BJP renames Congress as ‘Muslim League Congress’

The BJP, on Wednesday, launched a scathing attack on the Congress calling it “Muslim League Congress” citing multiple recent examples to accuse the party of being Hindu phobic and Muslim appeaser. Basing its argument on two Maharashtra leaders — Congress’s Ashok Chavan and its ally NCP’s Jitendra Awadh, the BJP tore into both. Party Spokesperson Sambit Patra held a press conference

2014ରେ ମଧ୍ୟ ଶିବସେନା କଂଗ୍ରେସର ସହାୟତା ମାଗିଥିଲା : ପୃଥ୍ବୀରାଜ

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଇନ୍ଦିରା ଗାନ୍ଧୀ ମନ୍ତବ୍ୟ ପରେ ମହା ବିକାଶ ଅଘାଡିର ବିବାଦ ସାମ୍‌ନାକୁ ଆସିଛି । ମହା ବିକାଶ ଅଘାଡିର ସହଯୋଗୀ ଦଳ କଂଗ୍ରେସ ଏବଂ ଶିବସେନା ପରସ୍ପରକୁ ଦୋଷାରୋପ କରୁଛନ୍ତି । 2014ରେ ମଧ୍ୟ ସରକାର ଗଠନ ପାଇଁ ଶିବସେନା ପକ୍ଷରୁ କଂଗ୍ରେସର ସହାୟତା ମଗା ଯାଇଥିଲା ବୋଲି ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପୃଥ୍ବୀରାଜ ଚଭନ କହିଛନ୍ତି । 2014ରେ ବିଜେପିକୁ କ୍ଷମତାରୁ ଦୂରେଇବା ପାଇଁ ଶିବସେନା ଏନ୍‌ସିପି ଜରିଆରେ ପ୍ରସ୍ତାବ ଦେଇଥିଲା ମାତ୍ର ମୁଁ ତୁରନ୍ତ ଉକ୍ତ ପ୍ରସ୍ତାବକୁ ଖାରଜ କରି ଦେଇଥିଲି ବୋଲି ଚଭନ କହିଛନ୍ତି ।

BJP’s Rs 2,410 crore income is 2/3rd of 6 national parties

The ruling BJP has shown the highest income amongst the political parties at Rs 2,410.08 crore during financial year 2018-19, which forms 65.16 per cent of the total income of six national parties put together.  According to analysis of income and expenditure of national political parties for FY 2018-19 by Association for Democratic Reforms (ADR), BJP declared a total income of Rs 2,410.08 crore but spent only 41.71 per cent (Rs 1,005.33 crore) of the total income.

Jharkhand Congress MLAs to meet Sonia Gandhi in Delhi

Congress MLAs from Jharkhand are scheduled to meet party president Sonia Gandhi on Friday amid talks of cabinet expansion in the state. The newly elected MLAs will be meeting the Congress President for the first time after the new government took over in the state. The Congress has two ministers in the state cabinet as Rameshwar Oraon and Alamgir Alam.

ସିଏଏ ବିରୋଧୀ ବୈଠକ : ଯୋଗ ଦେବେନି ମାୟା ଓ ମମତା

କଂଗ୍ରେସ ପକ୍ଷରୁ ସିଏଏ ଏବଂ ଏନ୍‌ଆର୍‌ସିକୁ ବିରୋଧ କରି ଅନୁଷ୍ଠିତ ହେବାକୁ ଯାଉଥିବା ବୈଠକକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଦୁଇ ବିରୋଧୀ ନେତ୍ରୀ ମାୟାବତୀ ଏବଂ ମମତା ବାନାର୍ଜୀ । କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ମାତ୍ର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ଏବଂ ବିଏସ୍‌ପି ମୁଖ୍ୟ ମାୟାବତୀ ଏହି ବୈଠକ ବର୍ଜନର ନିଷ୍ପତ୍ତି ନେଇଛନ୍ତି ।

Opposition to meet on CAA to formalise joint strategy

The Congress has invited all like-minded parties to attend a meeting to formalise a joint strategy on the Citizenship (Amendment) Act (CAA), as protests against the new citizenship law continue across the country. The opposition parties will meet at the Parliament annexe here at 2 p.m. on Monday, to chalk out a joint strategy on the CAA, and alleged police brutality against students.

