ପୋଲିସ୍‌ ବେସ୍‌ ଉପରେ ତାଲିବାନ୍‌ ଆକ୍ରମଣ : 11 ପୋଲିସ୍‌ ନିହତ

ଆଫଗାନିସ୍ତାନର ଏକ ପୋଲିସ୍‌ ବେସ୍‌ ଉପରେ ତାଲିବାନ ପକ୍ଷରୁ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ 11 ଜଣ ପୋଲିସ୍‌ କର୍ମଚାରୀ ନିହତ ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ ଏହି ଆକ୍ରମଣ ହୋଇଥିବା ବେଳେ ମଙ୍ଗଳବାର ଏହି ଆକ୍ରମଣ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ସୋମବାର ବିଳମ୍ବିତ ରାତିରେ ଘଟିଥିବା ଆକ୍ରମଣରେ 11 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 20 ରୁ ଅଧିକ ପୋଲିସ୍‌ କର୍ମୀ ଆହତ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ତାଲିବାନ ପକ୍ଷରୁ ନିଜକୁ ଦାୟୀ କରାଯାଇଛି ।

ବିମାନ ଦୁର୍ଘଟଣା ଖବରକୁ ଅସ୍ବୀକାର କଲା ଆରିଆନା ଏୟାରଲାଇନ୍ସ

ବିମାନ ଦୁର୍ଘଟଣା ଖବରକୁ ଅସ୍ବୀକାର କରିଛି ଆରିଆନା ଏୟାରଲାଇନ୍ସ । 83 ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହି ବିମାନଟି ଅପରାହ୍ନ 1.10 ମିନିଟ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା । ଖବର ଅନୁଯାୟୀ ବିମାନ ଚଳଚଳ କମ୍ପାନୀ ଆରିଆନାର ଏହି ବିମାନଟି ଦେହ ୟାକ୍‌ ପ୍ରଦେଶରୁ 15 କିମି ଦୂରରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ଏୟାର ଲାଇନ୍ସ ପକ୍ଷରୁ ଏହି ଦୁର୍ଘଟଣା ଖବରକୁ ଅସ୍ବୀକାର କରାଯାଇଛି । କମ୍ପାନୀର ସମସ୍ତ ବିମାନ ସୁରକ୍ଷିତ ଭାବରେ ଚଳାଚଳ କରୁଥିବା ନେଇ କମ୍ପାନୀ ଓ୍ବେବସାଇଟ୍‌ରେ ସୂଚନା ଦିଆଯାଇଛି ।

83 ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ

କାନ୍ଦାହାର : 83 ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଫଗାନିସ୍ତାନର ଘଜନୀରେ ଏହି ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ସୋମବାର ଆରିଆନା ଆଫଗାନ ଏୟାରଲାଇନ୍ସର ଏହି ବିମାନଟି ଘଜନୀର ଦେହ ୟାକ୍‌ ପ୍ରଦେଶରୁ 15 କିମି ଦୂରରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଆଫଗାନିସ୍ତାନର ସରକାରୀ ବିମାନ ଚଳଚଳ କମ୍ପାନୀ ଆରିଆନାର ଏହି ବିମାନଟି ଅପରାହ୍ନ 1.10 ମିନିଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାର କାରଣ ଜଣାପଡିନଥିବା ବେଳେ ମୃତାହତଙ୍କ ସଂଖ୍ୟା ମଧ୍ୟ ସ୍ପଷ୍ଟ ହୋଇନାହିଁ ।

2 US soldiers killed in S. Afghanistan’s explosion

Two US service members were killed and two other US service members wounded in an explosion in Afghanistan’s southern Kandahar province, the coalition forces confirmed. “Two US service members were killed and two US service members were wounded in action today when their vehicle struck an IED in Kandahar Province, Afghanistan,” the NATO-led Resolute Support Mission forces said in a statement on Saturday, Xinhua news agency reported.

ତେହରିକ୍‌ ଏ ତାଲିବାନ୍‌ର ପାକିସ୍ତାନ ମୁଖ୍ୟ ନିହତ

ତେହରିକ୍‌ ଏ ତାଲିବାନ୍‌ର (ଟିଟିପି) ପାକିସ୍ତାନ ମୁଖ୍ୟଙ୍କୁ ଆଫଗାନିସ୍ତାନରେ ଗୁଳି କରି ହତ୍ୟା କରାଯାଇଛି । ଆଫଗାନିସ୍ତାନର ଖୋସ୍ତ ପ୍ରଦେଶରେ ଟିଟିପି କମାଣ୍ଡର କାରୀ ସଫିଉଲ୍ଲା ମେହସୁଦ୍‌ ନିହତ ହୋଇଛନ୍ତି । ଖୋସ୍ତ ପ୍ରଦେଶର ଗୁଲୁନ୍‌ ସେନା କ୍ୟାମ୍ପ ବାହାରେ ଏହି ଘଟଣା ସଙ୍ଗଠିତ ହୋଇଥିଲା । ହକ୍କାନୀ ନେଟଓ୍ବର୍କ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ଜଣାପଡିଛି । ମେହସୁଦ୍‌ ଟିଟିପିର  4 ସଙ୍ଗଠନକୁ ଏକତ୍ର କରିବାର ଚେଷ୍ଟା ଚଳାଇଥିବା ବେଳେ ଏହା ଟିଟିପି ପାଇଁ ବଡ ଧକ୍କା ଭାବରେ ବିବେଚନା କରାଯାଉଛି ।

Some 170 civilians killed by mines in Afghanistan per month: UN

The United Nations said Thursday that some 170 civilians are killed by mines per month, a sharp increase in explosive hazard casualties over the past five years.  “At one point, we were optimistic that the number of victims in Afghanistan was below a hundred a year, but now we are at 170 a month,” Agnes Marcaillou, director of the UN Mine Action Service, told a press conference in New York.