Special Train To Bring Back Odias Stranded in Kerala

hubaneswar: A special train, carrying flood victims belonging to northern Andhra Pradesh and Odisha, left Kochuveli (Thiruvananthapuram) at 11 am on Monday.The train will reach Visakhapatnam at 8.35 pm on Tuesday and then leave for Bhubaneswar at 8.55 pm. It will reach Brahmapur in the midnight and chug into Bhubaneswar in the early hours (3.45 am) of Wednesday.

ବର୍ତ୍ତମାନ ବିଧାୟକଙ୍କୁ ଟିକେଟ ଦେବା ପାଇଁ ଓଡିଶା କଂଗ୍ରେସ କମିଟର ନିଷ୍ପତି

ଆଜି ପ୍ରଥମ ଥର ପାଇଁ ପ୍ରଦେଶ କଂଗ୍ରେସର ନିର୍ବାଚନ କମିଟ ବୈଠକ ବସି ଆଗାମୀ ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବର୍ତ୍ତମାନ ଥିବା ସମସ୍ତଙ୍କ କଂଗ୍ରେସ ବିଧାୟକଙ୍କୁ ଟିକେଟ ଦିଆଯିବ ବୋଲି ନିଷ୍ପତି କରାଯାଇଛି। ଏଥିସହିତ ଯେଉଁମାନେ ପୂର୍ବ ନିର୍ବାଚନରେ 2 ହଜାର ଭୋଟରେ ହାରିଥିଲେ ସେମାନଙ୍କ ମଧ୍ୟ ଟିକେଟ ଦିଆଯିବ ବୋଲି ନିଷ୍ପତି କରାଯାଇଛି। ଏହାଦ୍ବାରା ବର୍ତ୍ତମାନ ପ୍ରାୟ 50 ଜଣ ସଦସ୍ୟଙ୍କ ଟିକେଟ ମିଳିବ ବୋଲି ଜଣାପଡିଛି। ତେବେ ଏହି ନିୟମରେ କଂଗ୍ରେସର କେତେକ ଆଗ ଧାଡିର ନେତାଙ୍କ ଟିକେଟ କଟିଯିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Emphasis On New Faces For Assembly Polls: Niranjan

Ahead of the Assembly elections scheduled next year, the Odisha Congress has decided to give emphasis on new faces and priority to candidates on basis of winnability.A meeting of the Pradesh Election Committee (PEC) at the Congress Bhawan,OPCC president Niranjan Patnaik said apart from these two criteria, the sitting party MLAs will also be given the ticket.

Odisha Urges Kerala Govt To Provide Relief To 187 Stranded Odias

The Odisha government on Sunday urged its Kerala counterpart to provide relief to 187 Odia labourers stranded in the flood-hit districts.The state government has written to the Additional Chief Secretary-cum-Relief Commissioner of Kerala, requesting him to provide immediate relief to these labourers.

Odisha Govt Announces Additional Rs 5 Cr For Kerala Flood-Hit Victims

Considering the enormity of the devastating flood in Kerala, the Odisha government on Sunday announced an additional financial assistance of Rs 5 crore for the flood-hit people.Chief Minister Naveen Patnaik said the state government would provide this financial assistance from the Chief Minister’s Relief Fund (CMRF) in addition to the Rs 5 crore sanctioned earlier on August 19.

ରାଜ୍ୟର 11 ଟି ଜିଲ୍ଲାରେ ପ୍ରବଳ ବର୍ଷିବ, ପାଣିପାଗ ବିଭାଗର ସତର୍କ ସୂଚନା

ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ବାତ୍ୟା ରୂପ ନେବାରେ ଲାଗିଛି। ଓଡିଶା ପ୍ରତି ପ୍ରଭାବ ନ ଥିଲେ ମଧ୍ୟ ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ କରାଇଛି। ବିଶେଷ କରି ରାଜ୍ୟର 11 ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ଏହି 11 ଟି ଜିଲ୍ଲା ହେଲା ଗଂଜାମ,ଗଜପତି,କୋରାପୁଟ,ରାୟଗଡା, କନ୍ଧମାଳ,କଳାହାଣ୍ଡି,ଖୋର୍ଦ୍ଧା,କଟକ,ଜଗତସିଂହପୁର ଏବଂ ଯାଜପୁର।

ବିଜୁ କେୟାରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାରା ରାଜ୍ୟରେ ଲାଗୁ ହେଲା ଏହି ଯୋଜନା

ଭୁବନେଶ୍ବରସ୍ଥିତ କ୍ୟାପିଟାଲ ହସପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ କେୟାର ବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି। ଫଳରେ ବହୁ ବାଦବିବାଦ ହୋଇପଡିଥିବା ଏହି ଯୋଜନା ବର୍ତ୍ତମାନ ସାରା ରାଜ୍ୟରେ ଲାଗୁ କରାଗଲା। ଏହି ଯୋଜନାରେ ଗରୀବ ପରିବାର 5 ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ପାଇପାରିବେ। ମହିଳାଙ୍କ କ୍ଷେତ୍ରରେ ଏହି ପରିମାଣ 7 ଲକ୍ଷ ଟଙ୍କା ରହିଛି। ଏହି ଯୋଜନାର ସୁବିଧା ନେବା ପାଇଁ ସବୁ ଜିଲ୍ଲାରେ ହେଲପ ଡେସ୍କ ଖୋଲାଯାଇ ଲୋକଙ୍କୁ ଅବଗତ କରାଯାଉଛି।

INTACH sounds on Chilika Lake Aerodrome Project

Bhubaneswar: The Indian National Trust for Art and Cultural Heritage (INTACH), Odisha, has urged the state government and the Centre to reconsider the proposal of operating seaplanes in Chilika Lake.In a release on Tuesday, state convener of INTACH, AB Tripathy, said the delicate ecosystem of the Ramsar site will be severely affected by such activities if the water aerodrome in the lake is set up.

