Chhattisgarh’s new CM to be announced on Saturday

Hectic parleys are on to select the next chief minister of Chhattisgarh with meetings being held with Congress president Rahul Gandhi in Delhi with possible contenders to zero in on a name for the post.
It is expected that a consensus would emerge at a meeting of newly elected legislators of Congress, scheduled to be held in Raipur on Saturday evening.

US district court rules Obamacare no longer valid

A federal judge in Texas struck down the entire ‘Affordable Care Act’ on the grounds that its mandate requiring people to buy health insurance is unconstitutional and the rest of the law cannot stand without it, raising concerns that 20 millions of US citizens might be stripped of insurance coverage as a result.
The ruling was over a lawsuit filed this year.

India shares ‘historical’ and comprehensive defense ties with France, says Sushma

India on Saturday said that its military relation with France is “historical” and elaborate while for its part, the French government said that it considers a “strong India to be in the world’s interest”. In a crucial meeting between External Affairs Minister Sushma Swaraj and her visiting counterpart Jean-Yves Le Drian here, both sides agreed for enhanced collaboration in fighting terrorism.

Chennai bound Indigo flight made emergency landing at Bhubaneswar when baby on board fell sick

A Chennai bound Indigo flight from Guwahati had made an emergency landing at the Biju Patnaik International airport on Saturday morning as a baby on board fell sick. Which was a compelling reason for the landing where the baby was given immediate medical attention at the airport.

କୋର୍ଟରୁମରେ ଚିତା

ଗୁଜୁରାଟର ସୁରେନ୍ଦ୍ର ନଗରଠାରେ ଚାଲିଥିବା ଏକ ଅଦାଲତରେ ଏକ ଚିତା ବାଘ ପଶି ଯାଇଥିଲା । ଚିତାକୁ ଦେଖି ସମସ୍ତ କର୍ମଚାରୀ ତଥା ନ୍ୟାୟାଧୀଶ ସେହି  ଚିତା କବଳରୁ ସୁରକ୍ଷିତ ରହିବା ସହିତ ତାକୁ ଧରିବାରେ ସଫଳ ହୋଇଛନ୍ତି । ପଶୁଟିର ସୁରକ୍ଷା ପାଇଁ ଚିତାକୁ ବନ ବିଭାଗକୁ ଦେବା ପାଇଁ ସମ୍ପର୍କ କରାଯାଇଛି । ପୋଲିସର କହିବାନୁସାରେ ଅଦାଲତରେ ଥିବା ସମସ୍ତ କର୍ମଚାରୀ ତଥା ଅନ୍ୟମାନେ ସୁରକ୍ଷିତ ଅଛନ୍ତି।

ନେପାଳରେ ଅସିଦ୍ଧ ହେଲା ଭାରତୀୟ ନୋଟ୍‌

ନେପାଳରେ ଭାରତୀୟ ମୁଦ୍ରାକୁ ଅସିଦ୍ଧ ଘୋଷଣା କରାଯାଇଛି। ନେପାଳରେ ଆଉ ୨୦୦, ୫୦୦ ଓ ୨୦୦୦ ଟଙ୍କିଆ ଭାରତୀୟ ମୁଦ୍ରା ଚଳିବ ନାହିଁ। ସୂଚନାଯୋଗ୍ୟ ଯେ ନେପାଳରେ ଭାରତୀୟ ମୁଦ୍ରାର ବହୁଳ ପ୍ରଚଳନ ହୋଇଥାଏ । ନେପାଳ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଗୋକୁଳ ପ୍ରସାଦ ବାସ୍କୋଟା କହିଛନ୍ତି ଯେ ନେପାଳ ସରକାର ଭାରତୀୟ ୨୦୦, ୫୦୦ ଓ୨୦୦୦ଟଙ୍କିଆ ନୋଟ୍‌ ବ୍ୟବହାରକୁ ଅସିଦ୍ଧ ଘୋଷଣା କରିବାକୁ ନିଷ୍ପତ୍ତି ନେବା ସହିତ ଏହାର ବ୍ୟବହାର ନ କରିବାକୁ ଲୋକମାନଙ୍କୁ କହିଛନ୍ତି । ଏ ନେଇ ନେପାଳ ସରକାର ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ଶ୍ରୀ ବାସ୍କୋଟା କହିଛନ୍ତି।

Datamatics to demerge and separately list its subsidiary Lumina Datamatics

The Board of Directors of Datamatics Global Services Limited (DGSL), and Lumina Datamatics Limited in their respective board meetings, approved a proposal to merge the two Companies into DGSL.
The merged Company would then be vertically split into two Companies, namely, Datamatics Global Services Ltd. and LDR E-Retail Ltd. Thus, the shareholders of DGSL will have an identical shareholding pattern in both DGSL and LDR E-Retail Ltd.,company.