ସିଏଏ ସପକ୍ଷରେ 52 ଲକ୍ଷ ମିସ୍‌ କଲ୍‌ ଆସିଛି : ଅମିତ ଶାହା

ସିଏଏକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହା ପୁନର୍ବାର ଏହା ସପକ୍ଷରେ ନିଜର ମତ ରଖିଛନ୍ତି । ସିଏଏ ସପକ୍ଷରେ 52 ଲକ୍ଷ ମିସ୍‌ କଲ୍‌ ଆସିଛି ବୋଲି ଅମିତ ଶାହା ପ୍ରକାଶ କରିଛନ୍ତି । ଶୁକ୍ରବାର ବିଜେପି ପକ୍ଷରୁ ଅମିତ ଶାହା ଏହି ନମ୍ବର ଲଞ୍ଚ କରିଥିଲେ । ନମ୍ବର ଲଞ୍ଚ ପରଠାରୁ 52 ଲକ୍ଷ 72 ହଜାର ଲୋକ ଏହା ସମର୍ଥନରେ ମିସ୍‌କଲ୍‌ କରିଛନ୍ତି । ସମୁଦାୟ 68 ଲକ୍ଷ ଲୋକ ଫୋନ୍‌ କରିଥିବା ତନ୍ମଧ୍ୟରୁ 52 ଲକ୍ଷ 72 ହଜାର ନମ୍ବର ଚିହ୍ନଟଯୋଗ୍ୟ ଅଟେ ବୋଲି ଶାହା ପ୍ରକାଶ କରିଛନ୍ତି ।

Cong promises no CAA, NPR & NRC in Delhi

The Congress here on Sunday demanded one-day special Delhi Assembly session to clear the ruling Aam Aadmi Party’s (AAP) stand over the Citizenship Amendment Act (CAA) and also announced that if voted to power it would not allow the CAA, the NPR and the NRC in Delhi. Ajay Maken, Delhi Congress manifesto committee chairman, tweeted, “Congress big announcement about CAA, NPR and NRC – will not apply in Delhi if they come to power.”

ମୁସଲମାନଙ୍କ ପାଇଁ ରହିଛି 150 ରାଷ୍ଟ୍ର : ବିଜୟ ରୂପାନୀ

ମୁସଲମାନଙ୍କ ପାଇଁ ସମଗ୍ର ବିଶ୍ବରେ 150ଟି ରାଷ୍ଟ୍ର ରହିଥିବା ବେଳେ ହିନ୍ଦୁ ମାନଙ୍କ ପାଇଁ କେବଳ ଗୋଟିଏ ରାଷ୍ଟ୍ର ରହିଛି ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ପ୍ରକାଶ କରିଛନ୍ତି । ନାଗରିକତ୍ବ ସଂଶୋଧନ ଆଇନ୍‌କୁ ନେଇ ବିପକ୍ଷ ଦଳ ପକ୍ଷରୁ ଆନ୍ଦୋଳନ କରାଯାଇଥିବାରୁ ଏହି ମତ ଦେଇଛନ୍ତି ରୂପାନୀ । କଂଗ୍ରେସ ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ପାଳନ କରୁନାହିଁ ଏବଂ ପଡୋଶୀ ରାଷ୍ଟ୍ରରେ ନିର୍ଯାତିତ ହିନ୍ଦୁ ମାନଙ୍କ ପ୍ରତି କଂଗ୍ରେସ ବିଦ୍ବେଷ ଭାବ ପୋଷଣ କରୁଛି ବୋଲି ରୂପାନୀ କହିଛନ୍ତି ।

27ରେ ଶପଥ ଗ୍ରହଣ କରିବେ ହେମନ୍ତ ସୋରେନ୍‌

ଝାରଖଣ୍ଡ ନିର୍ବାଚନୀ ଫଳାଫଳ ସୋମବାର ଦିନ ଘୋଷଣା କରାଯାଇଛି । ଜେଏମ୍‌ଏମ୍‌-କଂଗ୍ରେସ-ଆରଜେଡି ମେଣ୍ଟ ସରକାର ଗଠନ କରିଥିବା ବେଳେ ହେମନ୍ତ ସୋରେନ୍‌ ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇଥିଲା । ମଙ୍ଗଳବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ଡିସେମ୍ବର 27 ତାରିଖରେ ହେମନ୍ତ ସୋରେନ୍‌ ଶପଥ ଗ୍ରହଣ କରିବେ । ମୋରବଡି ଗ୍ରାଉଣ୍ଡରେ ହେମନ୍ତଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ହେମନ୍ତଙ୍କ ସହିତ 12 ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ । ମହାମେଣ୍ଟକୁ 81ରୁ 47 ଆସନ ମିଳିଥିବା ବେଳେ ବିଜେପିକୁ 28 ଆସନ ମିଳିଛି ।

