ଭାରତ ଚୀନ୍‌ ସୀମା ସଂଘର୍ଷ : 20 ଭାରତୀୟ ଯବାନ ଏବଂ 43 ଚୀନ୍‌ ଯବାନ ନିହତ

ଭାରତ ଏବଂ ଚୀନ୍‌ ମଧ୍ୟରେ ଲାଗି ରହିଥିବା ସୀମା ବିବାଦରେ ଉଭୟ ପକ୍ଷର ସେନା ମଧ୍ୟରେ ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଏବଂ 43 ଜଣ ଚୀନ୍‌ ଯବାନ ଶହୀଦ ହୋଇଛନ୍ତି । ଲଦାଖର ଗଲଓ୍ବାନ ଉପତ୍ୟାକାରେ ଉଭୟ ରାଷ୍ଟ୍ରର ସେନାଙ୍କ ମଧ୍ୟରେ ସୋମବାର ରାତିରେ ସଂଘର୍ଷ ହୋଇଥିଲା । ଭାରତୀୟ ସେନା ପକ୍ଷରୁ 20 ଜଣ ଯବାନ ଶହୀଦ ହୋଇଥିବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ଏହା ବ୍ୟତିତ ଏହି ଲଢେଇରେ 43ରୁ ଅଧିକ ଚୀନ୍‌ ସୈନ୍ୟଙ୍କ ପ୍ରାଣହାନି ଘଟିଥିବା ଜଣାପଡିଛି ।

China can be held legally accountable for Corona ‘cover-ups’

After US President Donald Trump calling COVID-19 a “Chinese virus” and US Secretary of State Mike Pompeo blaming China, Russia and Iran for spreading disinformation about new coronavirus, questions are now being raised over whether Beijing can be held legally accountable for covering up initial outbreak and clamping down on real information from being shared.

ଚୀନ୍‌ରେ ଭୁଶୁଡିଲା ହୋଟେଲ୍‌ : 49 ଉଦ୍ଧାର

ଚୀନ୍‌ରେ ଏକ ହୋଟେଲ୍‌ ଭୁଶୁଡି ପଡିବା କାରଣରୁ 70 ଜଣ ଲୋକ ଫସି ରହିଥିବା ବେଳେ ତା ମଧ୍ୟରୁ 49 ଜଣଙ୍କୁ ଉଦ୍ଧାର କରାଯାଇଛି । ପୂର୍ବ ଚୀନ୍‌ର ଫୁଜିଆନ୍‌ ପ୍ରଦେଶରେ ରହିଥିବା ଏହି ହୋଟେଲ୍‌ରେ 80ଟି ରୁମ୍‌ ରହିଥିବା ବେଳେ ଭୁଷୁଡିବା ସମୟରେ 70 ଜଣ ରହିଥିଲେ । ଫୁଜିଆନ୍‌ର ଅଗ୍ନିଶମ ବିଭାଗ ଅଧିକାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଆହୁରି 21 ଜଣ ବ୍ୟକ୍ତି ହୋଟେଲ ତଳେ ଫସିରହିଥିବା ଜଣାପଡିଛି । 2018ରେ ଏହି ହୋଟେଲଟି ପ୍ରତିଷ୍ଠା ହୋଇଥିବା ବେଳ ହୋଟେଲ ଭୁଷୁଡିବାର କାରଣ ଜଣାପଡିନାହିଁ । ଉଲ୍ଲେଖଯୋଗ୍ୟ ଯେ, ଶନିବାର ସନ୍ଧ୍ୟା 7.15 ମିନିଟ୍‌ରେ ଏହି ହୋଟେଲ୍‌ଟି ଭୁଶୁଡି ପଡିଥିଲା ।

