Kalasa-Banduri’

BJP National Working President JP Nadda has assured the Goa party unit, that the ‘letter-writing’ between the Union Ministry of Environment and Forests and the Karnataka government over the contentious Mhadei interstate water dispute issue will stop, Goa’s Ports Minister Michael Lobo said.

ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ନଡ୍ଡାଙ୍କ ରୁଦ୍ଧଦ୍ବାର ବୈଠକ

ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏକ ରୁଦ୍ଧଦ୍ବାର ବୈଠକ ଅନୁଷ୍ଠତି ହୋଇଯାଇଛି । ଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେପିର ସାଧାରଣ ସମ୍ପାଦକ ବିଏଲ୍‌ ସନ୍ତୋଷ ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ, ମୁଖ୍‌ତାର ଆବ୍ବାସ୍‌ ନକ୍‌ଭୀ, କିରେଣ ରିଜ୍‌ଜୁ, ଅର୍ଜୁନ ରାମ ମେଘଓ୍ବାଲ, ଏବଂ ଗଜେନ୍ଦ୍ର ସିଂ ଶେଖାଓ୍ବାତ ଉପସ୍ଥିତ ଥିଲେ । ଗୁରୁବାର ଅନୁ୍ଷ୍ଠିତ ଏହି ରୁଦ୍ଧଦ୍ବାର ବୈଠକରେ ସିଏଏକୁ ନେଇ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ସମ୍ପର୍କରେ ଆଲୋଚନା ହୋଇଥିଲା ।