Alliance CM-face Hemant Soren leading from Barhait, trailing in Dumka

The Chief Ministerial candidate of Jharkhand Mukti Morcha, Congress and Rashtriya Janata Dal, Hemant Soren, is leading leading from Barhait, trailing in Dumka. Soren is leading by over 5,000 votes from the Barhait assembly seat. He secured 14,444 votes and his rival BJP candidate Simon Malto secured 9,124 votes. In Dumka, he is trailing by nearly 5,000 votes. Jharkahnd Welafre Minister Loius Marandi has secured 19,600 votes and Hemaant Soren has managed to get 14,219.

Siddaramaiah discharged from hospital

Senior Karnataka Congress leader and former chief minister Siddaramaiah has been discharged from the hospital after heart treatment on Sunday.  “I am healthy and totally fine now. I can carry out day to day activities like before. There is nothing to worry, ” tweeted Siddaramaiah. Siddaramaiah thanked all the doctors and hospital staff for taking care of him.

ଦ୍ବିତୀୟ ପର୍ଯ୍ୟାୟ ଝାରଖଣ୍ଡ ନିର୍ବାଚନ : 67 ପ୍ରତିଶତ କଂଗ୍ରେସ ପ୍ରାର୍ଥୀଙ୍କର ରହିଛି ଅପରାଧିକ ପୃଷ୍ଠଭୂମି

ଦ୍ବିତୀୟ ପର୍ଯ୍ୟାୟ ଝାରଖଣ୍ଡ ନିର୍ବାଚନରେ 67 ପ୍ରତିଶତ କଂଗ୍ରେସ ପ୍ରାର୍ଥୀଙ୍କର ଅପରାଧିକ ପୃଷ୍ଠଭୂମି ରହିଥିବା ଜଣାପଡିଛି । ଆସନ୍ତା 7 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏଡିଆର ରିପୋର୍ଟରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । 67 ପ୍ରତିଶତଙ୍କ ମଧ୍ୟରୁ 17 ଜଣଙ୍କ ନାମରେ ଗମ୍ଭୀର ଅପରାଧିକ ମାମଲା ରହିଛି । ଏଡିଆର ରିପୋର୍ଟ ଅନୁଯାୟୀ 50 ପ୍ରତିଶତ ଜେଏମ୍‌ଏମ୍‌ ପ୍ରାର୍ଥୀ, 42 ପ୍ରତିଶତ ଏଜେଏସ୍‌ୟୁ ପ୍ରାର୍ଥୀ ଏବଂ ବିଜେପି ଓ ଜେଭିଏମ୍‌ପିର 40 ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି । ସେହିପରି ସମୁଦାୟ 26 ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଗମ୍ଭୀର ଅପରାଧିକ ମାମଲା ରହିଥିବାର ସୂଚନା ମିଳିଛି ।

କଂଗ୍ରେସ ଛାଡିବା ଖବର ଏକ ଗୁଜବ : ଜ୍ୟୋତିରାଦିତ୍ୟ ସିନ୍ଧିଆ

ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡୁଥିବା ନେଇ ଖବର ପ୍ରକାଶ ପାଇଥିଲା । ସିନ୍ଧିଆ ନିଜ ଟ୍ବିଟ୍ଟର ବାୟୋରୁ କଂଗ୍ରେସ ହଟାଇବା ପରେ ଦଳ ଛାଡୁଥିବା ଚର୍ଚ୍ଚା ଧରିଥିଲା । ମାତ୍ର ଏହି ଖବରକୁ ଗୁଜବ ବୋଲି ଅଭିହିତ କରିଛନ୍ତି ନିଜେ ସିନ୍ଧିଆ । ସ୍ପଷ୍ଟୀକରଣ ଦେଇ ସିନ୍ଧିଆ କହିଛନ୍ତି, ସେ ଏକ ମାସ ହେବ ସେ ନିଜ ବାୟୋରୁ କଂଗ୍ରେସ ନାମ ହଟାଇଛନ୍ତି । ଦଳର ନାମ ହଟାଇଥିଲେ ମଧ୍ୟ ସେ ଦଳ ପାଇଁ ନିରନ୍ତର କାମ କରୁଛନ୍ତି ଏବଂ କରୁଥିବେ ବୋଲି ସିନ୍ଧିଆ ସ୍ପଷ୍ଟୀକରଣ ଦେଇଛନ୍ତି ।

