Walmart India, PhonePe tie up for payment option

Walmart India, wholly owned subsidiary of Walmart Inc., and PhonePe, one of India’s fastest growing payments platforms, today announced that they have entered into a partnership to launch PhonePe as a payment option at Walmart India’s 23 Best Price Modern Wholesale “B2B Cash & Carry” stores. Under the new collaboration, registered members of Walmart India’s Best Price Stores across the country.

Insufficient infra to meet health care demands in India: Survey

The Indian health care system lack sufficient infrastructure to meet the health care demands of the country, said EY, the leading global professional services organisation, in its report released at the 3-day inaugural function of 16th edition of BioAsia 2019 here. The country is currently facing two major burdens – the rising prevalence of lifestyle related diseases and an aging population.

Palpable panic in enemy camp, Pak PM holds ‘urgent meeting’ in wake of IAF attack

Pakistan Prime Minister Imran Khan held an emergency meeting at 1100 hrs on Tuesday to discuss the security situation, Foreign Minister Shah Mahmood Qureshi said.
Earlier this morning, Qureshi had summoned an emergency meeting at the Foreign Office in Islamabad to discuss the emerging situation in the wake of Indian Air Force’s attack, Radio Pakistan reported.

IAF strike: Pak ex-minister asks to put differences aside and face Indian threat

Pakistan’s former Defence Minister Khawaja Asif, in a fiery address in National Assembly on Tuesday, called for all parties to “put on a united front” in the face of IAF airstrike launched by India in Pakistan Occupied Kashmir (PoK).
“Our country, our sovereignty, our integrity are being threatened,” Asif said,   “It is the need of the hour that we show solidarity with the Army.”

ଭାରତୀୟ ବାୟୁସେନାକୁ ସାଲ୍ୟୁଟ୍‌ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭାରତୀୟ ବାୟୁ ସେନା ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ପ୍ରଶିକ୍ଷଣ ଶିବିର ଉପରେ କରିଥିବା ସର୍ଜିକାଲ୍‌ ଷ୍ଟ୍ରାଇକ୍‌କୁ ସାରା ଦେଶ ପ୍ରଶଂସା କରୁଛି। ବାୟୁ ସେନାର ଏପରି ସାହସିକତା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାୟୁସେନାକୁ ସାଲ୍ୟୁଟ୍‌ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ନିଜ ଟୁଇଟର୍‌ ଆକାଉଣ୍ଟ୍‌ରେ ବାୟୁସନୋକୁ ସାଲ୍ୟୁଟ୍‌ ଜଣାଇ ଲେଖିଛନ୍ତି ‘ଆମ ରାଷ୍ଟ୍ରର ପ୍ରତିରକ୍ଷା ଲାଗି ଆଜି ଭୋରରୁ  ଆତଙ୍କବାଦୀଙ୍କ ଶିବିର ଉପରେ ଆକ୍ରମଣ କରିଥିବାରୁ ଭାରତୀୟ ବାୟୁସେନାକୁ ସାଲ୍ୟୁଟ୍‌।’

ଭାରତର ଆକ୍ରମଣ ପରେ ପାକିସ୍ତାନ ସଂସଦରେ ଇମ୍ରାନଙ୍କ ବିରୋଧରେ ନାରାବାଜି

ଭାରତୀୟ ବାୟୁସେନାର ଆକ୍ରମଣ ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି । ପାକ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ଜରୁରୀ ବୈଠକ ଡାକିଛନ୍ତି । ଏହି ବୈଠକରେ ପରେ ବିଦେଶ ମନ୍ତ୍ରୀ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ବୈଠକ କରି ସୁରକ୍ଷା ସମୀକ୍ଷା ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ପାକ୍ ସେନାର ବରିଷ୍ଠ ପଦାଧିକାରୀ ବି ସାମିଲ ହେବେ । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ସଂସଦରେ  ଭାରତର ଆକ୍ରମଣ ପ୍ରସଙ୍ଗ କଥା ଉଠିଛି । ଏହାସହ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ନାରାବାଜି କରାଯାଇଥିବା ସୂଚନା ମିଳିଛି ।

NIA raid: SFs fire pellets, burst teargas shells to disperse demonstrators in Srinagar

Security forces fired pellets in the air and burst teargas shells to disperse stone pelting demonstrators, who hit the streets at Maisuma near here immediately after National Investigation Agency (NIA) left after conducting raids at the residence of Jammu and Kashmir Liberation Front (JKLF) chairman Mohammad Yaseen Malik. Malik was arrested during the intervening night of February 22-23.

ଭାରତର ଆକ୍ରମଣକୁ ବଲିଉଡ୍‌ର ପ୍ରଶଂସା

ଭାରତୀୟ ବାୟୁସେନା ପକ୍ଷରୁ ଶତ୍ରୁ ଶିବିରକୁ ଟାର୍ଗେଟ କରାଯାଇ ‘ଜୈଶ ର ବହୁ ଶିବିର ଧ୍ୱଂସ କରାଯାଇଛି । ଏଥିରେ ୩୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି । ଭାରତୀୟ ସେନା ବିରାଟ ସଫଳତା ପାଇବା ପରେ ବଲିଉଡରେ ଆନନ୍ଦର ଲହରୀ ଖେଳିଯାଇଛି । ସୋସିଆଲ ମିଡିଆରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି । ବଲିଉଡ କମେଡିଆନ୍‌ ତଥା ବିଜେପି ସାଂସଦ ପରେଶ୍‌ ରାୱଲ କହିଛନ୍ତି, ‘ଭାରତୀୟ ସେନା ଓ ନରେନ୍ଦ୍ର ମୋଦି ସାର୍‌ଙ୍କୁ ଧନ୍ୟବାଦ୍‌, ଜୟ ହୋ’। ସେହିପରି ଅଭିନେତା ଅନୁପମ ଖେର ‘ଭାରତ ମାତା କି ଜୟ୍‌’ ବୋଲି ଟ୍ୱିଟ୍‌ କରିଛନ୍ତି । ଅଭିନେତା ଅଜୟ ଦେବଗନ ଭାରତୀୟ ସେନାଙ୍କୁ ସଲାମ କରିଛନ୍ତି । ସେହିପରି ଅଭିନେତା ଅଭିଷେକ ବଚ୍ଚନ, ତୁଷାର କପୁର, ଅଶୋକ ପଣ୍ଡିତ ପ୍ରମୁଖ ଭାରତୀୟ ସେନାଙ୍କୁ ସାଲ୍ୟୁଟ କରିଛନ୍ତି ।

India confirms airstrike in Balakot

The government on Tuesday confirmed carrying out a finely executed operation against terror forces and claimed to have destroyed key hubs of terror outfit JeM.
” In an intelligence lead operation in the early hours, India struck the biggest training camp of Jaish-e-Mohammed in Balakot. In this operation, a very large number of JeM terrorists, trainers, senior commander and Jihadis were eliminated”, Union Foreign Secretary Vijay Gokhale said.