ନନ୍ଦନକାନନରେ ପାଳିତ ହେଲା ହାତୀ ଦିବସ, ପର୍ଯ୍ୟଟକ ନେଲେ ମଜା ।

ଆଜି ଓଡିଶାର ପ୍ରମୁଖ ଚିଡିଆଖାନା ନନ୍ଦନକାନନରେ ପାଳିତ ହୋଇଛି ହାତୀ ଦିବସ। ସେଥିପାଇଁ ସକାଳୁ ନନ୍ଦନକାନନ ତରଫରୁ କରାଯାଇଥିଲା ସ୍ବତନ୍ତ୍ର ବ୍ୟବସ୍ଥା। ଆଜି କେତେକ ହାତୀଙ୍କୁ ସ୍ବତନ୍ତ୍ର ବେଶ କରାଯାଇ ପର୍ଯଟକଙ୍କୁ ଆଗକୁ ଅଣାଯାଇଥିଲା। ଏଥିସହିତ ହାତୀଙ୍କୁ ଆଜି ସ୍ବତନ୍ତ୍ର ଖାଦ୍ୟ ମଧ୍ୟ ପ୍ରଦାନ କରାଯାଇଥିଲା। ପ୍ରତିବର୍ଷ ଅଗଷ୍ଟ 12 ତାରିଖକୁ ହାତୀ ଦିବସ ଭାବେ ପାଳନ କରାଯାଉଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ହାତୀମାନଙ୍କ ସଂରକ୍ଷଣ କରିବା। ବର୍ତ୍ତମାନ ଜଙ୍ଗଲ କ୍ଷୟ ଯୋଗୁଁ ହାତୀମାନେ ବଞ୍ଚିବା କଷ୍ଟକର ବ୍ୟାପାର ହୋଇପଡିଛି।

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ କେ ଏସ ଜାଭେରୀ ।

ଆଜି ରାଜସ୍ଥାନ ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ କଳ୍ପେସ ସତ୍ୟନ୍ଦ୍ରେ ଜାଭେରୀ ଓଡିଶା ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି। କଟକ ହାଇକୋର୍ଟ ପରିସରରେ ଆୟୋଜିତ ଏକ ଉତ୍ସବରେ ଓଡିଶା ରାଜ୍ୟପାଳ ଗଣେଷୀ ଲାଲ ଶପଥ ପାଠ କରାଇଥିଲେ। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମେତ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ଏଥିସହିତ ଦେଶର ବିଭିନ୍ନ ରାଜ୍ୟର ବରିଷ୍ଠ ବିଚାରପତିମାନେ ମଧ୍ୟ ଏହି ଉତ୍ସବରେ ଯୋଗଦେଇଥିଲେ।

KS Jhaveri Sworn In As Chief Justice Of Orissa High Court

Cuttack: Justice Kalpesh Satyendra Jhaveri, senior judge of the Rajasthan High Court, was sworn in as the 30th Chief Justice of the Orissa High Court here on Sunday.Justice Jhaveri was administered the oath and secrecy by the Governor Ganeshi Lal at a special function on the court premises in presence of Chief Minister Naveen Patnaik and other senior officials.

BSF Jawans Carry Pregnant Woman To Hospital In Malkangiri

Malkangiri: The family members of Rukmini Bagael had lost hope as she could not be rushed to a hospital in the cutoff area in Malkangiri district despite complaining of labour pain due to non-availability of 102 or 108 ambulance or any other vehicle.Writhing in pain, Rukmini had to remain stranded at inaccessible Hadela village till a team of BSF jawans, who had gone for a combing operation near Harijanpada forest area, came to her rescue on Saturday.

ଅଭିନେତ୍ରୀ ସନ୍ନି ଲିଓନଙ୍କ ଉପରେ ବାଓପିକ୍ “ Karenjit Kaur-The Untold Story of sunny Leone

ପ୍ରଖ୍ୟାତ ଅଭିନେତ୍ରୀ ସନ୍ନି ଲିଓନ ପ୍ରଥମେ ‘ପେଣ୍ଟ ହାଉସ୍‌’ ମ୍ୟାଗାଜିନ ପାଇଁ ବୋଲ୍‌ଡ ଫଟୋ ଶୁଟ୍ କରି ଏକ ହଜାର ଡଲାର୍‌ କମାଇଥିଲେ। ଯାହା ଥିଲା ତାଙ୍କର ପ୍ରଥମ ଆୟ। ଏଥିରୁ ୪୦ ଡଲାର୍‌ ନେଇ ସେ ବନ୍ଧା ପଡିଥିବା ମାଆଙ୍କର ମଙ୍ଗଳସୂତ୍ରକୁ ମୁକୁଳାଇଥିଲେ।ଏ ପ୍ରସଙ୍ଗଟି ସନ୍ନିଙ୍କ ପାଇଁ ବେଶ ମର୍ମସ୍ପର୍ଶୀ । ଆଉ ଏ ବିଷୟରେ ପଚାରିଲେ ସେ କହନ୍ତି- “ମୁଁ ମା’ର ମଙ୍ଗଳସୂତ୍ର ମୁକୁଳାଇଥିଲି ସତ। ହେଲେ ମା’ ଜାଣି ନ ଥିଲା ମୁଁ କ’ଣ କରେ।”ଏହା ଥିଲା ସନ୍ନିଙ୍କର ବାସ୍ତବ ଜୀବନର ଘଟଣା। ଏହିପରି କିଛି ଘଟଣାକୁ ନେଇ ତିଆରି ଚାଲିଛି ସନ୍ନି ଲିଓନଙ୍କ ଉପରେ ବାଓପିକ ଚଳଚିତ୍ର।

