ବାଲେଶ୍ଵରରୁ ସଫଳ ପରୀକ୍ଷଣ ହେଲା ପିନାକ

ଓଡ଼ିଶାର ବାଲେଶ୍ଵରରେ ସମନ୍ଵିତ କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ ଆଜି ଆଧୁନିକ ଗାଇଡେଡ୍  ଦୂରଗାମୀ ରକେଟ୍ ପିନାକର ଦୁଇଟି ସଫଳ  ପରୀକ୍ଷଣ କରାଯାଇଛି। ଏହା  ସେନା ପାଇଁ ବହୁତ ବଡ଼ ସଫଳତା କୁହାଯାଉଛି। ଏଥର ପିନାକ ରକେଟର ଲକ୍ଷ୍ୟଭେଦ କ୍ଷମତା ୯୦ କିମି ବୃଦ୍ଧି ପାଇଛି। ପରୀକ୍ଷଣ ସମୟରେ ଉଭୟ ଗାଇଡେଡ୍ ପିନାକ ରକେଟ୍ ନିଜର ନିଶାଣକୁ ସଫଳତାର ସହ ଲକ୍ଷ୍ୟଭେଦ କରିଥିଲା। ସୂଚନା ଅନୁସାରେ ରକେଟ୍ ୯୦ କିମି ଦୂର ସ୍ଥିତ ନିଜର ନିଶାଣକୁ ଏକାଥରକେ ଧ୍ଵସ୍ତ କରିଛି। ପିନାକ ଦେଶର ପ୍ରଥମ  ସ୍ଵଦେଶୀ ନିର୍ମିତ ଦୂରଗାମୀ କ୍ଷେପଣାସ୍ତ୍ର। ଏହା ପୂର୍ବରୁ ମିନାକ-୨ ରକେଟର କ୍ଷମତା ୬୦ କିମି ଥିଲା।

 

ଏନ୍‌କାଉଣ୍ଟରରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ନିହତ

ଦକ୍ଷିଣ କାଶ୍ମୀର ତ୍ରାଲ୍ ଅଞ୍ଚଳରେ ଗତକାଲି ମଧ୍ୟରାତ୍ରରେ ହୋଇଥିବା ଏନ୍‌କାଉଣ୍ଟରରେ ମୁଦାସୀର ଓ ସଜ୍ଜାଦ ନିହତ ହୋଇଥିବା କୁହାଯାଉଛି। ତ୍ରାଲର ପିଙ୍ଗଲିଶ୍‌ ଅଞ୍ଚଳରେ ମୁଦାସୀର ଓ ଆଉ କିଛି ଆତଙ୍କବାଦୀ ଥିବା ନେଇ ସୂଚନା ପାଇବା ପରେ ସୁରକ୍ଷାକର୍ମୀମାନେ ସେଠାରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଜୈଶ୍ ଆତଙ୍କବାଦୀ ମୁଦାସୀର ଅହମଦ୍ ଖାନ୍‌ ପୁଲୱାମା ଘଟଣାର ମାଷ୍ଟରମାଇଣ୍ଡ ଥିବାେବେଳେ ଏହି ଆତଙ୍କୀ ଆକ୍ରମଣରେ ବ୍ୟବହାର କରାଯାଇଥିବା କାର୍‌ର ମାଲିକ ଥିଲେ ସଜ୍ଜାଦ । ମୁଦାସୀର ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଇଲେକ୍ଟ୍ରିକାଲ୍‌ରେ ଆଇଟିଆଇ କରିଥିଲ। ପୁଲୱାମାରେ ଆକ୍ରମଣ ପାଇଁ ସେ ଗାଡ଼ି ଓ ବିସ୍ଫୋରକ ବ୍ୟବସ୍ଥା କରିଥିବା ସମସ୍ତ ପ୍ରମାଣ ତଦନ୍ତକାରୀ ସଂସ୍ଥାକୁ ମିଳିଛି।

‘Pervasive’ rape problem?, Denmark plunges to defame just in years

In 2017 Denmark was named the second best country for gender equality in the European Union, beaten only by its neighbour Sweden.But in a report released last week, Amnesty International warned that Denmark   has “widespread sexual violence” and systemic problems in how it deals with rape,  BBC News report. Several studies say that Denmark has   highest prevalence of sexual violence in Europe.

Zoya Akhtar debuts on Cosmopolitan magazine cover

Basking in the success of ‘Gully Boy’, director Zoya Akhtar makes a debut on the magazine cover as she graces the March issue of Cosmopolitan.
Zoya Akhtar’s ‘Gully Boy’ has become a rage across the nation making every character resonate with the audience.
On the cover Zoya looks classy as she donns a white dress with minimal makeup and wavy hair left open.

Anil Kapoor lends his support to unification of ‘Bharat’ led by Bhushan Kumar

T-Series’ head honcho Bhushan Kumar has led a revolution to unite Bharat which is being supported by the entire nation.
While the industry has also extended its support, Anil Kapoor has also given a shout-out to T-Series’ journey to emerge as the highest subscribed YouTube channel.

JNU Sedition case: Delhi Police gets more time for sanctions against Kanhaiya, others

A local court on Monday granted more time to Delhi Police for filling the required sanction from the Delhi government, in a charge sheet filed in connection with the sedition case against three JNU students, including Kanhaiya Kumar, for allegedly raising anti-India slogans.
On January 14, Delhi Police had filed a charge sheet against former JNU Students including Kanaihya Kumar and others.