ଧମାଲ୍‌ କରୁଛି ‘ଟୋଟାଲ୍‌ ଧମାଲ୍‌’

ମଲ୍ଟି ଷ୍ଟାରର ଫିଲ୍ମ ଟୋଟାଲ୍ ଧମାଲକୁ ମିଳିଛି ଅପୂର୍ବ ସଫଳତା । ଦର୍ଶକେ ଏହାକୁ ଚଳିତ ବର୍ଷର ସବୁଠୁ ବଡ଼ ଏଣ୍ଟରଟେନମେଣ୍ଟ ମୁଭି ବୋଲି କହୁଥିବାବେଳେ ବକ୍ସ ଅଫିସ୍‌ରେ ଏହା ଧମାକାଦାର ପ୍ରଦର୍ଶନ କରୁଛି। ମାତ୍ର ୪ ଦିନରେ ଫିଲ୍ମଟି ୭୦ କୋଟି ଟଙ୍କା ଆୟ କରିଛି। ସୂଚନା ଅନୁଯାୟୀ ଫିଲ୍ମଟି ପ୍ରଥମ ଦିନରେ ୧୬ କୋଟି ୫୦ ଲକ୍ଷ, ଦ୍ୱିତୀୟ ଦିନରେ ୨୦ କୋଟି ୪୦ ଲକ୍ଷ, ତୃତୀୟ ଦିନରେ ଏହା ୨୫ କୋଟି ୫୦ ଲକ୍ଷ ଟଙ୍କା ଓ ଚତୁର୍ଥ ଦିନରେ ୩୬କୋଟି ୯୦ଲକ୍ଷ ଆୟ କରିଛି। ତେବେ ଦ୍ୱିତୀୟ ସପ୍ତାହର ୱିକେଣ୍ଡ ସୁଦ୍ଧା ଏହା ୧୦୦ କୋଟି କ୍ଲବରେ ସାମିଲ ହୋଇଯିବ ବୋଲି ଫିଲ୍ମ ନିର୍ମାତା ଆଶା ରଖିଛନ୍ତି। ଧମାଲ ପ୍ରାଞ୍ଚାଇଜ୍‌ର ଏହା ହେଉଛି ତୃତୀୟ ଫିଲ୍ମ।

ସେନାଙ୍କୁ ସାବାସୀ ଦେବା ସହିତ ମୋଦିଙ୍କୁ କଟାକ୍ଷ କଲେ ମାୟାବତୀ

ପୁଲଓ୍ଵାମା ଆକ୍ରମଣର ପରେ ଭାରତୀୟ ବାୟୁ ସେନାର ଦ୍ବିତୀୟ ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ବିଏସ୍‌ପି ସୁପ୍ରିମୋ ମାୟାବତୀ ସେନାଙ୍କୁ ପ୍ରଶଂସା କରିବା ସହିତ ମୋଦିଙ୍କୁ କଟାକ୍ଷ କରିଛନ୍ତି ।  ମାୟାବତୀ ଏକ ଟ୍ବିଟ୍‌ ଜରିଆରେ କହିଛନ୍ତି ଯେ – ‘ଜୈଶ୍‌ ଆତଙ୍କୀଙ୍କ ବିରୋଧରେ ପିଓକେରେ ପଶି ଭାରତୀୟ ବାୟୁସେନାର ବାହାଦୂର ଯବାନଙ୍କ ସାହାସିକ କାର୍ଯ୍ୟ ପାଇଁ ସଲାମ ସହିତ ସମ୍ମାନ କରୁଛି । ଯଦି ପୂର୍ବରୁ ବିଜେପି ସରକାର ଭାରତୀୟ ସେନାକୁ ଫ୍ରି ହ୍ୟାଣ୍ଡ ଦେଇଥା’ନ୍ତେ ତେବେ ପଠାନ୍‌କୋଟ, ଉରି ଓ ଫୁଲ୍‌ଓ୍ବାମା ପରି କୌଣସି ଆକ୍ରମଣ ଘଟିନଥା’ନ୍ତା ।

IAF on highest alert, all ‘Air Defence System’ activated along IB &LoC

The Indian Air Force (IAF) air defence system is fully activated along the International Border and Line of Actual Control to thwart any retaliation from Pakistan, sources in Defence Ministry confirmed here.
IAF has conducted airstrikes at multiple targets in PoK and dropped 1,000 kg bombs destroying several terror camps at 0330 hrs by crossing the LoC.
Pakistan Army spokesperson confirmed air violation.

ବିନା ଜାତି ଧର୍ମର ପ୍ରଥମ ନାଗରିକ ଭାବେ ସ୍ଵୀକୃତି ପାଇଲେ ସ୍ନେହା

ତାମିଲନାଡୁର ବାସିନ୍ଦା ଏମ୍‌ଏ ସ୍ନେହା ବିନା ଜାତି ଧର୍ମର ନାଗରିକ ଭାବେ ସରକାରଙ୍କଠାରୁ ପ୍ରମାଣ ପତ୍ର ପାଇଛନ୍ତି। ତେବେ ବିନା ଜାତି ଧର୍ମର ପ୍ରଥମ ନାଗରିକ ଭାବେ ସ୍ନେହାଙ୍କୁ ମିଳିଛି ଏହି ପ୍ରମାଣପତ୍ର। ପେଶାରେ ଓକିଲ ଥିବା ସ୍ନେହା କେବେବି ସ୍କୁଲ ଅବା କଲେଜରେ ଜାତି ଓ ଧର୍ମଥିବା କଲମକୁ ପୂରଣ କରି ନାହାଁନ୍ତି। ସ୍ନେହାଙ୍କୁ କୌଣସି ଜାତି ବା ଧର୍ମରୁ ବାଦ୍‌ ଦିଆଯାଇନାହିଁ ବରଂ କୌଣସି ଜାତି ଓ ଧର୍ମ ଉପରେ ସେ ବିଶ୍ଵାସ କରୁନଥିବାରୁ ବିନା ଜାତି ଧର୍ମରେ ଜୀବନ ବିତାଇବାକୁ ଚାହୁଁଛନ୍ତି  । କେବଳ ସ୍ନେହା ନୁହେଁ ତାଙ୍କ ପରିବାରର ସମସ୍ତ ସଦସ୍ୟ ବିନା ଜାତି ଧର୍ମରେ ତାମିଲନାଡୁର ତିରୁପଥୁରରେ ରହି ଆସୁଛନ୍ତି।

Next launch of US Cargo spacecraft Dragon to ISS scheduled for April 25 – Source

US commercial cargo spacecraft Dragon is set to be launched to the International Space Station (ISS) on April 25, two weeks behind schedule, a source in the Russian aerospace industry told Sputnik.”According to the updated plan, the launch of the Dragon spacecraft to the ISS is scheduled for April 25,” the source said.