ପୁଣି ଥରେ ପରଦାକୁ ଆସିବେ ଅଭିନେତ୍ରୀ କରସ୍ମା କାପୁର, ଫ୍ୟାନଙ୍କ ମଧ୍ୟରେ ଖୁସିର ଲହରି

ମୁମ୍ବାଇ: ଡିଜିଟାଲ୍‌ ସ୍ପେସ୍‌ ଆରମ୍ଭ ହେବା ପରେ ଫିଲ୍ମ ନିର୍ମାତା ଓ କଳାକାରଙ୍କୁ ଏକ ନୂଆ ପ୍ଲାଟ୍‌ଫର୍ମ୍‌ ମିଳିଯାଇଛି। ବହୁ ଆର୍ଟିଷ୍ଟ୍‌ ୱେବ୍‌ ସିରିଜ୍‌ରେ ମଧ୍ୟ ଅଭିନୟ କରିବାର ସୁଯୋଗ ପାଉଛନ୍ତି। ଆଉ ଏବେ ଏପରି ସୁଯୋଗ ପାଇଛନ୍ତି ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର୍‌।ଡିଜିଟାଲ୍ ପ୍ଲାଟ୍‌ଫର୍ମ୍‌ରେ ଡେବ୍ୟୁ କରିବାକୁ ଯାଉଥିବା କରିସ୍ମାଙ୍କ ଶେଷ ଫିଲ୍ମ ୫ ବର୍ଷ ତଳେ ପରଦାକୁ ଆସିଥିଲା।ସୂଚନା ଅନୁସାରେ, ଲୋକପ୍ରିୟ ପ୍ରଯୋଜିକା ଏକତା କପୁର ନିଜ ପ୍ରଡକ୍ସନ୍‌ ହାଉସ୍‌ ବାଲାଜୀ ଟେଲି ଫିଲ୍ମସ୍‌ ଜରିଆରେ ଏକ ୱେବ୍ ସିରିଜ୍‌ ନିର୍ମାଣ କରିବାକୁ ଯାଉଛନ୍ତି। ଆଉ ଏହି ୱେବ୍‌ ସିରିଜ୍‌ ପାଇଁ ହିଁ କରିସ୍ମାଙ୍କୁ ସାଇନ୍‌ କରାଯାଇଛି। ଏଥିପାଇଁ ସ୍କ୍ରିପ୍ଟ୍‌ ବି ଲେଖା ସରିଲାଣି। କିନ୍ତୁ ଏକତା ଏ ସମ୍ପର୍କରେ ଏଯାଏ କୌଣସି ବିଧିବଦ୍ଧ ଘୋଷଣା କରି ନାହାନ୍ତି।

Kerala on high alert after floods kill 34

Kochi: More than half of the 14 districts in Kerala have been put on high alert, officials said on Saturday, as the death toll from one of the worst floods in the southern state reached 34.Torrential rains and landslides during India’s June-September monsoon season have ravaged farmlands and prompted massive evacuation efforts in Kerala

ଆଶା କର୍ମିଙ୍କ ପାଇଁ ଖୁସି ଖବର, ବଢିଲା ଆଶା କର୍ମିଙ୍କ ଅବସର ଭତ୍ତା

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଆଶା କର୍ମିଙ୍କ ଅବସର ଭତ୍ତାକୁ 10 ହଜାର ଟଙ୍କାରୁ 20 ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ଏଥିସହିତ ସ୍ବତନ୍ତ୍ର କିଟ୍ ବ୍ୟାଗ ସହାୟତା ରାଶିକୁ ମଧ୍ୟ ବୃଦ୍ଧି କରିଛନ୍ତି। ସେହିପରି ଯୋତା ଛତା ଓ ସାଇକେଲ ସହ ଟର୍ଚ୍ଚ ପାଇଁ 10 ହଜାର ଟଙ୍କା ସହାୟତା ପ୍ରଦାନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି। ଏହା ଦ୍ବାରା ରାଜ୍ୟର ପ୍ରାୟ 47 ହଜାର ଆଶା କର୍ମି ଉପକୃତ ହୋଇପାରିବେ।

କେରଳରେ ବର୍ଷା ଯୋଗୁଁ 24 ଘଣ୍ଟାରେ 22 ଜଣଙ୍କର ମୃତ୍ୟୁ। ସାରା ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ

ଚଳିତ ବର୍ଶ କେରଳରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ବ୍ୟାଘାତ ଘଟିଛି। ଏପରିକି ଗତ 24 ଘଣ୍ଟା ମଧ୍ୟରେ ଏହି ବର୍ଷା ଯୋଗୁଁ 24 ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସରକାରୀ ଭାବେ କୁହାଯାଇଛି। ଏଥର ପ୍ରାୟ 26 ବର୍ଷ ପରେ ଇଦୁକି ଡ୍ୟାମର ସୁଇସ ଗେଟ ଖୋଲାଯାଇଛି। ଫଳରେ ଏହି କ୍ଷତିର ପରିମାଣ ବଢିବାରେ ଲାଗିଛି। କେରଳରେ ଯେତେ ବର୍ଷା ହେଲେ ମଧ୍ୟ ଏହି ଡ୍ୟାମ ଖୋଲା ଯାଉ ନ ଥିଲା। ହେଲେ ଚଳିତ ବର୍ଷ ସ୍ଥିତି ଗମ୍ଭିର ହୋଇଯିବାରୁ ଏପରି ପଦକ୍ଷେପ ନିଆଯାଇଥିଲା। ଉଦ୍ଧାର କାର୍ଯରେ ବର୍ତ୍ତମାନ ଓଡ୍ରାଫ ଟିମକୁ ନିଯୋଜିତ କରାଯାଇଛି।

ଏଥର ହରିଦ୍ବାର ପୋଲିସ 111 ଜଣ ବୋଲବମ୍ ଭକ୍ତଙ୍କୁ ଉଦ୍ଧାର କରିଛନ୍ତି , ଯାହା ଚଳିତ ବର୍ଷର ଏକ ରେକର୍ଡ