ଟ୍ବିଟ୍ଟର ବାୟୋରୁ କଂଗ୍ରେସ ହଟାଇଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ଟ୍ବିଟ୍ଟର ବାୟୋରୁ କଂଗ୍ରେସ ନାମ ହଟାଇଛନ୍ତି । ପୂର୍ବରୁ କଂଗ୍ରେସ ନେତା ଲେଖୁଥିବା ସିନ୍ଧିଆ ବର୍ତ୍ତମାନ ନିଜର ବାୟୋ “public servant and cricket enthusiast” କୁ ପରିବର୍ତ୍ତନ କରିଛନ୍ତି । ବାୟୋ ପରିବର୍ତ୍ତନ ପରେ ସିନ୍ଧିଆ ଏବଂ କଂଗ୍ରେସ ନେତାଙ୍କ ମଧ୍ୟରେ ବିବାଦ ପଦାରେ ପଡିଛି । ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ହେବା ପାଇଁ ସିନ୍ଧିଆ ଏବଂ କଂଗ୍ରେସ ନେତୃବୃନ୍ଦଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ସିନ୍ଧିଆଙ୍କ ଏହି ପଦକ୍ଷେପ ପରେ ମଧ୍ୟପ୍ରଦେଶ ରାଜନୀତି ଓଲଟପାଲଟ ହେବାର ସମ୍ଭାବନା ଦେଖାଦେଇଛି ।

ଆସନ୍ତା କାଲି ମହାରାଷ୍ଟ୍ରର ମହା ରାୟ

ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମାମଲାର ବିଚାର ସରିଛି । ଆସନ୍ତା କାଲି ଏହି ମାମଲାର ରାୟ ପ୍ରକାଶ ପାଇବ ବୋଲି ଜଣାପଡିଛି । ଶିବସେନା-କଂଗ୍ରେସ-ଏନସିପି ପକ୍ଷରୁ ଦାୟର କରାଯାଇଥିବା ମାମଲାର ବିଚାର କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ମାମଲାର ବିଚାର ଶେଷ କରିବା ସହିତ ରାୟ ସଂରକ୍ଷଣ କରିଛନ୍ତି । ଆସନ୍ତା କାଲି ସକାଳ 10.30ରେ ଏହି ମାମଲାର ରାୟ ପ୍ରକାଶ ପାଇବ । ଶିବସେନା ପାଇଁ କପିଲ ଶିବଲ, କଂଗ୍ରେସ-ଏନସିପି ପକ୍ଷରୁ ଅଭିଷେକ ମନୁ ସିଂଙ୍ଘଭୀ ଏବଂ ବିଜେପି ପକ୍ଷରୁ ମୁକୁଲ ରୋହତଗୀ ମକଦ୍ଦମା ଲଢିଥିଲେ ।

ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଲେ ଶିବସେନା-କଂଗ୍ରେସ-ଏନସିପି ବିଧାୟକ ଦଳ

ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ଶିବସେନା-କଂଗ୍ରେସ-ଏନସିପି ବିଧାୟକ ଦଳ ନେତା ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଛନ୍ତି । ସରକାର ଗଢ଼ିବାକୁ ବହୁମତ ପରୀକ୍ଷଣ ଲାଗି ଏହି 3 ଦଳ ଦାବି କରୁଛନ୍ତି । ସୁପ୍ରିମକୋର୍ଟଙ୍କ 3 ଜଣିଆ ଖଣ୍ଡପୀଠ ଏହି ପ୍ରସଙ୍ଗ ଉପରେ ଶୁଣାଣି କରୁଛନ୍ତି । ଶିବସେନା ପାଇଁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ମାମଲା ଲଢ଼ୁଥିବାବେଳେ କଂଗ୍ରେସ-ଏନସିପି ପକ୍ଷରୁ ଅଭିଷେକ ମନୁ ସିଂଙ୍ଘୱୀ ଏବଂ ବିଜେପି ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ମକଦ୍ଦମା ଲଢ଼ୁଛନ୍ତି ।

Congress in Goa may move court against defection by its 10 MLAs

Goa Congress may knock the door of judiciary after proper studay of the manner in which its ten rebel MLAs quit party and joined ruling Bharatiya Janata Party (BJP) last week. Addressing a press conference at party state headquarters in the city, Goa Pradesh Congress Committee (GPCC) President Girish Chodankar said the party was considering moving court after studying the matter.