ଲାଇସେନ୍ସ ମିଳିବାର 10 ମିନିଟ୍‌ ମଧ୍ୟରେ ନଦୀକୁ କାର୍‌ ଖସାଇଲେ ଯୁବକ

ଲାଇସେନ୍ସ ମିଳିବାର 10 ମିନିଟ୍‌ ମଧ୍ୟରେ ନଦୀ ମଧ୍ୟକୁ କାର୍‌ ଖସାଇଛନ୍ତି ଯୁବକ । ଚୀନ୍‌ର ଜଣେ ଯୁବକଙ୍କୁ ଲାଇସେନ୍ସ ମିଳିବା ପରେ କାର୍‌ ଚଲାଉଥିବା ସମୟରେ ମୋବାଇଲରେ କଥା ହୋଇ ଯୁବକ ଜଣକ କାର୍‌ଟିକୁ ବ୍ରିଜ୍‌ରୁ ତଳକୁ ଖସାଇ ଦେଇଥିଲେ । ଝାଙ୍ଗ ନାମକ ଏହି ବ୍ୟକ୍ତି ଜଣକ ଲାଇସେନ୍ସ ପାଇଥିବାରୁ ମିଳିଥିବା ଶୁଭେଚ୍ଛା ମେସେଜ୍‌ର ଉତ୍ତର ଦେଉଥିବା ସମୟରେ କାର୍‌ଟି ତଳକୁ ଖସି ପଡିଥିଲା । ଚୀନ୍‌ର ଜୁନ୍ୟି ପ୍ରଦେଶରେ ଘଟିଥିବା ଏହି ଦୁର୍ଘଟଣାର କିଛି ଫଟୋ ଚୀନ୍‌ ଟ୍ରଫିକ୍‌ ପୋଲିସ୍‌ ପକ୍ଷରୁ ସେୟାର କରାଯାଇଛି ।

27 ଶହ ଅତିକ୍ରମ କଲା କୋରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା

ଚୀନ୍‌ରେ ତାଣ୍ଡବ ମଚାଇଛି କୋରୋନା ଭାଇରସ୍‌ । ଗୁରୁବାର ମିଳିଥିବା ସୂଚନା ଅନୁଯାୟୀ ଏହି ଭାଇରସ୍‌ ପ୍ରଭାବରେ ମୃତ୍ୟୁ ସଂଖ୍ୟା 27 ଶହ ଅତିକ୍ରମ କରିଛି । ଧୀରେ ଧୀରେ ଏହି ଭାଇରସ୍‌ର ପ୍ରଭାବ ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ଏପ୍ରିଲ୍‌ ପୂର୍ବରୁ ଏହାକୁ ସମ୍ପୂର୍ଣ୍ଣ ଦମନ କରିହେବ ନାହିଁ । ଏହି ଭାଇରସ୍‌ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟ 78,497ରେ ପହଞ୍ଚିଛି । ବୁଧବାର ଏହି ଭାଇରସ୍‌ ପ୍ରଭାବରେ 57 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ନୂତନ ଭାବରେ 433 ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ 32495 ଜଣ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି ।

2663ରେ ପହଞ୍ଚିଲା କୋରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା

ଚୀନ୍‌ରେ କୋରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା ରୋକିବାର ନାମ ନେଉନାହିଁ । ସୋମବାର ଏହି ଭାଇରସ୍‌ ପ୍ରଭାବରେ 71 ଜଣଙ୍କ ପ୍ରାଣହାନି ଘଟିଛି । ନୂତନ ଭାବରେ 71 ଜଣଙ୍କ ମୃତ୍ୟୁ ପରେ କୋରୋନା ମୃତ୍ୟୁ ସଂଖ୍ୟା 2600 ଅତିକ୍ରମ କରିଛି । ଏହାପରେ ମୃତ୍ୟୁ ସଂଖ୍ୟା 2663 ଛୁଇଁଛି । କୋରୋନା ଭାଇରସ୍‌ ପ୍ରଭାବରେ କେବଳ ଚୀନ୍‌ରେ ନୁହେଁ ଦକ୍ଷିଣ କୋରିଆରେ ମଧ୍ୟ ମୃତ୍ୟୁ ସଂଖ୍ୟ ବଢିବାରେ ଲାଗିଛି । ଦକ୍ଷିଣ କୋରିଆରେ ସୋମବାର ଦିନ ନୂତନ ଭାବରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।

କୋରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା 2592କୁ ବୃଦ୍ଧି : 409 ନୂତନ କେସ୍‌ ପଞ୍ଜୀକୃତ