ଭାରତର ଆକ୍ରମଣକୁ ସମର୍ଥନ କଲେ ରାହୁଲ୍‌ ଗାନ୍ଧି

ଫୁଲୱାମା ଆକ୍ରମଣର ୧୨ ଦିନ ପରେ ଭାରତ ପକ୍ଷରୁ ହୋଇଥିବା ବିମାନ ଆକ୍ରମଣ କରାଯାଇ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ପଦକ୍ଷେପକୁ ଦେଶବ୍ୟାପୀ ପ୍ରଶଂସା କରାଯାଇଛି । ବିଭିନ୍ନ ରାଜନୈତିକ ଦଳ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଛନ୍ତି । କଂଗ୍ରେସ ମଧ୍ୟ ଏହି ଦ୍ଵିତୀୟ ସର୍ଜିକାଲ୍‌ ଷ୍ଟ୍ରାଇକ୍‌କୁ ସମର୍ଥନ କରିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଏହି ଆକ୍ରମଣକୁ ସମର୍ଥନ କରି ଏହି କାର୍ଯ୍ୟାନୁଷ୍ଠାନ ଲାଗି ପାଇଲଟ୍‌ଙ୍କୁ ସାଲ୍ୟୁଟ୍‌ କରୁଥିବାର ଟ୍ଵିଟ୍‌ କରିଛନ୍ତି ।

“IAF also means India’s Amazing Fighters” : Mamata

 West Bengal Chief Minister Mamata Banerjee today congratulated the Indian Air Force fighters for destroying JeM camps across the LoC.
“IAF also means India’s Amazing Fighters. Jai Hind,” Ms Banerjee posted on her social networking page.
Avenging the Pulwama attack   that claimed lives of 40 CRPF personnel, and armed with ‘free hand’   Indian Air Forces  did it.

ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଲା ଭାରତ : ଆକାଶମାର୍ଗରୁ  ଦ୍ଵିତୀୟ ସର୍ଜିକାଲ୍‌ ଷ୍ଟ୍ରାଇକ୍‌

ପୁଲୱାମା ଆକ୍ରମଣର ୧୨ ଦିନ ପରେ ଭାରତୀୟ ବାୟୁ ସେନାର ମିରେଜ୍‌ ୨୦୦୦ ଲଢୁଆ ବିମାନ ଭାରତ-ପାକ୍‌ ସୀମାର ନିୟନ୍ତ୍ରଣ ରେଖା ଭିତରକୁ ପ୍ରବେଶ କରି ବୋମା ପକାଇ ପାକ୍‌ ଅଧିକୃତ କଶ୍ମୀରର ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିବା ସୂଚନା ରହିଛି। ଏହି ଆକ୍ରମଣରେ ପାଖାପାଖି ୩୦୦ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି। ଏହି ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ୪୦ ସହିଦଙ୍କ ଜବାବ ଭାରତ ୩୦୦ରେ ଦେଇଛି ବୋଲି ଏବେ ଚର୍ଚ୍ଚା ହେଉଛି।  ମାତ୍ର ୧୩ ମିନିଟ୍‌ ଭିତରେ ଭାରତୀୟ ସେନା ପକ୍ଷରୁ ୩ଟି ସ୍ଥାନକୁ ଟାର୍ଗେଟ କରାଯାଇ ଆତଙ୍କବାଦୀଙ୍କ ଶିବିରକୁ ଧ୍ୱଂସ କରାଯାଇଥିଲା।

ଟି-୨୦ରେ ୮୦୦୦ ରନ୍ କରିବାରେ ସୁରେଶ ରୈନା ପ୍ରଥମ ଭାରତୀୟ କ୍ରିକେଟର

ଟି-ଟ୍ୱେଣ୍ଟି କ୍ରିକେଟରେ ୮ହଜାର ରନ୍ ପୂରଣ କରିଛନ୍ତି ଭାରତୀୟ କ୍ରିକେଟର ସୁରେଶ ରୈନା। ଏହି ସଫଳତା ହାସଲ କରିବାରେ ସେ ହୋଇଛନ୍ତି ପ୍ରଥମ ଭାରତୀୟ ଖେଳାଳି। ଗତକାଲି ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଉତ୍ତରପ୍ରଦେଶ ପାଇଁ ଖେଳୁଥିବା ମ୍ୟାଚରେ ୧୨ ରନ୍ ହାସଲ କରି ଏହି ସଫଳତାର ଅଧିକାରୀ ହୋଇଥିଲେ ରୈନା। ଏହି ମ୍ୟାଚରେ ପୁଡୁଚେରୀକୁ ୭୭ରନରେ ହରାଇଥିଲା ଉତ୍ତରପ୍ରଦେଶ। ଏହାସହ ରୈନା କ୍ୟାରିଅରର ୩ଶହ ଟି-ଟ୍ୱେଣ୍ଟି ମ୍ୟାଚ୍ ପୂରଣ କରିଛନ୍ତି। ତାଙ୍କ ଉପରେ ଅଛନ୍ତି ଧୋନି (୩୦୧ ମ୍ୟାଚ ଖେଳିଛନ୍ତି)। ରୈନା ଗତବର୍ଷ ଇଂଲଣ୍ଡ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ।

ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କୀ କ୍ୟାମ୍ପ ଉପରେ ଭାରତର ଆକ୍ରମଣ !

ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଉପରେ ଭାରତର ବଡ଼ କାର‌୍ୟ୍ୟାନୁଷ୍ଠାନ ନେଇଥିବା ସୂଚନା। ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ କ୍ୟାମ୍ପକୁ ଭାରତୀୟ ସେନା ଧ୍ୱଂସ କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ବାୟୁସେନାର ୧୨ଟି ମିରାଜ ୨୦୦୦ ଲଢୁଆ ଯୁଦ୍ଧ ବିମାନ ସୀମାରେ ଥିବା ଆତଙ୍କୀ କ୍ୟାମ୍ପରେ ହଜାରେ କିଲୋର ବୋମା ପକାଇଛି। ତେବେ ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ। ଆଜି ପାକିସ୍ତାନ ଅଭିଯୋଗ କରିଥିଲା, ଭାରତୀୟ ବାୟୁସେନାର କିଛି ବିମାନ ଏଲଓସି ପାର କରି ପିଓକେରେ ପ୍ରବେଶ କରିଛି।

ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ବିବାଦୀୟ ରାମ ଜନ୍ମଭୂମି ଓ ବାବ୍ରି ମସଜିଦ ଜମି ମାମଲାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଏନେଇ ଗଠିତ ସମ୍ବିଧାନିକ ଖଣ୍ଡପୀଠ ଏହାର ଶୁଣାଣି କରିବେ। ଆଜି ମାମଲାର ରୂପରେଖ ନେଇ ନିଷ୍ପତ୍ତି ହୋଇପାରେ। ପୂର୍ବ ଶୁଣାଣିରେ ଏନେଇ ସଙ୍କେତ ଦେଇଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ। ଗତ ଜାନୁଆରୀ ୨୭ ତାରିଖରେ ଶୁଣାଣିକୁ ଘୁଞ୍ଚାଇ ଦେଇଥିଲେ କୋର୍ଟ।

