Maoists warn villagers against mobile phone use in Odisha

Panic has gripped the Swabhiman area of Odisha’s Malkangiri district after Maoists threatened the locals not to use mobile phones. The Maoists warned the residents of Orapadar village under Andrapalli panchayat against using mobile phones. The message said that any villager found using a mobile phone will be punished by the Praja court. Sources said that the Maoists are stopping the locals from informing police about their presence and movement.

Sonowal appeals for peace amid tension in Assam

Assam Chief Minister Sarbananda Sonowal on Thursday appealed to the people of the state to maintain peace and calm as violent protests continued to break out in most parts of the state over several days against the Citizenship (Amendment) Bill, 2019. “I assure the people of Assam full protection to ensure their idenitity as a whole,” Sonowal said in a statement here.

ତେଲେଙ୍ଗନା ପୋଲିସର ଏନ୍‌କାଉଣ୍ଟର ମାମଲା: ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୨/୧୨: ହାଇଦ୍ରାବାଦଠାରେ ଭେଟେନାରୀ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ହୋଇଥିବା ଏନକାଉଣ୍ଟର ଉପରେ ସୁପ୍ରିମକୋର୍ଟରେ ଶୁଣାଣୀ ଆରମ୍ଭ ହୋଇଛି। ଏନକାଉଣ୍ଟର କରିଥିବା ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଥିବା ମାମଲାରେ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ ଏହି ମାମଲାର ସ୍ୱତନ୍ତ୍ର ଯାଂଚ କରାଯିବା ଆବଶ୍ୟକତା ରହିଛି ବୋଲି କହିଛନ୍ତି ସୁପ୍ରିମ୍‌କୋର୍ଟ ଏହି ମାମଲା ପାଇଁ ତିନି ସଦ୍ୟସୀୟ ତଦନ୍ତ କମିଟି ଗଠନର ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବତନ ସୁପ୍ରିମ୍‌କୋର୍ଟ ବିଚାରପତି ବିଏସ୍‌ ସିରପୁରକରଙ୍କ ନେତୃତ୍ବରେ ତିନିଜଣିଆ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ତେଲେଙ୍ଗାନାରେ 9 ଶହ କୋଟି ନିବେଶ କରିବ ୟୋଙ୍ଗୋନ୍‌

କୋରିଆନ୍‌ କପଡା ନିର୍ମାଣକାରୀ କମ୍ପାନୀ ୟୋଙ୍ଗୋନ୍‌ ତେଲେଙ୍ଗାନାରେ 9 ଶହ କୋଟି ନିବେଶ କରିବାକୁ ଯାଉଛି । ତେଲେଙ୍ଗାନା ସରକାରଙ୍କ ସହିତ ୟୋଙ୍ଗୋନ୍‌ କମ୍ପାନୀ ଏ ନେଇ ଏକ ରାଜିନାମା ସ୍ବାକ୍ଷର କରିଛି । ଓ୍ବାରାଙ୍ଗଲରେ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ନିର୍ମାଣ ହେବାକୁ ଥିବା କାକତ୍ତୀୟ ମେଗା ଟେକ୍ସଟାଇଲ୍‌ ପାର୍କ ପ୍ରକଳ୍ପରେ ଏହି ଅର୍ଥ ନିବେଶ କରାଯିବ ବୋଲି ଜଣାପଡିଛି । ବୁଧବାର ହୋଇଥିବା ରାଜିନାମା ଅନୁଯାୟୀ 290 ଏକର ସ୍ଥାନରେ ଏହି ଟେକ୍ସଟାଇଲ ପାର୍କ ପ୍ରତିଷ୍ଠିତ ହେବ । କେଏମ୍‌ଟିପି ଦ୍ବାରା 12 ହଜାର ନୂତନ ନିଯୁକ୍ତି ସୃଷ୍ଟି ହେବ ବୋଲି ସୂଚନା ଦିଆଯାଇଛି ।

ଜୟେସ ଭାଇ ଜୋରଦାର୍‌ରେ ବଲିଉଡ୍‌ ପଦାର୍ପଣ କରିବେ ଶାଲିନୀ ପାଣ୍ଡେ

ତେଲୁଗୁ ଫିଲ୍ମ ଅଭିନେତ୍ରୀ ଶାଲିନୀ ପାଣ୍ଡେ ନିଜର ବଲିଉଡ୍‌ ପଦାର୍ପଣ କରିବାକୁ ଯାଉଛନ୍ତି । ୟଶ୍‌ରାଜ୍‌ ବ୍ୟାନରର ଚଳଚିତ୍ର ଜୟେଶ ଭାଇ ଜୋରଦାର୍‌ ଜରିଆରେ ନିଜର ବଲିଉଡ୍‌ ପଦାର୍ପଣ କରିବାକୁ ଯାଉଛନ୍ତି ଶାଲିନୀ । ଫିଲ୍ମରେ ରଣବୀର ସିଂହ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ବୁଧବାର ଶାଲିନୀ ଲିଡିଂ ଲେଡି ଭୂମିକାରେ ନଜର ଆସିବାକୁ ଯାଉଥିବା ଜଣାପଡିଛି । ଏହି ଫିଲ୍ମରେ ଦିବ୍ୟାଙ୍ଗ ଠକ୍କର ନିର୍ଦ୍ଦେଶକ ଭାବରେ ପଦାର୍ପଣ କରିବାକୁ ଯାଉଛନ୍ତି । ତାମିଲ ଫିଲ୍ମ 100% କାଧାଲରେ ନଜର ଆସିବାକୁ ଯାଉଛନ୍ତି ଶାଲିନୀ ।

