ଦିଲ୍ଲୀରେ 3.5 ତୀବ୍ରତାର ଭୂକମ୍ପ

କରୋନା ସମୟରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ଅନୁଭୂତ ହୋଇଛି ଏକ ମୃଦୁ ଭୂକମ୍ପ । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତ୍ରୀବ୍ରତା 3.5 ରହିଥିଲା । ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ଭୂକମ୍ପର ପ୍ରଭାବ କିଛି ସେକେଣ୍ଡ ପାଇଁ ଅନୁଭୂତ ହୋଇଥିଲା । ଅପରାହ୍ନ ପ୍ରାୟ 2ଟା ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଏଥିରେ କାହାର କିଛି କ୍ଷତି ହୋଇନଥିବା ପ୍ରକାଶ ।

Delhi top cop calls urgent meet of SIT officers probing riots

Delhi Police Commissioner S.N. Shrivastava on Saturday called an urgent meet of all officers in charge of probing the Delhi riots. The meeting will take place at the new police headquarters at Delhi’s Jai Singh Road. However, it is not immediately known about the agenda of the urgent meet, but sources say it is likely to discuss the ongoing probe.

No IPL matches to take place in Delhi: Sisodia: COVID-19 scare

Delhi Deputy Chief Minister Manish Sisodia on Friday made it clear that no sporting activity will take place in the national capital, including the upcoming edition of the Indian Premier League (IPL), due to the ongoing coronavirus outbreak. Addressing a press conference, Sisodia said: “We have decided to ban any sports activity where people will gather in huge numbers like the IPL.

ଦିଲ୍ଲୀରେ ସିଏଏ ହିଂସାକାଣ୍ଡ ମୃତ୍ୟୁ ସଂଖ୍ୟା 19କୁ ବୃଦ୍ଧି : ନେତାଙ୍କ ଆରୋପ ପ୍ରତ୍ୟାରୋପ ରାଜନୀତି

ସିଏଏକୁ ନେଇ ଦିଲ୍ଲୀରେ ହିଂସାକାଣ୍ଡ ଜାରି ରହିଛି । ବିଗତ ଦୁଇ ଦିନ୍ ଧରି ଚାଲିଥିବା ଏହି ହିଂସାକାଣ୍ଡରେ 19 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 150ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ହିଂସାକାଣ୍ଡ କାରଣରୁ ଉତ୍ତର ପୂର୍ବ ଦିଲ୍ଲୀରେ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ସମସ୍ତ ସ୍କୁଲ କଲେଜକୁ ବନ୍ଦ ରଖାଯାଇଛି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ହିଂସା କାଣ୍ଡ ଜାରି ରହିଥିବା ବେଳେ ରାଜନୈତିକ ଦଳଙ୍କ ପକ୍ଷରୁ ଆରୋପ ପ୍ରତ୍ୟାରୋପର ରାଜନୀତି ଥମିବାର ନାମ ନେଉନାହିଁ । ବିଜେପି ସଦାସର୍ବଦା ହିଂସା ଏବଂ ଦଙ୍ଗାର ରାଜନୀତି କରୁଛି ବୋଲି କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ ଟ୍ବିଟ୍‌ କରିଛନ୍ତି ।

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଦିଲ୍ଲୀରେ ସିଏଏ ହିଂସାକାଣ୍ଡ ଓ ପୋଡାଜଳା

