Chidambaram flays delay in setting up of Economic Task Force

Former Union Finance Minister P Chidambaram on Tuesday attacked the Modi government for the delay in setting up a Special Economic Task Force to analyse the effects of coronavirus pandemic on Indian economy and to create a road map to reduce the financial strain. “Four days after the PM’s announcement, the promised ETF has not been set up by the government!”

ବଜେଟ୍‌କୁ ନିରାଶାଜନକ କହିଲେ ଚିଦାମ୍ବରମ୍‌

କେନ୍ଦ୍ରୀୟ ବଜେଟ୍‌କୁ ନିରାଶାଜନକ ବୋଲି ଅଭିହିତ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ଶନିବାର ଉପସ୍ଥାପିତ ହୋଇଥିବା ବଜେଟ୍‌କୁ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ବଢିଆ ରେଟିଂ ଦିଆଯାଇଥିବା ବେଳେ ଚିଦାମ୍ବରମ୍‌ ଏହାକୁ ସମାଲୋଚନା କରିଛନ୍ତି । ସରକାରଙ୍କ ପକ୍ଷରୁ ଆଗତ ବଜେଟ୍‌ ବିତର୍କର ବିଷୟ ବୋଲି ଚିଦାମ୍ବରମ୍‌ କହିଛନ୍ତି । ସେହିପରି ସାମ୍ବାଦିକଙ୍କ ପକ୍ଷରୁ ବଜେଟ୍‌କୁ କିପରି ରେଟ୍‌ କରାଯିବ ବୋଲି ପ୍ରଶ୍ନର ଉତ୍ତର ରଖିଥିଲେ ଚିଦାମ୍ବରମ୍‌ । ମୋ ନିକଟରେ ଦୁଇଟି ସଂଖ୍ୟା ଅଛି । 0 ଏବଂ 1, ଆପଣଙ୍କ ସୁବିଧା ଅନୁସାରେ ଆପଣ ରେଟ୍‌ କରନ୍ତୁ ।

ଗୀତା ଗୋପୀନାଥଙ୍କ ଆକ୍ରମଣ ପାଇଁ ପ୍ରସ୍ତୁତ ବିଜେପି କର୍ମୀ : ଚିଦାମ୍ବରମ୍‌

ବିଜେପି କର୍ମୀ ମାନେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମୁଖ୍ୟ ପରାମର୍ଶଦାତା ଗୀତା ଗୋପୀନାଥଙ୍କୁ ଆକ୍ରମଣ ପାଇଁ ପ୍ରସ୍ତୁତ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ମତ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଇଏମ୍‌ଏଫ୍‌ ପକ୍ଷରୁ ଭାରତୀୟ ଅଭିବୃଦ୍ଧି ହାର ହ୍ରାସ ନେଇ ସଂଶୋଧିତ ତାଲିକା ପ୍ରକାଶ ପାଇଥିଲା । ସୋମବାର ଆଇଏମ୍‌ଏଫ୍‌ ପକ୍ଷରୁ ଭାରତୀୟ ଅଭିବୃଦ୍ଧି ହାର 4.8 ପ୍ରତିଶତକୁ ହ୍ରାସ ପାଇବା ନେଇ ଆକଳନ କରାଯାଇଥିଲା । ଦେଶର ଅର୍ଥନୀତିକୁ ନେଇ ଯିଏବି ସଠିକ୍‌ ତଥ୍ୟ ପ୍ରକାଶ କରେ ମୋଦି-ଶାହାଙ୍କ ଅନୁଗତଙ୍କ ପକ୍ଷରୁ ତାଙ୍କୁ ଆକ୍ରମଣ କରାଯାଇଥାଏ ।

ଚେନ୍ନାଇରେ ସିଏଏ ବିରୋଧୀ ଆନ୍ଦୋଳନ : ଡିଏମ୍‌କେ ସହିତ ଯୋଗଦେଲେ ଚିଦାମ୍ବରମ

ଚେନ୍ନାଇରେ ନାଗରିକତ୍ବ ସଂଶୋଧନ ବିରୋଧରେ ଡିଏମ୍‌କେ ପକ୍ଷରୁ ଏକ ମେଗା ରାଲି ଅନୁଷ୍ଠିତ ହୋଇଯାଇଛି । ଡିଏମ୍‌କେର ଏହି ମେଗା ଶୋଭାଯାତ୍ରାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଯୋଗ ଦେଇଛନ୍ତି । ଡିଏମ୍‌କେ ମୁଖ୍ୟ ଏମ୍‌ କେ ଷ୍ଟାଲିନ୍‌ଙ୍କ ନେତୃତ୍ବରେ ଏହି ଶୋଭାଯାତ୍ରା ଚାଲିଥିବା ବେଳେ ଚିଦାମ୍ବରମ ଯୋଗ ଦେଇଥିଲେ । ଶ୍ରୀଲଙ୍କାରେ ଅବସ୍ଥାନ କରୁଥିବା ତାମିଲ ହିନ୍ଦୁଙ୍କୁ ମଧ୍ୟ ସମାନ ଭାବରେ ନାଗରିକତ୍ବର ସୁଯୋଗ ପ୍ରଦାନ କରାଯିବା ଉଚିତ ବୋଲି କାନିମୋଝି କହିଥିଲେ ।

