ମିଶନ ଶକ୍ତି ସଦସ୍ୟା ପାଇବେ ସ୍ମାର୍ଟ୍ ଫୋନ୍

ଏଣିକି ମିଶନ ଶକ୍ତି ସଦସ୍ୟାଙ୍କୁ ସରକାରଙ୍କ ଦ୍ଵାରା ଦିଆଯିବ ସ୍ମାର୍ଟ୍ ଫୋନ୍ । ଏନେଇ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମିଶନ ଶକ୍ତିର ପର୍ଯ୍ୟାୟକ୍ରମେ ସଫଳତା ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ମିଶନ ଶକ୍ତି ସଦସ୍ୟାଙ୍କ ନିମନ୍ତେ ଉପହାର ସ୍ଵରୂପ ଅଟେ ଏବଂ ଏଥିପାଇଁ ମହିଳାଙ୍କୁ ଲୋନ୍ ଦେବା ପାଇଁ ବ୍ୟାଙ୍କମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥିବା କଥା ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a Reply