ସକାଳ 9ଟା ସୁଦ୍ଧା ଝାରଖଣ୍ଡରେ 13.05 ପ୍ରତିଶତ ମତଦାନ

ଝାରଖଣ୍ଡରେ ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ସକାଳ 7ଟାରୁ ଅନୁଷ୍ଠିତ ହୋଇଛି । ସକାଳ 9ଟା ସୁଦ୍ଧା 13.05 ପ୍ରତିଶତ ମତଦାନ ହୋଇଛି । 17ଟି ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ 309 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏହି ସମୟରେ ସିଲ୍ଲିରେ ସର୍ବାଧିକ 16.35 ପ୍ରତିଶତ ମତଦାନ ହୋଇଥିବା ବେଳେ ଧାନବାଦରେ ସର୍ବନିମ୍ନ 7.57 ପ୍ରତିଶତ ଭୋଟଗ୍ରହଣ ହୋଇଛି ।

ଆସାମରେ କର୍ଫ୍ୟୁ : ପରସ୍ଥିତି ନିୟନ୍ତ୍ରଣ ପାଇଁ ଆସାମ ଓ ତ୍ରିପୁରାରେ 8 କମ୍ପାନୀ ସେନା ମୁତୟନ

ନାଗରିକତ୍ବ ସଂଶୋଧନ ବିଲ୍‌କୁ ନେଇ ଉତ୍ତର ପୂର୍ବୀୟ ରାଜ୍ୟ ଗୁଡିକରେ ଆନ୍ଦୋଳନ ଚାଲିଥିବା ବେଳେ ଗତକାଲି ଠାରୁ ଆସାମରେ କର୍ଫ୍ୟୁ ଜାରି କରାଯାଇଛି । ଗତକାଲି ଠାରୁ ରାଜ୍ୟରେ ଇଣ୍ଟରନେଟ ଏବଂ ମୋବାଇଲ ସେବା ବନ୍ଦ କରାଯାଇଥିବା ବେଳେ ଗୁରୁବାର 8 କମ୍ପାନୀ ଯବାନଙ୍କୁ ମୁତୟନ କରାଯାଇଛି । ନାଗରିକତ୍ବ ବିଲ ସଂଶୋଧନକୁ ନେଇ ସମ୍ପୂର୍ଣ୍ଣ ଆସାମରେ ଆନ୍ଦୋଳନ ଚାଲିଥିବା ବେଳେ 70ରୁ ଅଧିକ ଟ୍ରେନ୍‌ ଏବଂ 30ରୁ ଅଧିକ ବିମାନ ଚଳାଚଳ ବାତିଲ କରାଯାଇଛି । ଆସାମ ସମେତ ତ୍ରିପୁରାରେ ମଧ୍ୟ 3 କମ୍ପାନୀ ଯବାନ ମୁତୟନ କରାଯାଇଛି ।

ଜମ୍ମୁ କାଶ୍ମୀରରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ

ଜମ୍ମୁ କାଶ୍ମୀରର କାଠୁଆରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ କରାଯାଇଛି । ଏହି ମୋର୍ଟାର ମାଡରେ 5ରୁ 6ଟି ଘର କ୍ଷତିଗ୍ରସ୍ତ ହୋଇଛି । ମୋର୍ଟାର ମାଡ ସମୟରେ ଘରର ସମସ୍ତ ସଦସ୍ୟ ବଙ୍କରରେ ରହିଥିବାରୁ କୌଣସି ମୃତାହତ ହୋଇନଥିଲା । ବୁଧବାର ରାତି 8.30ରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ଏହି ମୋର୍ଟାର ମାଡ କରାଯାଇଥକିଲା । ବୁଧବାର ଦିନ କାଠୁଆର ରଥୁଆ ଏବଂ ପନ୍‌ସାର ଅଞ୍ଚଳରେ ଏହି ମୋର୍ଟାର ମାଡ କରାଯାଇଛି । ଏହାପରେ ଭାରତୀୟ ଯବାନଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା ।

ଝାରଖଣ୍ଡରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ 17ଟି ଆସନ ପାଇଁ ଭୋଟ ଗ୍ରହଣ

ଝାରଖଣ୍ଡରେ ଅନୁଷ୍ଠିତ ହେଉଥିବା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆଜିଠାରୁ ଆରମ୍ଭ ହୋଇଛି । 81 ଆସନ ବିଶିଷ୍ଟ ଝାରଖଣ୍ଡ ବିଧାନସଭାରେ ଆଜି 17ଟି ଆସନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି । କଡା ସୁରକ୍ଷାକ ବ୍ୟବସ୍ଥା ମଧ୍ୟରେ ସକାଳ 7ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ 3ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଜାରି ରହିବ । କେବଳ ରାଞ୍ଚି,ହାଟିଆ, କାଙ୍କେ, ରାମଗଡ ଏବଂ ବର୍କଥାରେ ଅପରାହ୍ନ 5ଟା ଯାଐଁ ଭୋଟ ଗ୍ରହଣ ଜାରି ରହିବ ।

ନାବାଳିକା ଦୁଷ୍କର୍ମ ଉଦ୍ୟମ : ସମ୍ପର୍କୀୟ ଭାଇ ଗିରଫ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଟାଉନ ଥାନା ପୁଲିସ୍‌ ତାଙ୍କ ସମ୍ପର୍କୀୟ ଭାଇକୁ ଗିରଫ କରିଛି । ବୁଧବାର ସନ୍ଧ୍ୟାରେ 15 ବର୍ଷୀୟା ନାବାଳିକାଜଣକ ଘରେ ଏକୁଟିଆ ଥିଲେ । ଏହାର ସୁଯୋଗ ନେଇ ତାଙ୍କ ସମ୍ପର୍କୀୟ ଭାଇ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ୍‌ ଅଭିଯୁକ୍ତ ବାପୁନ ଦାସକୁ ଗିରଫ କରିଥିଲା ।