ହାତ ଛାଡ଼ିଲେ ସୁମିତ୍ରା

ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବାବେଳେ ରାଜ୍ୟକଂଗ୍ରେସରେ କନ୍ଦଳ ତୀବ୍ର ରୂପ ନେଇଛି।  ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ସୁମିତ୍ରା ଜେନା। ଟିକେଟ ବଣ୍ଟନକୁ ନେଇ ସୁମିତ୍ରା ଅସନ୍ତୁଷ୍ଟ ଥିଲେ। ସୁମିତ୍ରା ଜେନା ଭଦ୍ରକ ଆସନରୁ ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ତାଙ୍କୁ ଟିକେଟ ମିଳି ନଥିଲା। ଇସ୍ତଫା ଦେବା ପରେ ସୁମିତ୍ରା ଜେନା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବିଷୋଦ୍‌ଗାର କରିଛନ୍ତି।

କଂଗ୍ରେସର ୯ ବିଧାନସଭା ପ୍ରାର୍ଥୀ ଘୋଷଣା

ରାଜ୍ୟ କଂଗ୍ରେସ ଆଜି ୯ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଧର୍ମଶାଳା ଓ ତିର୍ତ୍ତୋଲ୍‌ରେ ପ୍ରାର୍ଥୀ ବଦଳ କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇଟି ସ୍ଥାନରୁ ନିର୍ବାଚନ ଲଢୁଛନ୍ତି। ପୂର୍ବରୁ ଘଷିପୁରା ପାଇଁ ଘୋଷଣା କରାଯାଇଥିବାବେଳେ ଭଣ୍ଡାରୀପୋଖରୀ ପାଇଁ ମଧ୍ୟ ନିରଞ୍ଜନଙ୍କୁ ଟିକେଟ ଦିଆଯାଇଛି। ୧. ଭଣ୍ଡାରୀପୋଖରୀ – ନିରଞ୍ଜନ ପଟ୍ଟନାୟକ, ୨. ଭଦ୍ରକ – ଶ୍ରୀ ନଳିନୀକାନ୍ତ ମହାନ୍ତି, ୩. ବଡ଼ଚଣା – ସୀତାକାନ୍ତ ମହାପାତ୍ର, ୪. ଧର୍ମଶାଳା – କିଶାନ ପଣ୍ଡା, ୫. ସାଲେପୁର – ରୀବନ୍ଦ୍ରନାଥ କର, ୬. ମହାକାଳପଡ଼ା – ବିଭ୍ରାଂଶୁ ଶେଖର ଲେଙ୍କା, ୭. ବାଲିକୁଦା ଏରସମା – ଡ. ଲଲାଟେନ୍ଦୁ ମହାପାତ୍ର, ୮. ତିର୍ତ୍ତୋଲ – ଦେବୀପ୍ରସାଦ ମଲ୍ଲିକ, ୯. ନିମାପଡ଼ା – ସତ୍ୟବ୍ରତ ପାତ୍ର

Shatrughan Sinha joins Congress

Noted film actor and BJP leader Shatrugan Sinha on Saturday joined the Congress party. He joined the party in the presence of AICC media in-charge Randeep Surjewala, AICC General Secretary K C Venugopal and AICC in-charge for Bihar Shakti Singh Gohil. Welcoming him to the party Mr Surjewala said, his entry would strengthen the party.

NDA adopting double standard on AFSPA & Disturbed Areas Act: Priyanka Chaturvedi

AICC Spokesperson Priyanka Chaturvedi today slammed the NDA government for its double standard on the Armed Forces (Special Powers) Act and the Disturbed Areas Act. Describing the BJP as “hypocrite and shameless” Priyanka said the NDA government has itself withdrawn AFSA in three districts of Arunachal Pradesh but criticizing the Congress manifesto for promising to review the Acts.

