ମିଗ୍‌ 29କେ ବିମାନ ଦୁର୍ଘଟଣାଗ୍ରସ୍ତ : ପାଇଲଟ୍‌ ସୁରକ୍ଷିତ

ରବିବାର ଏକ ମିଗ୍‌ 29କେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୋଆରେ ରବିବାର ସକାଳୁ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି । ପାଇଲଟ୍‌ ଜଣକ ସୁରକ୍ଷିତ ଭାବରେ ବିମାନରୁ ଓହ୍ଲେଇଯାଇଥିବା ବେଳେ ଭାରତୀୟ ନୌସେନା ପକ୍ଷରୁ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଚଢେଇ ସହିତ ପିଟିହେବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଗୋଆ ବିଧାନସଭାରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗୋଆ ବିମାନବନ୍ଦରରେ ଅବତରଣ କରୁଥିବା 10ଟି ବିମାନ ମଧ୍ୟରୁ ଗୋଟିଏ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥାଏ ।

50 ଲକ୍ଷର ଡ୍ରଗ୍ସ ସହିତ ନାଇଜେରିୟ ନାଗରିକ ଗିରଫ

50 ଲକ୍ଷ ଟଙ୍କାର ଡ୍ରଗ୍ସ ସହିତ ଜଣେ ନାଇଜେରିଆ ନାଗରିକଙ୍କୁ ଗୋଆରୁ ଗିରଫ କରାଯାଇଛି । ଗୁରୁବାର ଗିରଫ ବ୍ୟକ୍ତିଙ୍କ ନିକଟରୁ 309 ଗ୍ରାମର କୋକେନ୍‌ ଏବଂ 200 ଗ୍ରାମର ଏମ୍‌ଡିଏମ୍‌ଏ ଜବତ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ନାମ ଫେଚ୍‌କ୍ୟୁ ଡେଭିଡ୍‌ ମାଡୁକ୍ବେ ବୋଲି ଜଣାପଡିଛି । ଗୋଆ ପୋଲିସ୍‌ ସର୍ବଦା ଜିରୋ ଡ୍ରଗ୍‌ ପଲିସିକୁ ପ୍ରାଧାନ୍ୟ ଦେଇଛି ଏବଂ ଆଗାମୀ ଦିନରେ ଗୋଆକୁ ଡ୍ରଗ୍ସମୁକ୍ତ କରାଯିବ ବୋଲି ଗୋଆ ପୋଲିସ୍‌ ପକ୍ଷରୁ ଟ୍ବିଟ୍‌ କରାଯାଇଛି । ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ଗୋଆରୁ 3 କୋଟିରୁ ଅଧିକ ଟଙ୍କାର ଡ୍ରଗ୍ସ ଜବତ କରାଯାଇଥିବା ପୋଲିସ୍‌ ପକ୍ଷରୁ କୁହାଯାଇଛି ।

ସିଏଏ ସପକ୍ଷରେ 4 ଗୋଆ କଂଗ୍ରେସ ନେତାଙ୍କ ଇସ୍ତଫା

ନାଗରିକତ୍ବ ସଂଶୋଧନ ଆଇନ୍‌ ପ୍ରତି ସମର୍ଥନ ଜାହିର କରି ଗୋଆର 4 କଂଗ୍ରେସ ନେତା ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ପାଣାଜୀ କଂଗ୍ରେସ ବ୍ଲକ୍‌ କମିଟି ଅଧ୍ୟକ୍ଷ ରହିଥିବା ପ୍ରସାଦ ଆମୋନକର, ଉତ୍ତର ଗୋଆ ସଂଖ୍ୟାଲଘୁ ସଂଘ ମୁଖ୍ୟ ଜାଭେଦ୍‌ ଶେଖ୍‌, ବ୍ଲକ୍‌ କମିଟି ସମ୍ପାଦକ ଦୀନେଶ କାବୁଲ ଏବଂ ଯୁବ ନେତା ଶିବରାଜ ଟରକାର ଗୁରୁବାର ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ସିଏଏ ଏବଂ ଏନ୍‌ଆରସିକୁ ଦଳ ବିରୋଧ କରିବା ସହିତ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ନିକଟକୁ ଭୁଲ ବାର୍ତ୍ତା ପ୍ରେରଣ କରୁଥିବାରୁ ଏହି 4 ନେତା ଇସ୍ତଫା ପ୍ରଦାନ କରିଥିବା ଜଣାପଡିଛି ।

Mhadei row: Protesters in Goa burn effigy of Javadekar

Protesters belonging to the Progressive Front of Goa, on Wednesday, burnt an effigy of Union Minister for Environment and Forests Prakash Javadekar, accusing him for sacrificing the interests of Goa in favour of Karnataka vis a vis the ongoing inter-state dispute over the waters of the Mhadei river. “Javadekar and his MoEF have unfairly worked against the interests of Goa.

ଗୋଆରେ ବିରୋଧୀ ଏକାଠି ହେବା ଉଚିତ୍‌ : ବିଜୟ ସରଦେଶାଇ

ଗୋଆ ଫରଓ୍ବାର୍ଡ ପାର୍ଟିର ମୁଖ୍ୟ ତଥା ପୂର୍ବତନ ଗୋଆ ଉପ ମୁଖ୍ୟମନ୍ତ୍ରୀ ବିଜୟ ସରଦେଶାଇ ସରକାର ଗଠନ ପାଇଁ ବିରୋଧୀ ଦଳଙ୍କୁ ଆହ୍ବାନ ଦେଇଛନ୍ତି । ମହାରାଷ୍ଟ୍ରରେ ବିରୋଧୀ ଦଳଙ୍କ ପରି ଏକତ୍ର ହୋଇ ଗୋଆରେ ସରକାର ଗଠନ କରିବା ଉଚିତ୍‌ ବୋଲି ସରଦେଶାଇ କହିଛନ୍ତି । ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ଗଠନ ହେବା ପରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଭେଟିବା ପରେ ସରଦେଶାଇ ଏହି ମତ ଦେଇଛନ୍ତି ।

Goa may slip away from BJP’s hold: Sanjay Raut

ShivSena MP Sanjay Raut on Friday predicted that after Maharashtra, there could “be a miracle” and a potential political earthquake in the Bharatiya Janata Party-ruled Goa soon. “At least four MLAs, including those with Goa Forward Party President Vijay Sardesai are in contact with Shiv Sena. “We plan to form a separate front in that state with various parties, including Congress said Raut.

Congress in Goa may move court against defection by its 10 MLAs

Goa Congress may knock the door of judiciary after proper studay of the manner in which its ten rebel MLAs quit party and joined ruling Bharatiya Janata Party (BJP) last week. Addressing a press conference at party state headquarters in the city, Goa Pradesh Congress Committee (GPCC) President Girish Chodankar said the party was considering moving court after studying the matter.

Stalemet over leadership issue in Goa appears to be nearing, BJP accepts allies’ demand

The stalemate over the chief ministerhip in Goa appears to be ending as Bharatiya Janata Party has agreed to give Deputy Chief Ministership to its two allies Goa Forward Party and Maharashtrawadi Gomantak Party (MGP). While alliance partners  agreed to BJP’s proposal to make State Legislative Speaker Dr Pramod Sawant  the  CM ,BJP agreed to give posts of  Dy CM to GFP and MGP.