Third phase of polling begins for 17 Jharkhand seats

The third phase of polling began on Thursday morning on 17 constituencies in Jharkhand, which votes in five phases to elect 81 members of the legislative assembly. The voting commenced at 7 a.m., amidst tight security arrangements.
While the polling exercise on five seats – Ranchi, Hatia, Kanke, Ramgarh and Barkatha will continue from 7 a.m. to 5 p.m. , voters in the remaining constituencies can vote till 3 p.m.

ପ୍ରତ୍ୟାବର୍ତ୍ତନ ଟେଷ୍ଟରେ ବରୋଦା ବିପକ୍ଷରେ ପୃଥ୍ବୀ ଶଙ୍କ ଦ୍ବିଶତକ

ମୁମ୍ବାଇର ୟଙ୍ଗ ସେନସେସନ୍‌ ପୃଥ୍ବୀ ଶ ରଣଜୀ ଟ୍ରଫିରେ ଦ୍ବିଶତକ ହାସଲ କରିଛନ୍ତି । ବରୋଦା ବିପକ୍ଷ ମୁକାବିଲାର ଦ୍ବିତୀୟ ଇନିଂସରେ ଶ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି । ମୁମ୍ବାଇର ଦ୍ବିତୀୟ ଇନିଂସରେ ଶ 179ଟି ବଲ୍‌ର ସମ୍ମୁଖୀନ ହୋଇ 202 ରନ୍‌ ସଂଗ୍ରହ କରିଥିଲେ । ଶଙ୍କ ଇନିଂସ ମଧ୍ୟରେ 19ଟି ଚୌକା ଏବଂ 7ଟି ଛକ୍କା ସାମିଲ ଥିଲା । ଦୀର୍ଘ 8 ମାସର ବ୍ୟବଧାନ ପରେ 4 ଦିନିଆ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିବା ଶ ପ୍ରଥମ ଇନିଂସରେ ମଧ୍ୟ 66 ରନ୍‌ର ଇନିଂସ ଖେଳିଥିଲେ ।

ମହିଳାଙ୍କୁ ଅସଦାଚରଣ ଅଭିଯୋଗ : କୋଲକାତାରେ 64 ବର୍ଷୀୟ ବୃଦ୍ଧ ଗିରଫ

ଦେଶରେ ମହିଳାଙ୍କ ପ୍ରତି ହିଂସା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମାଞ୍ଚଳ ନୁହେଁ ମେଟ୍ରୋ ସହରରେ ମଧ୍ୟ ସମାନ ଅବସ୍ଥା ଲାଗି ରହିଛି । କୋଲକାତାରେ ଏପରି ଏକ ଘଟଣା ସମ୍ମୁଖକୁ ଆସିଛି । ଜଣେ 26 ବର୍ଷୀୟ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ 64 ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରାଯାଇଛି । ବୁଧବାର କୋଲକାତାର ଦମ୍‌ଦମ୍‌ ମେଟ୍ରୋ ଷ୍ଟେସନ୍‌ରେ ଏହି ଘଟଣା ଘଟିଛି । ମହିଳାଙ୍କ ଅଭିଯୋଗ କ୍ରମେ ବୃଦ୍ଧଙ୍କୁ ଗିରଫ କରାଯାଇଥିଲା ।

KJo, Gauri Khan recreate ‘Kuch Kuch Hota Hai’ at ’90s theme party

Filmmaker Karan Johar channeled his inner Rahul from “Kuch Kuch Hota Hai” and superstar Shah Rukh Khan’s wife Gauri dressed up as Tina from the film for a nineties Bollywood theme party. Karan on Tuesday night shared a string of photographs of their look from the party. One picture even had an “embarrassed” Shah Rukh photobombing,

With coffers empty, Thackeray demands GST dues from Centre

With the state coffers empty, Maharashtra Chief Minister Uddhav Thackeray has demanded the centre plough back its total outstandings on account of GST-IGST of over Rs 15,500 crore, an official said on Wednesday. In a letter to Finance Minister Nirmala Sitharaman, Thackeray said this includes Goods & Services Tax compensation of Rs 8,611.76 crore and the rest arrears .

The world is watching: UN Chief at climate talks

United Nations Secretary General Antonio Guterres on Wednesday in a stern warning called on the nations advocating for fossil fuels and creating roadblocks in carbon neutral transition asking them to end those activities soon. “I also call on anyone who is still lobbying their governments for a slow transition or even no transition – to end those activities now.

Bill to amend welfare of Parents and Senior Citizens Act in LS

The government on Wednesday introduced a Bill to amend a 12-year-old existing law providing the welfare of senior citizens and parents and expand some existing definitions such as maintenance, welfare, children and parents.
The Maintenance and Welfare of Parents and Senior Citizens (Amendment) Bill, 2019 has provisions to arraign sons-in-law and daughters-in-law if they fail to look after their aged in-laws.