Odisha Congress changes 3 more candidates in fray for polls

Odisha Congress today changed 3 more candidates that had already received party’s ticket for the upcoming polls. Merely hours after replacing Yudhisthir Samantray with Ajit Mangaraj for Pipili Assembly constituency, the party said that Fakir Nayak will replace Mohan Hembram for Keonjhar Lok Sabha seat. Similarly, Prashant Dalei replaces Mohan Hembram in Telkoi Assembly constituency and Binod Nayak replaces Gopeswar Nayak in Patana Assembly constituency.

Congress names candidates for Khurda, Khandapada & Pipili Assembly seats

The Congress has announced candidates for Khurda, Khandapada and Pipili Assembly seats in Odisha today. According to the list, Swagatika Patnaik will contest from Khurda and Basant Kumar Maharana from Khandapada. The party also announced the replacement candidate for Pipili where its earlier nominee Yudhisthir Samantray refused to contest polls. The new candidate for the constituency is Ajit Mangaraj.

Cong accuses BJP of ‘cash for vote’ ahead of PM rally

Congress on Wednesday accused the BJP of a ‘cash for votes’ scam ahead of Prime Minister Narendra Modi’s rally in Pasighat in Arunachal Pradesh. Addressing a presser in New Delhi, party spokesperson Randeep Surjewala demanded the resignation of chief minister Pema Khandu following the revelation and suspension of the candidature of Tapir Gao, the BJP candidate from West Arunachal.

ଦିଲ୍ଲୀରେ ଏକଲା ଲଢିବ କଂଗ୍ରେସ,  ଆପ୍‌ ସହ ମେଣ୍ଟ ହେବ ନାହିଁ

ଦିଲ୍ଲୀରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ଶାସକ ଦଳ ଆମ୍ ଆଦମୀ ପାର୍ଟି ସହିତ କଂଗ୍ରେସର ମେଣ୍ଟ ହେବ ନାହିଁ  ବୋଲି ସୂଚନା ମିଳିଛି।  ଦିଲ୍ଲୀରେ ମେଣ୍ଟ ହେବ କି ନାହିଁ, ଏ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଘରେ ବିଳମ୍ବିତ ରାତି ଯାଏ ଦଳର ବରିଷ୍ଠ ନେତା ପିସି ଚାକୋ, କେ.ସି ଭେନୁଗୋପାଳଙ୍କ ସହ ବୈଠକ ବସିଥିଲା। ଏବେ ଆପ ସହ ମେଣ୍ଟ କଲେ ଭବିଷ୍ୟତରେ ଏହା  କଂଗ୍ରେସ ପାଇଁ କ୍ଷତିକାରକ ହେବ ବୋଲି ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ମଧ୍ୟ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତୀ ଅବଗତ କରାଇଥିବା ଜଣାପଡ଼ିଛି।

୭ ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

କଂଗ୍ରେସ ପକ୍ଷରୁ ଚଳିତ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହି ଆସନ ତାଲିକାରେ ରହିଛି ପୁରୀ, କେନ୍ଦୁଝର, କେନ୍ଦ୍ରାପଡା, ଜଗତସିଂହପୁର, ଢେଙ୍କାନାଳ, ଭଦ୍ରକ ଏବଂ ବାଲେଶ୍ବର।୧-ପୁରୀ- ସତ୍ୟପ୍ରକାଶ ନାୟକ, ୨-କେନ୍ଦୁଝର-ଫକୀର ମୋହନ ନାୟକ, ୩-କେନ୍ଦ୍ରାପଡା- ଧରଣୀଧର ନାୟକ, ୪-ଜଗତସିଂହପୁର- ପ୍ରତିମା ମଲ୍ଲିକ, ୫-ଢେଙ୍କାନାଳ- କାମାକ୍ଷା ପ୍ରସାଦ ସିଂ ଦେଓ, ୬-ଭଦ୍ରକ- ମଧୁମିତା ସେେଠୀ, ୭-ବାଲେଶ୍ବର- ନବଜ୍ୟେତି ପଟ୍ଟନାୟକ

 

 

 

 

 

 

 

 

 