ଶ୍ରାବଣ ମାସରେ ବୋଲବମ ଭକ୍ତମାନେ ପାଣିଭାର ଧରି ଶିବଙ୍କ ନିକଟରେ ଜଳାଭିଷକ କରନ୍ତି। ସେଥିପାଇଁ ହରିଦ୍ବାରରୁ ଉତ୍ତରକାଶୀରେ ଭକ୍ତମାନେ ଭିଡ କରିଥାନ୍ତି। ଗଙ୍ଗୋତ୍ରୀରୁ ପାଣି ଭାର ନେବା ବେଳେ ହଠାତ ଖିପ୍ର ଗତିରେ ପାଣି ଆସିବାରୁ ଭକ୍ତମାନେ ପାଣି ଭାସି ଯାଇଥିଲେ। ସେଠାରେ ଥିବା ପୋଲିସ ଓ ଓଡ୍ରାଫ ଟିମ୍ ପରିଶ୍ରମ କରି ସମସ୍ତ ଭକ୍ତଙ୍କୁ ଉଦ୍ଧାର କରିପାରିଥିଲେ। ପ୍ରତି ବର୍ଷ ଏହି ସ୍ଥାନରେ ଭକ୍ତମାନେ ଭାସିଯାଇ ମୃତ୍ୟୁବରଣ ମଧ୍ୟ କରିଥାନ୍ତି। ଚଳିତ ବର୍ଷ ଯେପରି କୌଣସି ଭକ୍ତଙ୍କର ମୃତ୍ୟୁ ନ ହୁଏ ସେଥିପାଇଁ ଜିଲ୍ଲା ପ୍ରଶାସନ ପୂର୍ବରୁ ବେଶ୍ ସଜାଗ ରହିଥିଲା । ଏହା ଉଦ୍ଧାର କାର୍ଯ୍ୟ ଚଳିତ ବର୍ଷର ଏକ ରେକର୍ଡ ବୋଲି କୁହାଯାଉଛି।

ଜନଜାତି ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରସ୍ଥିତ ଆଦିବାସୀ ପଡିଆରେ ଜନଜାତି ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ପାଇଁ କରିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ଉପସ୍ଥାପିତ କରିଥିଲେ। ଏଥିସହିତ ଗୁରୁପ୍ରିୟା ସେତୁ ସାରା ଦେଶ ପାଇଁ ଏକ ବଡ ଉଦାହରଣ ବୋଲି କହିଛନ୍ତି। ଏହି ସେତୁ ଆଦିବାସୀଙ୍କର ଏକ ସଂପର୍କର ସେତୁ ବୋଲି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ଏହି ଉତ୍ସବକୁ ବିଜୁ ଜନତାଦଳର ଆଦିବାସୀ ଫ୍ରଣ୍ଟ ଆୟୋଜନ କରିଥିଲା।

ଓଡିଶା ହେବ ପଲିଥିନ୍ ମୁକ୍ତ ରାଜ୍ୟ। ସରକାରଙ୍କ ପଦକ୍ଷେପ ଆରମ୍ଭ

ଓଡିଶାକୁ ପଲିଥିନ ମୁକ୍ତ ରାଜ୍ୟ କରିବା ପାଇଁ ରାଜ୍ୟ ସରକାର ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି। ଏ ନେଇ ଆଜି ମୁଖ୍ୟ ଶାସନଙ୍କ ଅଧ୍ୟକ୍ଷତା ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏକ ଗାଇଡ ଲାଇନ ପ୍ରସ୍ତୁତ କରାଯିବ ବୋଲି ଏହି ବୈଠକରେ ନିଷ୍ପତି ନିଆଯାଇଛି। ଏହି ଗାଇଡ ଲାଇନ ସାଧାରଣରେ ପ୍ରକାଶ କରାଯାଇ ଲୋକଙ୍କ ମତ ନିଆଯିବ। 15 ଦିନ ମଧ୍ୟରେ ଲୋକେ ମତ ଦେବା ପରେ ସରକାର ଏହାର ବ୍ୟବହାର ଉପରେ ରୋକ ଲଗାଇବେ।

ଟିମ୍‌ ଇଣ୍ଡିଆ ସହ ପୋଜ୍ ଦେଇ ଟ୍ରଲ୍‌ ହେଲେ ଅନୁଷ୍କା

ଲଣ୍ଡନ୍‌ସ୍ଥିତ ଭାରତୀୟ ହାଇକମିଶନ ମଙ୍ଗଳବାର ଇଂଲଣ୍ଡ ଗସ୍ତରେ ଥିବା ଟିମ୍‌ ଇଣ୍ଡିଆକୁ ରାତ୍ର ଭୋଜନ ପାଇଁ ଆମନ୍ତ୍ରଣ କରିଥିଲେ। ଏହି ଅବସରରେ ଭାରତୀୟ ଟିମ୍‌ର ସବୁ ସଦସ୍ୟ ଓ କୋଚିଂ ଷ୍ଟାଫ୍‌ ରାଷ୍ଟ୍ରଦୂତ ଏବଂ ତାଙ୍କ ପତ୍ନୀଙ୍କ ସହ ଫଟୋ ଉଠାଇଥିଲେ।ତେବେ ଟିମ୍‌ ଇଣ୍ଡିଆର ଅନ୍ୟ କୌଣସି ଖେଳାଳିଙ୍କ ପତ୍ନୀ ବା ଗାର୍ଲଫ୍ରେଣ୍ଡ୍‌ ଏଥିରେ ସାମିଲ ହୋଇନଥିବା ବେଳେ କୋହଲି ପତ୍ନୀ ଅନୁଷ୍କା କିନ୍ତୁ ଯୋଗ ଦେଇଥିଲେ।ବିସିସିଆଇ ନିଜର ଟ୍ୱିଟର ଆକାଉଣ୍ଟରେ ଏହି ଫଟୋକୁ ଅପ୍‌ଲୋଡ୍‌ କରିବା ପରେ ଟିମ୍‌ ଇଣ୍ଡିଆର ଫ୍ୟାନ୍‌ମାନେ ଏହା ଉପରେ କଡ଼ା ଟିପ୍ପଣୀ ଦେଇଛନ୍ତି।