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ସିଏଏ ବିରୋଧୀ ହିଂସାକାଣ୍ଡ ଏବଂ ପୋଡାଜଳା ସଙ୍ଗଠିତ ହୋଇଛି । 24 ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଦିଲ୍ଲୀରେ ଦ୍ବିତୀୟ ଥର ପାଇଁ ହିଂସାକାଣ୍ଡ ଘଟିଛି । ଦିଲ୍ଲୀର କବୀର ନଗର ଅଞ୍ଚଳ ଏବଂ ମୌଜପୁର ମେଟ୍ରୋ ଷ୍ଟେସନ୍‌ ଅଞ୍ଚଳରେ ଏହି ହିଂସାକାଣ୍ଡ ଘଟିଛି । ଏହା ସହିତ ଉକ୍ତ ଭିଡିଓରେ ଆକ୍ରମଣକାରୀ ମାନେ ଜୟ ଶ୍ରୀରାମ ନାରା ଦେଉଥିବା ଦେଖିବାକୁ ମିଳିଥିଲା । ଆକ୍ରମଣକାରୀଙ୍କ ଉପରକୁ ପୋଲିସ୍‌ ପକ୍ଷରୁ ଲାଠିଚାଳନା କରାଯାଇଥିବା ବେଳେ ଆକ୍ରମଣକାରୀଙ୍କ ପକ୍ଷରୁ ଏକ ଅଟୋରେ ନିଆଁ ଲଗାଇ ଦିଆଯାଇଥିଲା ।

20th edition of ‘Hunar Haat’ begins in Delhi

The 20th edition of the ‘Hunar Haat’ was inaugurated at the India Gate lawns here on Thursday. The 10-day event, based on the theme of “Kaushal Ka Kam”, will conclude on February 23. Master artisans, craftsmen as well as culinary experts from across the country will be participating in the event. Half the participants will be men and the other half women.

 

ମୁଖ୍ୟମନ୍ତ୍ରୀ ନୁହନ୍ତି ମୁଖ୍ୟ ଛଳନାକାରୀ କେଜ୍ରିଓ୍ବାଲ : ଗମ୍ଭୀର

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜଣେ ଛଳନାକାର ବୋଲି କହିଛନ୍ତି ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । କେଜ୍ରିଓ୍ବାଲ ଜଣେ ଚମତ୍କାର ମୁଖ୍ୟମନ୍ତ୍ରୀ । ପ୍ରଥମେ ଆନ୍ନା ହଜାରେଙ୍କୁ ମିଛ କହିଲେ, ପରେ ନିଜର ବନ୍ଧୁ ମାନଙ୍କୁ ମିଛ କହିଲେ, ସମସ୍ତ ସରକାରଙ୍କୁ ମିଛ ଏବଂ ଶେଷରେ ଦିଲ୍ଲୀ ବାସୀଙ୍କୁ ମିଛ କହିଲେ । ତେଣୁ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ କି ମୁଖ୍ୟ ଛଳନାକାରୀ ତାହା ଦିଲ୍ଲୀ ବାସୀ ନିର୍ଦ୍ଧାରଣ କରିବେ ବୋଲି ଗମ୍ଭୀର କହିଛନ୍ତି ।

Door-to-door campaigning by BJP’s Shah, Nadda in Delhi

The Bhartiya Janata Party has launched a power packed campaign in Delhi with top leadership hitting the campaign trail on Sunday. Union Home Minister Amit Shah and BJP President J.P. Nadda will launch a door-to-door campaign in the national capital apart from addressing several rallies. While Shah will interact with people in Delhi Cantt area, Nadda will be in Chirag Delhi  .

ବଜେଟ୍‌ରେ ଦିଲ୍ଲୀକୁ ଗୁରୁତ୍ବ ଦିଆଯାଇନାହିଁ : କେଜ୍ରିଓ୍ବାଲ

କେନ୍ଦ୍ରୀୟ ବଜେଟ୍‌ରେ ଦିଲ୍ଲୀକୁ ଗୁରୁତ୍ବ ଦିଆଯାଇନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମତ ଦେଇଛନ୍ତି । ଜାତୀୟ ରାଜଧାନୀ ଦିଲ୍ଲୀକୁ ବିଜେପି ପକ୍ଷରୁ ଗୁରୁତ୍ବ ଦିଆଯାଇନାହିଁ । ଦିଲ୍ଲୀ ବାସୀ ବଜେଟ୍‌ରୁ ଅନେକ କିଛି ଆଶା ରଖିଥିବା ବେଳେ ସରକାର ଦିଲ୍ଲୀ ବାସୀଙ୍କ ଆଶା ମୁତାବକ କିଛି ବି ବଜେଟ୍‌ରେ ଆଣିନାହାନ୍ତି । ଦିଲ୍ଲୀ ବିଜେପି ନେତାଙ୍କ ପାଇଁ ଗୁରୁତ୍ବ ବହନ କରୁନଥିବାରୁ ଦିଲ୍ଲୀ ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଉଛି ବୋଲି କେଜ୍ରିଓ୍ବାଲ କହିଛନ୍ତି ।

