ଭାଇଜାଗ୍‌ ଟେଷ୍ଟରେ ରୋହିତଙ୍କ ଦ୍ବିତୀୟ ଶତକ : ଦୃଢ ସ୍ଥିତିରେ ଭାରତ

ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚ୍‌ରେ ରୋହିତ ଶର୍ମା ଉଭୟ ଇନିଂସରେ ଶତକ ହାସଲ କରିଛନ୍ତି । ଦ୍ବିତୀୟ ଇନିଂସରେ ଶତକ ହାସଲ ସହିତ ରେକର୍ଡ ବୁକ୍‌ରେ ନିଜ ନାମ ସାମିଲ କରିଛନ୍ତି ରୋହିତ । ପ୍ରଥମ ଇନିଂସରେ 176 ରନ୍‌ କରିଥିବା ରୋହିତ ଦ୍ବିତୀୟ ଇନିଂସରେ 127 ରନ୍‌ର ଇନିଂସ ଖେଳିଥିଲେ । ରୋହିତଙ୍କ ଧୂଆଁଧାର ଇନିଂସ ଫଳରେ ଭାରତ 3 ଓ୍ବିକେଟ୍‌ 239 ରନ୍‌ ସଂଗ୍ରହ କରିବା ସହିତ 310 ରନ୍‌ର ଅଗ୍ରଣୀ ହାସଲ କରିଛି । ଷଷ୍ଠ ଭାରତୀୟ ଖେଳାଳି ଭାବରେ ଏହି ରେକର୍ଡ ହାସଲ କରିଛନ୍ତି ରୋହିତ ।

Leave a Reply

Your email address will not be published. Required fields are marked *