କୋରୋନା ଭାଇରସ୍‌ ପ୍ରଭାବରେ ମୃତ୍ୟୁ ସଂଖ୍ୟା 2592କୁ ବୃଦ୍ଧି ପାଇଛି । ରବିବାର 150 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 409ଟି ନୂତନ ମାମଲା ପଞ୍ଜୀକୃତ ହୋଇଛି । ଚୀନ୍‌ ଏବଂ ଜାପାନରେ ଏହି ଭାଇରସ୍‌ ତାଣ୍ଡବ ମଚାଇଥିବା ବେଳେ ଦକ୍ଷିଣ କୋରିଆରେ ଏହି ଭାଇରସ୍‌ ନିଜର ପ୍ରଭାବ ବିସ୍ତାର କରୁଛି । ରବିବାର ଦକ୍ଷିଣ କୋରିଆରେ ନୂତନ ଭାବରେ 161 ଜଣ ଆକ୍ରାନ୍ତ ହେବା ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 763ରେ ପହଞ୍ଚିଛି । ସୋମବାର ମିଳିଥିବା ସୂଚନା ଅନୁଯାୟୀ ଚୀନ୍‌ରେ ବର୍ତ୍ତମାନ ସୁଦ୍ଧା 77 ହଜାର ବ୍ୟକ୍ତି ଏହି ଭାଇରସ୍‌ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି ।

ଗୃହମନ୍ତ୍ରୀଙ୍କ ଅରୁଣାଚଳ ଗସ୍ତକୁ ଚୀନ୍‌ର ବିରୋଧ

କୋରୋନା ଭାଇରସ୍‌ ଦ୍ବାରା ଭୟଙ୍କର ଭାବରେ ପୀଡିତ ଚୀନ୍‌ ପକ୍ଷରୁ ପୁଣି ଏକ ନୂତନ ବିବାଦ ସୃଷ୍ଟି କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ଚୀନ୍‌ ପକ୍ଷରୁ ବିରୋଧ କରାଯାଇଛି । ଫେବୃୟାରୀ 20ରେ ଅରୁଣାଚଳ ପ୍ରଦେଶକୁ ପୂର୍ଣ୍ଣାଙ୍ଗ ରାଜ୍ୟର ମାନ୍ୟତା ମିଳିବାର 34 ବର୍ଷ ପୂର୍ତ୍ତି ହେଉଥିବା ଅବସରରେ ଗୃହମନ୍ତ୍ରୀ ଅରୁଣାଚଳ ପ୍ରଦେଶ ଗସ୍ତ କରିଛନ୍ତି । ଗୃହମନ୍ତ୍ରୀଙ୍କ ଏହି ଗସ୍ତ ଉଭୟ ରାଷ୍ଟ୍ରର ଦ୍ବିପାକ୍ଷିକ ସମ୍ପର୍କ ଉପରେ ଖରାପ ପ୍ରଭାବ ପକାଇବ ବୋଲି ଚୀନ୍‌ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଗେଙ୍ଗ ସୁଆଙ୍ଗ ପ୍ରକାଶ କରିଛନ୍ତି ।

ଚୀନ୍‌ରେ 1800 ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ : ସୋମବାର 98 ଜଣଙ୍କ ପ୍ରାଣହାନି

ଚୀନ୍‌ରେ ଏହାର ତାଣ୍ଡବ ମଚାଇଛି କୋରୋନା ଭାଇରସ୍‌ । ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇ ଚୀନ୍‌ରେ ଦୈନିକ ଶହ ଶହ ଲୋକ ପ୍ରାଣ ହରାଉଥିବା ବେଳେ ହଜାରରୁ ଅଧିକ ଆକ୍ରାନ୍ତ ହେଉଛନ୍ତି । ସୋମବାର ଦିନ ନୂତନ ଭାବରେ 1886 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 98 ଜଣଙ୍କ ପ୍ରାଣହାନି ଘଟିଛି । 98 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ତାହା ମଧ୍ୟରୁ 93 ଜଣ ହୁବେଇ ପ୍ରଦେଶର ରହିଛନ୍ତି । ହେନାନ୍‌ ପ୍ରଦେଶରୁ ତିନି ଜଣ ରହିଥିବା ବେଳେ ହେବେଇ ଏବଂ ହୁନାନ୍‌ରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।

China reports 1,886 new cases of coronavirus, 98 new deaths

Chinese health authority on Tuesday said it received reports of 1,886 new confirmed cases of novel coronavirus infection and 98 deaths on Monday from 31 provincial-level regions and the Xinjiang Production and Construction Corps.