ବିଧାୟକ ଜିତୁ ମିତ୍ରଙ୍କ ଘରବାହୁଡ଼ା

ବିଜେଡିରେ ମିଶିଲେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର (ଜିତୁ ମିତ୍ର)। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶିଥିଲେ। ସେ ଦୁଇ ଥର ଖୋର୍ଦ୍ଧା ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଛନ୍ତି। ୨୦୦୦ରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। ୨୦୦୪ରେ ସେ ବିଜେଡିରୁ ଲଢ଼ି ବିଧାନସଭାକୁ ଯାଇଥିଲେ। ୨୦୧୪ ନିର୍ବାଚନ ବେଳେ ଜିତୁ ମିତ୍ର ବିଜେଡି ଛାଡ଼ି ବିଜେପି ଟିକେଟ୍‌ରେ ପ୍ରାର୍ଥୀ ହୋଇଥିଲେ। ତେବେ ସେ ହାରି ଯାଇଥିଲେ। ଏହି ଆସନରେ ରାଜେନ୍ଦ୍ର କୁମାର ସାହୁ ବିଜେଡି ଟିକେଟ୍‌ରେ ଲଢ଼ି ଜିତିଥିଲେ।

DGCA to take up Boeing 737 Max issue with plane maker, Jet Airways, SpiceJet

The Directorate General of Civil Aviation will take up the matter of Boeing 737 Max with plane maker company Boeing and issue a public notice later in the day, a government official said here on Monday.
The aviation regulator would also seek information from Jet Airways and SpiceJet as the two airlines have been using the Boeing 737 Max planes.

Kuldip Nayar (posthumously), Prabhu Deva, Shankar Mahadevan, Dronavalli, Sharath Achanta conferred Padma awards

Kuldip Nayar, (posthumously) Prabhu Deva, Shankar Mahadevan, Vishwanath Mohanlal, Harika Dronavalli, Sharath Achanta, Karia Munda, Hukumdev Narayan Yadav, Sukhvinder Singh Dhindsa were among those who were conferred Padma awards here on Monday. President Ram Nath Kovind conferred the prestigious awards to bevy of artists,

Jaish commander reportedly mastermind of Pulwama attack, killed

Two militants, including a commander, reportedly mastermind of fidayeen attack on CRPF convoy in which 44 personnel were martyred, were killed by security forces in an encounter which ensued during a Cordon and Search Operation (CASO), official sources on Monday said. The operation has ended and only two bodies of militants were recovered, sources said.

ଲୋକସଭା ପାଇଁ ବିଜେଡି ଦେବ ୩୩% ମହିଳା ପ୍ରାର୍ଥୀ

ଆଗାମୀ ଲୋକସଭା ନିର୍ବାଚନରେ ବିଜୁ ଜନତା ଦଳ ତରଫରୁ ୩୩% ମହିଳା ପ୍ରାର୍ଥୀ ଦିଆଯିବ ବୋଲି ଓଡିଶା ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି। କେନ୍ଦ୍ରାପଡା ଠାରେ ଆୟୋଜିତ ମିଶନ ଶକ୍ତିର ଏକ ବିଶାଳ ମହିଳା ସମାବେଶକୁ ସମ୍ବୋଧିତ କରି ନବୀନ କହିଛନ୍ତି ଯେ ବିଜୁ ବାବୁ ପଞ୍ଚାୟତ ସ୍ତରରେ ମହିଳାଙ୍କ ପ୍ରତିନିଧିତ୍ଵ ଲାଗି ପ୍ରଥମ ସୁଯୋଗ ସୃଷ୍ଟି କରିଥିଲେ। ଲୋକସଭା ରେ ମହିଳାଙ୍କ ଯଥୋଚିତ ପ୍ରତିନିଧିତ୍ଵ ପାଇଁ ଜାତୀୟ ଦଳମାନେ ଉଦ୍ୟମ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଆହ୍ଵାନ ଦେଇଥିଲେ। ଠିକ ନିର୍ବାଚନ ଘୋଷଣା ହେବାଦିନ ନବୀନଙ୍କ ଏହି ଘୋଷଣା ଏକ ରାଜନୈତିକ ମାଷ୍ଟରଷ୍ଟ୍ରୋକ ବୋଲି କୁହାଯାଇପାରେ।

ଏସଏଚଜିଗୁଡିକୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ମିଳିବ

ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ମିଶନ ଶକ୍ତି ମହିଳା ସମାବେଶରେ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଏସଏଚଜି ଗୁଡିକୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଯୋଗାଇ ଦିଆଯିବ। ନୂଆ ଏସଏଚଜିଗୁଡିକୁ  ୧୫ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଉଥିବାବେଳେ ମଣ୍ଡଳସ୍ତରୀୟ ଏସଏଚଜି ମହାସଂଘ ଗୁଡିକୁ ୨୫ଲକ୍ଷ ଟଙ୍କା ଦିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ରାପଡାରେ ଏକ କୋଟି ଟଙ୍କା ବ୍ୟୟରେ ମିଶନ ଶକ୍ତି ଭବନ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ  ଘୋଷଣା କରିଛନ୍ତି। ମହିଳାମାନଙ୍କ ବିକାଶ ପାଇଁ ତାଙ୍କ ସରକାର ବଦ୍ଧପରିକର ଥିବା କଥା ଦୋହରାଇଥିଲେ।

ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଜଣେ ୨୩ବର୍ଷୀୟ ଇଲେକ୍ଟ୍ରିସିଆନ

ପୁଲୱାମା ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଜଣେ ୨୩ ବର୍ଷୀୟ ଇଲେକ୍ଟ୍ରିସିଆନ ମୁଦାସିର ଅହମଦ ଖାନ ଓରଫ ମହମ୍ମଦ ଭାଇ। ସେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ଜଣେ ସଦସ୍ୟ। ଗତ ମାସ ୧୪ ତାରିଖରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ। ଜଣେ ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ମୁଦାସିର ବିସ୍ଫୋରଣରେ ବ୍ୟବହୃତ ଗାଡି ଓ ବିସ୍ଫୋରକ ମୁଦାସିର ହିଁ ଜବତ କରିଥିଲା। ମହଲାର ଟ୍ରାଲ ଅଞ୍ଚଳର ବାସିନ୍ଦା ମୁଦାସିର ୨୦୧୭ ମସିହାରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲା। ଆତଙ୍କବାଦୀ ନୁର ଅହମ୍ମଦ ତାନ୍ତ୍ରୀ ଦ୍ବାରା ସେ ଏହି ଆତଙ୍କବାଦୀ  ସଂଗଠନରେ ଯୋଗ ଦେଇଥିଲା। ମୁଦାସିର ସ୍ନାତକ ପରେ ଇଲେକେଟ୍ରିକାଲରେ ଆଇଟିଆଇ କରିଛି ।

ଘୋଷଣା ହେଲା ନିର୍ବାଚନ ତାରିଖ, ଓଡିଶାରେ ଏପ୍ରିଲ ୧୧,୧୮,୨୩ ଓ ୨୯ରେ ମତଦାନ

ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଦେଶରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଏପ୍ରିଲ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଦ୍ବିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୮ରେ, ତୃତୀୟ ପର୍ଯ୍ୟାୟ ଏପ୍ରିଲ୨୩ରେ ଓ ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ଏପ୍ରିଲ୨୯ରେ ହେବ। ପଞ୍ଚମ ପର୍ଯ୍ୟାୟ ମତଦାନ ମେ ୬ରେ, ଷଷ୍ଠ ପର୍ଯ୍ୟାୟ ମତଦାନ ମେ ୧୨ରେ ଓ ସପ୍ତମ ପର୍ଯ୍ୟାୟ ମତଦାନ ମେ ୧୯ ତାରିଖରେ ହେବ। ଓଡିଶାରେ ପ୍ରଥମ ୪ଟି ପର୍ଯ୍ୟାୟରେ ମତଦାନ ଏପ୍ରିଲ 11ରୁ ଏପ୍ରିଲ 29 ମଧ୍ୟରେ କରାଯିବ। ମେ୨୩ତାରିଖରେ ସାରା ଦେଶରେ ଗୋଟିଏ ଦିନରେ ଭୋଟ ଗଣତି ହେବ।

ଇଥିଓପିଆ ଏୟାରଲାଇନ୍ସ ବିମାନ ଦୁର୍ଘଟଣାଗ୍ରସ୍ତ: ୧୫୭ ମୃତ

ଇଥିଓପିଆ ଏୟାରଲାନ୍ସର ଏକ ବିମାନ ବୋଇଙ୍ଗ ୭୩୭ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନଟି ଆଡିସ ଏବାବାରୁ ନାଇରୋବି ଯାଉଥିଲା । ବିମାନରେ ୧୪୯ଜଣ ଯାତ୍ରୀ ଓ ୮ଜଣ ବିମାନ କର୍ମଚାରୀ ଥିଲେ। ଇଥିଓପିଆ ରାଜଧାନୀର ଦକ୍ଷିଣପୂର୍ବରେ ୬୨ କିଲୋମିଟର ଦୂରରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କ ମୃତ୍ୟୁ ହେଇଥିବା ସୂଚନା ମିଳିଛି। ଆଜି ସକାଳେ ଏହି ଘଟଣା ଘଟିଛି । କୋଉ କାରଣରୁ ଏଭଳି ଦୁର୍ଘଟଣା ଘଟିଛି ତାକୁନେଇ ସରକାରଙ୍କ ପକ୍ଷରୁ ତଦନ୍ତ ଜାରିରହିଛି । ଇଥିଓପିଆ ପ୍ରଧାନମନ୍ତ୍ରୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଯାତ୍ରୀ ମାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

Venezuela: Maduro thanks military for defeating ‘coup’

Venezuela’s President Nicolás Maduro has praised the armed forces for staying loyal to him and defeating a “coup” led by the US and opposition leader Juan Guaidó. During a rally, Mr Maduro also blamed Venezuela’s widespread power cuts on “cyber attacks” by the opposition, according to a BBC News report.
His remarks came during a day of protests in the country.