ମୋଦି ‘ନ୍ୟାୟ’ ଯୋଜନା ଓ ଗରିବଙ୍କର ମଜା ଉଡାଇଛନ୍ତି, କ୍ଷମା ମାଗନ୍ତୁ :  କଂଗ୍ରେସ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିରଟ୍‌ ରାଲିରେ ରାହୁଲ୍‌ଙ୍କ ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନାକୁ କଟାକ୍ଷ କରିଛନ୍ତି। ଏହାକୁ ନେଇ କଂଗ୍ରେସ ପ୍ରତିକ୍ରିୟା ରଖିଛି। ଏହି ରାଲିରେ ପ୍ରଧାନମନ୍ତ୍ରୀ ମୋଦି ନ୍ୟାୟ ଯୋଜନାକୁ ପରିହାସ କରି ଦେଶର ଗରିବଙ୍କୁ ପରିହାସ ମଧ୍ୟ କରିଛନ୍ତି। ତେଣୁ ଗରିବଙ୍କୁ ମୋଦି କ୍ଷମା ମାଗିବା ଉଚିତ୍‌ ବୋଲି କହିଛନ୍ତି ସୁରଜେଓ୍ବାଲା। ସେହିପରି ଏସପି,ଆରଏଲଡି ଏବଂ ବିଏସପିକୁ ‘ମଦ’ ସହ ତୁଳନା କରି ମୋଦି ମର୍ଯ୍ୟାଦା ଉଲ୍ଲଘଂନ କରିଛନ୍ତି  ବୋଲି କଂଗ୍ରେସ ଦାବି କରିଛି।

Modi govt is anti-poor: Cong slams Arun Jaitley

Slamming the BJP  and Arun Jaitley for terming the Minimum Income Guarantee (MIG) scheme proposed by   Congress as a ‘bluff scheme ‘, the party on Tuesday described the Modi government as anti-poor. Addressing a press conference here, AICC media in-charge Randeep Surjewala said, ‘Hypocrite Modi can forgive Rs 3,50,000 crore of handful of businessmen but giving Rs 72,000 for India’s poor is troublesome for him.

କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷିତ

ଆଜି କଂଗ୍ରେସର ୪୦ ଜଣିଆ ଷ୍ଟାର୍‌ ପ୍ରଚାରକ ତାଲିକା ଘୋଷିତ ହୋଇଛି। ଏହି ତାଲିକାର ଶୀର୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରହିଥିବାବେଳେ ରାହୁଲ୍‌ଙ୍କ ପଛକୁ ମନମୋହନ ସିଂହ ଓ ପ୍ରିୟଙ୍କା ଗାନ୍ଧି ରହିଛନ୍ତି। ସେହିପରି ଏହି ତାଲିକାରେ ଜ୍ୟୋତିରାଦିଆ ସିନ୍ଧିଆ, ସଚିନ୍‌ ପାଇଲଟ୍‌, ନବଜୋତ ସିଂହ ସିଦ୍ଧୁ, ଖୁସ୍‌ବୁ, ନଗ୍‌ମା, ମହମ୍ମଦ ଆଝାରୁଦ୍ଦିନ ରହିଛନ୍ତି। ଓଡ଼ିଶାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ଭକ୍ତ ଦାସ, ଚିରଞ୍ଜିବି ବିଶ୍ବାଳ, ପ୍ରଦୀପ ମାଝୀ, ରାମଚନ୍ଦ୍ର ଖୁଣ୍ଟିଆ ପ୍ରମୁ୍ଖଙ୍କ ନାମ ରହିଛି।

Congress slams verdict of Samjhauta blasts case

Congress leader Kapil Sibal on Thursday slammed the verdict of the Samjhauta Express Bomb Blast case in which all the accused were acquitted. In a post on social media, Sibal said, ‘Samjhauta Express Bomb Blast- 68 killed, NIA charged 8 accused, Verdict : No one knows who killed the 68 victims. Must be a proud day for our criminal justice system !’