ସାଟେଲାଇଟ୍‌ ଇମେଜିଂ ଉପଗ୍ରହ ରିସାଟ୍‌-2ବିଆର1ର ସଫଳ ଉତ୍‌କ୍ଷେପଣ

ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନ (ଇସ୍ରୋ)କୁ ଆଉ ଏକ ସଫଳତା ମିଳିଛି । ସାଟେଲାଇଟ ଇମେଜିଂ ଉପଗ୍ରହ ରିସାଟ୍‌-2ବିଆର1 ସହିତ ଅନ୍ୟ 9ଟି ବିଦେଶୀ ଉପଗ୍ରହର ଉତ୍‌କ୍ଷେପଣ କରିଛି ଇସ୍ରୋ । ରିସାଟ୍‌-2ବିଆର1ର ଓଜନ 628 କିଗ୍ରା ରହିଥିବା ବେଳେ ଭୂପୃଷ୍ଠରୁ ଏହା 576 କିମି ଉଚ୍ଚ 37 ଡିଗ୍ରୀରେ ଅବସ୍ଥାନ କରିବ । ପିଏସ୍‌ଏଲ୍‌ଭି-ସି48 ଜରିଆରେ ଏହି ଉତ୍‌କ୍ଷେପଣ ହୋଇଥିଲା । ରିସାଟ୍‌-2ବିଆର1 ସହିତ 9ଟି ବିଦେଶୀ ଉପଗ୍ରହ ମଧ୍ୟ ଉତ୍‌କ୍ଷେପଣ କରାଯାଇଛି । ଏହା ମଧ୍ୟରେ ଆମେରିକାର 6ଟି ଉପଗ୍ରହ ରହିଥିବା ବେଳେ ଇସ୍ରାଏଲ, ଇଟାଲୀ ଏବଂ ଜାପାନର ଗୋଟିଏ ଲେଖାଏଁ ଉପଗ୍ରହ ରହିଛି ।

History in making, PSLV-C48 with RISAT-2BR1 and 9 commercial satellites lifts off

ISRO’s workhorse launch vehicle in its Golden Jubilee flight, PSLV-C48, carrying the ‘sharp eyed’ 628 kg radar imaging earth observation satellite and nine foreign satellites, blasts off from the SHAR Range here today. After a 22.45 hr countdown, the 44.4m tall vehicle, lifted off majestically from the First Launch Pad as scheduled at 1525 hrs, belching orange fumes & a rumble that shook the earth.

BJP ally JD-U supports Citizenship Amendment Bill in RS

BJP ally JD(U) supported the Citizenship Amendment Bill 2019 in the Rajya Sabha on Wednesday. JD(U) member Ram Chandra Prasad Singh said his party supports the Bill. “I am supporting this Bill. I was really amazed about this Bill and what is being discussed in the House.” He claimed that the bill is simple that the persecuted people who will be given citizenship

CPI(M) not to support CAB in Rajya Sabha

The Communist Party of India (Marxist) claims that they are not supporting the Citizenship (Amendment) Bill 2019 in the Rajya Sabha on Wednesday. CPI(M) member T.K. Rangarajan pointed out that their party will never support this kind of Bill. He said that the text of the Bill undermines the objective. “It leaves Muslims,” said Rangarajan, adding that the basic Constitutional structure changed! .

HC asks police to provide security to JNU VC, Registrar

The Delhi  HC on Wednesday directed Delhi Police to provide enough security to JNU Vice Chancellor, Registrar and other officials for ensuring proper functioning of the varsity from tomorrow. The court gave the JNU administration time till today evening to hold talks with the agitating students and get the 100-metre area from the administrative block cleared so that works can resume.

ହାଫିଜ୍‌ ସଇଦ୍‌ ବିରୋଧରେ ଆତଙ୍କବାଦ ମାମଲା ରୁଜୁ କଲା ପାକିସ୍ତାନ

ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହଫିଜ୍‌ ସଇଦ୍‌ ବିରୋଧରେ ପାକିସ୍ତାନର ଆତଙ୍କବାଦ ବିରୋଧୀ କୋର୍ଟ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ଲାହୋରର ଏହି ଆତଙ୍କ ନିରୋଧୀ କୋର୍ଟ ହାଫିଜ୍‌ ସମେତ ଅନ୍ୟ ତିନି ଜଣଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି । ହଫିଜ୍‌ ସଇଦ୍‌ଙ୍କ ଘନିଷ୍ଠ ସହଯୋଗୀ ହଫିଜ୍‌ ଅବଦୁଲ୍‌ ସଲାମ ବିନ୍‌ ମହମ୍ମଦ, ମହମ୍ମଦ ଅଶ୍ରଫ ଏବଂ ଜାଫର ଇକ୍‌ବାଲଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି । ଅର୍ଶଦ ହୁସେନ୍‌ ଭୁଟ୍ଟା ଏହି ମାମଲାର ବିଚାର କରିଥିବା ବେଳେ ସମସ୍ତଙ୍କ ବିରୋଧରେ ସାକ୍ଷୀ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

A shaky Trump suspects Russian interference in US elections, which Russia denies

US President Donald Trump has warned Russia not to meddle in US elections, a claim that Russian Foreign Minister Sergei Lavrov denied. The two men gave divergent accounts of what was discussed during the Tuesday’s meet, The New York Times reported. In a statement regarding the leaders’ meet, the White House said, “President Trump warned against any Russian attempts, which Moscow refuted.