ବାଣୀବିହାର ହଷ୍ଟେଲରୁ ଅଣଛାତ୍ର ହଟିଲେ

ଭୁବନେଶ୍ବର ବାଣୀବିହାର ହଷ୍ଚେଲରେ ଅଣଛାତ୍ରମାନେ ଥିବା ନେଇ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଛି । ଯାଞ୍ଚରେ ଧରାପଡିଥିବା ଅଣଛାତ୍ରମାନଙ୍କୁ ହଷ୍ଟେଲରୁ ବାହାର କରାଯାଇଛି । ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କ ନିର୍ଦ୍ଦେଶରେ ଏହି ଯାଞ୍ଚ କରାଯାଇଛି । ଅଣଛାତ୍ରମାନଙ୍କ ଯୋଗୁ ବାଣୀବିହାରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଉଥିବାରୁ କର୍ତ୍ତୃପକ୍ଷ  ଏଭଳି ପଦକ୍ଷେପ ନେଇଛନ୍ତି । ଏହି ଯାଞ୍ଚ ବେଳେ ବାଣୀବିହାର ପରିସରରେ  ୪ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । ସହିଦନଗର ଥାନାରେ ପୋଲିସକୁ ଆକ୍ରମଣ ଘଟଣାରେ ବାଣୀବିହାର ହଷ୍ଟେଲରେ ରହୁଥିବା କେତେଜଣ ଅଣଛାତ୍ର ସଂପୃକ୍ତ ଥିବା ଜଣାପଡିଥିଲା । ଏହାପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଆଜି ଅପରାହ୍ନ ସୁଦ୍ଧା ଶତାଧିକ ଅଣଛାତ୍ରଙ୍କୁ ହଷ୍ଟେଲରୁ ବାହାର କରାଯାଇଛି ।

ବୁର୍ଲାରେ ସ୍ବାଇନ ଫ୍ଲୁ ରୋଗୀ ଚିହ୍ନଟ

ବୁର୍ଲାରେ ଜଣେ ସ୍ବାଇନ ଫ୍ଳୁ ରୋଗୀ ଆଜି ଚିହ୍ନଟ ହୋଇଛନ୍ତି । ସେ ଗତ ୩ ଦିନ ହେଲା ଅସୁସ୍ଥ ହୋଇ ବୁର୍ଲା ବଡମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ରକ୍ତ ନମୁନାରୁ ସେ ସ୍ବାଇନ ଫ୍ଳୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।  ସ୍ବାଇନ ଫ୍ଲୁ ଦେଖାଦେଇଥିବାରୁ ବଡମେଡିକାଲ କର୍ତ୍ତୃପକ୍ଷ ଏଥିପାଇଁ ଏକ ସ୍ବତନ୍ତ୍ର ୱାର୍ଡ ତିଆରି କରିଛନ୍ତି । ଏହି ୱାର୍ଡରେ କେବଳ ସ୍ବାଇନ ଫ୍ଲୁ ରୋଗୀମାନଙ୍କୁ ଚିକିତ୍ସା କରାଯିବ । ଦୀର୍ଘ ଦିନ ପରେ ପୁଣି ସ୍ବାଇନ ଫ୍ଲୁ ରୋଗୀ ଚିହ୍ନଟ ହୋଇଥିବାରୁ ମେଡିକାଲ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଯାଇଛି । ତେବେ ଠିକ ଭାବେ ରୋଗୀଙ୍କ ଚିକିତ୍ସା କରାଯିବ ବୋଲି ବଡମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି ।

VIP culture often risks security: PM

Prime Minister Narendra Modi on Sunday hit out at the ‘VIP’ culture in the country, saying that it often obstructs security forces in the dispensation of their duty, causing security risk at times. On the occasion of 50th Raising Day of CISF at Indirapuram of this Uttar Pradesh district,   Modi said ‘People like me often cause problems to security forces.

Protection of resources, instituions becomes challenging, when neighbour is hostile: PM

Amid ongoing tensions between India and Pakistan, Prime Minister Narendra Modi on Sunday said that when there is a hostile neighbour, problems such as militancy show up in different forms, having  impact on  atmosphere in the country. In such   situations, it becomes   a challenging job to protect the resources and institutions of growth inside the country, which also affect the internal atmosphere,

Imran has ‘penchant’ for talking on internal affairs in India, only to deflect focus: MEA

Pakistan Prime Minister Imran Khan has ‘penchant’ for issuing statements or talking about internal matters of India and the idea is only to deflect the attention, take the focus elsewhere especially when the government there comes under pressure on counter terrorism, Ministry of External Affairs  has said here. “Pakistani PM  has this penchant for issuing statements on the internal affairs of India

Encouraging children with Intellectual Disability to showcase their creative side

Intellectual Disability (ID) is a type of developmental disability used to describe a person with certain limitations in cognitive functioning and other skills, including communication and self-care. These limitations can cause a child to develop and learn more slowly or differently. Cerebral Palsy, Downs Syndrome, Autism Spectrum Disorders are few examples of intellectual disabilities.

EC likely to announce dates of LS elections

The Election Commission is expected to announce dates for the upcoming Lok Sabha on Sunday evening. The poll panel will hold a press conference at 1700 hrs here, an official from the Election Commission said. The Commission is expected to announce schedule for general elections, as well as Assembly polls in four states. Poll dates during the 2014 Lok Sabha polls were announced on March 5.

