ରାଜ୍ୟରେ ହେବ ଆଉ 12ଟି ବନ୍ଦର, ବିଧାନସଭାରେ ପରିବହନ ମନ୍ତ୍ରୀଙ୍କ ଉତ୍ତର।

ରାଜ୍ୟରେ ଆଉ 12ଟି ବନ୍ଦର ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଖୁବ୍ ଶିଘ୍ର ଏହି ବନ୍ଦର ପାଇଁ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଧାନସଭାରେ ପରିବହନ ମନ୍ତ୍ରୀ ନୃସିଂହ ମିଶ୍ର କହିଛନ୍ତି। ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ,  ବାଲେଶ୍ବରର ବାହାବଳପୁର, ଇଞ୍ଚୁଡି, ଚାନ୍ଦିପୁର, ସୁବର୍ଣ୍ଣରେଖା, ପୁରୀର ଅସ୍ତରଂଗ ଓ ବାଲି ହରଚଣ୍ଡି, ଗଂଜାମର ବାହୁଦା ମୁହାଣ ଓ ଭଦ୍ରଖର ଚୁଡ଼ାମଣି ବନ୍ଦର ହେବ।

Leave a Reply