୬.୪ଇଞ୍ଚ ଡିସପେ୍ଲର ଦୁଇଟି ସ୍ମାର୍ଟଫୋନ୍ ଆଣିଲା ସାମସଙ୍ଗ

ସାଉଥକୋରିଆ କମ୍ପାନୀ ସାମସଙ୍ଗ ଖୁବଶୀଘ୍ର ବଜାରକୁ ଛାଡ଼ିବ ଗାଲାକ୍ସୀ ଏ ସିରିଜର ଦୁଇଟି ନୂଆ ସ୍ମାର୍ଟଫୋନ୍। ମୋବାଇଲ୍ଓ୍ଵାର୍ଲଡ୍ କଂଗ୍ରେସ-୨୦୧୯ରେ Samsung Galaxy A30 ଓ Samsung Galaxy A50  ଉପରୁ ପରଦା ଉଠାଇଛି କମ୍ପାନୀ। ତେବେ ଏହି ଦୁଇଟି ସ୍ମାର୍ଟ ଫୋନର ଦାମ ନେଇ ସ୍ପଷ୍ଟ ହୋଇନାହିଁ। Samsung Galaxy A30ରେ ୧୬+୫ ମେଗାପିକେ୍ସଲରିଅର ଓ ୧୬ମେଗା ପିକେ୍ସଲ ଫ୍ରଣ୍ଟ କ୍ୟାମେରା ରହିବ। Samsung Galaxy A50ରେ ୨୫+୫ ମେଗାପିକେ୍ସଲ ରିଅର୍ ଓ ୨୫ ମେଗାପିକେ୍ସଲ ଫ୍ରଣ୍ଟ କ୍ୟାମେରା ରହିବ। ଦୁଇଟି ଯାକ ଫୋନରେ ରହିବ ୪ହଜାର mAh ବ୍ୟାଟେରୀ।

ପୁଲୱାମା ଆକ୍ରମଣର କାର ମାଲିକଙ୍କ ସୁରାକ ମିଳିଲା

ପୁଲୱାମା ଆତଙ୍କବାଦୀ ଆକ୍ରମଣ ତଦନ୍ତରେ ଏନଆଇଏକୁ ମିଳିଛି ବଡ଼ ସଫଳତା । ଆତ୍ମଘାତୀ ବିସ୍ଫୋରଣର ବ୍ୟବହୃତ କାର ଓ ମାଲିକଙ୍କ ସନ୍ଧାନ ମିଳିଛି । କାରମାଲିକ ନାଁ ସଜ୍ଜାଦ ଭଟ୍ଟ। ସେ ଏବେ ଫେରାର ଅଛି । କୁହାଯାଉଛି, ସଜ୍ଜାଦ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଛି। ଆତ୍ମଘାତୀ ବିସ୍ଫୋରଣରେ ବ୍ୟବହୃତ ହୋଇଥିଲା ମାରୁତି ଇକୋ କାର୍। ଫରେନସିକ୍ ଅଟୋମୋବାଇଲ  ବିଶେଷଜ୍ଞଙ୍କ ସହାୟତାରେ  ବିସ୍ଫୋରଣରେ ବ୍ୟବହୃତ କାର ମାଲିକଙ୍କ ପରିଚୟ ପାଇଛି ଏନଆଇଏ।

ବିଜେଡିରେ ଯୋଗଦେବେ ପାରଳା ରାଜକୁମାରୀ !

ଆଜି ବିଜେଡିରେ ଯୋଗ ଦେଇପାରନ୍ତି ପାରଳା ରାଜକୁମାରୀ କଲ୍ୟାଣୀ ଦେବୀ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ସେ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦଳରେ ଯୋଗଦେଇପାରନ୍ତି। ପାରଳା ମହାରାଜା ଗୋପୀନାଥ ଗଜପତି ଅସୁସ୍ଥତା କାରଣରୁ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି। ତେଣୁ ତାଙ୍କ ଝିଅ କଲ୍ୟାଣୀ ଚେନ୍ନାଇ ଛାଡ଼ି ଏବେ ଓଡ଼ିଶାରେ ରହୁଛନ୍ତି। ସେ ପୂର୍ବରୁ କହିଥିଲେ, ଗଜପତିବାସୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ସେ ରାଜନୀତିରେ ଯୋଗଦେବେ। ପାରଳାବାସୀଙ୍କ ସ୍ୱପ୍ନ ପୂରଣ କରିବାକୁ ଚେଷ୍ଟା କରିବେ।

ମହାନଦୀ ଜଳ ମାମଲା ନେଇ ଓଡ଼ିଶା- ଛତିଶଗଡ଼ ବୈଠକ ଅନୁଷ୍ଠିତ

ମହାନଦୀ ଜଳ ବିବାଦ ମାମଲାରେ ଆଜି ସୁପ୍ରିମ୍‌କୋର୍ଟ ପରିସରରେ ଓଡ଼ିଶା ଓ ଛତିଶଗଡ଼ର ବୈଷୟିକ କମିଟି ବୈଠକ ବସିଥିଲା । କିନ୍ତୁ ବୈଠକର ନିଷ୍କର୍ସ କ’ଣ ବାହାରିଛି ତାହାକୁ ଉଭୟ ରାଜ୍ୟ ପକ୍ଷରୁ ଗୋପନୀୟ ରଖାଯାଇଛି । ବୈଠକର ନିଷ୍ପତ୍ତି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲକୁ ଦିଆଯିବ ବୋଲି ଓଡ଼ିଶା ଜଳ ସମ୍ପଦ ସଚିବ ପ୍ରଦୀପ ଜେନା କହିଛନ୍ତି । ତେବେ ମହାନଦୀ ଜଳବିବାଦ ଉପରେ ମଧ୍ୟବର୍ତ୍ତୀକାଳୀନ ସମାଧାନର ରାସ୍ତା ବାହାର କରିବାକୁ ଆଲୋଚନା ହୋଇଥିବାର ଅନୁମାନ କରାଯାଉଛି ।

ସେନାର ମାନବାଧିକାର ଉଲ୍ଲଂଘନ ଉପରେ ଶୁଣାଣୀ କରିବେ ସୁପ୍ରିମ୍‌କୋର୍ଟ

ଉଚ୍ଚତମ ନ୍ୟାୟାଳୟ କାର୍ଯ୍ୟରତ ସମୟରେ ପଥର ଫିଙ୍ଗାଳିଙ୍କ ଆକ୍ରମଣର ଶିକାର ହେଉଥିବା ସୁରକ୍ଷାବଳର ଯବାନଙ୍କ ମାନବାଧିକାର ସଂରକ୍ଷଣ ପାଇଁ ଦାୟର ଯାଚିକାର ଶୁଣାଣି  କରିବାକୁ ସହମତି ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ବିଚାରପତି ସଞ୍ଜୀବ ଖନ୍ନାଙ୍କ ଖଣ୍ଡପୀଠ ୧୯ ବର୍ଷୀୟ ପ୍ରୀତି ଗୋଖଲେ ଓ ୨୦ ବର୍ଷୀୟ  କାଜଲ ମିଶ୍ରାଙ୍କ ଦ୍ଵାରା ଯାଚିକା ଉପରେ କେନ୍ଦ୍ର ସରକାର, ପ୍ରତିରକ୍ଷା ମନ୍ତ୍ରଣାଳୟ, ଜାମ୍ମୁ ଓ କାଶ୍ମୀର ଏବଂ ରାଷ୍ଟ୍ରୀୟ ମାନବାଧିକାର ଆୟୋଗକୁ ନୋଟିସ୍ ଜାରି କରିଛନ୍ତି। ଡ୍ୟୁଟି ସମୟରେ ଉଗ୍ର ଭିଡ଼ର ଆକ୍ରମଣର ଶିକାର ହେଉଥିବା ସୁରକ୍ଷାବଳର କର୍ମୀଙ୍କ ମାନବାଧିକାର ଉଲ୍ଲଙ୍ଘନ ଉପରେ ଅଙ୍କୁଶ ଲଗାଇବା ପାଇଁ ଏକ ନୀତି ପ୍ରସ୍ତୁତ କରାଯିବା ଉପରେ ଏହି ଯାଚିକାରେ ଉଲ୍ଲେଖ କରାଯାଇଛି ।