US ‘advices’ citizens not to visit Kashmir

United States issued a travel advisory for its citizens visiting India due to increased risk of ‘terrorism’ in Jammu and Kashmir and the prevailing tension in the country, an official statement said.
“US issues Level 2 travel alert for India — “exercise increased caution,” warning Americans to not visit most of Jammu and Kashmir due to “terrorism and civil unrest”

ବିଜେଡି ଛାଡ଼ିଲେ ବାବୁ ସିଂହ

ବିଜେଡ଼ିର ବାବୁ ସିଂହ ଦଳ ଛାଡ଼ି ଦେଇଛନ୍ତି ।  ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ବିଜେଡିର ଭୁବନେଶ୍ୱର ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଥିଲେ। ସେ ଆଜି ତାଙ୍କ ପଦବୀ ସହିତ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବି ଇସ୍ତଫା ଦେଇଛନ୍ତି। ଦଳ ତାଙ୍କ ପ୍ରତି ଗୁରୁତ୍ବ ନ ଦେବାରୁ ସେ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି । ସେ ଭୁବନେଶ୍ୱରର ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟ୍‌ରେ ନିର୍ବାଚନ ଲଢ଼ିବାକୁ ଆଶା ରଖିଥିଲେ। ତେବେ ବାବୁ ଏବେ କେଉଁ ଦଳରେ ଯୋଗଦେବେ, ଏନେଇ କିଛି ସୂଚନା ମିଳିପାରିନାହିଁ ।

ହଲିଉଡ୍‌ ରିମେକ୍‌ରେ ଆମୀର୍‌

ବଲିଉଡ୍‌ ମିଷ୍ଟର ପରଫେକନିଷ୍ଟ ଆମୀର୍‌ ଖାନ୍‌ ଏବେ ସୁପରହିଟ୍‌ ହଲିଉଡ୍‌ ଫିଲ୍ମ ‘ଫରେଷ୍ଟ ଗମ୍ପ୍‌’ର ହିନ୍ଦୀ ରିମେକ୍‌ରେ ନଜର ଆସିବେ । ୨୦୧୮ରେ ଫିଲ୍ମ ‘ ଦ ଠଗସ୍‌ ଅଫ୍‌ ହିନ୍ଦୁସ୍ତାନ’ ପରଦାକୁ ଆସିଥିଲା ।। ଏହି ଫିଲ୍ମଟି ଫ୍ଲପ୍‌ ହେବା ପରେ ଆମୀର୍‌ ଏବେ ନିଜ ଫିଲ୍ମ କ୍ୟାରିଅର୍‌କୁ ନେଇ ବେଶ୍‌ ଯତ୍ନବାନ ହୋଇପଡିଛନ୍ତି । ତେବେ ‘ମହାଭାରତ’ ଭଳି ଏକ ବିଗ୍‌ ବଜେଟ୍‌ର ଫିଲ୍ମ ପ୍ରସ୍ତୁତି କରିବା ନେଇ ବେଶ୍‌ ଚର୍ଚ୍ଚାରେ ରହିଥିଲେ । କିନ୍ତୁ ଏହା ପୂର୍ବରୁ ସେ ଏକ ହଲିଉଡ୍‌ ଫିଲ୍ମର ହିନ୍ଦୀ ରିମେକ୍‌ରେ ନଜର ଆସିବେ ବୋଲି ଜଣାପଡିଛି । ଆମୀର୍‌ ୧୯୯୪ ମସିହାର ସୁପରହିଟ୍‌ ହଲିଉଡ୍‌ ଫିଲ୍ମ ‘ଫରେଷ୍ଟ ଗମ୍ପ୍‌’ର ହିନ୍ଦୀ ରିମେକ୍‌ କରିବେ ବୋଲି ଜଣାପଡିଛି ।

ଲଣ୍ଡନରେ ନିରବ ମୋଦିଙ୍କୁ ନେଇ ମୋଦିଙ୍କୁ କଟାକ୍ଷ କଲା କଂଗ୍ରେସ, ମୋଦି ଅଛନ୍ତି ତ ସବୁ ସମ୍ଭବ

ପଞ୍ଜାବ ନ୍ୟାସନଲ ବ୍ୟାଙ୍କର ୧୪ ହଜାର କୋଟି ଟଙ୍କା ନେଇ ଦେଶ ଛାଡି ପଳାଇଥିବା ପଳାତକ ନିରବ ମୋଦି ଲଣ୍ଡନରେ ରହୁଛନ୍ତି । ତେବେ ନିରବ ମୋଦିଙ୍କୁ ଲଣ୍ଡନରେ ଠାବ କରାଯିବା ପରେ ଏହାକୁ ନେଇ କଂଗ୍ରେସ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । କଂଗ୍ରେସର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେଓ୍ବାଲା ଟ୍ବିଟ୍‌ କରି କହିଛନ୍ତି ଯେ – ଦେଶରୁ ଟଙ୍କା ନେଇ ବିଦେଶରେ ଅୟସ କରୁଛନ୍ତି ନିରବ ମୋଦି, କାରଣ ତାଙ୍କ ଭାଇ ନରେନ୍ଦ୍ର ମୋଦି  ଯେତେବେଳ ଚୗେକିଦାର ଅଛନ୍ତି, ସେ କାହାକୁ ବା କାହିଁକି ଡରିବେ, କାରଣ ମୋଦି ଅଛନ୍ତି ତ ସବୁ ସମ୍ଭବ ।