କଟକରେ ରହିଥିଲା ଲସ୍କର-ଏ-ତାଇବାର ଆତଙ୍କବାଦୀ ଶେଖ୍‌ ଅବଦୁଲ୍‌ ନଇମ୍‌

ଭୁବନେଶ୍ୱର : କଟକରେ ତିଆରି ହୋଇଥିଲା ଆତଙ୍କବାଦୀ କାର୍ଯ୍ୟକଳାପର ବ୍ଲୁ ପ୍ରିଣ୍ଟ। ଲସ୍କର-ଏ-ତାଇବାରର କୁଖ୍ୟାତ ଆତଙ୍କବାଦୀ ଶେଖ୍‌ ଅବଦୁଲ୍‌ ନଇମ୍‌ କଟକରେ ଆତ୍ମଗୋପନ କରିଥିଲା।ଆଉ ଏସବୁର ମିଡ଼ିଲ୍‌ମ୍ୟାନ୍‌ ବା ସୂତ୍ରଧର ସାଜିଥିଲା କେନ୍ଦ୍ରାପଡ଼ା ଜିଲ୍ଲା ତେଣ୍ଡାକୁଡ଼ା ଗାଁର ହବିବୁର୍ ରେହମାନ୍। ଯାହାକୁ ଗିରଫ କରିସାରିଛି ଏନ୍‌ଆଇଏ। ଏବେ ଏହାର ଓଡ଼ିଶା ଲିଙ୍କ ନେଇ ଖୋଳତାଡ଼ କରିବ ଏସ୍‌ଟିଏଫ୍‌।

ଦେଶର ସବୁଠୁ ବଡ଼ ପରିବାର: ଗୋଟିଏ ଛାତ ତଳେ ୧୮୧ ଲୋକ

ଦେଶରେ ଦିନକୁ ଦିନ ଯୌଥ ପରିବାର ଲୋପ ପାଇବାରେ ଲାଗିଛି। ସମସ୍ତେ ‘ଛୋଟ ପରିବାର ଓ ସୁଖୀ ପରିବାର’ ଚିନ୍ତା ଧାରାରେ ଆଗେଇ ଚାଲିଛନ୍ତି। କିନ୍ତୁ ମିଜୋରାମ୍‌ରେ ରହିଛି ଦେଶର ସବୁଠୁ ବଡ଼ ପରିବାର। ଏହି ପରିବାରର ୧୮୧ ଜଣ ସଦସ୍ୟ ଗୋଟିଏ ଛାତ ତଳେ ଏକାଠି ରହୁଛନ୍ତି।ଜିଓନା ନାମକ ଜଣେ ବ୍ୟକ୍ତି ୩୯ଜଣ ମହିଳାଙ୍କୁ ବିବାହ କରିଥିଲେ। ଏବେ ପରିବାର ବୃଦ୍ଧି ପାଇଛି। ସେହି ୩୯ଜଣ ସ୍ତ୍ରୀଙ୍କର ୯୪ଜଣ ସନ୍ତାନ ରହିଛନ୍ତି। ଏଥିସହ ୧୪ଜଣ ବୋହୂ ଏବଂ ୩୩ଜଣ ନାତି-ନାତୁଣୀ ମଧ୍ୟ ଅଛନ୍ତି। ଜିଓନା ଓ ତାଙ୍କ ପିଲାମାନେ ବଢ଼େଇ କାମ କରନ୍ତି।

ଚାଲିଛି ଭିଭୋ ଫ୍ରିଡମ୍‌ କାର୍ନିଭାଲ୍‌ : ୪୪,୯୯୦ ଟଙ୍କିଆ ଫୋନ୍‌ ମିଳୁଛି ମାତ୍ର ୧,୯୪୭ ଟଙ୍କାରେ

ଭୁବନେଶ୍ୱର: ଭାରତର ୭୨ତମ ସ୍ୱାଧିନତା ଦିବସ ଉପଲକ୍ଷେ ମୋବାଇଲ୍‌ କମ୍ପାନୀ ଭିଭୋ ନିଜର ଫ୍ରିଡମ୍‌ କାର୍ନିଭାଲ୍‌ ସେଲ୍‌ ଆରମ୍ଭ କରିଦେଇଛି। ଏହି ସେଲ୍‌ ଅଗଷ୍ଟ ୭ରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସେଲ୍‌ରେ ଗ୍ରାହକମାନଙ୍କୁ ଫ୍ଲାସ୍ ଡିଲସ୍, ଏକ୍ସକ୍ଲୁସିଭ ଡିସ୍‌କାଉଣ୍ଟ, ହଟ୍ ଡିଲସ୍, କୁପନ୍‌ସ୍‌ ଓ ଲକି ଡ୍ର ଭଳି ଅନେକ ଅଫର୍‌ ଦିଆଯାଉଛି।ଏହା ବ୍ୟତୀତ ଗ୍ରାହକଙ୍କୁ HDFC କ୍ରେଡିଟ୍‌ nକାର୍ଡ EMI ସହ ୫ ପ୍ରତିଶତ ଅତିରିକ୍ତ କ୍ୟାଶ୍‌ବ୍ୟାକ୍‌ ଦିଆଯିବ। ଏହା ବ୍ୟତୀତ କିଛି ସ୍ମାର୍ଟଫୋନ୍‌ ସହ ମାଗଣା ବ୍ଲୁଟୁଥ୍‌ ଇୟରଫୋନ୍ ମଧ୍ୟ ଦିଆଯାଉଛି।