ଦେଶ ପାଇଁ ପ୍ରାଣବଳି ଦେଇଥିବା ଯବାନମାନଙ୍କ ପାଇଁ ସମର୍ପିତ ହେଲା ଜାତୀୟ ସମର ସ୍ମାରକୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାତୀୟ ସମର ସ୍ମାରକୀ ବା ନ୍ୟାସନାଲ  ୱାର ମେମୋରିଆଲର ଉଦଘାଟନ କରିଛନ୍ତି । ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ଠାରେ ପ୍ରାୟ ୪୦ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ସ୍ମାରକ ଦେଶର ସହିଦ ସୈନିକଙ୍କ ପାଇଁ ସମର୍ପିତ କରିଛନ୍ତି । ସ୍ଵାଧୀନତା ପରଠାରୁ ଯୁଦ୍ଧ ଶହୀଦ ଯବାନଙ୍କ ସ୍ମୃତିରେ ଏହା ଲୋକାର୍ପିତ କରାଯାଇଛି । ଏହି ଅବସରରେ ଉଦବୋଧନ ଦେଇ ମୋଦି କହିଛନ୍ତି ଯେ ଏହି ସ୍ମାରକ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ହଜାର ହଜାର ବୀର ସୈନିକଙ୍କ ଉଦ୍ଦେଶ୍ୟରେ ସମର୍ପିତ ।

ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍‌କୁ ଖଣ୍ଡନ କଲେ ବୋର୍ଡ କର୍ତ୍ତୃପକ୍ଷ

ମାଟ୍ରିକ ପରୀକ୍ଷାରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍‌ ଘଟଣାକୁ ବୋର୍ଡ ସଭାପତି ଜାହାନ ଆରା ବେଗମ ଖଣ୍ଡନ କରିଛନ୍ତି । ବୋର୍ଡର ପ୍ରଶ୍ନପତ୍ର ଏବଂ ଭାଇରାଲ୍‌ ପ୍ରଶ୍ନପତ୍ର ସହ ମେଳ ଖାଉ ନାହିଁ । ଏହା ସମ୍ପୂର୍ଣ୍ଣ ଅଲଗା । କିଛି ଲୋକଙ୍କ ବଦମାସୀ କାରଣରୁ ଏହା ହେଉଛି । ଛାତ୍ରଛାତ୍ରୀ ତଥା ଅଭିଭାବକମାନେ ଏହା ଉପରେ ଦୃଷ୍ଟି ନ ଦେଇ ପରୀକ୍ଷା ଉପରେ ଧ୍ୟାନ ଦେବାକୁ ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ତେବେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିବସରେ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ୍ ହେବା ଘଟଣାରେ ବୋର୍ଡ ପକ୍ଷରୁ କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୭ଜଣଙ୍କୁ ଗିରଫ କରାଯାଇଥିଲା ।

ଧାରା ୩୫ (ଏ)ର ଶୁଣାଣୀ ସମୟ ଧାର୍ଯ୍ୟ : ଆସନ୍ତା ୨୬ରୁ ୨୮ ପର୍ଯ୍ୟନ୍ତ ହେବ ଶୁଣାଣୀ

ସମ୍ବିଧାନର ଧାରା ୩୫ (ଏ)ର ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌ କୋର୍ଟରେ ଆଗତ ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ଏହାର ବିଚାର ଆସନ୍ତା ୨୬ରୁ ୨୮ ପର୍ଯ୍ୟନ୍ତ ହେବ ବୋଲି କହିଛନ୍ତି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ। ଗତ ଫେବୃଆରି ୧୪ ତାରିଖରେ ପୁଲ୍‌ୱାମା ଆତଙ୍କବାଦୀ ହାମ୍‌ଲାରେ ୪୦ ଜଣ ସିଆର୍‌ପିଏଫ୍‌ ଯବାନ ଶହୀଦ୍‌ ହେବାପରେ କେନ୍ଦ୍ର ସରକାର ସମ୍ବିଧାନର ଧାରା ୩୫ (ଏ)କୁ ପ୍ରତ୍ୟାହାର କରିନେବେ ବୋଲି ସବୁ ମହଲରେ ଆଶଙ୍କା ପ୍ରକାଶ ପାଇଥିବା ବେଳେ ସୁପ୍ରିମ୍‌ କୋର୍ଟରେ ଏନେଇ  ମାମଲା ଆଗତ ହୋଇଛି।

‘Pati Patni Aur Woh’ to release on Jan 10, 2020

The makers of Kartik Aaryan, Bhumi Pednekar and Ananya Pandey starrer ‘Pati Patni Aur Woh’ on Monday announced that the film will release on January 10, 2020. Taking to micro-blogging site Twitter, TSeries honcho Bhushan Kumar said, “Glad to announce my next film with @junochopra #PatiPatniAurWoh starring @TheAaryanKartik, @_AnanyaPanday & @bhumipednekar will release on 10th Jan 2020.Directed by @mudassar_as_is#RenuChopra #KrishanKumar @TSeries @BRStudiosLLP.”

Award “Shaheed” title to martyrs of paramilitary forces:Rahul to Modi

Calling for recognising sacrifices of paramilitary forces and awarding their martyrs title of “Shaheed”, Congress president Rahul Gandhi on Monday hoped Prime Minister Narendra Modi would act on the Supreme court’s order for better pay to these forces. , “We must recognise the sacrifices of our paramilitary forces, like the CRPF and award their martyrs title of Shaheed.

ପୁଣିଥରେ ଭାଇଜାନ୍‌ଙ୍କ ସହ ନଜର ଆସିବେ ଦେଶୀଗାର୍ଲ !

ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ପୁଣିଥରେ ଭାଇଜାନଙ୍କ ସହ ନଜର ଆସିବେ ବୋଲି ଆଲୋଚନା ହେଉଛି। ଟେଲିଭିଜନ୍‌ ଶୋ’ ‘କଫି ଉଇଥ୍‌ କରନ୍‌ ୬’ରେ ପ୍ରିୟଙ୍କା ଖୁବ୍‌ ଶୀଘ୍ର ସଞ୍ଜୟ ଲୀଲା ଭଂସାଲିଙ୍କ ସହ କାମ କରିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲେ । ନିକଟରେ ସଞ୍ଜୟଲୀଲା ଭଂସାଲୀ ତାଙ୍କ ଆଗାମୀ ପ୍ରୋଜେକ୍ଟରେ ସଲମାନ୍‌ଙ୍କୁ ନେବେ ବୋଲି ମଧ୍ୟ ସୂଚନା ରହିଥିଲା । ଯଦି ଉଭୟ କଥାକୁ ଦେଖାଯାଏ, ତେବେ ଦୁହେଁ ଭଂସାଲୀଙ୍କ ଆଗାମୀ ସିନେମାରେ ନଜର ଆସିପାରନ୍ତି  ।  ପିସି ସଲମାନଙ୍କ ଫିଲ୍ମ ‘ଭାରତ’ର କାମ କରିବାକୁ ମନା କରି ଦେବାପରେ ଭାଇଜାନ୍‌ ଟିକିଏ ନାରାଜ ରହିଥିଲେ ।

Dollar’s new TVC with Akshay Kumar sets mood for summer

Dollar Industries Ltd, one of the leading hosiery brand of India has launched their latest TVC “Dollar Yahan Hai” with Brand Ambassador Akshay Kumar.
With this TVC they kick-starts their summer campaign.
The concept of the TVC revolves around Akshay’s vivacious personality and influential style quotient – who is a trend setter.