106 ଦିନ ପରେ ମିଳିଲା ସ୍ବାଧୀନତାର ନିଶ୍ବାସ : ପି ଚିଦାମ୍ବରମ

ହେବା ପରେ ଆଜି ଏକ ପ୍ରେସ୍‌ ମିଟ୍‌ ନେଇ ସୂଚନା ଦେଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ । ଦୀର୍ଘ 106 ଦିନର ସଂଘର୍ଷ ପରେ ସ୍ବାଧୀନତାର ନିଶ୍ବାସ ନେବାକୁ ମିଳିଛି ବୋଲି ପ୍ରକାଶ କରିଛନ୍ତି ଚିଦାମ୍ବରମ । ରାଜନୈତିକ ଅଭିସନ୍ଧି ରଖି ତାଙ୍କୁ ଗିରଫ କରାଯାଇଥିଲା ଏବଂ ଶେଷରେ ସତ୍ୟର ବିଜୟ ହୋଇଛି ବୋଲି ଚିଦାମ୍ବରମ ପ୍ରକାଶ କରିଛନ୍ତି । ଏହା ପରେ ଚିଦାମ୍ବରମ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିବା ସହିତ ଆଜି ଏକ ପ୍ରେସ ମିଟ୍‌ ନେଇ ଟ୍ବିଟ୍‌ କରି ସୂଚନା ଦେଇଥିଲେ ।

BJP mocks at Congress, says Chidambaram joins ‘on Bail’ club

Shortly after senior Congress leader P Chidambaram was granted bail, the BJP on Wednesday took a dig at the principal opposition party and said the former Union Minister also joined the long list of “OOBC (Out On Bail Club)”. “So finally Chidambaram too joins the long list of “OOBC (Out On Bail Club)” in the Congress.

ଆଇଏନଏକ୍ସ ମିଡିଆ ମାମଲା : ଆଜି ଚିଦାମ୍ବରମଙ୍କ ଜାମିନ ଆବେଦନର ଶୁଣାଣି

ଆଇଏନଏକ୍ସ ମିଡିଆ ମାମଲାରେ ଜେଲରେ ରହିଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ଜାମିନ ମାମଲାର ଆଜି ଶୁଣାଣି ହେବାକୁ ଯାଉଛି । ଆଇଏନଏକ୍ସ ମିଡିଆ ମାମଲାରେ ଇଡି ପକ୍ଷରୁ ଦାୟର କରାଯାଇଥିବା ମାମଲାର ଆଜି ଜାମିନ ଆବେଦନର ଶୁଣାଣି ହେବ । ସକାଳ 10.30ରେ ଜଷ୍ଟିସ୍‌ ଆର ଭାନୁମତୀ, ଏ ଏସ୍‌ ବୋପାନ୍ନା ଏବଂ ହ୍ରିଶିକେଷ ରାୟଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଖଣ୍ଡପୀଠ ନଭେମ୍ବର 15ରେ ଏହି ମାମଲାର ରାୟ ସଂରକ୍ଷିତ ରଖିଥିବା ବେଳେ ଆଜି ରାୟ ପ୍ରକାଶ ପାଇବ ।

Jharkhand’s people must record their rejection of BJP’s policies, model of governance: Chidambaram

Reacting to the GDP growth in the second quarter falling to 4.5 per cent, senior Congress leader and former Finance Minister P Chidambaram on Saturday called on people of Jharkhand to record their rejection of BJP’s policies and model of governance.Chidambaram said ,’GDP growth in Q2 has come lower at 4.5 per cent . Yet the Government says “All is well”

ତିହାରରେ ଚିଦାମ୍ବରମଙ୍କୁ ଭେଟିଲେ ରାହୁଲ ଏବଂ ପ୍ରିୟଙ୍କା

ଆଇଏନଏକ୍ସ ମିଡିଆ ମାମଲାରେ ତିହାର ଜେଲରେ ରହିଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଭେଟିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ତିହାର ଜେଲ୍‌ରେ ରାହୁଲ ଏବଂ ପ୍ରିୟଙ୍କା ଚିଦାମ୍ବରମଙ୍କୁ ଭେଟିବା ସହିତ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ତିହାରର ଜେଲ୍‌ ନମ୍ବର 7ରେ ଉଭୟ ଚିଦାମ୍ବରମଙ୍କୁ ଭେଟିଥିବା ନେଇ ଜେଲ୍‌ ଡିଜି ସନ୍ଦୀପ ଗୋୟଲ ସୂଚନା ଦେଇଛନ୍ତି । ବିଗତ ଏକ ମାସ ମଧ୍ୟରେ ଏହା କଂଗ୍ରେସ ନେତୃବୃନ୍ଦଙ୍କ ଦ୍ବିତୀୟ ଗସ୍ତ ।