Among the deaths, 93 were in Hubei Province, three in Henan, and one in Hebei and Hunan respectively, according to the National Health Commission, the Xinhua news agency reported.

1477ରେ ପହଞ୍ଚିଲା କୋରୋନା ଭାଇରସ୍‌ ମୃତ୍ୟୁ : ଆକ୍ରାନ୍ତଙ୍କ ସଂଖ୍ୟା 65 ହଜାର

କୋରୋନା ଭାଇକରସ୍‌ର ପ୍ରଭାବରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗୁରୁବାର ସୁଦ୍ଧା ଏହି ଭାଇରସ୍‌ ପ୍ରଭାବରେ ମୃତକଙ୍କ ସଂଖ୍ୟା 1477ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 65 ହଜାରରେ ପହଞ୍ଚିଛି । ହୁବେଇ ଏବଂ ଉହାନ୍‌ ପ୍ରଦେଶରେ ଏହି ଭାଇରସ୍‌ ନିଜର ତାଣ୍ଡବ ମଚାଇଛି । ଗୁରୁବାର ଦିନ ନୂତନ ଭାବରେ 120 ଜଣଙ୍କର ପ୍ରାଣହାନି ଘଟିଛି । ଗୁରୁବାର ଦିନ ହୁବେଇ ପ୍ରଦେଶରେ 4823 ଜଣ ନୂତନ ଭାବରେ ଆକ୍ରାନ୍ତ ହୋଇଥିବା ବେଳେ ଉହାନ୍‌ ପ୍ରଦେଶରେ ନୂତନ ଭାବରେ 1486 ଜଣ ଆକ୍ରାନ୍ତ ହୋଇଛନ୍ତି ।

1357ରେ ପହଞ୍ଚିଲା କୋରୋନା ଭାଇରସ୍‌ ମୃତ୍ୟୁ : ଆକ୍ରାନ୍ତଙ୍କ ସଂଖ୍ୟା 60 ହଜାର

କୋରୋନା ଭାଇକରସ୍‌ର ପ୍ରଭାବରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବୁଧବାର ସୁଦ୍ଧା ଏହି ଭାଇରସ୍‌ ପ୍ରଭାବରେ ମୃତକଙ୍କ ସଂଖ୍ୟା 1357ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 60 ହଜାରରେ ପହଞ୍ଚିଛି । ଚୀନ୍‌ର ହୁବେଇ ପ୍ରଦେଶରେ ନୂତନ ଭାବରେ 242 ଜଣ ପ୍ରାଣ ହରାଇଛନ୍ତି । ବୁଧବାର 13332 ଜଣ ନୂତନ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବିଶ୍ବର 20 ଟି ରାଷ୍ଟ୍ର ଏହି ଭାଇରସ୍‌ ଦ୍ବାରା ପ୍ରଭାବିତ ହୋଇଥିବା ବେଳେ ଏହି ଭାଇରସ୍‌ ପ୍ରଭାବରେ ବିଶ୍ବ ମୋବାଇଲ୍‌ କଂଗ୍ରେସକୁ ବାତିଲ କରାଯାଇଛି ।

କୋରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା 1000 ଛୁଇଁଲା

କୋରୋନା ଭାଇରସ୍‌ ପ୍ରଭାବରେ ମୃତ୍ୟୁ ସଂଖ୍ୟା ଦୈନିକ ବୃଦ୍ଧି ପାଇବାରେ ଲାଗିଛି । ସୋମବାର 108 ଜଣଙ୍କ ମୃତ୍ୟୁ ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା 1016 ରେ ପହଞ୍ଚିଛି । ଏହି ଭାଇରସ୍‌ ଦ୍ବାରା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 42638ରେ ପହଞ୍ଚିଛି । ଚୀନ୍‌ର ଜାତୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 7333 ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି । ସୋମବାର ଦିନ 3996 ଜଣ ଲୋକ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।

China welcomes Modi’s offer of help, says friendship fully demonstrated

China on Monday welcomed Prime Minister Narendra Modi’s offer of support and help to fight the deadly novel coronavirus outbreak that has killed over 900 and infected around 45,000 people in the Asian gaint. “India’s acts of goodwill fully demonstrate its friendship with China. We thank and appreciate India’s support for China’s fight against  coronavirus,” Chinese Foreign Ministry spokesman Geng Shuang said

