ସୁନ୍ଦରଗଡ ଜିଲ୍ଲାର 17ଟି ବ୍ଲକ ଖେଳପଡିଆକୁ ଆଷ୍ଟ୍ରୋ ଟ୍ରଫ ଗାଲିଚା ପ୍ରଦାନ କରାଯିବ,ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ ଜିଲ୍ଲା ବିଶ୍ବ ହକିପାଇଁ ବହୁ ଅବଦାନ ରହିଛି। ଏହି ଜିଲ୍ଲାର ଘରେ ଘରେ ହକି ଏକ ଲୋକପ୍ରିୟ କ୍ରୀଡା ଭାବେ ପରିଗଣିତ ହୋଇଛି। ସେଥିପାଇଁ ଜିଲ୍ଲାର 17ଟି ବ୍ଲକରେ ଥିବା ଖେଳ ପଡିଆକୁ ଆଷ୍ଟ୍ରୋ ଟ୍ରଫ ଗାଲିଚାରେ ପରିଣତ କରାଯିବ। ରାଉରକେଲାରେ ଆୟୋଜିତ ଦ୍ବୀତିୟ ପ୍ରଦର୍ଶନୀ ହକି ମ୍ୟାଚ ଉଦଘାଟନ ଉତ୍ସବରେ ଯୋଗଦେଇ ଏହି ଘୋଷଣା କରିଛନ୍ତି। ବର୍ତ୍ତମାନ ଜିଲ୍ଲାରେ ସମସ୍ତ ଖେଳ ପଡିଆକୁ ଆଷ୍ଟ୍ରୋ ଟ୍ରଫିପେ ପରିଣତ କଲେ ଏହା ବିଶ୍ବର ପ୍ରଥମ ଜିଲ୍ଲା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିସହ  ସୁନ୍ଦରଗଡ ଜିଲ୍ଲା ବିଭିନ୍ନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ।

Leave a Reply