Mamata calls upon party supporters to ensure victory in all 42 LS seats in Bengal;Says 2019 signals end of Modi Govt

West Bengal Chief Minister Mamata Banerjee on Monday slammed the BJP-led Union Government, charging Prime Minister Narendra Modi with destroying both economy and social fabric of the country, and called upon the people to end the rule of saffron party in 2019 Parliament elections.  Banerjee called upon the party activists to work overtime  and win the 42 Parliamentary seats in West Bengal.

Omar Abdullah foresee it as challenge for Modi holding polls in J & K

Reiterating that holding timely elections in Jammu and Kashmir will be a test for the Prime Minister’s handling the situation 5 years,    Omar Abdullah called it a moment of truth for Narendra Modi  wondering if the Modi government will ‘bow’ before those forces of separatism and terror that have always sought to disrupt/delay polls in J&K or will polls take place on schedule.

ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡରେ ମଧ୍ୟ ଏକାଠି ନିର୍ବାଚନ ଲଢିବେ ଅଖିଳେଶ-ମାୟାବତୀ

ଉତ୍ତରପ୍ରଦେଶରେ ନିର୍ବାଚନୀ ମେଣ୍ଟ କରିବା ପରେ  ସମାଜବାଦୀ ପାର୍ଟି(ଏସପି) ଓ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ପକ୍ଷରୁ ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡରେ ମଧ୍ୟ ମେଣ୍ଟ କରାଯାଇଛି । ଏହି ଦୁଇ ରାଜ୍ୟରେ ଉଭୟ ଦଳ ମିଳିତଭାବେ ନିର୍ବାଚନ ଲଢିବେ ବୋଲି  ଘୋଷଣା କରିଛନ୍ତି । ଏସପି ଉତ୍ତରାଖଣ୍ଡର ଗଡ଼ୱାଲରୁ ଲଢିବାକୁ ଥିବାବେଳେ ମଧ୍ୟପ୍ରଦେଶର ୩ଟି ଆସନ ବାଲାଘାଟ, ତିକରି ଓ ଖଜୁରାଓରେ  ଲଢିବ । ଏହି ଦୁଇ ରାଜ୍ୟର ଅବଶିଷ୍ଟ ଆସନରେ ବିଏସପି ଲଢିବ । ମଧ୍ୟପ୍ରଦେଶରେ ୨୯ଟି ଲୋକସଭା ଆସନ ଥିବାବେଳେ ଉତ୍ତରାଖଣ୍ଡରେ ୫ଟି ଲୋକସଭା ଆସନ ରହିଛି । ପୂର୍ବରୁ ଉତ୍ତରପ୍ରଦେଶ ପାଇଁ ଦୁଇଦଳ ମଧ୍ୟରେ ୩୮-୩୭ ଆସନରେ ବୁଝାମଣା କରିସାରିଛନ୍ତି ।

ଦଳିତ ହୋଇଥିବାରୁ ତିନିଥର ମୁଖ୍ୟମନ୍ତ୍ରୀ ପଦରୁ ବଞ୍ଚିତ ହୋଇଛି : ଜି ପରମେଶ୍ୱର

କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର ରାଜ୍ୟର ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅଭିଯୋଗ ଆଣି କହିଛନ୍ତି କି ସେ ଜଣେ ଦଳିତ ହୋଇଥିବା ହେତୁ ତାଙ୍କୁ ୩ ଥର ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ ହେବାକୁ ପଡ଼ିଛି। କେବଳ ସେ ନୁହଁନ୍ତି ପିକେ ବଶବଲିଂଗପା ଓ କେଏଚ୍‌ ରଂଗନାଥ ମଧ୍ୟ ଏହି କାରଣରୁ ମୁଖ୍ୟମନ୍ତ୍ରୀ ହୋଇ ପାରିନଥିଲେ। ସେ ଆହୁରି ବି କହିଛନ୍ତି ଯେ ‘ତାଙ୍କ ବଡ଼ ଭାଇ ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ଏହି କାରଣରୁ ମୁଖ୍ୟମନ୍ତ୍ରୀ  ହୋଇପାରିନଥିଲେ । ଯାହା ବି ହେଉ, ଅନେକ ଦ୍ୱିଧା ପରେ ଶେଷର ସେ ଉପ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ବୋଲି କହିଛନ୍ତି ।

Rail Drishti Dashboard to promote transparency, accountability

Now   know anything about Indian Railways at just a mouse’s click away through ‘Rail Drishti-Dishboard’ Portal inaugurated here on Monday. In a historic decision, Railway Minister Piyush Goyal opened a mechanism for the general public through which any information about passengers, carrier services, revenue, traffic, development projects, public hearings, rail legacy can be known at any time from any place.

ପୁଲୱାମା ଆକ୍ରମଣ ପଛରେ ଥିବା ଷଡଯନ୍ତ୍ରର ଯାଞ୍ଚ ଯାଚିକାକୁ ଖାରଜ କଲେ ସୁପ୍ରିମକୋର୍ଟ

ଫେବୃଆରୀ ୧୪ରେ ଜମ୍ମୁ କାଶ୍ମୀରରେ ହୋଇଥିବା ବହୁ ଚର୍ଚ୍ଚିତ ଆତଙ୍କବାଦୀ ଆକ୍ରମଣ ପଛରେ ହୋଇଥିବା ଷଡଯନ୍ତ୍ରର ଯାଞ୍ଚ କରିବାକୁ ଆବେଦନ କରାଯାଇଥିବା ଏକ ଜନହିତ ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗେଇ ଏବଂ ଅନ୍ୟ ନ୍ୟାୟାଧୀଶ ସଞ୍ଜୀବ ଖନ୍ନାଙ୍କ ଖଣ୍ଡପୀଠ ଓକିଲ ବିନୀତ ଧାଣ୍ଡାଙ୍କ ଦ୍ୱାରା ଦାୟର କରାଯାଇଥିବା ଜନହିତ ଯାଚିକାର ଶୁଣାଣି କରୁଥିଲେ ।  ଏହି ଆକ୍ରମଣରେ ସିଆରପିଏଫର ୪୦ ଯବାନ ସହିଦ ହୋଇଥିଲେ । ଆକ୍ରମଣରେ ପାଖାପାଖି ୩୭୦ କେଜିର ଆରଡିଏକ୍ସ ଉପଯୋଗ କରାଯାଇଥିଲା ଏବଂ ଏଥିପାଇଁ ଏକ ବିସ୍ତୃତ ଯାଞ୍ଚ କରାଯିବା ପାଇଁ ଯାଚିକାରେ ଉଲ୍ଲେଖଥିଲା ।