ଭାରତୀୟ ବୈଦ୍ୟୁତିକ ଯାନ ପାଇଁ ଲିଥିୟମ୍‌ ବ୍ୟାଟେରୀ ନିର୍ମାଣ କରିବ ଗ୍ରେଟ୍‌ ଓ୍ବାଲ

ଭାରତରେ ବୈଦ୍ୟୁତିକ ଯାନ ନିର୍ମାଣ ପାଇଁ ସରକାର ଯୋଜନା କରୁଥିବା ବେଳେ ଭାରତରେ ଗୋଟିଏ ମଧ୍ୟ ବ୍ୟାଟେରୀ ନିର୍ମାଣ କାରୀ କମ୍ପାନୀ ନାହିଁ । ଚୀନ୍‌ର ଲିଥିୟମ୍‌ ବ୍ୟାଟେରୀ ନିର୍ମାଣକାରୀ କମ୍ପାନୀ ଗ୍ରେଟ୍‌ ଓ୍ବାଲ ମୋଟର୍ସ ଭାରତୀୟ ବଜାର ପାଇଁ ଲିଥିୟମ୍‌ ବ୍ୟାଟେରୀ ନିର୍ମାଣ କରିବ । ଚୀନ୍‌ର ଏକ ନମ୍ବର କାର୍‌ ନିର୍ମାଣକାରୀ କମ୍ପାନୀ ଭାରତୀୟ ବଜାର ପାଇଁ ବ୍ୟାଟେରୀ ନିର୍ମାଣ କରିବା ସହିତ ଭବିଷ୍ୟତରେ ବୈଦ୍ୟୁତିକ ଯାନ ନିର୍ମାଣ କରିବ ବୋଲି ଜଣାପଡିଛି ।

ଚୀନ୍‌ରେ କୋରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା 800କୁ ବୃଦ୍ଧି

ଚୀନ୍‌ରେ କୋରୋନା ଭାଇରସ୍‌ ପ୍ରଭାବରେ ମୃତ୍ୟୁ ସଂଖ୍ୟା 800କୁ ବୃଦ୍ଧି ପାଇଛି । ଏହା ସହିତ 2002-03 ମସିହାରେ ଘଟିଥିବା ସାର୍ସ ଏପିଡେମିକ୍‌ ମୃତ୍ୟୁ ସଂଖ୍ୟାକୁ ଅତିକ୍ରମ କରିଛି । ଶନିବାର ଏହି ଭାଇରସ୍‌ ପ୍ରଭାବରେ ନୂତନ ଭାବରେ 89 ଜଣ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 37200ରେ ପହଞ୍ଚିଛି । 2002-03ରେ ସାର୍ସ ଭାଇରସ୍‌ ପ୍ରଭାବରେ ବିଶ୍ବବ୍ୟାପୀ 774 ଲୋକଙ୍କର ପ୍ରାଣହାନି ଘଟିଥିବା ବେଳେ ଚଳିତ ବର୍ଷର ନୋଭେଲ୍‌ କୋରୋନା ଭାଇରସ୍‌ ପ୍ରଭାବରେ କେବଳ ଚୀନ୍‌ରେ ମୃତ୍ୟୁ ସଂଖ୍ୟା 800ରେ ପହଞ୍ଚିଛି ।

American dead in Wuhan as NCoV toll in China reaches 722

A US citizen was confirmed to have died due to the novel coronavirus in Wuhan, the epicentre of the outbreak, as the overall death toll in China from the epidemic increased to 722 on Saturday, with 34,546 infected cases. In a report, the South China Morning Post , US embassy spokesman as saying: “We can confirm that a 60-year-old US citizen diagnosed with coronavirus  .”