ବଡ଼ ଧରଣର ଅନୁପ୍ରବେଶ ଉଦ୍ୟମ ପଣ୍ଡ:୪ ଯବାନ ସହିଦ, ୪ ଆତଙ୍କୀ ସଫା

ରୀନଗର: ପାକିସ୍ତାନ ସେନା ସହାୟତାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କ ଯୋଜନାକୁ ଆଜି ଭାରତୀୟ ସେନା ପଣ୍ଡ କରିଦେଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଏନ୍‌କାଉଣ୍ଟରରେ ଜଣେ ମେଜର୍‌ଙ୍କ ସମେତ ୪ ଜଣ ବୀର ଯବାନ ସହିଦ ହୋଇଛନ୍ତି।ଏହି ଆତଙ୍କବାଦୀମାନେ ଉତ୍ତର କଶ୍ମୀରର ଗୁରେଜ୍‌ ସେକ୍ଟର୍‌ ଦେଇ ଭାରତରେ ପ୍ରବେଶ କରିବା ସହ ସ୍ୱାଧୀନତା ଦିବସରେ ହମ୍‌ଲା କରିବାକୁ ଯୋଜନା କରିଥିଲେ ବୋଲି ଜଣାପଡ଼ିଛି।

 

Thunderstorm Alert For 10 Districts Of Odisha

Bhubaneswar: The regional meteorological centre of the India Meteorological Department (IMD) issued thunderstorm alert for 10 districts of Odisha on Thursday.The alert has been sounded for Nuapada, Bolangir, Kalahandi, Sambalpur, Sonepur, Nayagarh, Angul, Dhenkanal, Cuttack and Khurdha districts till 7.45 pm.

Ama Gaon Ama Bikash Yojana: CM Asks People Of 6 Blocks To Ensure Quality Work

Bhubaneswar: Chief Minister Naveen Patnaik on Wednesday sanctioned Rs 28.95 crore for 122 panchayats in six blocks of six districts under Ama Gaon Ama Bikash Yojana at the block level.The Chief Minister sanctioned the amount for 1077 projects after interacting with the block representatives through video conferencing at the State Secretariat here.

Bhartruhari Mahtab Gets Outstanding Parliamentarian Award For 2017

New Delhi: President Ram Nath Kovind on Wednesday conferred the Outstanding Parliamentarian Award on BJD leader and Lok Sabha MP Bhartruhari Mahtab for the year 2017.Besides, the President also felicitated four other MPs, who were adjudged as outstanding parliamentarians in the previous years.

Odisha Cong Demands CBI Probe Into ‘Corruption’ In Gurupriya Bridge

Bhubaneswar: The state Congress on Wednesday demanded a CBI probe into alleged excess payment of Rs 74 crore in the construction of Gurupriya bridge in Malkangiri district. In a press statement, Odisha Pradesh Congress Committee (OPCC) President Niranjan Patnaik said the amount was paid fraudulently to the contractor as pointed out by the Principal Accountant General (PAG).

ଆଜିଠୁ ଖୋଲିଲା ଭିତରକନିକା ଅଭୟାରଣ୍ୟ

କେନ୍ଦ୍ରାପଡ଼ା(ପ୍ରବୀର ନାୟକ): ଆଜିଠୁ ଖୋଲିଲା ଭିତରକନିକା ଅଭୟାରଣ୍ୟ। ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ଗତ ମେ’ ୧ ତାରିଖରୁ ଏହା ବନ୍ଦ ଥିଲା।ପ୍ରଜନନଋତୁ ଶେଷ ହୋଇଥିବାରୁ ଆଜିଠାରୁ ପର୍ଯ୍ୟଟକମାନେ ଭିତରକନିକା ଅଭୟାରଣ୍ୟରେ ବୁଲିବାର ସୁଯୋଗ ପାଇ ପାରିବେ। ଭିତରକନିକା ଅଞ୍ଚଳରେ ଲଗାଣ ବର୍ଷା ହେଉଥିବାରୁ ପର୍ଯ୍ୟଟକମାନଙ୍କ ସଂଖ୍ୟା କମ୍‌ ରହିଛି।ଭିତରକନିକା ଅଭୟାରଣ୍ୟ ଗତ ମେ’ ୧ରୁ ଜୁଲାଇ ୩୧ ତାରିଖ ଯାଏ ବନ୍ଦ ରହିଥିଲା। ପ୍ରାୟ ୩ ମାସ ହେବ ବନ୍ଦ ରହିବା କାରଣରୁ ବନ୍ୟପ୍ରାଣୀ ପ୍ରେମୀ ଓ ପର୍ଯ୍ୟଟକମାନେ ଭିତରକନିକା ଯିବାରୁ ବଞ୍ଚିତ ହେଉଥିଲେ।

Leopard attacks couple, Snatches infant in Gujurat

Vadodara: A leopard attacked a couple and snatched away their four-month-old son in Gujarat’s tribal-dominated Chhota Udaipur district, around 100 km from Vadodara.Vikram Rathwa and his wife Sapna, were travelling on a motorcycle when the leopard attacked them on Saturday. The woman was injured in the attack and their son snatched away, for a brief period, by the leopard.

Indiana Celebrates Rath Yatra With Devotees From Across India

Indiana: The Hindu Temples of Central Indiana (HTCI) witnessed a grand Rath Yatra celebration for the fourth consecutive year, where a crowd of about 500 people from different states of India was seen chanting ‘Jai Jagannath’ while the sound of bells and gongs reverberated through the air.

India Enters Quarter-Finals Of Vitality Hockey Women’s World Cup London 2018

London: The Indian women’s hockey team registered an emphatic 3-0 victory over Italy in the cross-over match to progress to the quarter-finals of the Vitality Hockey Women’s World Cup London 2018 here at the Lee Valley Hockey and Tennis Centre on Tuesday. The Indian team displayed a good all-round performance and was helped by goals from Lalremsiami (9’), Neha Goyal (45’) and Vandana Katariya (55’).

IRCTC Hotel Scam: Lalu, Wife & Son Summoned As Accused

New Delhi: Former Railway Minister Lalu Prasad Yadav, his wife Rabri Devi, son Tejashwi Yadav and nine other people have been asked to appear before a court in connection with irregularities in operational contracts of two IRCTC hotels in 2006.The hotels in question are located in Ranchi and Puri.