ଗୁଗୁଲ୍‌ରେ ସର୍ଚ୍ଚ୍ ହୋଇଥିବା ବିବାହ ମଧ୍ୟରେ ପ୍ରିୟଙ୍କା – ନିକ୍ ଦ୍ଵିତୀୟରେ

ଚଳିତ ବର୍ଷରେ ଗୁଗୁଲ୍ ସର୍ଚ୍ଚର ସବୁଠୁ ଅଧିକ ବିବାହ ସର୍ଚ୍ଚର ସୂଚୀ ଜାରି କରାଯାଇଛି।  ଗୁଗୁଲ୍ ସର୍ଚ୍ଚରେ ଏ ବର୍ଷର ଚର୍ଚ୍ଚିତ ଯୋଡ଼ି ପ୍ରିୟଙ୍କା ଓ ନିକଙ୍କ ବିବାହକୁ ଅଧିକଥର ସର୍ଚ୍ଚ୍ କରାଯାଇଛି। ଏହି ଲିଷ୍ଟରେ ପ୍ରଥମ ସ୍ଥାନରେ ଅଛନ୍ତି ରୟାଲ୍ ଯୋଡ଼ି ପ୍ରିନ୍ସ୍ ହ୍ୟାରୀ ଓ ମେଗନ୍ ମାର୍କଲ୍। ସେହିପରି ଏହି ସୂଚୀରେ ଦୀପିକା ଓ ରଣବୀର ପଞ୍ଚମ ସ୍ଥାନରେ ଅଛନ୍ତି।

Baby Powder makers, Johnson & Johnson knew about asbestos contents in its product

The famous baby-care name Johnson & Johnson keeps facing problem over its product the powder. A probe had revealed that the baby powder from the reputed manufacturer has carcinogenic asbestos which is highly dangerous for the human health. This was brought to fore by a news agency, Reuters, the admixture make it so poisonous for babies and women also. Sad that the company knew it but did not prevent.

MK statue unveiling by Sonia, public meeting, to be Oppn’s show of strength

A galaxy of National leaders, including former Congress President and Chairperson of Congress Parliamentary Party Sonia Gandhi, would ascend in the city on Sunday as part of building a secular front to take on the BJP-led
NDA at the Centre.
The occasion is to unveil a life size bronze statue of late Chief
Minister and DMK President M Karunanidhi at the Party
Headquarters ‘Anna Arivalayam’.

ଅମିତାଭ ଘୋଷଙ୍କୁ ଜ୍ଞାନପୀଠ ପୁରସ୍କାର

ଇଂରାଜୀ ଲେଖକ ଅମିତାଭ ଘୋଷ ପାଇବେ 54ତମ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର। ସାହିତ୍ୟ କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଥମ ଇଂରାଜୀ ଲେଖକ ଭାବେ ସେ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି। 2007 ମସିହାରେ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ ହୋଇଥବା ଶ୍ରୀ ଘୋଷ 1988 ମସିହାରେ ଉପନ୍ୟାସ ‘ଦ ସ୍ୟାଡୋ ଲାଇନସ୍’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି। କଲିକତାରେ ଜନ୍ମିତ ଏହି ଲେଖକଙ୍କର ଅନ୍ୟାନ୍ୟ କୃତି ମଧ୍ୟରେ ଅଛି, ‘ଦ ସର୍କଲ୍ ଅଫ୍ ରିଜନ୍’, ‘ଦ କୋଲକାତା କ୍ରୋମସମ୍’, ‘ସି ଅଫ୍ ପପିଜ୍’, ‘ରିଭର୍ ଅଫ୍ ସ୍ମୋକ୍’ ଆଦି ।

Situation continued to be grim with more than 80 persons still undergoing treatment due to food poisoning in which 11 people died yesterday

The situation continued to be grim with more than 80 people undergoing treatment in various hospitals due to suspected food poisoning in which 11 people died yesterday. The devotees who fell ill after partaking prasadam distributed after ground breaking ceremony and rituals at Maramma Temple at Sulwadi village in Hennur Taluk in Chamarajanagara District, were admitted to various hospitals in Mysuru and at Kollegal in Chamarajanagara District.

Vision of a New India – USD 5 Trillion Economy

Commerce and Industry Ministry is creating an action-oriented plan which will highlight specific sector level interventions to bolster India’s march towards becoming a USD 5 trillion economy before 2025. The focussed plans will be on boosting services sector contribution to USD 3 trillion, manufacturing to USD 1 trillion and Agriculture to USD 1 trillion. The Ministry has created a corpus of USD 1 billion to boost 12 champion sectors in services .

Deep Depression to intensify into ‘severe cyclonic storm’ ; to cross between Ongole and Kakinada on Dec 17 :IMD

The deep depression over southeast Bay of Bengal moved west-northwestwards with a speed of 11 kmph during the past 6 hours and lay centered at 0530 hrs on Saturday over southwest & adjoining southeast Bay of Bengal near latitude 9.0°North and longitude 85.5°East , about 470 km east-northeast of Trincomalee (Sri Lanka), 730 km east-southeast of Chennai (Tamil Nadu) and 930 km south-southeast of Machilipatnam (Andhra Pradesh).

A grave typo that made ‘hole’ instead ‘role’ of Julia Roberts

As a grave lapse or typo newspaper the Post Journal went to write with ‘age her hole gets better’ referring to the actress of Hollywood, Julia Roberts. While correcting the item the paper clarified that it was a typo where the word ‘hole’ came to print instead of ‘role’. The original clip went viral in social media before correction.

Sidhu’s gift gesture to Captain grew costly an offence

Always in news for wrong reasons Punjab minister Navjyotsingh Sidhu in for another trouble by gifting Captain Amrinder Singh a stuffed birds after his first meeting post Pak visit. The stuffed partridge was gifted to Sidhu by a Pak-based scribe. A complaint was filed how could the bird skip the security vigil while coming to India.

Thanks to Smriti, Vidya being introduced to Hillary

A rare occasion when an Indian cine celeb in India needs someone to introduce her to a lady like Hillary Clinton. Vidya was waiting to be when Smriti did the job and Vidya was introduced to US’s former first lady. Vidya was just thankful to Smriti for that at the wedding ceremony of Ambanis.

