ରାଜସ୍ଥାନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଓଡିଆ ଝିଅ ଟିନୀମୁନିମ ସାହୁ ଟପର

ରାଜସ୍ଥାନର ଆଜମେର ସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଏମଏସି ରେ ଓଡିଆ ଝିଅ ଟିନୀମୁନିମ ସାହୁ ଟପର ହୋଇ ଓଡିଶା ପାଇଁ ଗର୍ବ ଆଣିଦେଇଛନ୍ତି। ଟିନୀ ହେଉଛନ୍ତି କଟକ ଜିଲ୍ଲା କେନ୍ଦୁପାଟଣାସ୍ଥିତ ନଟରା ଗ୍ରାମର ବିବେକାନନ୍ଦ ତଥା ରେଖା ସାହୁଙ୍କ କନ୍ୟା। ଗତ 2 ତାରିଖରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ତାଙ୍କୁ ନିତି ଆୟୋଗର ସଦସ୍ୟ ବିବେକ ଦେବରାୟ ସ୍ବର୍ଣ୍ଣ ପଦକ ଦେଇ ପୁରସ୍କୃତ କରିଥିଲେ।

Leave a Reply