ମୋ’ ଦଳ ଭାଜପାର ବି ଟିମ୍‌ ନୁହେଁ, ତାମିଲ୍‌ନାଡୁର ଏ ଟିମ୍‌ : କମଲ୍‌ହାସନ୍‌

ଅଭିନେତାରୁ ରାଜନେତା ପାଲଟିଥିବା ତଥା ମକ୍କଲ ନିଧି ମଇଅମ(ଏମ୍‌ଏମ୍‌ଏମ୍‌) ଦଳର ମୁଖ୍ୟ କମଲ ହାସନ କହିଛନ୍ତି ତାଙ୍କ ଦଳ ଭାରତୀୟ ଜନତା ପାର୍ଟି(ଭାଜପା)ର ବି ଟିମ୍‌ ନୁହେଁ। ଏହା ହେଉଛି ତାମିଲନାଡୁର ଏ ଟିମ୍‌ । ତେବେ ତାଙ୍କ ଦଳର ପତିଆରା ବଢୁଥିବାରୁ ତାଙ୍କୁ ଟାର୍ଗେଟ କରାଯାଉଥିବା ସେ କହିଛନ୍ତି।  ତିରୁନେଲବଲୀଠାରେ ରବିବାର ବିଳମ୍ବିତ ରାତିରେ ଏକ ସଭାକୁ ଉଦ୍‌ବୋଧନ ଦେବା ଅବସରରେ ସେ ଏହା କହିଛନ୍ତି।

Over five million people worldwide lose their lives to injuries and violence each year

Data indicate that just over five million people worldwide lose their lives to injuries and violence each year while hundreds of millions  are injured, some of whom are left with lifelong disabilities. Travellers may well be exposed to similar risks and are   likely to be killed or injured through violence or unintentional injuries than to be struck down by an exotic infectious disease.

ଜାତିସଂଘର ସ୍ଥାୟୀ ପ୍ରତିନିଧୀଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ସୁଷମା

ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ ବିଭିନ୍ନ ଦେଶର ପ୍ରତିନିଧି ଥିବା ଜାତିସଂଘର ଏକ ସ୍ଥାୟୀ ସଦସ୍ୟ ଦଳକୁ  ସାକ୍ଷାତ କରିଛନ୍ତି  । ବୈଦେଶିକ ମୁଖପାତ୍ର ରବିଶ କୁମାର ଟ୍ବିଟ କରି କହିଛନ୍ତି ଯେ ଭାରତ ଗସ୍ତ ରେ ଆସୁଥିବା ଜାତିସଂଘର ସ୍ଥାୟୀ ସଦସ୍ୟ ରାଷ୍ଟ୍ରମାନଙ୍କର ଏକ ଦଳକୁ ସୁଷମା ସ୍ଵରାଜ ସ୍ଵାଗତ କରିଛନ୍ତି ଏବଂ ସାମୁହିକ ସ୍ଵାର୍ଥ ପାଇଁ ଏକ ସାଙ୍ଗରେ ଆସିବାକୁ ଆହ୍ଵାନ କରିଛନ୍ତି । କଥୋପୋକଥନ ବେଳେ ସୁଷମା ସ୍ଵରାଜ ଅନ୍ତର୍ଜାତିକ ସହଭାଗିତାକୁ ସୁଦୃଢ କରିବା ଏବଂ ଆଞ୍ଚଳିକ ସମସ୍ୟାକୁ ସମାଧାନ କରିବା ସହ ଜାତିସଂଘର ସୁରକ୍ଷା ପରିଷଦକୁ ପୁନର୍ଗଠନକୁ ନେଇ ନିଜ ମତ ରଖିଥିଲେ ।

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ କେଜରିୱାଲ ! ମୋଦି-ଶାହଙ୍କ ଯୋଡ଼ି ଗଣତନ୍ତ୍ର ପାଇଁ ବିପଦ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ଅନଶନ ଆରମ୍ଭ କରିବା ପାଇଁ ଯାଉଛନ୍ତି । ଅନଶନ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଦେଶରେ ଶାନ୍ତି ଭଙ୍ଗ କରିଛନ୍ତି ମୋଦି ସରକାର । ଦେଶ ଭିତରେ ଏବେ ଭୟର ବାତାବରଣ । ଯାଂଚ ଏଜେନ୍ସି ଗୁଡ଼ିକର ଦୂରପୋଯୋଗ କରାଯାଉଛି ବୋଲି କହିଛନ୍ତି ଅରବିନ୍ଦ ।  ଏବେ ଜନତାଙ୍କ ସମୟ ଆସିଛି ଏବଂ ମୋଦି-ଶାହଙ୍କ ଯୋଡ଼ିକୁ ମୁକାବିଲା କେବଳ ଜନତା ହିଁ କରିପାରିବେ ବୋଲି କହିଛନ୍ତି କେଜ୍‌ରୀଓ୍ବାଲ ।  ନିର୍ବାଚନକୁ ଆଖିଆଗରେ ରଖି ମୋଦି ଶାହାଙ୍କ ଯୋଡ଼ିଙ୍କୁ ଗାଦିରୁ ହଟାଇବା ପାଇଁ ସେ ଜନତାଙ୍କୁ ଆହ୍ବାନ କରିଛନ୍ତି । ସେହିପରି ମହାଗଠବନ୍ଧନକୁ ନା କହିବା ସହିତ ଏକା ଲଢିବେ ବୋଲି ସ୍ପଷ୍ଟ କରିଛନ୍ତି ଅରବିନ୍ଦ ।

ICICI Lombard to offer innovative solutions to AnyTimeLoan.in customers

ICICI Lombard, one of India’s leading private sector non-life insurance company in India, has entered into a strategic tie-up with AnyTimeLoan.in (ATL) – a leading peer to peer lending platform, to provide insurance cover for its lenders and borrowers. The partnership aims to de-risk exposure of its lenders and borrowers arising from uncertainties such as accidents, critical illness, death, disability etc.

Arunachal CM vows to protect peoples sentiment against PRC

Amid on-going violence in the State Capital over the Permanent residential Certificate (PRC) issue, Arunachal Pradesh Chief Minister Pema Khandu has stated that the Government will never take up the issue of PRC matter keeping the sentiments of the people. He appealed the people to maintain peace and for the normal life to continue in the state capital, a CMO release said.