Lok Sabha Passes Bill Allowing Death Penalty For Child Rape

New Delhi: The Lok Sabha on Monday passed a crucial bill that allows death penalty for those convicted of raping girls below the age of 12 and enhances the minimum punishment for rape of a woman from seven to 10 years.The bill seeks to replace the Criminal Law (Amendment) Ordinance promulgated on April 21, following an outcry over the rape and murder of a minor girl in Kathua in Jammu and Kashmir.

Bharti Airtel To Add 1,500-Km Optic Fiber In Odisha

New Delhi: Here’s a good news for Airtel users in Odisha. Telecom operator Bharti Airtel has decided to add 1,500 km of optic fiber in Odisha which would extend the state’s fiber backbone to 9,500 km.It will also add 4,400 new mobile sites across the state, taking the total to 15,600, informed a telco release on Monday.

Ama Gaon Ama Bikash Yojana: CM Asks People Of 6 Blocks To Ensure Quality Work

Bhubaneswar: Chief Minister Naveen Patnaik on Wednesday sanctioned Rs 28.95 crore for 122 panchayats in six blocks of six districts under Ama Gaon Ama Bikash Yojana at the block level.The Chief Minister sanctioned the amount for 1077 projects after interacting with the block representatives through video conferencing at the State Secretariat here.

IOCL Seeks Action Against Hooligans Disrupting Laying Of Oil Pipeline

Bhubaneswar: The Indian Oil Corporation Ltd (IOCL) has urged the Odisha Police to initiate action against anti-social elements, disrupting laying of oil pipelines.In this connection, a five-member team of IOCL officials led by Director, Pipeline Division, PC Chaube arrived at the office of the State Crime Branch here on Wednesday for a meeting with the Odisha Crime Branch Special Task Force (STF) officials.

ବଢ଼ିଲା ଚିଟ୍‌ଫଣ୍ଡ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଟ୍‌ଫଣ୍ଡ ତଦନ୍ତ କମିଶନ ଜଷ୍ଟିସ୍‌ ମଦନ ମୋହନ ଦାସଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଆଜି ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଅଗଷ୍ଟ ୫ରୁ ଆଉ ୬ ମାସ ପାଇଁ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି।ଚିଟଫଣ୍ଡ ତଦନ୍ତ ଜାରି ରହିଥିବାରୁ ଜଷ୍ଟିସ୍‌ ଏମ୍ଏମ୍ ଦାସ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିବା କୁହାଯାଇଛି। ଜଷ୍ଟିସ୍ ଏମ୍.ଏମ୍. ଦାସ କମିଶନ ଷଷ୍ଠ ପର୍ଯ୍ୟାୟରେ ଚିଟ୍‌ଫଣ୍ଡ କମ୍ପାନୀମାନଙ୍କୁ ନୋଟିସ୍ ଜାରି କରିଥିଲେ। ପ୍ରାରମ୍ଭିକ ଭାବେ ସିସୋର ଓ ଅର୍ଥତତ୍ତ୍ୱ ଗ୍ରୁପକୁ କମିଶନ୍ ନୋଟିସ୍ କରିଥିଲେ।

ଭଦ୍ରକ ଡବଲ୍‌ ମର୍ଡର ଘଟଣାରେ ନୂଆ ଟୁଇଷ୍ଟ୍‌: ପିଲାଦିନୁ ସୁଯୋଗ ଖୋଜୁଥିଲା ଅଭିଯୁକ୍ତ

ଭଦ୍ରକ(ତପନ ସ୍ୱାଇଁ): “ପିଲାଟି ଦିନରୁ ମନରେ ଜଳୁଥିବା ପ୍ରତିହିଂସା କାରଣରୁ ଉଭୟଙ୍କୁ ହତ୍ୟା କରିଛି। ଏକାଧିକ ଥର ଉଦ୍ୟମ କରିଥିଲି, ହେଲେ ସୁଯୋଗ ମିଳି ନଥିଲା। ଶେଷରେ ସୁଯୋଗ ମିଳିଲା ଓ ପିଲାଦିନୁ ମନରେ ଥିବା ଲକ୍ଷ୍ୟ ପୂରଣ ହେଲା।”ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛି ଭଦ୍ରକ ଡବଲ୍‌ ମର୍ଡର ଘଟଣାରେ ଗିରଫ ଅଭିଯୁକ୍ତ ଗୋପୀନାଥ ମହାନ୍ତି ଓରଫ ବବୁଆ ମହାନ୍ତି।

12-Hour Bandh In Baripada Over Santali University Demand

Baripada: The Adibasi Revolutionary Youth and Students Association called for a 12-hour dawn-to-dusk bandh here on Tuesday demanding for a Santali language university in the district.While schools, colleges and other educational institutions in Baripada town remained closed during the bandh observation, shops also downed their shutters in view of the protests by bandh supporters which started from 6 AM in the morning.

Shocking Reason Behind Bhadrak Rape & Double Murder, Accused Discloses Murder Mystery

Bhadrak: After being arrested from Chandrasekharpur in Bhubaneswar on Monday night, accused Gopinath alias Babua Mohanty startled one and all by his confessional statements and reason behind the cold-blooded double murder of the couple and rape of their daughter. Even the raped victim was on his murder target, but got luckily spared.

Odisha CM Dedicates 34 Wayside Amenities Centers T

Bhubaneswar: Odisha Chief Minister Naveen Patnaik today dedicated 34 complete wayside amenities centre to the public through video conferencing from State Secretariat here while the State Government has set up 50 such wayside amenities centres now along the National Highways (NHs) and State Highways (SHs) across the State here.