2002 ଗୁଜରାଟ ଦଙ୍ଗା : ନରେନ୍ଦ୍ର ମୋଦୀଙ୍କୁ କ୍ଲିନ୍‌ଚିଟ୍‌

2002 ଗୁଜରାଟ ଦଙ୍ଗା ମାମଲାରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ କ୍ଲିନ୍‌ଚିଟ୍‌ ପ୍ରଦାନ କରାଯାଇଛି । ବୁଧବାର ନାନାବତୀ-ମେହେଟ୍ଟା କମିଶନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ମୋଦିଙ୍କୁ କ୍ଲିନ୍‌ଚିଟ୍‌ ପ୍ରଦାନ କରାଯାଇଛି । କମିଶନଙ୍କ ପକ୍ଷରୁ ଟ୍ରେନ୍‌ ପୋଡିକୁ ପୂର୍ବ ନିର୍ଦ୍ଧାରିତ ଦର୍ଶା ଯାଇଥିବା ବେଳେ ଦଙ୍ଗା ସ୍ବତଃସ୍ଫୂର୍ତ୍ତ ଭାବରେ ଘଟିଥିଲା । ଦଙ୍ଗା ହେବାରେ କିମ୍ବା ଏହାକୁ ବଢାଇବାରେ ସରକାରଙ୍କ କୌଣସି ସମ୍ପର୍କ ନଥିଲା ବୋଲି କମିଶନ ନିଜ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ବୁଧବାର ଗୁଜରାଟ ବିଧାନସଭାରେ ଏହି ତଥ୍ୟ ଦିଆଯାଇଛି ।

ଆଇଜିଏସ୍‌ଟି ପ୍ୟାନେଲ୍‌ରୁ ଓହରିଲେ ନିର୍ମଳା ସୀତାରମଣ, ସୁଶୀଲ ମୋଦି ନୂତନ ମୁଖ୍ୟ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଇଜିଏସ୍‌ଟି ପ୍ୟାନେଲ୍‌ରୁ ଓହରି ଯାଇଛନ୍ତି । ଆଇଜିଏସ୍‌ଟି ପ୍ୟାନେଲ୍‌ରେ ରହିଥିବା ମନ୍ତ୍ରୀସ୍ତରୀୟ ଦଳର ମୁ୍ଖ୍ୟ ରହିଥିଲେ ନିର୍ମଳା ସୀତାରମଣ । ସୀତାରମଣ ଓହରିଯିବା ପରେ ବିହାର ଉପ ମୁଖ୍ୟମନ୍ତ୍ରୀ ତଥା କମିଟିର ଉପମୁଖ୍ୟ ରହିଥିବା ସୁଶୀଲ ମୋଦିଙ୍କୁ ନୂତନ ମୁଖ୍ୟ ଭାବରେ ଘୋଷଣା କରାଯାଇଛି । ସୀତାରମଣଙ୍କ ଓହରିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି ।

ଖସିଗଲା ଡ୍ରଗ୍‌ ମାଫିଆ : 31 ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ,ମା‘ ଗିରଫ

ଜଳେଶ୍ବରର କୁଖ୍ୟାତ ନିଶା ବେପାରୀ ମୁନ୍ନା ଖାଁ ପୋଲିସକୁ ଚକ୍‌ମା ଦେଇ ଖସି ଯାଇଛି । ତେବେ ମୁନ୍ନା ଘରୁ ପୋଲିସ୍ 31 ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ କରିବା ସହିତ ତାର ମା‘କୁ ଗିରଫ କରିଛି । ଓଡିଶା ଏବଂ ପଶ୍ଚିମବଙ୍ଗରେ ମୁନ୍ନା ନାଁରେ 40ରୁ ଏକାଧିକ ମାମଲା ରହିଥିବା ବେଳେ ଶାସନବାଡ ସ୍ଥିତ ଗାଁରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉରେ ମୀର ରାହତ ଅଲ୍ଲୀ ଖାଁ ଓରଫ୍‌ ମୁନ୍ନା ଖସି ଯାଇଥିବା ବେଳେ ଅବକାରୀ ବିଭାଗ 310 ଗ୍ରାମ ବ୍ରାଉନ୍‌ ସୁଗାର ଜବତ କରିଥିଲା ।

ଆର୍ଜେଣ୍ଟିନାର ନୂତନ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କଲେ ଆଲବର୍ଟୋ ଫର୍ଣ୍ଣାଣ୍ଡେଜ୍‌

ଆର୍ଜେଣ୍ଟିନାର ନୂତନ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ଆଲବର୍ଟୋ ଫର୍ଣ୍ଣାଣ୍ଡେଜ୍‌ । ମଙ୍ଗଳବାର ବିଳମ୍ବିତ ରାତିରେ ଫର୍ଣ୍ଣାଣ୍ଡେଜ୍‌ ଶପଥ ଗ୍ରହଣ କରିଛନ୍ତି ଫର୍ଣ୍ଣାଣ୍ଡେଜ୍‌ । ପୂର୍ବତନ ରାଷ୍ଟ୍ରପତି ମରିସିଓ ମାକ୍ରିଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ଫର୍ଣ୍ଣାଣ୍ଡେଜ୍ । ଦାୟିତ୍ବ ଗ୍ରହଣ ପରେ ନିଜର ପ୍ରଥମ ଅଭିଭାଷଣ ପ୍ରଦାନ କରିଥିଲେ ଫର୍ଣ୍ଣାଣ୍ଡେଜ୍‌ । ସାମାଜିକ ନ୍ୟାୟ ବ୍ୟବସ୍ଥାରେ ସୁଧାର ଆଣିବା ସହିତ ଆର୍ଜେଣ୍ଟିନା ବାସୀଙ୍କ ସହ ପାଦ ମିଳାଇ ଦେଶକୁ ଆଗକୁ ବଢାଇବା ତାଙ୍କର ପ୍ରଥମ ଲକ୍ଷ୍ୟ ରହିବ ବୋଲି ଫର୍ଣ୍ଣାଣ୍ଡେଜ୍‌ କହିଛନ୍ତି ।

Argentina’s Alberto Fernandez sworn in as new President

Alberto Fernandez, of the Everyone’s Front coalition, was sworn in as President of Argentina on Tuesday at a ceremony in the National Congress. In his first speech as president, Fernandez urged unity to help pull the country out of an intractable economic crisis and at the same time attend to the needs of the less privileged, Xinhua news agency reported.