Why Gadkari holds brief for Vijay Mallya

It came as a surprise for many when Nitin Gadkari told the media that it is not fair to call Vijay Mallya a thief for one default. He said that for 40 years he was a sincere at refunding loans and suddenly he defaulted then “it is not fair to call him a chor (thief ). Mallya is charged with a bank loan fraud of Rs.9,000 cr.

ଅଶୋକ ଗେହଲୋଟ ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ, ସଚିନ ପାଇଲଟ ହେବେ ଉପମୁଖ୍ୟମନ୍ତ୍ରୀ

ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲୋଟ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ହେବେ । ଏହାଛଡା କଂଗ୍ରେସର ଲୋକପ୍ରିୟ ଯୁବନେତା ସଚିନ ପାଇଲଟ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି । ଗତ ଦୁଇଦିନ ହେଲା ରାଜ୍ୟର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଉଭୟ ଗେହଲୋଟ ଓ ସଚିନଙ୍କ ସମର୍ଥକମାନେ ଦାବି କରିଆସୁଥିଲେ । ଏପରିକି ଗତକାଲି ସଚିନଙ୍କୁ ମୁଖ୍ୟମନ୍ତ୍ରୀ କରିବା ଦାବିରେ ତାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ରାସ୍ତାରୋକ ଓ ପୋଡାଜଳା କରିବା ଆରମ୍ଭ କରିଦେଇଥିଲେ । ତେବେ ଶାନ୍ତି ଓ ଶୃଙ୍ଖଳା ରକ୍ଷା ପାଇଁ ସଚିନ ପାଇଲଟ ନିଜର ସମର୍ଥକ ମାନଙ୍କୁ ନିବେଦନ କରିଥିଲେ ଓ ରାହୁଲ ଗାନ୍ଧି ଯେଉଁ ନିଷ୍ପତ୍ତି ନେବେ ତାହାକୁ ଗ୍ରହଣ କରିବାକୁ ସେ ସମର୍ଥକମାନଙ୍କୁ କହିଥିଲେ ।

ଜାହ୍ନବୀ କପୁରଙ୍କୁ ମିଳିଲା ‘ସୁଟିଂ ଷ୍ଟାର୍ ଅଫ୍‌ ଦି ଇୟର୍’ ସମ୍ମାନ

ଫିଲ୍ମ ‘ଧଡ଼କ୍’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିବା ଶ୍ରୀଦେବୀ – ବୋନୀ କପୁରଙ୍କ କନ୍ୟା ଜାହ୍ନବୀ ନିଜ ଅଭିନୟ ପାଇଁ ସମସ୍ତଙ୍କ ପ୍ରଶଂସାର ପାତ୍ରୀ ପାଲଟି ପାରିଛନ୍ତି । ଏବେ ତାଙ୍କୁ ତାଙ୍କ ଅଭିନୟ ପାଇଁ ‘ସୁଟିଂ ଷ୍ଟାର୍‌ ଅଫ୍‌ ଦି ଇୟର୍ ୨୦୧୮’ ସମ୍ମାନ ମିଳିଛି । ନରୱେ ସରକାରଙ୍କ ତରଫରୁ ଜାହ୍ନବୀଙ୍କୁ ଏହି ସମ୍ମାନ ମିଳିଥିବା ଜଣାପଡ଼ିଛି । ଫିଲ୍ମ ‘ଧଡ଼କ୍’ରେ ତାଙ୍କର ଅଭିନୟରେ ମୁଗ୍ଧ ହୋଇ ରୟାଲ୍ ନର୍‌ଓ୍ଵୟର ବାଣିଜ୍ୟିକ ଦୂତାବାସର ଜେନେରାଲ ଜାହ୍ନବୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ ।

Some conclusions of commission investigating hole in Soyuz can remain secret: Source

Some conclusions of the commission that is investigating the August’s incident when a hole was discovered in the hull of the Russian Soyuz MS-09 spacecraft can remain secret, a source in the rocket and space industry told Sputnik on Friday.
“Certain results of the analysis will not be given to public,” the source said.

Russia detects over 980,000 ‘airborne objects’ near borders

Russia’s Aerospace Forces have detected and tracked over 980,000 foreign airborne objects near the Russian borders this year, Radio-Technical Troops of the Russian Aerospace Forces said.
In 2018, on-duty combat units of the Radio-Technical Troops detected and tracked over 980,000 foreign airborne objects. This includes about 3,000 foreign warplanes, with over 1,000 of them being reconnaissance planes, Russian news agency TASS reported on Friday.

Vivek Oberoi to star in Swami Vivekananda’s biopic

After the huge success of ‘Inside Edge’, Bollywood actor Vivek Oberoi is set to star in an international web series which will be a biopic on Swami Vivekananda, trade sources said. The new show which is based on the life of Swami Vivekananda will see Vivek essay the pivotal character of the Indian mystic.

