100 କୋଟି ଟଙ୍କାର କାର୍‌ର ମାଲିକାଣୀ ଏହି ଅଭିନେତ୍ରୀ, ଜାଣନ୍ତୁ କିଏ?

100 କୋଟି ଟଙ୍କର କାର୍‌ର ମାଲିକାଣୀ ନିଜ ସମସ୍ତ କାର୍‌ ସହିତ ଫଟୋ ସେୟାର କରି ଚର୍ଚ୍ଚାରେ ରହିଛନ୍ତି । ହଲିଉଡ୍‌ ଅଭିନେତ୍ରୀ ତଥା ଏହି ଫ୍ୟାସନ୍‌ ଆଇକନ୍‌ଙ୍କ ନିକଟରେ 10ରୁ ଅଧିକ କାର୍‌ ରହିଛି । ସମସ୍ତ କାର ଗୁଡିକ ବିଳାଶପୂର୍ଣ୍ଣ ଶ୍ରେଣୀର । ଏହି କାର୍‌ ଗୁଡିକର ମୂଲ୍ୟ 14 ମିଲୟନ୍‌ ଡଲାର ବା ଭାରତୀୟ ମୁଦ୍ରାରେ 99 କୋଟି ଟଙ୍କା ବୋଲି ଜଣାପଡିଛି । ଏହା ମଧ୍ୟରେ ରୋଲ୍‌ସ ରୟେସ୍‌, ଫେରାରୀ ଏବଂ ଲାମ୍ବ୍ରୋଘିନି ରହିଥିବା ଜଣାପଡିଛି । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଫ୍ୟାସନ୍‌ ଆଇକନ୍‌ କେଲୀ ଜେନର୍‌ ।

Leave a Reply