ଏସ୍‌ସିବିରେ ପ୍ରଥମ ସ୍ବାଇନ୍‌ ଫ୍ଲୁ ରୋଗୀ ଚିହ୍ନଟ

ସମଗ୍ର ବିଶ୍ବରେ କରୋନା ଭାଇରସ୍‌ ଏହାର ତାଣ୍ଡବ ମଚାଇଥିବା ବେଳେ ଓଡିଶାରେ ପ୍ରଥମ ସ୍ବାଇନ୍‌ ଫ୍ଲୁ ରୋଗୀ ଚିହ୍ନଟ କରାଯାଇଛି । କଟକର ଏସ୍‌ସିବି ମେଡିକାଲ କଲେଜରେ ରାଜ୍ୟର ପ୍ରଥମ ସ୍ବାଇନ ଫ୍ଲୁ ରୋଗୀ ବୁଧବାର ଦିନ ଚିହ୍ନଟ କରାଯାଇଛି । ଏସ୍‌ସିବି କର୍ତ୍ତୃପକ୍ଷ ଉକ୍ତ ରୋଗୀଙ୍କୁ ସ୍ବତନ୍ତ୍ର ଓ୍ବାର୍ଡରେ ରଖି ଚିକିତ୍ସା କରାଯାଇଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ରୋଗୀଙ୍କ ଅବସ୍ଥା ସ୍ଥିର ରହିଛି । ଏହା ସହିତ ଚୀନ୍‌ରୁ ଫେରିଥିବା ଛାତ୍ରଙ୍କ କୋରୋନା ସଙ୍କ୍ରମଣ ଆଶଙ୍କାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଖାରଜ କରିଛନ୍ତି ।

ଚୀନ୍‌ରେ କୋରୋନା ତାଣ୍ଡବ : ମୃତ୍ୟୁ ସଂଖ୍ୟା 563କୁ ବୃଦ୍ଧି

ଚୀନ୍‌ର କୋରୋନା ଭାଇରସ୍‌ର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି । ଏହି ଭାଇରସ୍‌ ପ୍ରଭାବରେ ମୃତ୍ୟୁ ସଂଖ୍ୟା 563କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା 28018ରେ ପହଞ୍ଚିଛି । ବୁଧବାର ଏହି ଭାଇରସ୍‌ ପ୍ରଭାବରେ ନୂତନ ଭାବରେ 73 ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହି ସମସ୍ତ ମୃତ୍ୟୁ ଉହାନ୍‌ ଏବଂ ହୁବେଇ ପ୍ରଦେଶରେ ଘଟିଥିବା ଜଣାପଡିଛି । ହୁବେଇ ପ୍ରଦେଶରେ ମୃତ୍ୟୁ ସଂଖ୍ୟା 269ରେ ପହଞ୍ଚିଥିବା ବେଳେ ବାକି ସମସ୍ତ ମୃତକ ଉହାନ୍‌ ପ୍ରଦେଶର ବୋଲି ଜଣାପଡିଛି । 3859 ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି ।

3,694 new cases of coronavirus in China, 73 new deaths

Chinese health authorities on Thursday said it received reports of 3,694 new confirmed cases of novel coronavirus infection and 73 deaths on Wednesday from 31 provincial-level regions and the Xinjiang Production and Construction Corps. Among the deaths, 70 were in Hubei Province, one in Tianjin, one in Heilongjiang and one in Guizhou, according to China’s National Health Commission, Xinhua news agency reported.

ଚୀନ୍‌ରେ କୋରୋନା ଭାଇରସ୍‌ ଆତଙ୍କ : ମୃତ୍ୟୁ ସଂଖ୍ୟା 490କୁ ବୃଦ୍ଧି

ଚୀନ୍‌ରେ କୋରୋନା ଭାଇରସ୍‌ ଏହାର ଆତଙ୍କ ମଚାଇଛି । ଏହି ଭାଇରସ୍‌ ପ୍ରଭାବରେ ମୃତ୍ୟୁ ସଂଖ୍ୟା 490କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା 24324ରେ ପହଞ୍ଚିଛି । ମଙ୍ଗଳବାର ଏହି ଭାଇରସ୍‌ ପ୍ରଭାବରେ ନୂତନ ଭାବରେ 65 ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହି ସମସ୍ତ ମୃତ୍ୟୁ ଚୀନ୍‌ର ଉହାନ୍‌ ଏବଂ ହୁବେଇ ପ୍ରଦେଶରେ ଘଟିଥିବା ଜଣାପଡିଛି । ସଂକ୍ରମିତଙ୍କ ମଧ୍ୟରୁ 262 ଜଣଙ୍କ ଅବସ୍ଥା ଗୁରୁତର ରହିଛି । 1.85 ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିବା ନେଇ ସୂଚନା ମିଳିଛି ।

China reports deadly bird flu outbreak among chickens

China has reported a deadly H5N1 bird flu outbreak among chickens in Hunan province, which lies on the southern border of Hubei, the epicentre of the rapidly spreading coronavirus that has killed 304 people, it was reported on Sunday.
“The outbreak occurred in a farm in the Shuangqing district of Shaoyang city. The farm has 7,850 chickens, and 4,500 of the chickens have died from the contagion.