ଏନ.ଟି.ପି.ସି. ଉତ୍ପାଦିତ ଫ୍ଲାଇଆସ୍ ଲାଭଜନକ ବ୍ୟବହାର ପାଇଁ ସର୍ବୋତ୍କୃଷ୍ଟ

ଏନ.ଟି.ପି.ସି. ଶକ୍ତିକେନ୍ଦ୍ରରୁ ଉତ୍ପାଦିତ ହେଉଥିବା ଫ୍ଲାଇଆସରେ ଥିବା ଔଜ୍ଜଲ୍ୟତା ଏବଂ କାର୍ବନର କମ୍ ପରିମାଣ ପାଇଁ ଫ୍ଲାଇଆସ୍  ଟାଇଲ୍, ଇଟା, ଖମ୍ବ ଏବଂ ସିମେଣ୍ଟ୍ ଇତ୍ୟାଦି ଉତ୍ପାଦନ ପାଇଁ ସର୍ବୋତ୍କୃଷ୍ଟ । ପରିବେଶର ସୁରକ୍ଷା ଏବଂ ଫ୍ଲାଇଆସର ପୂର୍ଣ୍ଣ ଉପଯୋଗ ପାଇଁ ସର୍ବଦା ପ୍ରୟାସ କରିଆସୁଛି ଏନ.ଟି.ପି.ସି. ।

ରାଫେଲ୍ ଡିଲ୍ ସମ୍ପର୍କିତ ସମସ୍ତ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ !

ରାଫେଲ୍ ଡିଲ୍ ଉପରେ ମୋଦି ସରକାରଙ୍କୁ ଆଶ୍ୱସ୍ତି ମିଳିଛି । ରାଫେଲ୍ ଡିଲ୍ ସର୍ମ୍ପକରେ ଦାଏର ହୋଇଥିବା ସମସ୍ତ ଆବେଦନ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହା ସହ ରାଫେଲ୍ ଡିଲରେ କୌଣସି ଅନିୟମିତତା ହୋଇନାହିଁ ବୋଲି ପ୍ରଧାନ ବିଚାରପତି ରଂଜନ ଗୋଗୋଇ କହିଛନ୍ତି । ରାଫେଲ୍ ଡିଲର ସମସ୍ତ ତଥ୍ୟକୁ ପୁଙ୍ଖାନୁପୁଙ୍ଖ ଭାବେ ପଢ଼ିଛୁ ଓ ଡିଲ୍ ସର୍ମ୍ପକରେ ସମସ୍ତ ପ୍ରକ୍ରିୟା ଠିକ୍ ଅଛି ଏବଂ ଦେଶ ପାଇଁ ଏହି ବିମାନର ଆବଶ୍ୟକତା ରହିଛି ବୋଲି ଜଷ୍ଟିସ୍ ଗୋଗୋଇ କହିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ୩ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଛନ୍ତି ।

ୱାନ୍ ପ୍ଲସ୍ 6T ମାକ୍ ଲରେନର ବଜାର ପ୍ରବେଶ

ୱାନ୍ ପ୍ଲସ୍ ମାକ୍ ଲରେନ ସହଯୋଗରେ ଭାରତରେ ନୂଆ ସଂସ୍କରଣ ୱାନ୍ ପ୍ଲସ୍ 6T ମାକ୍ ଲରେନର ଶୁଭାରମ୍ଭ କରିଛି । ୧୦ ଜିବି ରାମ୍ ଏବଂ ସୁପର୍ ଫାଷ୍ଟ୍ ରାପ୍ ଟେକ୍ନୋଲୋଜି ବୈଶିଷ୍ଟ୍ୟ ଯୁକ୍ତ ଏହି ସ୍ମାର୍ଟଫୋନର ମୂଲ୍ୟ ୫୦,୯୯୯ଟଙ୍କା ରହିଛି । ଆକ୍ସିସ୍ ବ୍ୟାଙ୍କ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ଏହି ଫୋନ୍ ଉପରେ ୧୫୦୦ ଟଙ୍କାର କ୍ୟାସ୍ ବ୍ୟାକ୍ କିମ୍ବା ମାସିକ କିସ୍ତି ଉପରେ୨୦୦୦ ଟଙ୍କାର କ୍ୟାସ୍ ବ୍ୟାକର ଅଫର ରହିଛି।

Indian Techie gets 9 yrs jail for molesting sleeping woman in US

Outraging on board an Indian techie was imprisoned for 9 years for molesting a sleeping woman in a flight. The techie on a working visa was trying to unzip her pants and shirt when she became conscious about the molestation attempt. Accused Ramamoorty from Tamil Nadu shall be allowed back home after undergoing the jail term.