ଉବୁଟୁବୁ ତାଜମହଲ୍‌: ୨୪ ଘଣ୍ଟାରେ ୟୁପିରେ ୨୭ ମୃତ

ଆଗ୍ରା: ଲଗାଣ ବର୍ଷା ଯୋଗୁ ଆଗ୍ରାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅବିଶ୍ରାନ୍ତ ବର୍ଷା ଯୋଗୁ ତାଜମହଲ ପରିସରରେ ପାଣି ଲହରୀ ଭାଙ୍ଗୁଛି। ଫଳରେ ପର୍ଯ୍ୟଟକମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶରେ ଜାରି ରହିଥିବା ଲଗାଣ ବର୍ଷା ଜନିତ ଅଘଟଣରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୨ ଜଣ ଆହତ ହୋଇଛନ୍ତି। ଆଗ୍ରାରେ ସର୍ବାଧିକ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୈନିପୁରୀରେ ୪, ମୁଜାଫରନଗର ଓ କାସଗଞ୍ଜରେ ୩, ମୀରଟ ଓ ବରେଲୀରେ ୨ ଏବଂ କାନପୁର, ମଥୁରା, ଗାଜିଆବାଦ, ହାପୁର,ଝାନ୍‌ସୀ, ରାଏ ବରେଲୀ,ଜାଲାଉନ୍‌ ଓ ଜଉନପୁରରେ ଜଣେ ଲେଖାଏ ବ୍ୟକ୍ତିଙ୍କ ଜୀବନ ଯାଇଛି ବୋଲି ସରକାରୀ ଭାବେ କୁହାଯାଇଛି।

ମହିଳା ବିଶ୍ୱକପ ହକି: ଦୁର୍ବଳ ଟିମ୍‌ ଠାରୁ ହାରି ପ୍ରତିଯୋଗିତାରୁ ବିଦା ହେବା ଆଶଙ୍କାରେ ଭାରତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମ ମ୍ୟାଚ୍ ଡ୍ର ପରେ ଦ୍ୱିତୀୟ ମ୍ୟାଚ୍‌ରେ ଆର୍ୟଲ୍ୟାଣ୍ଡ ଠାରୁ ୧-୦ରେ ପରାସ୍ତ ହୋଇଛି ଭାରତ। ମହିଳା ହକି ବିଶ୍ୱକପ ପୁଲ୍ ବି’ର ଆଜି ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଭାରତକୁ ୧-୦ ଗୋଲ୍‌ରେ ପରାସ୍ତ କରିଛି ଆର୍ୟଲ୍ୟାଣ୍ଡ। ଏହି ବିଜୟ ସହ ଆର୍ୟଲ୍ୟାଣ୍ଡ ନକ୍‌ଆଉଟ୍‌ରେ ନିଜ ସ୍ଥାନ ପକ୍କା କରିନେଇଛି। ଅନ୍ୟପଟେ ଟିମ୍ ଇଣ୍ଡିଆ ପାଇଁ ନକ୍‌ଆଉଟ୍‌ ରାସ୍ତା ସହଜ ମନେହେଉନି। ବିଶ୍ୱମାନ୍ୟତାରେ ୧୬ ତମ ସ୍ଥାନରେ ଥିବା ଆର୍ୟାଲ୍ୟାଣ୍ଡ ୧୦ମ ସ୍ଥାନରେ ଥିବା ଭାରତୀୟ ଟିମ୍‌କୁ ମାତ୍‌ ଦେଇଛି।

ଅନ୍‌ଲାଇନ୍‌ରେ ସାପ ମଗାଇଥିଲେ, ପ୍ୟାକେଟ୍‌ ଖୋଲିଲା ପରେ କାମୁଡ଼ି ଦେଲା

ନୂଆଦିଲ୍ଲୀ: ଦକ୍ଷିଣ ଚୀନ୍‌ର ସାନ୍‌ସୀ ଅଞ୍ଚଳର ଜଣେ ମହିଳା ଏକ ପ୍ରକାର ପାରମ୍ପରିକ ମଦ ତିଆରି କରିବା ପାଇଁ ଅନ୍‌ଲାଇନ୍‌ରେ ସାପ ଅର୍ଡର କରିଥିଲେ। ଏ କଥାଟା ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ମଦ ତିଆରି କରିବା ପାଇଁ ସାପର କ’ଣ ଆବଶ୍ୟକତା ରହିଛି? କିନ୍ତୁ ଏହା ସତ। ମହିଳା ଜଣଙ୍କ ଯେଉଁ ମଦ ତିଆରି କରିବା ପାଇଁ ସାପ ଅର୍ଡର କରିଥିଲେ, ତାହାକୁ ଚୀନ୍‌ର ପାରମ୍ପରିକ ‘ସ୍ନେକ୍‌ ୱାଇନ୍‌’ କୁହାଯାଏ।
ମହିଳା ଜଣକୁ ଜଣା ନ ଥିଲା ଯେଉଁ ସାପକୁ ସେ ମଦ ତିଆରି କରିବା ପାଇଁ ମଗାଇଛନ୍ତି, ସେହି ସାପ କାମୁଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ହେବ।

ପୁରୀ ଜିଲ୍ଲାର ସତ୍ୟବାଦୀରେ ପ୍ରତିଷ୍ଠା ହେବ ‘ଓଡ଼ିଆ ବିଶ୍ୱବିଦ୍ୟାଳୟ’

ଭୁୁବନେଶ୍ୱର :  ପୁରୀର ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ ଓ ଏଥିପାଇଁ ରାଜ୍ୟ ସରକାର ୨୫ ଏକର ଜମି ଯୋଗାଇ ଦେବେ । ଆଜି ସନ୍ଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ, ଓଡ଼ିଆ ଭାଷା, ସାହିତ୍ୟ , ସଂସ୍କୃତି ଓ ଐତିହ୍ୟକୁ ରୁଦ୍ଧିମନ୍ତ କରିବା ପାଇଁ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।

Sensex Retreats From All-Time High, Trades In Green

Mumbai: The benchmark BSE Sensex on Tuesday afternoon traded in the green, although the index retreated from the all-time high of 36,902.06 points it had hit earlier in the day.Healthy buying in metal, consumer durables and healthcare stocks supported the gains, analysts said.However, selling pressure on banking stocks after the stocks rose sharply earlier in the day’s trade limited the gains.