କଟକ ପୋଲିସର ରାତିଅଧିଆ ଏନ୍‌କାଉଣ୍ଟର : କୁଖ୍ୟାତ ଅପରାଧୀ ଗିରଫ

କଟକ ସ୍ଥିତ ନରାଜ ବଜାର ଅଞ୍ଚଳରେ କମିଶନରେଟ ପୋଲିସ୍‌ ପକ୍ଷରୁ ରାତିଅଧିଆ ଚଢାଉ କରାଯାଇଥିଲା । ଚୌଦ୍ୱାର ପୁଲିସ୍‌ ଓ ସ୍ପେଶାଲ ସ୍କ୍ୱାଡ ପକ୍ଷରୁ କରାଯାଇଥିବା ଏନ୍‌କାଉଣ୍ଟରରେ କୁଖ୍ୟାତ ଡକାୟତ ସଚିନ୍ ପାଓ୍ୱାର ଓରଫ୍ ବବଲୁ ଆହତ ହୋଇଛି । ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ବବ୍‌ଲୁକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ରାତି ପ୍ରାୟ 3ଟା ବେଳେ ଚୌଦ୍ୱାର ପୁଲିସ୍‌ ଓ ସ୍ପେଶାଲ ସ୍କ୍ୱାଡ୍ ପକ୍ଷରୁ ଚଢଉ କରାଯାଇଥିଲା । ଆତ୍ମସମର୍ପଣ କରିବା ବଦଳରେ ବବ୍‌ଲୁ ପୋଲିସ୍‌ ଉପରକୁ ଗୁଳି ଚଳାଇବାରୁ ତିନି ପୋଲିସ୍‌ କର୍ମୀ ଆହତ ହୋଇଥିଲେ ।

New Jersey gunbattle leaves six dead

Six people – four of them civilians – died in a gunfight between police and suspects in Jersey City, New Jersey, authorities said. The fatalities also included police officer Joseph Seals, a member of the municipal force since 2006.
Preliminary reports indicate that Seals was killed “while trying to interdict the bad guys,” Kelly said of the 39-year-old father of five.

JD(U) stand divided over CAB with Varma & Kishore rubbishing the Bill

Differences of opinion have emerged in the Janata Dal (United), BJP’s Bihar ally, as two of its senior leaders objected to support the contentious bill. JD(U) national general secretary and former MP Pavan K Varma on Tuesday urged Bihar Chief Minister and party’s national president Nitish Kumar to reconsider support to the CAB in the Rajya Sabha, which he said is ‘unconstitutional’.

Dell launches new gaming desktop in India

Dell Technologies unveiled new gaming desktop – Dell G5 – in India for Rs 67,590 on Tuesday. The desktop could be purchased from the company’s exclusive stores, select multi-brand outlets and its official website.”We wanted to close the year on a high note with these gaming desktops. With the new Dell G5, entry level gamers have an easy choice to make, without compromising on performance.

Udhav’s U-turn! choreographs Sena’s flip-flops on CAB

Barely 24 hours after Shiv Sena’s face in Parliament Sanjay Raut vehemently supporting the Citizenship Amendment Bill and equating it with support for India, Sena chief Uddhav Thackeray took a complete U-turn. On Tuesday, the Maharashtra Chief Minister and Sena chief said that it is BJP’s illusion that those who disagree on CAB are “deshdrohi” (traitors).

AR Rahman to open for U2 in India

Oscar-winning composer AR Rahman will be opening for U2 when the Irish rock band performs in Mumbai on December 15. Rahman’s performance will also feature his two daughters. Rahman will perform “Ahimsa”, a collaborative single with the rock band, according to sources.”It will be the first time that Rahman will be performing with his daughters — Khatija and Raheema — on stage,” added  source.

ଚେକ୍‌ ରିପବ୍ଲିକ୍‌ ହସ୍ପିଟାଲରେ ଗୁଳିକାଣ୍ଡ : 6 ମୃତ

ଚେକ୍‌ ରିପବ୍ଲିକ୍‌ ହସ୍ପିଟାଲରେ ଏକ ଭୟାବହ ଗୁଳିକାଣ୍ଡ ଘଟିଛି । ଏହି ଗୁଳିକାଣ୍ଡରେ 6 ଜଣଙ୍କ ପ୍ରାଣହାନି ଘଟିଛି । ମଙ୍ଗଳବାର ସକାଳ 7ଟା ସମୟରେ କିଛି ଅଜଣା ଆତତାୟୀ ପୂର୍ବ ଚେକ୍‌ ରିପବ୍ଲିକ୍‌ର ଏହି ହସ୍ପିଟାଲ ମଧ୍ୟରେ ପ୍ରବେଶ କରି ଅତର୍କିତ ଗୁଳିଚାଳନା କରିଥିଲେ । ପ୍ରାଗ୍‌ରୁ 350 କିମି ଦୂର ଅଷ୍ଟ୍ରାଭା ମେଡିକାଲ କଲେଜରେ ଏହି ଗୁଳିକାଣ୍ଡ ଘଟିଥିଲା । ପୋଲିସ୍‌ ପକ୍ଷରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଆକ୍ରମଣକୁ ଅସ୍ବୀକାର କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଆନ୍ଦ୍ରେଜ୍‌ ବାବିସ୍‌ ଆକ୍ରମଣ ହୋଇଥିବା ନେଇ ସୂଚନା ଦେଇଥିଲେ ।

OPPO set to open 2nd R&D centre in India

With OPPO planning to invest $7 billion in research and development globally in the next three years, the Chinese smartphone maker is set to open its second R&D centre in India, a top company executive said here on Tuesday. The company currently has one R&D centre in Hyderabad and the second centre may come up in Bengaluru.