ମହିଳାଙ୍କ ପ୍ରତି ଅସଦାଚରଣ କରି ଆମେରିକାରେ ୯ ବର୍ଷ ଜେଲ୍‌ଦଣ୍ଡ ପାଇଲେ ଭାରତୀୟ ବ୍ୟକ୍ତି

ରାତିରେ ଡେଟ୍ରୋଇଟ୍‌ ଅଭିମୁଖେ ଯାଉଥିବା ଏକ ବିମାନରେ ଜଣେ ଶୋଇଥିବା ମହିଳାଙ୍କ ପ୍ରତି ଅସଦାଚରଣ କରିଥିବା ଅଭିଯୋଗରେ ୱାର୍କିଂ ଭିସାରେ ଯୁକ୍ତରାଷ୍ଟ୍ର ଆମେରିକାରେ ରହି କାମ କରୁଥିବା ଜଣେ ଭାରତୀୟଙ୍କୁ ଗୁରୁବାର ଦିନ ୯ ବର୍ଷ ଲାଗି ଜେଲ୍‌ଦଣ୍ଡ ମିଳିଛି। ଜାନୁଆରୀ ମାସରେ ଲା ଭେଗାରୁ ଯାଉଥିବା ବିମାନରେ ପ୍ରଭୁ ରାମମୂର୍ତ୍ତି ନିଜ ପତ୍ନୀ ଓ ପୀଡ଼ିତାଙ୍କ ମଝିରେ ଥିବା ସିଟ୍‌ରେ ବସିଥିଲେ। ୨୩ ବର୍ଷୀୟା ପୀଡ଼ିତାଙ୍କ ଅଭିଯୋଗ ଥିଲା ଭାରତୀୟଜଣକ ତାଙ୍କ ଶରୀରର କେତେକ ନିର୍ଦ୍ଦିଷ୍ଟ ସ୍ଥାନରୁ ଜିପର୍‌ ଏବଂ ବୋତାମ ଖୋଲି ହସ୍ତ ସଂଚାଳନ କରି ଯୌନ ଉତ୍ପୀଡ଼ନ ଦେଇଥିଲେ। ୩୫ ବର୍ଷିୟ ରାମମୂର୍ତ୍ତି ୨୦୧୫ରୁ ଓ୍ଵାର୍କ ଭିସାରେ ଯୁକ୍ତରାଷ୍ଟ୍ର ଆମେରିକାରେ ରହୁଥିଲେ। ଦଣ୍ଡ ଭୋଗ କରି ସାରିବା ପରେ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବ।

ମୁଦ୍ରାରେ ରହିବ ଅଟଳଜୀଙ୍କ ନାଁ

ଲୋକପ୍ରିୟ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପାୟୀଙ୍କ ନାଁରେ କେନ୍ଦ୍ର ସରକାର ଏକ ମୁଦ୍ରା ବାହାର କରିବାକୁ ଯାଉଛନ୍ତି। ସୁତ୍ର ଅନୁସାରେ, ୩୫ ଗ୍ରାମ୍ ଓଜନର ଏହି ମୁଦ୍ରା ୧୦୦ ଟଙ୍କା ମୂଲ୍ୟର ହେବ । ସରକାର ଏହି ମୁଦ୍ରାକୁ ବାଜପାୟୀଙ୍କ ଜନ୍ମଦିନ ଅବସରରେ ବାହାର କରିବାକୁ ଏକ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ପ୍ରତିକୃତି, ନାମ, ଜନ୍ମତିଥି, ମୃତ୍ୟୁବର୍ଷ ଆଦି ଉଲ୍ଳେଖ ରହିବ । ଏହା ସହିତ ମୁଦ୍ରାର ଓଲଟା ପଟେ ଅଶୋକ ସ୍ତମ୍ଭ ଏବଂ ଦେବନାଗରୀ ଲିପିରେ ସତ୍ୟମେବ ଜୟତେ ମଧ୍ୟ ଲେଖା ରହିବାସହ ଏକ ପାଖରେ ଦେବନାଗରୀ ଲିପିରେ ଭାରତ ଏବଂ ଅନ୍ୟପଟେ ଇଂରାଜୀରେ ଇଣ୍ଡିଆ ଲେଖାଥିବା ଦେଖିବାକୁ ମିଳିବ।

PM slated to do Ganga Pooja in Kumbh mela

Prime Minister Narendra Modi is slated to do ‘Ganga Pujan’ here on Sunday, Akhil Bharatiya Akhara Parishad said while wishing for the successful completion of the ‘Kumbh Mela’ in Prayagraj. Akhara Prishad sources here said that along with the PM, UP Governor Ram Naik, UP CM, Deputy CM Keshav Maurya and one member each of the thirteen ‘Akharas’ will also be a part of the ‘Puja.

Lupin receives tentative USFDA approval for Dimethyl Fumarate Delayed Release Capsules

Pharma Major Lupin said that it has received tentative approval for its Dimethyl Fumarate Delayed Release Capsules, 120 mg and 240 mg from the United States Food and Drug
Administration (FDA) to market a generic version of Biogen, Inc’s Tecfidera Capsules, 120 mg and 240 mg.
Lupin’s Dimethyl Fumarate Delayed Release Capsules, 120 mg and 240 mg is the generic version of Biogen, Inc’s Tecfidera Capsules, 120 mg and 240 mg.  

ଆପଲର ଏକ ବିଲିୟନ୍ ଡଲାରର ଅଫିସ୍

ଟେକ୍ସାସର ଅଷ୍ଟିନରେ ନୂଆ ଅଫିସ୍ ପାଇଁ ଏକ ବିଲିୟନ୍ ଡଲାର୍ ନିବେଶ କରିବ ବୋଲି ଗୁରୁବାର ଆପଲ୍ ଘୋଷଣା କରିଛି । ୧୩୩ ଏକର ପରିବ୍ୟାପ୍ତ ଏହି ଅଫିସରେ ବର୍ତ୍ତମାନ ୫୦୦୦ କର୍ମଚାରୀ କାମ କରିବାର ବ୍ୟବସ୍ଥା ରହିଛି ଏବଂ ସମୁଦାୟ ୧୫୦୦୦ କର୍ମଚାରୀ କରିପାରିବେ । ୟୁଏସରେ ୨୦୦୦ କର୍ମନିଯୁକ୍ତି ସୃଷ୍ଟି କରିବାକୁ ପାଞ୍ଚ ବର୍ଷୀୟ ନିବେଶ ଯୋଜନା ଅନ୍ତର୍ଗତ ଆପଲ ତାର ଡାଟା ସେଣ୍ଟରରେ ୧୦ ବିଲିୟନ ଡଲାର ନିବେଶ କରିବ।

ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଖର୍ଚ୍ଚ ୨୦୧୨ କୋଟି

ସରକାର ୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ପାଇଁ ଘରୋଇ ବିମାନ, ବିମାନ ରକ୍ଷଣାବେକ୍ଷଣ ଏବଂ ହଟ୍ ଲାଇନ୍ ପ୍ରଣାଳୀକୁ ସୁରକ୍ଷିତ ରଖିବା ବାବଦରେ ୨୦୧୨ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଖର୍ଚ୍ଚ କରିଛନ୍ତି । ୨୦୧୨ କୋଟି ମଧ୍ୟରୁ ପ୍ରଧାନମନ୍ତ୍ରୀଙ୍କ ବିମାନ ରକ୍ଷଣାବେକ୍ଷଣରେ ୧୫୮୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାର ବିବରଣୀ ବିଦେଶ ରାଜ୍ୟ ମନ୍ତ୍ରୀ ଭି କେ ସିଂହଙ୍କ ଦ୍ଵାରା ସଂସଦରେ ଉପସ୍ଥାପିତ ହୋଇଛି।

Infosys to have Joint Venture with Hitachi, Panasonic and Pasona in Japan

IT major Infosys today announced the formation of a joint venture with Hitachi, Ltd., Panasonic Corporation and Pasona Inc.,strategically enhancing its presence in Japan.
Infosys will acquire 81 per cent of the shareholding in Hitachi Procurement Service Co., Ltd., Hitachi’s fully owned subsidiary that currently handles indirect materials purchasing functions for the Hitachi Group. Hitachi, Panasonic and Pasona will be minority shareholders of the entity, according to a release here on Friday.

କେନ୍ଦ୍ର ଏବଂ ଆର.ବି.ଆଇ ମଧ୍ୟରେ ରହିଥିବା ମତପାର୍ଥକ୍ୟକୁ ସ୍ଵୀକାର କଲେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି

କେନ୍ଦ୍ର ଓ ଭାରତୀୟ ରିଜର୍ଭ୍ ବ୍ୟାଙ୍କ୍ ମଧ୍ୟରେ ମତଭେଦ ରହିଥିବା କଥା ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସ୍ଵୀକାର କରିଛନ୍ତି । ସେ କହିଛନ୍ତି ଯେ, “କେବଳ ଦୁଇଟି ନୀତିରେ ଉଭୟଙ୍କ ମଧ୍ୟରେ ବିବାଦ ରହିଛି । ତେବେ ସେହି ସବୁ ସମସ୍ୟାର ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ”। ଆର.ବି.ଆଇରେ କରଜ ଦେବା ତଥା ନଗଦ କାରବାରରେ କିଛିଟା ମତଭେଦ ରହିଛି । ମିଳିଥିବା ସୂଚନା ଅନୁଯାୟୀ ଧାରା ୭ ଅନୁସାରେ କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କସହ ଆଲୋଚନା କରିଥିଲେ । ଏହାସହ ରିଜର୍ଭ ବ୍ୟାଙ୍କ ଜନହିତକର ପଦକ୍ଷେପ ନେବା ପାଇଁ କହିଥବା ମଧ୍ୟ ସୂଚନା ମିଳିଛି ।

BJP wants Rahul to apologise for Raefel allegations

Post the rejection of the six petitions charging corruption in the Raefel fighter deals the BJP president Amit Shah has today demanded Rahul Gandhi to apologise for making for such a false charge and must reveal the source that prompted him to make the charges. Shah also said that Rahul has tried to demoralise the defense wing by such rumours.

କୁମ୍ଭମେଳା ପାଇଁ ୮୦୦ଟି  ସ୍ୱତନ୍ତ୍ର ଟ୍ରେନ !

ଆହ୍ଲାବାଦ ଓ ପ୍ରୟାଗଠାରେ ଆୟୋଜିତ ହେବାକୁ ଥିବା କୁମ୍ଭମେଳାକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଭାରତୀୟ ରେଳବାଇ ତରଫରୁ ପ୍ରାୟ ୮୦୦ ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି । ଏହାବ୍ୟତୀତ ବିଭିନ୍ନ କ୍ଷେତ୍ରୀୟ ରେଳପଥରୁ ୬ଟି ଟୁରିଷ୍ଟ ସ୍ୱତନ୍ତ୍ର ଟ୍ରେନ ସହ ପ୍ରବାସୀ ଭାରତୀୟ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା ମଧ୍ୟ କରାଯାଇଛି । ଯାତ୍ରୀଙ୍କ ସୁବିଧା ପାଇଁ ୧୧ଟି ଷ୍ଟେସନ ଠାରେ ୧୫ ଦିନ ଆଗରୁ ଅଗ୍ରୀମ ଅଣସଂରକ୍ଷିତ ଟିକେଟ ବିକ୍ରୟ ବ୍ୟବସ୍ଥା ହୋଇଛି । ମୋବାଇଲ ଆପ୍ ମାଧ୍ୟମରେ ମଧ୍ୟ ଯାତ୍ରୀମାନେ ଅଣସଂରକ୍ଷିତ ଟିକେଟ ବୁକ କରିପାରିବେ । ‘ରେଳ କୁମ୍ଭ ସେବା ମୋବାଇଲ ଆପ୍’ ମାଧ୍ୟମରେ ସାଧାରଣ ଓ ତୀର୍ଥଯାତ୍ରୀମାନେ ରେଳବାଇ ସମ୍ବନ୍ଧରେ ସବିଶେଷ ଅନୁସନ୍ଧାନ ପାରିବେ । ଏହାବ୍ୟତୀତ ଅତିରିକ୍ତ ଟିକେଟ୍‌ ବିକ୍ରୟ କେନ୍ଦ୍ର, ନିରାପତ୍ତା ବ୍ୟବସ୍ଥା ଓ ସିସିଟିଭି ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଆଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ଲିନ ଫିଲ୍ମ ଫେଷ୍ଟିଭାଲରେ ରଣବୀର ଓ ଆଲିୟାଙ୍କ ‘ଗଲି ବୟ’