Impose Prez rule, postpone Delhi poll: Hindu Mahasabha

Saffron outfit, Hindu Mahasabha, on Friday demanded Presidents rule to be imposed in the nation capital here in view of the Shaheen Bagh protest and the coronavirus outbreak. Speaking to IANS, the outfit chief Swami Chakrapani said: “The Shaheen Bagh blockade has created a law and order situation. The JNU violence has also contributed to the break down.

2013 ଦିଲ୍ଲୀ ନାବାଳିକା ଦୁଷ୍କର୍ମ ମାମଲା : ଦୁଇ ଅଭିଯୁକ୍ତଙ୍କୁ 20 ବର୍ଷ କାରାଦଣ୍ଡ

2013 ଦିଲ୍ଲୀ ନାବାଳିକା ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ 20 ବର୍ଷର କାରାଦଣ୍ଡାଦେଶ ପ୍ରଦାନ କରାଯାଇଛି । ଗୁରୁବାର ଦିଲ୍ଲୀର ଏକ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । 2013ରେ ପୂର୍ବ ଦିଲ୍ଲୀର ଗାନ୍ଧୀନଗରରେ 5 ବର୍ଷୀୟ ବାଳିକାର ଦୁଷ୍କର୍ମ କରିଥିଲେ ଏହି ଦୁଇ ଅଭିଯୁକ୍ତ । ଦୁଇ ଅଭିଯୁକ୍ତ ମନୋଜ ଶାହ ଏବଂ ପ୍ରଦୀପ କୁମାରଙ୍କୁ 20 ବର୍ଷର କାରାଦଣ୍ଡ ସହିତ 5 ଲକ୍ଷ ଲେଖାଏଁ ଅର୍ଥ ଦଣ୍ଡ ମଧ୍ୟ ପ୍ରଦାନ କରାଯାଇଛି । ଏହି ଅର୍ଥ ପୀଡିତାଙ୍କୁ ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ନୋଇଡା ସ୍ଥିତ ଇଏସ୍‌ଆଇ ହସ୍ପିଟାଲରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ ସ୍ଥିତ ଇଏସ୍‌ଆଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ନୋଇଡା ସ୍ଥିତ ଏହି ଇଏସ୍‌ଆଇ ହସ୍ପିଟାଲରେ ଗୁରୁବାର ସକାଳୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସେକ୍ଟର 24ରେ ରହିଥିବା ଇଏସ୍‌ଆଇ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିଶମ ବିଭାଗର ତିନି ଗାଡି ଅଗ୍ନି ନିର୍ବାପନରେ ବ୍ୟସ୍ତ ଅଛନ୍ତି । ହସ୍ପିଟାଲର ଉପର ମହଲାରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ରୋଗୀ ମାନଙ୍କୁ ହସ୍ପିଟାଲରୁ ସ୍ଥାନାନ୍ତର କରାଯାଉଛି ।

Fire in printing press in Delhi; 1 dead

 At least one person was killed in a fire incident that broke out in a three storeyed paper printing press in Delhi’s Patparganj Industrial area on Thursday. The fire was reported at 2.38 a.m., Delhi Fire Service chief Atul Garg told IANS.”A total of 30 fire tenders are deployed at the spot. One casualty has happened and the body has been recovered and moved to the hospital,” he said.

