ବିରୋଧୀଙ୍କୁ ଫମ୍ପା ମାଠିଆ ବୋଲି କହିଲେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ

ବିରୋଧୀଦଳଗୁଡିକ ଯେତେ ସ୍ବର ଉତ୍ତୋଳନ କଲେ ତାହା ହେଉଛି ଫମ୍ପା ମାଠିଆର ଶଦ୍ଦ, ସେଥିରେ କୌଣସି କାର୍ଯ୍ୟ ସିଦ୍ଧି ହୋଇ ନ ଥାଏ। ଏହିପରି ଭାଷଣ ଦେଇ ବିରୋଧୀ କଂଗ୍ରେସ ଓ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଭୁବନେଶ୍ବରରେ ଆୟୋଜିତ ଏକ ପଦଯାତ୍ରା ଉତ୍ସବରେ ଯୋଗଦେଇ ନବୀନ କହିଛନ୍ତି,ବିଜେଡି କାମରେ ବିଶ୍ବାସ କରେ, କଥାରେ ନୁହେଁ। ବର୍ତ୍ତମାନ ସରକାର ଯେତେ ସବୁ କାମ କରୁଛନ୍ତି ତାହା ଲୋକମାନେ ଭଲ ଭାବରେ ଜାଣିଛନ୍ତି ବୋଲି ନବୀନ କହି ବିରୋଧୀ ଦଳକୁ ସମାଲୋଚନା କରିଛନ୍ତି।

Leave a Reply