ରଣବୀର ସିଂହ ଓ ଆଲିୟା ଭଟ୍ଟଙ୍କ ଅଭିନୀତ ସିନେମା ‘ଗଲି ବୟ’ 69ତମ ଅନ୍ତର୍ଜାତୀୟ ବର୍ଲିନ ଫିଲ୍ମ ଫେଷ୍ଟିଭାଲରେ ପ୍ରିମିୟର ହେବାକୁ ଯାଉଛି । ମୁମ୍ବାଇ ସ୍ଥିତ ରାପର ବିବିୟାନ ଫର୍ନାଣ୍ଡେଜ ଓ ନବେଦ ଶେଖଙ୍କ ଜୀବନୀକୁ ନେଇ ଫିଲ୍ମଟି ପ୍ରସ୍ତୁତ । ଏହି ଫିଲ୍ମକୁ ଜୋୟା ଅଖତର ନିର୍ଦ୍ଦେଶନା ଦେଇଥିବାବେଳେ ଏଥିରେ କଲ୍କି କୋଚଲିନ୍ ମଧ୍ୟ ନଜର ଆସିବେ। ଫିଲ୍ମଟି ଫେବୃଆରୀ 14 ରେ ପରଦାକୁ ଆସିବ।

Three months on, US state of North Carolina still recovering from hurricane

Three months after Hurricane Florence hit North Carolina, parts of the southeastern state are still recovering from the aftermath as slow efforts and uncertainties overshadow prospects for local businesses and lives.

The usually busy tourist season in Wilmington, a port city in east North Carolina, ended abruptly this year after Florence made landfall nearby in mid-September as a Category 1 hurricane.

40 food parks opened across the country

The Union Ministry of Food Processing Industries, in an attempt to give boost to Food Industries, has established 40 mega food parks at key locations across the country, Food Industry Capacity and Skill Initiative (FICSI), CEO Sunil Marva said.  Mr Marva said these Food Parks were equipped with centralised cold storage for storing farm produce.

China-France JV’s nuclear power unit ready for commercial use

A third-generation nuclear power unit of a China-France joint venture in south China’s Guangdong Province has completed all the testing operations and is ready for commercial use, according to a statement from China Guangdong Nuclear Power Company (CGNPC) late Thursday.

The largest Sino-French project in the energy field, the Taishan nuclear power plant uses the European Pressurized Reactor (EPR) for its No.1 and No. 2 power units.

No renegotiation on Brexit deal: EU leaders tell Britain

European Union (EU) leaders Thursday made it clear to British Prime Minister Theresa May that renegotiation on the Brexit agreement is a non-starter.
European leaders were gathering in Brussels for a customary two-day summit. High on the agenda were Brexit, multi-annual budget and migration. “The (European) Union stands by this agreement and intends to proceed with its ratification.

ଅନଲାଇନ୍ ଔଷଧ ବିକ୍ରି ଉପରେ ଲାଗିଲା ଅଙ୍କୁଶ

ଏକ ଆବେଦନ ଉପରେ ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ୍ । ଡର୍ମାଟୋଲୋଜିଷ୍ଟ ଜହିର୍ ଅହମ୍ମଦଙ୍କ ଆବେଦନ ଉପରେ ଶୁଣାଣି କରି କୋର୍ଟ୍ କହିଛନ୍ତି ଯେ, “ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ହେୟ ଜ୍ଞାନ କରାଯାଇପାରିବ ନାହିଁ । ତେଣୁ ଏହା ଉପରେ ତୁରନ୍ତ ରୋକ୍ ଲଗାଇବା ଉଚିତ୍” । ଆବେଦନ କର୍ତ୍ତା ଆବେଦନରେ ଦର୍ଶାଇଥିଲେ ଯେ ସବୁ ନିୟମକୁ ଉଲ୍ଲଂଘନ କରାଯାଇ ଅନଲାଇନରେ ମେଡିସିନ୍ ବିକ୍ରି କରାଯାଉଛି । ଡାକ୍ତରଙ୍କ ବିନା ପ୍ରେସକ୍ରିପ୍ସନରେ ମେଡିସିନ୍ ଦିଆଯାଉଛି । ତେଣୁ ଦିଲ୍ଲୀ ହାଇକୋର୍ଟ୍ ଏବେ ଏହା ଉପରେ ଗରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏହି ନିୟମ ଏବେ ସାରା ଦେଶରେ ଲାଗୁ ହେବ ।

India should have been declared a Hindu country: Justice Sen

India should have been declared a Hindu country at the time of independence, Justice Sudip Ranjan Sen of Meghalaya High Court stated in his judgment.
The High Court has urged the  top ministries and the parliamentarians to enact laws to allow the Hindus, Sikhs, Jains, Buddhist, Parsis, Christians, Khasis, Jaintias and Garos who have come from Pakistan, Bangladesh and Afghanistan to live in India and to be given citizenship.