ମୃତ ଅଗ୍ନିଶମ କର୍ମଚାରୀଙ୍କ ପରିବାର ପାଇଁ 1 କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ କେଜ୍ରିଓ୍ବାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମୃତ ଅଗ୍ନିଶମ କର୍ମଚାରୀଙ୍କ ପାଇଁ 1 କୋଟିର ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହିତ ପରିବାରର ଜଣଙ୍କୁ ସରକାରୀ ପ୍ରଦାନ କରାଯିବା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଗତକାଲି ଅଗ୍ନିଶମ କର୍ମଚାରୀ ଅମିତ କୁମାର ବଲିୟାଁ (28) ଗତକାଲି ଦିଲ୍ଲୀର ମୁଣ୍ଡକାରେ ପ୍ରାଣ ହରାଇଥିଲେ । ଲୋକଙ୍କ ଜୀବନ ବଞ୍ଚାଇବାକୁ ଯାଇ ଅଗ୍ନିଶମ କର୍ମଚାରୀ ପ୍ରାଣ ହରାଇଛନ୍ତି ।

ଦିଲ୍ଲୀରେ ପୁଣି ଭୟାବହ ଅଗ୍ନିକାଣ୍ଡ : 22 ଦମକଳ ଗାଡି ନିୟୋଜିତ

ଦୁଇ ଦିନ ତଳେ କିରାରୀ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟି 9 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ମଙ୍ଗଳବାର ଦିନ ପୁଣି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଦିଲ୍ଲୀର ନରେଲା ଶିଳ୍ପାଞ୍ଚଳରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିବାରୁ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି । ମଙ୍ଗଳବାର ଭୋର 4.52 ମିନିଟ୍‌ରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଦିଲ୍ଳୀ ଅଗ୍ନିଶମ ବିଭାଗର 22ଟି ଦମକଳ ଗାଡି ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି । ଘଟଣାସ୍ଥଳରେ କେବଳ ତିନି ଜଣ ଅଗ୍ନିଶମ କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ନେଇ ଅଗ୍ନିଶମ ଡିଜି ଅତୁଲ ଗର୍ଗ ସୂଚନା ଦେଇଛନ୍ତି ।

ଦିଲ୍ଲୀରେ ଫୋନ୍‌ ସେବା ବନ୍ଦ ପାଇଁ ସରକାରଙ୍କ ନିର୍ଦ୍ଦେଶ

ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ନୂଆଦିଲ୍ଲୀରେ ଆନ୍ଦୋଳନ ପରେ ସରକାରଙ୍କ ପକ୍ଷରୁ ଟେଲିଫୋନ ସେବା ବନ୍ଦ କରାଯିବାର ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ଟେଲିକମ୍‌ କମ୍ପାନୀକୁ ସରକାରଙ୍କ ପକ୍ଷରୁ ମୋବାଇଲ ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ କରିବାର ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଅଞ୍ଚଳରେ ମୋବାଇଲ ଏବଂ ଇଣ୍ଟରନେଟ୍‌ ସେବା ଅଚଳ ହୋଇଯାଇଛି । ଲାଲକିଲ୍ଲା, ସୀଲମପୁରା ଏବଂ ବ୍ରିଜପୁରୀ ଅଞ୍ଚଳରେ ପ୍ରାରମ୍ଭିକ ଭାବରେ ଇଣ୍ଟରନେଟ ସେବା ଅଚଳ କରାଯାଇଛି ।

ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ : ନିଆଁଲିଭାରେ 21ଟି ଦମକଳ ଗାଡି ନିୟୋଜିତ

ଗତ ସପ୍ତାହରେ ଦିଲ୍ଲୀରେ ଘଟିଥିବା ଅଗ୍ନିକାଣ୍ଡରେ 43 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଶନିବାର ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଶନିବାର ସକାଳ 5ଟା ସମୟରେ ମୁଣ୍ଡକା ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି । ଏକ କାଠ ଫ୍ୟାକ୍ଟ୍ରିରେ ଏହି ଅଗ୍ନିକାଣ୍ଡ ଘଟିଛି । ଗୋଦାମଟିରେ କାଠ ରହିଥିବାରୁ ନିଆଁ ସହଜରେ ବ୍ୟାପି ଯାଇଥିଲା । ଏହି ଘଟଣାପରେ ନିଆଁ ଲିଭାଇବା ପାଇଁ ଦିଲ୍ଲୀ ଅଗ୍ନିଶମ ବିଭାଗର 21ଟି ଦମକଳ ଗାଡି ନିୟୋଜିତ ହୋଇଛି । ଏହି ଘଟଣାରେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲେ ମଧ୍ୟ କୌଣସି ପ୍ରାଣହାନି ହୋଇନି ।