ପାଟଣାଗଡ଼ ମେଡିକାଲ୍‌ରୁ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର, ୨ଗିରଫ

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରୁ ଗତ ବୁଧବାର ମଧ୍ୟାହ୍ନରେ ଚୋରି ହୋଇଥିବା ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଜଣେ ମହିଳା ଶିଶୁପୁତ୍ରକୁ ଚୋରି କରି ଫେରାର ହୋଇଯାଇଥିବା  ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କ୍ରମେ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଫୁଟେଜରେ ଜଣେ ମହିଳା ଓ ପୁରୁଷ ଏକ ବାଇକ୍‌ରେ ଶିଶୁପୁତ୍ରକୁ ଚୋରି କରି ନେଇଥିବା ଜଣାପଡ଼ିଥିଲା। ବାଇକ୍‌ ନମ୍ବରକୁ ଆଧାର କରି ପୋଲିସ୍‌ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା । ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଗିରଫ କରିବା ସହିତ ଉକ୍ତ ଶିଶୁ ପୁତ୍ରକୁ ଉଦ୍ଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି।

ରାଫେଲ୍‌ ମାମଲାରେ ସରକାରଙ୍କ ୟୁଟର୍ଣ୍ଣ : ଚୋରି ନୁହେଁ ଏହାର ନକଲ କଢାଯାଇଛି

ରାଫେଲ୍‌ ଦସ୍ତାବିଜ୍‌ ଚୋରି ହେବା ଅଭିଯୋଗ ପରେ ବିରୋଧୀଙ୍କ କଡ଼ା ସମାଲୋଚନା ପରେ ଆଜି ଏହି ମାମଲାରେ ସରକାର ୟୁ ଟର୍ଣ୍ଣ ନେଇଛନ୍ତି । ରାଫେଲ୍‌ ସମ୍ପର୍କିତ ଦସ୍ତାବିଜ୍‌ ଚୋରି ହୋଇନି ବରଂ ଏହାର ଫଟୋକପି କରାଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛନ୍ତି । ଏହାପରେ ଆଜି କୋର୍ଟରେ ଆଟର୍ନି ଜେନେରାଲ କେ କେ ବେଣୁଗୋପାଳ କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରାଳୟରୁ ରାଫେଲ ଡକ୍ୟୁମେଂଟ ଚୋରି ହୋଇନଥିବାର ସ୍ପଷ୍ଟ କରିଛନ୍ତି ।  ଏହାକୁ ନେଇ କଂଗ୍ରେସର ବରିଷ୍ଠ ମନ୍ତ୍ରୀ ପି. ଚିଦାମ୍ବରମ୍‌ କଟାକ୍ଷ କରି କହିଛନ୍ତି ଯେ, ଚୋର ବୋଧହୁଏ ଗୋଟିଏ ଦିନ ଭିତରେ ଚୋରି ଫାଇଲ୍‌ ଫେରାଇଦେଲା ।’

ହାତ ଛାଡ଼ି ଶଙ୍ଖ ଧରିଲେ ସୁନିତା

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା ବିଶ୍ବାଳ ଆଜି କଂଗ୍ରେସ ଛାଡ଼ି ବିଜେଡିରେ ମିଶିଛନ୍ତି । ନବୀନ ନିବାସରେ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଛନ୍ତି ସୁନୀତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନୀତାଙ୍କୁ ସ୍ୱାଗତ କରିଛନ୍ତି । ପୂର୍ବରୁ ଝାରସୁଗୁଡ଼ା ବିଧାୟକ ନବ ଦାସ ଓ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବାବେଳେ ଏବେ ସୁନ୍ଦରଗଡ଼ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଥିବା ସୁନିତା ବିଜେଡ଼ିରେ ପ୍ରବେଶ କରିଛନ୍ତି । କଂଗ୍ରେସ ନେତାଙ୍କ ବିଜେଡିରେ ମିଶିବାକୁ ନେଇ ସୁନ୍ଦରଗଡ଼ ଜିଲ୍ଲାରେ ତଥା ରାଜ୍ୟରେ କଂଗ୍ରେସର ଚିନ୍ତା ବଢିଯାଇଛି ।

ଗୁଜରାଟରେ ଦ୍ୱିତୀୟ ଥର କ୍ୟାବିନେଟ୍‌ ସମ୍ପ୍ରସାରଣ : ଚଭଡ଼ାଙ୍କୁ ମିଳିଲା କ୍ୟାବିନେଟ୍‌

ଦ୍ୱିତୀୟଥର ପାଇଁ କ୍ୟାବିନେଟ୍‌ ସମ୍ପ୍ରସାରଣ କରିଛନ୍ତି ଗୁଜରାଟ ସରକାର । ଜଣେ ବିଜେପିର ବରିଷ୍ଠ ନେତା ଏବଂ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ୨ ଜଣ ବିଧାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି । ଶୁକ୍ରବାର ଦିନ ବିଜେପିରେ ମିଶିଥିବା କଂଗ୍ରେସ ବିଧାୟକଙ୍କ ଜୱାହର ଚଭଡ଼ା କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିବାବେଳେ ଅନ୍ୟ ୨ ଜଣ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି। ୩ ନୂଆ ମନ୍ତ୍ରୀଙ୍କ ସହ ରୂପାନୀ ସରକାରରେ ମନ୍ତ୍ରୀସଂଖ୍ୟା ୨୪ରେ ପହଞ୍ଚିଛି ।

ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରୁ ନୂଆ ପାକିସ୍ତାନ – ବୈଦେଶିକ ମନ୍ତ୍ରଣାଳୟ

ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ- ଏ – ମହମ୍ମଦ ବିରୋଧରେ ପାକ ସରକାର ଏଯାଏ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ବରଂ ଏହି ଆତଙ୍କୀ ସଂଗଠନକୁ ସୁରକ୍ଷା ଦେଇ ଆସୁଛନ୍ତି । ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଆତଙ୍କବାଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିବା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।  ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ତାଙ୍କ ଚିନ୍ତାଧାରାରେ ନୂଆ ପାକିସ୍ତାନ କଥା କହୁଥିବାବେଳେ ଜୈଶ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ବିଫଳ ରହିଛନ୍ତି । ଗୋଟିଏ ପଟେ ଆତଙ୍କବାଦକୁ ସହଯୋଗ କରିବେ ନାହିଁ ବୋଲି ଇମ୍ରାନ୍‌ ଖାନ୍‌ କହୁଥିବାବେଳେ ଜୈଶ୍‌ଙ୍କୁ ଘୋଡେଇ ରଖିବା ତାଙ୍କର ଦୋମୁହାଁ ନୀତିକୁ ପ୍ରମାଣିତ କରୁଛି ।

ମାସୁଦ୍‌କୁ ନେଇ ମୋଦିଙ୍କୁ ଟାର୍ଗେଟ୍‌ କଲେ ରାହୁଲ୍‌

କର୍ଣ୍ଣାଟକର ହାବେରୀ ଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି, ବିଜେପି ନେତୃତ୍ୱକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି । ସେ କହିଛନ୍ତି, ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ । ଏହି ଘଟଣାର ମାଷ୍ଟରମାଇଣ୍ଡ ଜୈସ-ଏ-ସଂଗଠନର ମୁଖ୍ୟ ମାସୁଦ ଆଜହରକୁ ପାକିସ୍ତାନରେ ଛାଡ଼ିଲା କିଏ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ୍‌ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ମିଜୋରାମରେ ବନ୍ଦ ହେବ ମଦ ବିକ୍ରି

ମିଜୋରାମରେ ପୁଣି ଥରେ ମଦ ବିକ୍ରି ଉପରେ ଅଙ୍କୁଶ ଲାଗିବ । ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ବିଲ୍‌କୁ ମଂଜୁରୀ ମିଳିଛି । ମିଜୋରାମରେ ମଦ ବିକ୍ରି ନିଷେଧ ବିଲ୍‌ ୨୦୧୯କୁ ବିଧାନସଭାରେ ପେଶ୍‌ କରାଯିବ । ୨୦ ମାର୍ଚ୍ଚରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ରହିଛି । ସତ୍ତାରେ ଥିବା ମିଜୋ ନେଶନ୍‌ ଫ୍ରଣ୍ଟ ଗତ ବର୍ଷ ନଭେମ୍ବରରେ ବିଧାନସଭାରେ ସମ୍ପୂର୍ଣ୍ଣ ମଦ ବିକ୍ରି ନିଷେଧ ଜାରି କରିବାର ଘୋଷଣା କରିଥିଲେ । ଏବେ ଏମ୍‌ଏନ୍‌ଏଫ୍‌ ପ୍ରମୁଖ ତଥା ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ମଦ ନିଷେଧ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

Former Congress CM Hemananda Biswal’s daughter joins BJD

In a significant political development former Congress cm Hemananda Biswal’s daughter Sunita Biswal joined the Biju Janata Dal (BJD) today. Chief minister Naveen Patnaik inducted her into the party fold when Sunita along with former Congress MLA Naba kishore Das and their supporters met the chief minister and BJD supremo at Naveen Nivas. Patnaik said the joining of Sunita who was the working president of Congress party for Sundargarh district, will strengthen the party.

Saudi Oil Minister on a private visit, likely to talk to Dharmendra Pradhan: Sources

Saudi Oil Minister Khalid al-Falih, during his stopover in Delhi to attend the wedding of Akash Ambani, son of Mukesh Ambani on Saturday, is likely to have some chats with Union Petroleum and Natural Gas Minister Dharmendra Pradhan, sources. The meeting between them will take place less than two months before the US waivers for Iranian oil customers to continue importing oil from Iran at reduced volumes expires.

Journalists’ body to observe protest week from March 13

The National Alliance of Journalists (NAJ) on Saturday said it will observe protest and vigilance week from Wednesday on wards to call for an end to increasing threats to media persons. The NAJ general secretary M Koteswara Rao said such threats, such as Rafale deal, constituted dangers not only on the freedom of the press but threatened journalism and the journalists on the eve of announcement of national elections.