UBON launches first tower speaker at Rs 14,999/-

Gadget Accessory and Consumer Electronics company UBON has launched its first tower speaker – TW-9095 Bluetooth Sound System for Rs 14,999.
“Dubbed as UBON Torpedo, the speaker delivers a sound output of 10,000 PMPO and is available at company’s website along with all leading stores and e-commerce websites across India,” stated the release.
“The Tower speaker comes in a compact design and delivers clear audio and enhanced bass.

୪ ଲକ୍ଷ କୋଟି ଟଙ୍କାର କୃଷି ଋଣ ଛାଡ଼ କରିବେ ନରେନ୍ଦ୍ର ମୋଦି !

ନିକଟରେ 5ଟି ରାଜ୍ୟ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ନୈରାଶ୍ୟ ଜନକ ଫଳାଫଳ ପରେ ଏବେ ମୋଦୀ ସରକାର ଗ୍ରାମୀଣ ଭୋଟରମାନଙ୍କୁ ଆକର୍ଷିତ କରିବା ଲାଗି ମାଷ୍ଟର ଷ୍ଟ୍ରୋକ୍‌ ଖେଳିବାକୁ ଯାଉଛନ୍ତି । ସରକାରୀ ସୂତ୍ର ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ୨୬କୋଟି କୃଷକଙ୍କ ଉପରେ ଥିବା ୪ଲକ୍ଷ କୋଟି ଟଙ୍କାର କୃଷି ଋଣ ଛାଡ଼ କରିବାର ଯୋଜନା କରୁଛନ୍ତି। ଏହା ଏଯାବତ୍ ହୋଇଥିବା ସବୁଠାରୁ ବଡ଼ ଋଣ ଛାଡ଼ ଯୋଜନା ହେବ।

ମିଜୋରାମର ୪୦ ଜଣ ବିଧାୟକଙ୍କ ମଧ୍ୟରୁ ୩୬ ଜଣ କୋଟିପତି

ମିଜୋରାମର ନବ ନିର୍ବାଚିତ ୪୦ ଜଣ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୩୬ ଜଣ କୋଟିପତି ବୋଲି ସୂତ୍ରରୁ ଜଣାପଡ଼ିଛି। ବିଧାୟକମାନଙ୍କର ସମ୍ପତ୍ତି ୩ କୋଟିରୁ ୫ କୋଟି ପାଖାପାଖି ବୃଦ୍ଧି ପାଇଛି। ସବୁଠୁ ଅଧିକ କୋଟିପତି ବିଧାୟକ ଅଛନ୍ତି ମିଜୋ ନ୍ୟାସନାଲ ଫ୍ରଣ୍ଟରୁ । ଉକ୍ତ ଦଳ ଜିଣିଥିବା ୨୬ଟି ଆସନରୁ କୋଟିପତି ବିଧାୟକମାନଙ୍କ ସଂଖ୍ୟା ୨୨। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍‌ ରିଫର୍ମସ୍ (ଏଡିଆର୍‌) ନାମକ ସଂସ୍ଥାନ ଏକଥା ତା’ର ରିପୋର୍ଟରେ ପ୍ରକାଶ କରିଛି। ବିଗତ ବିଧାନସଭାରେ ୩୦ ଜଣ କୋଟିପତି ବିଧାୟକ ଥିଲେ।

ପ୍ରଥମ ଭାରତୀୟ ଭାବେ ମନିକା ଜିତିଲେ ‘ବ୍ରେକ୍ ଥ୍ରୁ ଟେବୁଲ୍ ଟେନିସ୍ ଷ୍ଟାର୍’

ପ୍ରଥମ ଭାରତୀୟ ଭାବେ ଟେବୁଲ୍ ଟେନିସ୍ ଖେଳାଳି ମନିକା ବାତ୍ରା ‘ବ୍ରେକ ଥ୍ରୁ ଟେବୁଲ୍ ଟେନିସ୍ ଷ୍ଟାର୍’ ପୁରସ୍କାର ଜିତିଛନ୍ତି । ଏହି 23 ବର୍ଷୀୟା ଖେଳାଳି ଜଣକ ରାଜ୍ୟଗୋଷ୍ଠୀ କ୍ରୀଡ଼ା (common wealth games) ରେ 4ଟି ପଦକ ଜିତିଛନ୍ତି । ସେ ଏହି ପୁରସ୍କାର ITTF ତରଫରୁ ପାଇଛନ୍ତି । ସେ ଏହି ପୁରସ୍କାର ଗ୍ରହଣ ଅବସରରେ ନିଜର ଖୁସି ବ୍ୟକ୍ତ କରି କହିଛନ୍ତିଯେ ଚଳିତ ବର୍ଷ ତାଙ୍କ କ୍ୟାରିୟର୍ ପାଇଁ ବହୁତ ଭଲ ରହିଛି । ଏହା ତାଙ୍କୁ ଆଗକୁ ଆହୁରି ସଫଳତା ଦେବ।

Shah, BJP office bearers begin brainstorming session to review party’s electoral debacle

A shocked BJP leadership on Thursday began an important meeting of its key leaders to take stock of the factors those contributed to its decimation in Chhattisgarh and on how the saffron party strategists could not help retain power in two other crucial Hindi heartland states of Rajasthan and Madhya Pradesh.
“Amit Shah will review the election results” say party sources.