ସବ୍ରିମାଲା ମାମଲା : ବୃହତର ଖଣ୍ଡପୀଠକୁ ମାମଲା ହସ୍ତାନ୍ତର

ବହୁ ଚର୍ଚ୍ଚିତ ସବ୍ରିମାଲା ମାମଲାକୁ ସୁପ୍ରିମ୍‌କୋର୍ଟ ବୃହତ୍ତର ଖଣ୍ଡପୀଠକୁ ହସ୍ତାନ୍ତର କରିଛନ୍ତି । 3-2 ଭୋଟ୍‌ରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମ୍‌କୋର୍ଟ । ପୂର୍ବରୁ ସବ୍ରିମାଲା ମନ୍ଦିରରେ ସବୁ ବର୍ଗର ମହିଳାଙ୍କ ପ୍ରବେଶ ସପକ୍ଷରେ ରାୟ ଦେଇଥିଲେ କୋର୍ଟ । ଏହାପରେ ଏହି ରାୟ ବିରୋଧରେ କିଛି ଯାଚିକା ଦାଖଲ ହୋଇଥିଲା । ଏହା ସହିତ କୋର୍ଟ ପୂର୍ବରୁ ନେଇଥିବା ନିଷ୍ପତ୍ତିକୁ ବଦଳାଇବା ସହିତ ୭ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ ବୋଲି ରାୟ ଶୁଣାଇଛନ୍ତି ।

Leave a Reply