ଚୀନ୍‌ରୁ 323 ଭାରତୀୟ ନାଗରିକଙ୍କୁ ନେଇ ଫେରିଲା ଏୟାର ଇଣ୍ଡିଆ ବିମାନ

ଚୀନ୍‌ରେ ରହିଥିବା 323 ଭାରତୀୟ ନାଗରିକଙ୍କୁ ଭାରତ ଫେରାଇ ଅଣାଯାଇଛି । 323 ଜଣ ନାଗରିକଙ୍କୁ ନେଇ ଭାରତ ଆସୁଥିବା ଏୟାର ଇଣ୍ଡିଆ ବିମାନଟି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ଅବତରଣ କରିଛି । ଚୀନ୍‌ରେ ଏହି ଭାଇରସ୍‌ ପ୍ରଭାବରେ 300ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିବା ସହିତ 9000ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । 323 ଜଣ ନାଗରିକଙ୍କ ମଧ୍ୟରେ 7 ଜଣ ମାଳଦ୍ବୀପ ନାଗରିକ ରହିଥିବା ଜଣାପଡିଛି । ଫେରିଥିବା ବ୍ୟକ୍ତିଙ୍କ ମଧ୍ୟରେ ତିନି ଜଣ ନାବାଳକ ଏବଂ 211 ଜଣ ଛାତ୍ର ରହିଛନ୍ତି ।

2,590 new cases of novel coronavirus in China, 45 new deaths

Chinese health authorities on Sunday said it received reports of 2,590 new confirmed cases of novel coronavirus infection and 45 deaths on Saturday from 31 provincial-level regions and the Xinjiang Production and Construction Corps.

All the deaths are in Hubei Province, according to China’s National Health Commission, Xinhua news agency reported.

ଚୀନ୍‌ରେ କୋରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା 1287କୁ ବୃଦ୍ଧି

ଚୀନ୍‌ରେ କୋରୋନା ଭାଇରସ୍‌ର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି । ଚୀନ୍‌ରେ ଦେଖାଦେଇଥିବା ନୋଭେଲ୍‌ କୋରୋନା ଭାଇରସ୍‌ ପ୍ରଭାବରେ ବର୍ତ୍ତମାନ ସୁଦ୍ଧା 41 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 1287 ଜଣ ସଙ୍କ୍ରମିତ ହୋଇଛନ୍ତି । ଶନିବାର ଚୀନ୍‌ର ଜାତୀୟ ସ୍ବାସ୍ଥ୍ୟ କମିଶନ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି । ଶୁକ୍ରବାର 444 ଜଣ ନୂତନ ସଂକ୍ରମିତ ବ୍ୟକ୍ତି ଭର୍ତ୍ତି ହୋଇଥିବା ଜଣାପଡିଛି । ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ 237 ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ 38 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।

ଚୀନ୍‌ର ଏକ କୋଇଲା ଖଣିରେ ବିସ୍ଫୋରଣ ଘଟି 14 ଜଣଙ୍କର ପ୍ରାଣହାନି ଘଟିଛି । ମଙ୍ଗଳବାର ରାତି 1.30 ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିଲା । ଚୀନ୍‌ର ଗୁଇଝୋଉ ପ୍ରଦେଶରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଘଟିବା ସମୟରେ କୋଇଲାଖଣିରେ 23 ଜଣ ଲୋକ ମହଜୁଦ ଥିଲେ । ଦୁର୍ଘଟଣାସ୍ଥଳରୁ 7 ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । 2 ଜଣ କର୍ମଚାରୀ ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ଜଣାପଡିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି ।