୧୨୦ ବିଧାନସଭା ଆସନ ଜିତିବା ପାଇଁ ଦାବି କରୁଥିବା ଦଳକୁ ପ୍ରାର୍ଥୀ ମିଳୁନାହାନ୍ତି : ସସ୍ମିତ

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ବିଜେପିକୁ ସମାଲୋଚନା କରି କହିଛନ୍ତି ଯେ ଦଳ ରାଜ୍ୟରେ ୧୨୦ ଆସନ ହାସଲ କରିବା ନେଇ ବାହାସ୍ଫୋଟ ମାରୁଥିଲେ ମଧ୍ୟ ଦଳକୁ ପ୍ରାର୍ଥୀ ମିଳୁନାହାନ୍ତି। ନିର୍ବାଚନ କମିଶନଙ୍କ ତରଫରୁ ନିର୍ବାଚନ ତାରିଖ ଘୋଷଣା ସରିଥିଲେ ମଧ୍ୟ ଦଳ ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ। ସେହିପରି କଂଗ୍ରେସ କୁ ମଧ୍ୟ ସମାଲୋଚନା କରି ଶ୍ରୀ ପାତ୍ର କହିଛନ୍ତି ଯେ, ଦଳ ସର୍ବଦା ମହିଳାଙ୍କ ସୁରକ୍ଷା ନିମନ୍ତେ ଚିତ୍କାର କରୁଥିଲେ ମଧ୍ୟ ଦଳର ଘୋଷିତ ପ୍ରାର୍ଥୀ ତାଲିକାରେ ଜଣେ ମାତ୍ର ମହିଳା ସ୍ଥାନ ପାଇବା ନିହାତି ଲଜ୍ଜାଜନକ ବିଷୟ।

 

କଂଗ୍ରେସରେ ସାମିଲ୍‌ ହେବାକୁ ଇଚ୍ଛୁକ ଆପ୍‌ ବିଧାୟିକା ଅଲକା ଲାମ୍ବା

ଆମ୍‌ ଆଦ୍‌ମୀ ପାର୍ଟିର ଚାନ୍ଦିନୀ ଚୌକ ବିଧାୟିକା ଅଲ୍‌କା ଲାମ୍ବା କଂଗ୍ରେସର ଯୋଗଦେବା ନେଇ ଇଚ୍ଛୁକ ରହିଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଯଦି କଂଗ୍ରେସ ଦଳ ତାଙ୍କୁ ସ୍ବୀକାର କରିପାରିବ, ତେବେ ସେ ନିଶ୍ଚୟ ଯୋଗଦାନ କରିବେ। ୧୯୯୫ରେ ଦିଲ୍ଲୀ ୟୁନିଭରସିଟିର ଷ୍ଟୁଡେଣ୍ଟ ୟୁନିଅନ୍‌ର ଅଧ୍ୟକ୍ଷା ଥିବା ଅଲ୍‌କା କଂଗ୍ରେସ ଛାତ୍ର ସଂଗଠନ ଏନଏସ୍‌ୟୁଆଇର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ। ପରବର୍ତ୍ତୀ ସମୟରେ ମହିଳା କଂଗ୍ରେସ, ଦିଲ୍ଲୀ କଂଗ୍ରେସ ଓ ଅଖିଳ ଭାରତୀୟ କଂଗ୍ରେସ କମିଟିର ବିଭିନ୍ନ ପଦବୀରେ ମଧ୍ୟ ଅବସ୍ଥାପିତ ରହିଥିଲେ। ଅଲ୍‌କା ୨୦୧୩ ମସିହାରେ ଆମ୍‌ ଆଦ୍‌ମୀ ପାର୍ଟିରେ ଯୋଗଦାନ କରିଥିଲେ।

ନିର୍ବାଚନ ରଣାଙ୍ଗନରେ ଜାନକୀଙ୍କ ପୁତ୍ର ପୃଥ୍ୱୀବଲ୍ଲଭ ପଟ୍ଟନାୟକ !

ଦିଲ୍ଲୀରେ ଏବେ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ପାଇଁ କସରତ ଚାଲିଛି। ପ୍ରାର୍ଥୀ ତାଲିକାକୁ ନେଇ ରହିଛି ଅନେକ କଳ୍ପନାଜଳ୍ପନା। ତେବେ ଚଳିତ ଥର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ନିର୍ବାଚନ ଲଢିବା ନେଇ ଚର୍ଚ୍ଚାରେ ଅଛନ୍ତି। ସେ ଏ ସମ୍ପର୍କରେ ପରୋକ୍ଷରେ ମତ ମଧ୍ୟ ଦେଇଛନ୍ତି। ଜାନକୀଙ୍କ ନିର୍ବାଚନମଣ୍ଡଳୀ ବେଗୁନିଆରୁ କଂଗ୍ରେସ ଆଶାୟୀ ଅଛନ୍ତି ପୃଥ୍ୱୀବଲ୍ଲଭ। ଦଳ ଟିକେଟ ଦେଲେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ପୃଥ୍ୱୀ କହିଛନ୍ତି।