AAP says Mehrauli MLA’s convoy attacked; one killed

The Aam Aadmi Party (AAP) on Wednesday claimed unidentified men on Tuesday night opened fire on the convoy of its MLA-elect Naresh Yadav. The party said one person was killed in the attack.

AAP Rajya Sabha MP Sanjay Singh told IANS that on late Tuesday night, Yadav was attacked when he was returning from temple.

ଦିଲ୍ଲୀ ବିଧାନସଭା ନିର୍ବାଚନ : ବିଏସ୍‌ପି ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଏସ୍‌ପି ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ କରାଯାଇଛି । ବଦରପୁର ଆସନରୁ ଲଢୁଥିବା ବିଏସ୍‌ପି ପ୍ରାର୍ଥୀ ନାରାୟଣ ଦତ୍ତ ଶର୍ମାଙ୍କୁ ଗୁରୁବାର ସକାଳୁ ଆକ୍ରମଣ କରାଯାଇଛି । ନିଜ କାର୍‌ରେ ଯାଉଥିବା ସମୟରେ ଶର୍ମାଙ୍କ ଉପରକୁ କିଛି ଅଜଣା ଆତତାୟୀ ଆକ୍ରମଣ କରିଥିଲେ । ଆକ୍ରମଣରେ 8ରୁ 10 ଜଣ ବ୍ୟକ୍ତି ସମ୍ପୃକ୍ତ ରହିଥିବା ନେଇ ଶର୍ମା ଅଭିଯୋଗ କରିଛନ୍ତି । ଏକ ମିଟିଂରୁ ଫେରୁଥିବା ବେଳେ ଶର୍ମାଙ୍କ କାର୍‌ ଉପରକୁ ଆକ୍ରମଣ କରାଯାଇଥିଲା । କାର୍‌ର କାଚ ଭାଙ୍ଗି ଯାଇ ଶର୍ମା ଗୁରୁତର ଭାବରେ ଆହତ ହୋଇଥିଲା ।

Police begins probe into attack on news channel’s team

A day after protestors allegedly attacked a news channel team in capital’s Shaheen Bagh area, Delhi police on Saturday lodged an FIR in the case and began an investigation. South East District DCP Chinmay Biswal confirmed the registration of the case.  The news channel team along with a journalist, was allegedly heckled by a group of protestors on Friday.

White House attacks own top official during impeachment hearing

White House has recently attacked its own top Ukraine official as he testified to an impeachment hearing against US President Donald Trump. Lt Col Alexander Vindman told Congress that a phone call made by the president was “improper” and had left him in “shock” as  Trump made unsuitable political demands of the Ukrainian president”I couldn’t believe what I was hearing,”

ଦନ୍ତେଓ୍ଵାଡାରେ ନକ୍ସଲ ଆକ୍ରମଣ , ବିଧାୟକ ମୃତ, ୫ ଯବାନ ସହିଦ

ଛତିଶଗଡ଼ର ନକ୍ସଲ ପ୍ରଭାବିତ ଦାନ୍ତେଓ୍ଵାଡାରେ ବିଜେପି ବିଧାୟକଙ୍କ ଗାଡି ଉପରେ ହୋଇଛି ମାଓ ହମଲା। ଏହି ଆକ୍ରମଣରେ ବିଜେପି ବିଧାୟକ ଭୀମା ମାଣ୍ଡଭିଙ୍କ ମୃତ୍ୟୁ ଘଟିବା ସହିତ ତାଙ୍କ ପିଏସ୍‌ଓ ଓ ୫ଜଣ ଯବାନ ସହିଦ  ହୋଇଛନ୍ତି। ଦନ୍ତେଓ୍ଵାଡା ଛତିଶଗଡ଼ର ବସ୍ତର ଲୋକସଭା କ୍ଷେତ୍ରରେ ରହିଛି। ଏପ୍ରିଲ୍‌ ୧୧ ତାରିଖରେ ଏଠାରେ ମତଦାନ ହେବାକୁ ରହିଛି। ଦନ୍ତେଓ୍ଵାଡାର ନକୁଲନାର ନିକଟରେ ବିଧାୟକ ଭୀମା ମାଣ୍ଡଭିଙ୍କ ଗାଡି ଉପରକୁ ନକ୍ସଲ ଏହି ଆକ୍ରମଣ କରିଛନ୍ତି। ଲ୍ୟାଣ୍ଡ ମାଇନ ବିସ୍ଫୋରଣ କରି ପୋଲିସ ଭ୍ୟାନକୁ ଉଡ଼ାଇ ଦେଇଛନ୍ତି ନକ୍ସଲ। ଆକ୍ରମଣ ପରେ ଘଟଣାସ୍ଥଳ ତଥା ଆଖପାଖ ଅଞ୍ଚଳକୁ ସିଜ୍ କରି ଦିଆଯାଇଛି।

ରାମ ଗୋପାଲଙ୍କ ବିବାଦୀୟ ବୟାନ: ପୁଲୱାମା ଆକ୍ରମଣ ପାଇଁ ରଚାଯାଇଥିଲା ଷଡଯନ୍ତ୍ର

ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ମହାସଚିବ ରାମ ଗୋପାଲ ପୁଲ୍‌ଓ୍ବାମା ଆତଙ୍କୀ ଆକ୍ରମଣକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାମଗୋପାଲ କହିଛନ୍ତି ଯେ, ଭୋଟ୍‌ ପାଇଁ ୪୦ ଜଣ ଯବାନଙ୍କ ପ୍ରାଣବଳି ଚଢାଗଲା। ଯେତେବେଳେ ସରକାର ବଦଳିଯିବେ, ସେତେବେଳେ ଏହି ଘଟଣାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯିବ ଏବଂ ଏଥିରେ ବହୁତ ବଡ଼ ବଡ଼ ନେତା ଓ ଲୋକ ଫସିବେ। ଏହି ଆକ୍ରମଣ ପାଇଁ ଷଡଯନ୍ତ୍ର କରାଯାଇଥିଲା  ଓ ଭୋଟ୍‌ ପାଇଁ ଯବାନଙ୍କୁ ମାରିଦିଆଗଲା।

ଦାନ୍ତେଓ୍ବାଡାରେ ମାଓ ଆକ୍ରମଣରେ ୬ ସିଆରଏପଏଫ୍‌ ଆହତ

ଛତିଶଗଡ଼ ଜିଲ୍ଲାର ଦନ୍ତେଓ୍ଵାଡ଼ାଠାରେ ମାଓବାଦୀମାନେ ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ୍‌ ଫୋର୍ସଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଏହି ମାଓ ଆକ୍ରମଣରେ ୬ ଜଣ ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ୍‌ ଫୋର୍ସ(ସିଆର୍‌ପିଏଫ୍‌) ଯବାନ ଆହତ ହୋଇଥିବା ସୂଚନା ରହିଛି। ଆହତମାନଙ୍କୁ ହସ୍ପିଟାଲ୍‌କୁ ନିଆଯାଇଛି। ମାଓବାଦୀମାନେ ଆକ୍ରମଣ ବେଳେ ଆଇଡି ବ୍ୟବହାର କରିଛନ୍ତି ବୋଲି ସୂଚନା ରହିଛି। ଦନ୍ତେଓ୍ଵାଡାରେ ମାଓବାଦୀମାନେ ଆକ୍ରମଣ କରିବା ପରେ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଯାଇଛି। ଆହତ ଯବାନଙ୍କ ଭିତରେ ଦୁଇଜଣଙ୍କର ଅବସ୍ଥା ଗୁରୁତର ରହିଛି।