ବୃଦ୍ଧି ହେଲା ଯବାନଙ୍କ ମାସିକ ଭତ୍ତା

ପୁଲୱାମା ଆକ୍ରମଣ ପରେ କେନ୍ଦ୍ର ସରକାର ଅର୍ଦ୍ଧ ସାମରିକ ବଳଙ୍କୁ ଏକ ଉପହାର ଦେଇଛନ୍ତି । ରିପୋର୍ଟ ଅନୁସାରେ କେନ୍ଦ୍ର ଗୃହ ବିଭାଗ ରବିବାର କେନ୍ଦ୍ର ସଶସ୍ତ୍ର ସେନା ବଳ(ସିଏପିଏଫ)ର ଇନସପେକ୍ଟର ଏବଂ ଉପର ଅଧିକାରୀଙ୍କୁ ଦିଆଯାଉଥିବା ଆରଏଚ୍‌ଏ ୭୮ ପ୍ରତିଶତ ବଢାଇଥିବା ଘୋଷଣା କରିଛନ୍ତି । ଗୃହ ମନ୍ତ୍ରାଳୟ ଅନୁସାରେ, ଅର୍ଦ୍ଧ ସାମରିକ ବଳର ଯବାନ ମାନଙ୍କୁ ଏବେ ମାସିକ ଭତ୍ତା ଏବେ ୯,୭୦୦ରୁ ୧୭,୩୦୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଅଧିକାରୀମାନଙ୍କୁ ମିଳୁଥିବା ମାସିକ ଭତ୍ତା ୧୬,୯୦୦ରୁ ୨୫,୦୦୦ କରାଯାଇଛି ।

ସୁଇସାଇଡ୍‌ ନୋଟ୍‌ରେ ମମତାଙ୍କ ନାଁ : ଗିରଫ ପାଇଁ ବିଜେପି ନେତାଙ୍କ ଦାବି

କଲିକତାରେ ଜଣେ ବରିଷ୍ଠ ଅଧିକାରୀ ଗୌରବ ଦତ୍ତଙ୍କ ଆତ୍ମହତ୍ୟାର ମାମଲାକୁ ନେଇ ପଶ୍ଚିମବଙ୍ଗର ରାଜନୀତି ବେଶ୍‌ ସରଗରମ ହେବା ସହିତ ଆରୋପ-ପ୍ରତ୍ୟାରୋପର ଜାରି ରହିଛି ।  ୧୯୮୬ ବ୍ୟାଚର ଆଇପିଏସ୍ ଅଧିକାରୀ ଦତ୍ତଙ୍କ ଫେବୃୟାରୀ ୧୯ ତାରିଖରେ ମୃତ୍ୟୁବରଣ କରିଛନ୍ତି । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ତାଙ୍କ ସୁସାଇଡ୍ ନୋଟରେ ତାଙ୍କର ଏଭଳି ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି ।  ଏହି ମାମଲାରେ ବିଜେପି ନେତା ମୁକୁଲ୍ ରାୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆତ୍ମହତ୍ୟା ପାଇଁ ଉସକାଇଥିବା ଆରୋପରେ ଗିରଫ କରାଯିବା ଏବଂ ଏନେଇ ସିବିଆଇ ଯାଞ୍ଚ୍ କରାଯିବାକୁ ଦାବି କରିଛନ୍ତି ।

ଶାନ୍ତି ପାଇଁ ସୁଯୋଗଟିଏ ଦିଅନ୍ତୁ : ଇମ୍ରାନ୍‌ ଖାନ୍‌

ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ-ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଛି ବିବାଦ । ଏହାକୁ ନେଇ ନିୟନ୍ତ୍ରଣ ରେଖାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାନ୍ତି ଆଲୋଚନା ପାଇଁ ପାକିସ୍ତାନକୁ ଥରେ ମାତ୍ର ସୁଯୋଗ ଦେବା ଆବଶ୍ୟକ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ବିବୃତ୍ତିରେ ଏହା ପ୍ରକାଶ ପାଇଛି । ଦୁଇଦେଶ ଦାରିଦ୍ର୍ୟ ଦୂରୀକରଣ ତଥା  ନିରକ୍ଷରତା ବିରୋଧରେ ମିଳିତ ଭାବେ ଲଢ଼େଇ କରିବା ଆବଶ୍ୟକ। ଏହା ପରିବର୍ତ୍ତେ ନିଜ ନିଜ ମଧ୍ୟରେ ଲଢ଼େଇ କଲେ କୌଣସି ସୁଫଳ ମିଳିପାରିବ ନାହିଁ ବୋଲି ଇମ୍ରାନ୍‌ କହିଛନ୍ତି।

ରାଜନୀତିରେ ପାଦ ଥାପିବେ ରର୍ବଟ ଭଦ୍ରା  !

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରା ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ଯୋର ଧରିଛି। ଗତକାଲି ସୋସିଆଲ ମିଡିଆରେ ରବର୍ଟ ଏସମ୍ପର୍କରେ ସାମାନ୍ୟ ସୂଚନା ଦେଇଥିଲେ। ଏହାର ଠିକ୍‌ ଗୋଟିଏ ଦିନପରେ ଏବେ ରବର୍ଟଙ୍କର ଏକ ପୋଷ୍ଟର ଏହାକୁ ଆହୁରି ସରଗରମ କରିଛି । ତେବେ ପୋଷ୍ଟରଟି ଉତ୍ତର ପ୍ରଦେଶରେ ଲାଗିଥିବା ବେଳେ ଏଥିରେ ରବର୍ଟଙ୍କ ସହ ସୋନିଆ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଫଟୋ ରହିଛି। ମୁରାଦାବାଦ ଯୁବ କଂଗ୍ରେସ ପକ୍ଷରୁ ଲଗାଯାଇଥିବା ଏହି ପୋଷ୍ଟରରେ ମୁରାଦାବାଦ ଲୋକ ସଭା ଆସନରେ ରବର୍ଟ ଭଦ୍ରାଙ୍କ ନିର୍ବାଚନ ଲଢିବାକୁ ସ୍ବାଗତ କରାଯାଇଛି। ସୂଚନାଯୋଗ୍ୟ ଯେ, ରବିବାର ରବର୍ଟ ଭଦ୍ରାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟକୁ ଦେଖି ଏଭଳି ଆଲୋଚନା କରାଯାଉଛି।

ପୁଣି ଭାଇରାଲ ହେଲା ମ୍ୟାଟ୍ରିକ୍‌ ପ୍ରଶ୍ନପତ୍ର

ପୁଣି ଭାଇରାଲ୍‌ ହେଲା ମାଟ୍ରିକ୍‌ ପ୍ରଶ୍ନପତ୍ର । ଗତ ୨୨ ତାରିଖ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ଦିନ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ପୁନର୍ବାର ଆଜି  ଇଂରାଜୀ ପରୀକ୍ଷାର ପ୍ରଶ୍ନପତ୍ର ମଧ୍ୟ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲାରେ ଏହି ପ୍ରଶ୍ନପତ୍ର ଭାଇରାଲ ହୋଇଥିବା କୁହାଯାଉଛି। ପରୀକ୍ଷା ଚାଲିଥିବା ବେଳେ ‘ସେଟ୍‌- ଏ’ ପ୍ରଶ୍ନପତ୍ର ସୋଶିଆଲ ମିଡିଆରେ ଘୁରି ବୁଲୁଥିବା ଅଭିଯୋଗ ହୋଇଛି। ସ୍ଵଚ୍ଛ ଓ ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି ଓ ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ପୁଣିଥରେ ପ୍ରଶ୍ନପତ୍ର ପ୍ରଘଟ  ବୋର୍ଡ କର୍ତ୍ତୃପକ୍ଷ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

Ranjan caters decade’s most delicious love story, ‘Ahaa Re…’

Ranjan Ghosh, writer-director of the recently released film ‘Ahaa Re…’, undoubtedly penned one of the best screenplays and executed it at par excellence. It   is  one of most touchy love stories we have seen in the last five years. The story depicting not only the cooking of various cuisines from both of the Bengal but also depicts a subtle knitting of a platonic relation.