Chidambaram slams Modi govt over jobs

Former finance minister P Chidambaram on Saturday attacked the Narendra Modi government for its alleged ‘failure’ in creating job opportunities as promised. In a series of tweets, the senior Congress leader said, ‘the top three issues in the elections will be jobs, jobs and jobs.’ Congress has been alleging that the Modi government has failed to meet its promise of creating 2 crore jobs every year.

Armed forces were denied permission to avenge 26/11 : PM

Launching a scathing attack on the Congress and other opposition parties , PM Modi on Saturday charged the previous UPA Government of denying permission to the armed forces for avenging the 26/11 Mumbai attacks in 2008. Addressing a gathering after launching several developmental projects here, in presence of Culture Minister Mahesh Sharma and Uttar Pradesh chief Minister Yogi Adityanath, PM Modi slammed the opposition for demanding proof of the Uri surgical strikes and the Balakot air strikes.

Hope for amicable solution on Ayodhya issue emerges after SC sets up mediation team

A ray of hope has emerged for amicable solution of the vexed Ayodhya issue, after a three-member mediation team was announced on Friday by the Supreme Court, for the first time in the history. People from across the sections have welcomed the move of the apex court, though the litigants think that they should be part of the team or someone from temple city should be given representation.

US Fed taking “wait-and-see” approach on policymaking: chairman

Chairman of the U.S. Federal Reserve Jerome Powell said Friday that the central bank has adopted a “patient, wait-and-see approach” on its monetary policymaking process, while more details about balance sheet normalization were on the way. Speaking at Stanford University in California, Powell said there is no need to make a quick change to the Fed’s policy.

US Ambassador to India visits Raj Bhavan

United States Ambassador to India Kenneth I Juster made his maiden visit to Raj Bhavan, Dona Paula, near the city on Friday. Mr Juster was welcomed by Goa Governor Mridula Sinha. He was informed about various issues regarding economic growth, social harmony and art and culture of Goa. Mr Juster was very much impressed by the architecture and aesthetic view of Raj Bhavan.

Kartarpur talks are no resumption of dialogues with Pakistan: MEA

India on Saturday made it categorically clear that Kartarpur talks scheduled to be held on March 14 have nothing to do with resumption of talks with Pakistan. “Let me make it very clear that Kartarpur talks are not in any way related to resumption of dialogues…It is related to emotions and sentiments of Indian citizens and our decision to meet reflects our strong commitment to operationalise Kartarpur sahab corridor,” MEA spokesman Raveesh Kumar told reporters here.

Nirav Modi extradition request pending with UK government: MEA

The government on Saturday said the India is taking all steps necessary for extradition of fugitive businessman Nirav Modi, and the United Kingdom is still considering the request. “You are aware that we have made a request for extradition of Nirav Modi in August last year. The status remains the same. UK is still to respond or is still considering our request,” MEA spokesman Raveesh Kumar told reporters here.

Balakot Air strikes: Modi’s popularity surges to 62% ; Rahul’s rating sinks by 8%

The decisive IAF Air strikes at Balakot terror training camps in Pakistan occupied Kashmir (PoK) on February 26 has boosted Prime Minister Narendra Modi’s popularity surged to 62 per cent as per the National approval ratings debated on the National Republic TV last night, Concerned Citizens’ Forum (CCF), a group of patriotic Indian citizens, said.

Official poster for FIFA Women’s World Cup France 2019 unveiled

The official poster for the FIFA Women’s World Cup France 2019 was unveiled here on Friday to coincide with International Women’s Day. The official poster reflects the theme of the tournament: ensuring a level playing field for women’s football and empowerment through football for girls, women and society in general. The poster has a woman’s face as the central feature, set against the background of a football.

Pak denying Jaish-e-Mohammad role in Pulwama attack, despite Jem claims: MEA

India on Saturday said that it is surprising that Pakistan continues to deny the involvement of Jaish-e-Mohammad in Pulwama attack despite ‘ownership’ of the attack by Jem and asserted that the non-military strike on the JeM camp on February 26 achieved its desired objective. “It is regrettable that Pakistan is still continuing to deny Jaish-e-Mohammad’s own claim of taking the ownership of Pulwama attack,” MEA spokesman Raveesh Kumar told reporters here.

Pak asks ICC to take notice of Team India wearing military caps

Pakistan on Saturday urged the International Cricket Council (ICC) to take notice of the Indian team wearing military caps during the third One Day International (ODI) against Australia. Indian team had wore military caps during 3rd One-Day International against Australia in Ranchi on Friday, to show solidarity for the Pulwama terror attack martyred soldiers.

UN chief calls for “new vision” of gender equality, women’s rights

Investing in women and respecting their human rights is the surest way to lift communities, companies and countries, and to achieve the 2030 Agenda for Sustainable Development, said the UN Secretary-General Antonio Guterres on Friday. In his remarks for the observance of International Women’s Day, the UN chief called for “a new vision of equality and opportunity so that half the world’s population can contribute to all the world’s success.”

Indo-Pak tensions: Nuclear threat alarms world community

US media has warned that the Kashmir issue could lead to a nuclear conflict in South Asia. A senior US Senator Mitt Romney said terrorists continue to stoke tensions between India and Pakistan. The US Central Command (CENTCOM), underscored the need to fight militancy for restoring peace Kashmir. “Militants operating out of Pakistan and Afghanistan continue to threaten Afghan stability as well as stoke tensions between Pakistan and India,”.