 

Rohit promises ‘dinner treat’ for Chahal

India opener Rohit Sharma and spinner Yuzvendra Chahal have often been seen sharing fun time off the field and now the Mumbai batsman has promised a “dinner” treat for his junior. Both are currently playing in India’s three-match T20I series against the West Indies. Rohit was seen asking Chahal: “One batsman you wouldn’t want to bowl to?” “You (Rohit Sharma).

ରିଲିଜ୍‌ ହେଲା ଛପାକ୍‌ର ଟ୍ରେଲର

ଦୀପିକା ପାଦୁକୋନ୍‌ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ଛପାକ୍‌ର ଟ୍ରେଲର ରିଲିଜ୍‌ ହୋଇଛି । ଫିଲ୍ମରେ ଦୀପିକା ପାଦୁକୋନ୍‌ ଜଣେ ଏସିଡ୍‌ ଆକ୍ରମଣ ପୀଡିତା ମାଲତୀ ଭୂମିକାରେ ନଜର ଆସିଛନ୍ତି । ଏସିଡ୍‌ ଆକ୍ରମଣ ପୀଡିତାଙ୍କ ସାଧାରଣ ଜୀବନର ସଂଘର୍ଷକୁ ସଠିକ୍‌ ଭାବରେ ଦର୍ଶାଇଛନ୍ତି ନିର୍ଦ୍ଦେଶିକା ମେଘନା ଗୁଲଜାର । ଟ୍ରେଲରରେ ମାଳତୀଙ୍କର ଏସିଡ୍‌ ଆକ୍ରମଣରୁ ନେଇ ସୁପ୍ରିମକୋର୍ଟରେ ବିଜୟ ପର୍ଯ୍ୟନ୍ତ ସବୁକିଛି ଦେଖିବାକୁ ମିଳିଛି । ଫକ୍ସ ଷ୍ଟାର ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମ ଜାନୁୟାରୀ 10ରେ ରିଲିଜ ହେବାକୁ ଯାଉଛି ।

Ind, WI battle it out in series finale at Pollard’s IPL home

With the series tied at 1-1, both India and West Indies will aim to come out with the final punch and outclass each other when they battle it out in the third and final T20I set to be played at the Wankhede Stadium on Wednesday evening. After winning the first T20I by a comprehensive six-wicket margin.

Man publicly shamed by UP cop for eve-teasing

A man, caught eve-teasing school girls here on Tuesday, was adequately punished by a woman constable. In a video that has gone viral on the social media, the woman police constable is seen taking off her shoes and hitting the man 22 times in the 33-second clip. She is seen catching him by the collar and reprimanding him for his behaviour.

 

Fujifilm launches new mirrorless camera in India

Japanese photography and imaging major Fujifilm on Tuesday launched ‘X-Pro3’ mirrorless digital camera at a starting price of Rs 1,55,999 in India. “With an intent to further grow the photography industry in India, we always strive to introduce technology that reinforces our capabilities, while allowing our consumers to effortlessly click and share.

Young voters quiz UK politicians in TV debate

Senior UK politicians were quizzed on housing, climate change and Brexit by an audience of young British voters in an election special debate that aired on the BBC. The debate on Monday night, the panel comprised Conservative Housing Secretary Robert Jenrick, Labour’s Shadow Education Secretary Angela Rayner, Liberal Democrat leader Jo Swinson, SNP Justice Secretary in the Scottish government Humza Yousaf

Another UP minor molested, threatened with ‘Unnao-like’ fate

ust days after a minor girl from Unnao succumbed to injuries after she was burnt alive while on her way to a court hearing a year after she was gang raped, another minor girl this time from Kanpur was allegedly molested by some men, who even threatened her with the ‘Unnao rape victim-like fate’ if she complained to the police.

OPPO to pump $7bn into R&D, to launch smartwatches next year

Chinese smartphone maker OPPO on Tuesday said it would invest $7 billion in research and development in the next three years to develop core technologies in hardware, software and system in addition to 5G/6G, Artificial Intelligence,  augmented reality (AR), Big Data and other emerging technologies.  It would launch smartwatches, smart wireless headphones and 5G CPE (customer-provided equipment) in the first quarter of 2020.

Johnson takes comic route & recreates ‘Love Actually’ scene urging people to vote for Tories

UK Prime Minister Boris Johnson has recreated a scene from “Love Actually”, the 2003 British Christmas-themed romantic comedy film, urging citizens to vote for  ruling Conservative Party in Thursday’s general election. In the party’s final election broadcast on Monday night, Johnson recreated a famous scene from the movie and used a slideshow of billboards to hammer out his core messages,  Daily Mail reported

Pak PM condemns passing of India’s Citizenship (Amendment) Bill

Pakistan Prime Minister Imran Khan on Tuesday condemned the passing of India’s controversial Citizenship (Amendment) Bill 2019, which seeks to give Indian citizenship to non-Muslim refugees from Pakistan, Bangladesh and Afghanistan, saying that it “violates all norms of international human rights law””We strongly condemn Indian Lok Sabha citizenship legislation which violates all norms of international human rights”Imran tweeted

