As ‘ekadashi’ sets in, Nadda to replace Shah by afternoon

Just ahead of Delhi election and as the “ekadashi” sets in, the “world’s largest political party” – BJP will have a new President on Monday by 2.30 p.m., bringing an end of Amit Shah era. Party Working President Jagat Prakash Nadda is all set to win unopposed. The choice of the announcement date on an “ekadashi”, was done keeping in the auspiciousness aspect in mind.

Shah holds core group meet till 3 a.m., calls CEC on Monday

With less than a month to go for the Delhi polls, BJP President Amit Shah held a night-long core group meeting on the intervening night of Sunday and Monday that lasted till 3 a.m. He has also convened the party’s Central Election Committee (CEC), on Monday evening to decide on candidates. CEC meeting is scheduled to take place at 6 p.m. at the party headquarters in Delhi and is likely to be attended by Modi , along with Shah and J.P. Nadda.

ସିଏଏ ସପକ୍ଷରେ 52 ଲକ୍ଷ ମିସ୍‌ କଲ୍‌ ଆସିଛି : ଅମିତ ଶାହା

ସିଏଏକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହା ପୁନର୍ବାର ଏହା ସପକ୍ଷରେ ନିଜର ମତ ରଖିଛନ୍ତି । ସିଏଏ ସପକ୍ଷରେ 52 ଲକ୍ଷ ମିସ୍‌ କଲ୍‌ ଆସିଛି ବୋଲି ଅମିତ ଶାହା ପ୍ରକାଶ କରିଛନ୍ତି । ଶୁକ୍ରବାର ବିଜେପି ପକ୍ଷରୁ ଅମିତ ଶାହା ଏହି ନମ୍ବର ଲଞ୍ଚ କରିଥିଲେ । ନମ୍ବର ଲଞ୍ଚ ପରଠାରୁ 52 ଲକ୍ଷ 72 ହଜାର ଲୋକ ଏହା ସମର୍ଥନରେ ମିସ୍‌କଲ୍‌ କରିଛନ୍ତି । ସମୁଦାୟ 68 ଲକ୍ଷ ଲୋକ ଫୋନ୍‌ କରିଥିବା ତନ୍ମଧ୍ୟରୁ 52 ଲକ୍ଷ 72 ହଜାର ନମ୍ବର ଚିହ୍ନଟଯୋଗ୍ୟ ଅଟେ ବୋଲି ଶାହା ପ୍ରକାଶ କରିଛନ୍ତି ।

ସିଏଏକୁ ନେଇ ରାହୁଲ ଗାନ୍ଧୀ ଏବଂ ବିପକ୍ଷ ଦଳଙ୍କୁ ଅମିତ ଶାହାଙ୍କ ଆକ୍ରମଣ

ସିଏଏକୁ ନେଇ ରାହୁଲ ଗାନ୍ଧୀ ଏବଂ ବିପକ୍ଷ ରାଜନୈତିକ ନେତାଙ୍କ ଉପରେ ବର୍ଷିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ରାଜସ୍ଥାନର ଯୋଧପୁରରେ ଏକ ସଭାରେ ଭାଷଣ ଦେଉଥିବା ବେଳେ ଶାହା ବିପକ୍ଷ ନେତାଙ୍କୁ ଆକ୍ରମଣ କରିଛନ୍ତି । ଶାହା କହିଛନ୍ତି, ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ ଦଳ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛନ୍ତି । ରାହୁଲ ଗାନ୍ଧୀଙ୍କ ସମେତ କେଜ୍ରିଓ୍ବାଲ, ମାୟାବତୀ ଏବଂ ମମତା ବାନାର୍ଜୀ ଏହି ଆଇନକୁ ନେଇ ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି ମାତ୍ର ସିଏଏକୁ ନେଇ ବିଜେପି ଏକ ଇଞ୍ଚ ମଧ୍ୟ ପଛକୁ ହଟିବ ନାହିଁ ବୋଲି ଶାହା କହିଛନ୍ତି ।

ନାଗରିକତ୍ବ ସଂଶୋଧନ ଆଇନ ଉପରେ ଆଲୋଚନା ପାଇଁ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କୁ ଶାହାଙ୍କ ଆମନ୍ତ୍ରଣ

