ମୋଦି ଏବଂ ଅମିତ ଶାହା ପ୍ରତିଶୋଧ ପରାୟଣ ରାଜନୀତି କରୁଛନ୍ତି : କଂଗ୍ରେସ

ମୋଦି ଏବଂ ଅମିତ ଶାହା ପ୍ରତିଶୋଧ ପରାୟଣ ରାଜନୀତି କରୁଛନ୍ତି : କଂଗ୍ରେସ
ଗାନ୍ଧୀ ପରିବାରର ଏସ୍‌ପିଜି ସୁରକ୍ଷା ପ୍ରତ୍ୟାହାର ହେବା ପରେ ଏହାକୁ ନେଇ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ସମାଲୋଚନା କରାଯାଇଛି । ବ୍ୟକ୍ତିଗତ ପ୍ରତିଶୋଧ ପରାୟଣତାରେ ଅନ୍ଧ ମୋଦି ଏବଂ ଶାହା ଏପରି ପଦକ୍ଷେପ ନେଇଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । କଂଗ୍ରେସ ନେତା କେସି ଭେନୁଗୋପାଳ ଉଭୟ ନେତାଙ୍କୁ ସମାଲୋଚନା କରିଛନ୍ତି । ରାହୁଲ ଗାନ୍ଧୀ ବାରମ୍ବାର ଏସ୍‌ପିଜି ନିୟମ ଭଙ୍ଗ କରିବା କାରଣରୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜବାବ ରଖାଯାଇଛି ।

Leave a Reply