ଚୀନ୍‌ ବାଣ କାରଖାନାରେ ବିସ୍ଫୋରଣ: 7 ମୃତ, 13 ଆହତ

ଚୀନ୍‌ର ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି 7 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 13 ଜଣ ଆହତ ହୋଇଛନ୍ତି । ଚୀନ୍‌ର ହୁନାନ୍‌ ପ୍ରଦେଶରେ ଗୁରୁବାର ଏହି ବିସ୍ଫୋରଣ ଘଟିଥିଲା । ଅନୈତିକ ଭାବରେ ଏହି ବାଣ କାରଖାନାରୁ ବାଣ ଉତ୍ପାଦନ କରାଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ଜାନୁୟାରୀ 25ରେ ଚୀନ୍‌ ନୂତନ ବର୍ଷ ପାଳନ ପୂର୍ବରୁ ପ୍ରବଳ ବାଣ ତିଆରି ହେଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି । ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହିତ ବାଣ କାରଖାନାକୁ ସିଲ୍‌ କରିଦିଆଯାଇଛି ।

One dead, four injured as moderate quake hits China

At least one person was killed while four suffered minor injuries after a 5.2-magnitude earthquake hit Jingxi, a county-level city in south China’s Guangxi Zhuang Autonomous Region, at 0918 hrs on Monday, the China Earthquake Networks Center (CENC) said. The casualties were reported in Daxin County near the epicenter. Strong tremors were felt in Daxin as well.

US Senate passes bill in support of Hong Kong

US Senate has passed a bill that would allow the Congress to take diplomatic action and economic sanctions against Hong Kong, which is protesting against mainland China’s undemocratic rule in the autonomous region. “The United States Senate sent a clear message to Hong Kongers fighting for their long-cherished freedoms: we hear you, we continue to stand with you.

Coal mine accident traps 11 in east China

At least 11 people were trapped underground after a coal mine accident in the city of Jining, east China’s Shandong Province, local authorities said on Wednesday. The accident occurred at around 5:50 a.m. Wednesday at Liangbaosi coal mine in Jiaxiang County. The coal mine has an annual production capacity of 3 million tonnes. Rescue work is under way.

China: 15 killed, 9 injured in coal mine gas explosion

Beijing, Nov 19 (UNI) At least 15 people were killed and nine others injured in a coal mine gas explosion in north China’s Shanxi Province. The blast occurred on Monday when 35 miners were working underground at the coal mine in Pingyao County, Xinhua reported. Fifteen people were killed in the blast and eleven miners managed to escape.

Xi says new substantial progress made on text of China-US economic and trade agreement

Chinese President Xi Jinping said in a message delivered to his US counterpart, Donald Trump, on Thursday that new substantial progress has been made on the text of the China-US economic and trade agreement in the past more than one month. He encouraged the two sides to keep up with the spirit of mutual respect, equality and mutual benefit, and resolve issues of mutual concern.

ଚୀନ୍‌ରେ କାରଖାନାରେ ବିସ୍ଫୋରଣ ଘଟି ୭ ମୃତ

ଆଜି ଚୀନର ଜୀୟାଙ୍ଗସୁ ଅଞ୍ଚଳରେ ଏକ କାରଖାନାରେ ବିସ୍ଫୋରଣ ଘଟି ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ଆକଳନ ଅନୁଯାୟୀ, କାରଖାନାରେ ବ୍ୟବହାର କରାଯାଉଥିବା ଗ୍ୟାସ ଲିକ ହେବା ଫଳରେ ଏହି ବିସ୍ଫୋରଣ ଘଟିଥିଲା। ସକାଳ ପ୍ରାୟ ୭ଟାରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି। କାରଖାନାରୁ ବାହାରୁଥିବା ବଳକା ସାମଗ୍ରୀ ରଖାଯାଇଥିବା ଷ୍ଟୋରରେ ବିସ୍ଫୋରଣ ଘଟିବା ଫଳରେ ଆହତ ୫ଜଣକୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ମାର୍ଚ୍ଚ ୨୧ରେ ଜୀୟାଙ୍ଗସୁ ଅଞ୍ଚଳରେ ଥିବା ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି ୭୮ଜଣଙ୍କ ମୃତ୍ୟୁ ହୋଇଥିଲା।

Chinese vice premier urges to strengthen South-South cooperation at UN meeting

Chinese Vice Premier Hu Chunhua on Wednesday called for expanding areas of the South-South cooperation with more innovative modes when addressing the opening session of the Second High-level UN Conference on South-South Cooperation scheduled through Friday.
The South-South cooperation is a term historically used by policymakers and academics to describe the exchange of resources, technology, and knowledge.