30 ତମ ରାଜ୍ୟ ଚଳଚିତ୍ର ପୁରସ୍କାର ଘୋଷଣା : ବିଜୟ ମିଶ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାର

ରାଜ୍ୟ ଚଳଚିତ୍ର ଏକାଡେମୀ ପକ୍ଷରୁ 2018 ପାଇଁ 30ତମ ରାଜ୍ୟ ଚଳଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଘୋଷିତ ତାଲିକାରେ ଜୀବନବ୍ୟାପୀ ସାଧନା ପାଇଁ ସଂଳାପକାର ବିଜୟ ମିଶ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାର ପାଇଁ ଚୟନ କରାଯାଇଛି । ଅକ୍ଷୟ ପରିଜାଙ୍କ ଭିଜା ମାଟିର ସ୍ବର୍ଗକୁ ଶ୍ରେଷ୍ଠ ଚଳଚିତ୍ର ଭାବରେ ମନୋନୀତ କରାଯାଇଥିବା ବେଳେ ମିହିର ଦାସଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ଅର୍ଚ୍ଚିତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଚୟନ କରାଯାଇଛି । ଭିଜା ମାଟିର ସ୍ବର୍ଗ ନିମନ୍ତେ ମନମୋହନ ମହାପାତ୍ରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ଘୋଷଣା କରାଯାଇଛି । ଶ୍ରେଷ୍ଠ କାହାଣୀ ଏବଂ ସଂଳାପ ପାଇଁ ଡି ନିରଞ୍ଜନ ରେଡ୍ଡୀଙ୍କୁ ମନୋନୀତ କରାଯାଇଛି ।

2022 ସୁଦ୍ଧା ଭାରତର ସୌରଶକ୍ତି ବ୍ୟବହାର ଛୁଇଁବ 100 ଜିଗାଓ୍ବାଟ : ଜାଭଡେକର

2022 ସୁଦ୍ଧା ଭାରତର ସୌରଶକ୍ତି ବ୍ୟବହାର 100 ଜିଗାଓ୍ବାଟକୁ ବୃଦ୍ଧି ପାଇବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରକାଶ କରିଛନ୍ତି । ମାଦ୍ରିଦ୍‌ରେ ଅନୁଷ୍ଠିତ ପରିବେଶ ପରିବର୍ତ୍ତନ ସମ୍ମିଳନୀରେ ଜାଭଡେକର ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ଭାରତରେ ମାତ୍ର 33 ଜିଗାଓ୍ବାଟର ସୌରଶକ୍ତି ବ୍ୟବଡୃତ ହେଉଛି । ଆସନ୍ତା ତିନି ବର୍ଷ ମଧ୍ୟରେ ଭାରତର ସୌରଶକ୍ତି ବ୍ୟବହାରରେ ବୃଦ୍ଧି କରାଯାଇ 100 ଜିଗାଓ୍ବଟର ଲକ୍ଷ୍ୟ ରଖାଯାଇଛି ବୋଲି ଜାଭଡେକର ସୂଚନା ଦେଇଛନ୍ତି । 2015ର ପରିବେଶ ସମ୍ମିଳନୀରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସୌର ପ୍ରକଳ୍ପକୁ ନେଇ ଚୁକ୍ତି ହୋଇଥିଲା ।

ଘୋଷଣା ହେଲା 2020 ଗୋଲ୍ଡେନ୍‌ ଗ୍ଲୋବ୍‌ ମନୋନୟନ : ଟମ୍‌ ହ୍ୟାଙ୍କସଙ୍କୁ ଜୀବନବ୍ୟାପୀ ପୁରସ୍କାର

2020 ବର୍ଷ ପାଇଁ ଗୋଲ୍ଡେନ୍‌ ଗ୍ଲୋବ୍‌ ପୁରସ୍କାରର ମନୋନୟନ ତାଲିକା ପ୍ରକାଶିତ ହୋଇଛି । ସୋମବାର ବିଳମ୍ବିତ ରାତିରେ ଗୋଲ୍ଡେନ୍‌ ଗ୍ଲୋବ୍‌ କମିଟି ପକ୍ଷରୁ ଏହି ତାଲିକା ଘୋଷଣା କରାଯାଇଛି । ଟିମ୍‌ ଆଲେନ୍‌, ଡାକୋଟା ଫ୍ୟାନ୍ନିଙ୍ଗ ଏବଂ ସୁସାନ କେଲେଚି ଓ୍ବାଟସନ୍‌ଙ୍କ କମିଟି ଏହି ତାଲିକା ଘୋଷଣା କରିଛି । ନୋଆ ବମୁଚାଙ୍କ ନିର୍ଦ୍ଦେଶିତ ମ୍ୟାରେଜ୍‌ ଷ୍ଟୋରୀ ସର୍ବାଧିକ 6ଟି ବର୍ଗରେ ମନୋନୀତ ହୋଇଥିବା ବେଳେ ମାର୍ଟିନ୍‌ ସ୍କୋର୍ସେସ୍‌ଙ୍କ ଦ ଆଇରିସମ୍ୟାନ୍‌ ଏବଂ କ୍ବେଣ୍ଟିନ୍‌ ଟାରାଣ୍ଟିନୋଙ୍କ ଓ୍ବାନ୍ସ ଅପନ୍‌ ଏ ଟାଇମ୍‌ ଇନ୍‌ ହଲିଉଡ୍‌ 5ଟି ବର୍ଗରେ ମନୋନୀତ ହୋଇଛି ।