ଡି ଓ୍ବାଇ ପାଟିଲ୍‌ ଟୁର୍ଣ୍ଣାମେଣ୍ଟରେ ପାଣ୍ଡ୍ୟାଙ୍କ ଦ୍ବିତୀୟ ଶତକ

ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପୂର୍ଣ୍ଣ ଷ୍ଟାଇଲରେ କ୍ରିକେଟ ପଡିଆକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସିଏଜି ବିପକ୍ଷରେ 39 ବଲ୍‌ରୁ 105 ରନ୍‌ ସଂଗ୍ରହ କରିଥିବା ପାଣ୍ଡ୍ୟା ଶୁକ୍ରବାର ପୁଣି ଏକ ଶତକ ହାସଲ କରିଛନ୍ତି । ଶୁକ୍ରବାର ବିପିସିଏଲ୍‌ ବିପକ୍ଷରେ ପାଣ୍ଡ୍ୟା 55ଟି ବଲ୍‌ର ସମ୍ମୁଖୀନ ହୋଇ 158 ରନ୍‌ ସଂଗ୍ରହ କରିଛନ୍ତି । ପାଣ୍ଡ୍ୟାଙ୍କ ଏହି ଇନିଂସରେ 20ଟି ବିଶାଳ ଛକ୍କା ଏବଂ 6ଟଇ ଚୌକା ସାମିଲ ଥିଲା । ଅଣ୍ଟାରେ ଆଘାତ କାରଣରୁ ଆହତ ହୋଇ ଦୀର୍ଘମ 5 ମାସ ହେବ କ୍ରିକେଟ ପଡିଆରୁ ଦୂରରେ ରହିଥିଲେ ହାର୍ଦ୍ଦିକ ।

ଟେଷ୍ଟ ସିରିଜ୍‌ରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି । ପାଣ୍ଡ୍ୟାଙ୍କ ପିଠିରେ ହୋଇଥିବା ସର୍ଜରୀର ପରୀକ୍ଷଣ ପାଇଁ ଲଣ୍ଡନ ଗସ୍ତ କରିବା ପରେ ଶନିବାର ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅସ୍ଥିଶଲ୍ୟ ବିଶେଷଜ୍ଞ ଜେମ୍‌ସ ଆଲିବୋନ୍‌ଙ୍କୁ ଭେଟିବା ପାଇଁ ହାର୍ଦ୍ଦିକ ଲଣ୍ଡନ ଗସ୍ତ କରିଛନ୍ତି । ପାଣ୍ଡ୍ୟାଙ୍କ ସହିତ ଏନ୍‌ସିଏ ଫିଜିଓ ଆଶିଷ କୌଶିକ୍‌ ଏହି ଗସ୍ତରେ ରହିଛନ୍ତି ।

‘Pandya can pass Yo-Yo in sleep, just wants more time before return’

India all-rounder Hardik Pandya being withdrawn from the ‘A team for the tour of New Zealand in the eleventh hour raised quite a few eyebrows with some even saying that he failed a fitness test. But it has now been revealed that the all-rounder himself wants to spend some more time working on his back before he returns to action.