ଗତକାଲି ଅଗ୍ନିକାଣ୍ଡ ଘଟିଥିବା କୋଠାରେ ପୁଣି ଅଗ୍ନିକାଣ୍ଡ

ଗତକାଲି ଉତ୍ତର ଦିଲ୍ଲୀର ଗହମ ଗୋଦାମରେ ଅଗ୍ନିକାଣ୍ଡ ଘଟି 43 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଆଜି ପୁନର୍ବାର ସେହି କୋଠାରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ସମ୍ପର୍କରେ ସମ୍ପେ୍‌ଟ ସୂଚନା ନଥିଲେ ମଧ୍ୟ ଧୂଆଁ ବାହାରୁଥିବାରୁ 4ଟି ଦମକଳ ଗାଡିକୁ ଉକ୍ତ ସ୍ଥାନକୁ ପଠାଯାଇଛି । ରାଣୀ ଝାନ୍ସୀ ରୋଡ୍‌ରେ ବେଆମଇନ ଭାବରେ ଏହି ଗୋଦାମ ନିର୍ମାଣ କରାଯାଇଥିବାରୁ ଦୁଇ ଜଣ ମାଲିକଙ୍କୁ ଗିରଫ କରାଯାଇଛି । ରବିବାର ଘଟିଥିବା ଭୟାବହ ଅଗ୍ନିକାଣ୍ତରେ 43 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଏକାଧିକ ଆହତ ହୋଇଥିଲେ ।

Delhiites breathe cleanest air past two months

The National Capital on Thursday witnessed improved air quality as it came under ‘moderate’ category owing to light rains in the morning and increased wind velocity. The Air Quality Index (AQI) value was 121 at 1300 hours.
An AQI between 0-50 is considered ‘good’, 51-100 ‘satisfactory’, 101-200 ‘moderate’, 201-300 ‘poor’, 301-400 ‘very poor’ and 401-500 ‘severe’. An AQI above 500 falls in the ‘severe plus’ category.

Kejriwal asks BJP about it’s 2014 promise of statehood to Delhi

Chief Minister and Aam Aadmi Party (AAP) leader Arvind Kejriwal on Monday attacked the BJP for not including the promise of granting full statehood to Delhi in it’s manifesto for 2019 Lok Sabha elections, and said it is cheating the people of the national capital. Taking to micro-blogging site Twitter, Mr Kejriwal said,”Modi Sir,   you did not do it

” Welcome Sourav Ganguly” announces IPL Franchise Delhi Capitals

Former India captain and cricketing icon Sourav Ganguly has joined the Delhi Capitals franchise of the Indian Premier League as an advisor, announced Delhi Capitals. “I am very pleased to come on board with the Delhi Capitals,” Ganguly said, on his association. “Having known the Jindals and the JSW Group for years, I am now excited to be part of it.

AAP will win all 7 Delhi Lok Sabha seats, claims Kejriwal

Aam Aadmi Party chief Arvind Kejriwal on Tuesday expressed confidence that his party will win all seven seats in Delhi Parliamentary polls, slated for May 12.
”Our internal survey shows a clear win for us in Delhi. We will win all 7 seats,” the Delhi Chief Minister said at a press conference here.The AAP has already named candidates for six Delhi Lok Sabha seats.

No tie up with AAP for Lok Sabha polls in Delhi: Cong

The Congress on Tuesday said there will be no alliance with the Aam Aadmi Party for the forthcoming Lok Sabha polls in Delhi. The decision to have no tie up with AAP for LS polls for seven Lok Sabha seats in Delhi was taken in the party meeting which was chaired by Congress president Rahul Gandhi.