ସିବିଆଇର 150 ଅଧିକାରୀ ଶାନ୍ତି ପାଇଁ ଆର୍ଟ ଅଫ ଲିଭିଙ୍ଗିରେ ନେବେ ଟ୍ରେନିଂ

ବିବାଦୀୟ ହୋଇପଡିଥିବା ସିବିଆଇ ଅଫିସରେ ଶାନ୍ତି ବଜାଇ ରଖିବା ପାଇଁ ଏହାର 150ଜଣ ଅଧିକାରୀ ଶ୍ରୀଶ୍ରୀ ରବିଶଙ୍କରଙ୍କ ଆର୍ଟ ଅଫ ଲିଭିଙ୍ଗରେ ଟ୍ରେନିଂ ନେବେ ବୋଲି ଜଣାପଡିଛି। ସିବିଆଇ ଅଫିସ ତରଫରୁ ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁସାରେ ତଳ ପ୍ୟାହାଠାରୁ ଆରମ୍ଭ କରି ଇନସ୍ପେକ୍ଟର ଏବଂ ଏସପି ଲେବୁଲ ଅଧିକାରୀମାନେ ଏହି ଶିବିରରେ ସାମିଲ ହେବେ। ସିବିଆଇର ଦୁଇ ବରିଷ୍ଟ ଅଧିକାରୀଙ୍କ ମଧ୍ୟରେ ମତଭେଦ ଚାଲିଥିବା ବେଳେ ଏହି ଶିବିରର ଆୟୋଜନକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି।

Leave a Reply