COVID-19: Afridi earns Harbhajan’s praise for ‘great work for humanity’

 Former Pakistan all-rounder Shahid Afridi is earning praise from all quarters, including his yesteryear on-field rival Harbhajan Singh for donating disinfectant soap, material and food to the needy as the world battles with the coronavirus pandemic. “Day 3 of serving the needy: packs containing disinfectant soap, material, food and a sheet on preventative measures to take to avoid the contraction

ତେଲେଙ୍ଗାନା ପୋଲିସ୍‌ର ଏନ୍‌କାଉଣ୍ଟର : ବିଭିନ୍ନ କ୍ରୀଡାବିତଙ୍କ ପ୍ରଶଂସା

ତେଲେଙ୍ଗାନା ପୋଲିସ୍‌ର ଏନ୍‌କାଉଣ୍ଟରକୁ ବିଭିନ୍ନ କ୍ରୀଡାବିତଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି । ଶୁକ୍ରବାର ସକାଳୁ ତେଲେଙ୍ଗାନା ପୋଲିସ୍‌ ପକ୍ଷରୁ ଏନ୍‌କାଉଣ୍ଟରରେ 4 ଦୁଷ୍କର୍ମକାରୀଙ୍କ ଏନ୍‌କାଉଣ୍ଟର କରାଯାଇଥିଲା । ଫୋଗତ ଭଗିନୀଙ୍କ ସହିତ ସାଇନା ନେହ୍ବାଲ, ଯୋଗେଶ୍ବର ଦତ୍ତ ଏବଂ ହରଭଜନ ସିଂ ତେଲେଙ୍ଗାନା ପୋଲିସର ଉଦ୍ୟମକୁ ପ୍ରଶଂସା କରିଛନ୍ତି । ହାଇଦ୍ରାବାଦ ପୋଲିସର କାର୍ଯ୍ୟ ପ୍ରଶଂସନୀୟ ଏବଂ ଏପରି ବୀରତ୍ବ ପାଇଁ ସେମାନଙ୍କୁ ପ୍ରଣାମ ବୋଲି ଟ୍ବିଟ୍‌ କରିଛନ୍ତି ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ବାଲ ।

ଓ୍ବିଣ୍ଡିଜ୍‌ ସିରିଜ୍‌ରୁ ବାଦ ପଡିଲେ ସାମ୍‌ସନ୍‌ : ଚୟନକର୍ତ୍ତାଙ୍କୁ ହରଭଜନଙ୍କ ସମାଲୋଚନା

ଭେଟେରାନ୍‌ ଭାରତୀୟ ସ୍ପିନର ହରଭଜନ ସିଂ ଚୟନକର୍ତ୍ତାଙ୍କୁ ସମାଲୋଚନା କରିଛନ୍ତି । ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମ୍‌ସନଙ୍କୁ ଦଳରୁ ବାଦ ଦିଆଯିବା କାରଣରୁ ଚୟନକର୍ତ୍ତାଙ୍କୁ ସମାଲୋଚନା କରିଛନ୍ତି ହରଭଜନ । ସାମ୍‌ସନ୍‌ ବାଂଲାଦେଶ ବିପକ୍ଷ ଟି20 ସିରିଜ୍‌ରେ ସ୍ଥାନ ପାଇଥିଲେ ମଧ୍ୟ ଗୋଟିଏ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇନଥିଲେ । ଅନ୍ୟପକ୍ଷରେ ନିୟମିତ ବିଫଳ ହେବା ସତ୍ତ୍ବେ ପନ୍ତଙ୍କୁ ପୁନର୍ବାର ସୁଯୋଗ ପ୍ରଦାନକୁ ହରଭଜନ ନାପସନ୍ଦ କରିଛନ୍ତି । ଜଣେ ଯୁବପ୍ରତିଭାଙ୍କ କ୍ୟାରିୟର ଖରାପ ହେଉଛି ଏବଂ ବିସିସିଆଇ ମୁଖ୍ୟ ଗାଙ୍ଗୁଲି ଏହା ଉପରେ ଧ୍ୟାନ ଦେବେ ବୋଲି ଭଜ୍ଜି କହିଛନ୍ତି ।