ନାଗରିକତ୍ବ ବିଲ୍‌ ସଂଶୋଧନ ଆଇନରେ ପରିଣତ ହେବା ପରେ ଏହାକୁ ନେଇ ଦେଶବ୍ୟାପୀ ପ୍ରତିବାଦ କରାଯାଇଛି । ଏହି ପ୍ରତିବାଦ କାରଣରୁ ଆଲୋଚନା ପାଇଁ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଆମନ୍ତ୍ରଣ କରାଯାଇଛି । ଡିସେମ୍ବର 25 ପରେ ମେଘାଳୟ ମୁଖ୍ୟମନ୍ତ୍ର କନରାଡ ସାଙ୍ଗମାଙ୍କୁ ଆଲୋଚନା ପାଇଁ ଅମିତ ଶାହା ଆମନ୍ତ୍ରଣ କରିଛନ୍ତି । ଶୁକ୍ରବାର ମେଘାଳୟ ମୁଖ୍ୟମନ୍ତ୍ରୀ ଶାହାଙ୍କୁ ଏହି ବିଲ୍‌ ସମ୍ପର୍କରେ ଆଲୋଚନା ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ । ଏହା ସହିତ କଂଗ୍ରେସ ଆନ୍ଦୋଳନକୁ ବଢାଉଛି ବୋଲି ଶାହା ମତ ଦେଇଛନ୍ତି ।

PM Modi lauds Shah after LS passes Citizenship (Amendment) Bill

Prime Minister Narendra Modi on Tuesday expressed delight over the passage of the contentious Citizenship (Amendment) Bill 2019 in the Lok Sabha and lauded Home Minister Amit Shah’s efforts in the same.

Taking to Twitter, PM Modi said, ” Delighted that Lok Sabha has passed Citizenship (Amendment) Bill, 2019 after a rich & extensive debate. I thank the various MPs and parties that supported the Bill.

ଲୋକସଭାରେ ନାଗରିକତ୍ବ ବିଲ୍‌ ଦାଖଲ କରିବେ ଅମିତ ଶାହା : ଦଳୀୟ ସାଂସଦଙ୍କୁ ବିଜେପିର ହ୍ବିପ୍‌

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆଜି ଲୋକସଭାରେ ରାଷ୍ଟ୍ରୀୟ ନାଗରିକତ୍ବ ବିଲ୍‌ ଦାଖଲ କରିବେ । ଏହି ବିଲ୍‌ ପାରିତ ହେଲେ ଦୀର୍ଘ 6 ଦଶନ୍ଧି ଧରି ରହିଥିବା ନାଗରିକତ୍ବ ବିଲ୍‌ ଆଇନରେ ପରିବର୍ତ୍ତନ ହେବ । ଏହି ବିଲ୍‌କୁ ବିରୋଧୀ ଦଳ ସମେତ ଭାରତର ଉତ୍ତର ପୂର୍ବୀୟ ପାନ୍ତ ରାଜ୍ୟ ସମୂହଙ୍କ ପକ୍ଷରୁ ବିରୋଧ କରାଯାଉଛି । ଏହି ବିଲ୍‌ ପୂର୍ବରୁ ଆସନ୍ତା 3 ଦିନ ପାଇଁ ଗୃହରେ ଉପସ୍ଥିତ ରହିବା ପାଇଁ ବିଜେପି ଏହାର ସମସ୍ତ ଦଳୀୟ ସାଂସଦଙ୍କ ନିମନ୍ତେ ହ୍ବିପ୍‌ ଜାରି କରିଛି ।

Abrogate Article 35A, 370, save Jammu, shouts crowd in Amit Shah’s Jammu rally

Against the backdrop of situation simmering in the Kashmir valley over rumours around about abrogation of Article 35-A, the crowd attending the rally addressed by the BJP Chief Amit Shah on Sunday raised slogans demanding abrogation of Article 35A, 370 to save Jammu. “Jammu Ko Bachana Hoga To 370, 35A Hatana Hoga (To save Jammu, abrogation of Article 370 and 35A is must)”.