ବିଜେପି ନେଇ ପାରିବନି ରାମ ମନ୍ଦିର ରାୟର ଶ୍ରେୟ : ଉଦ୍ଧବ ଠାକରେ

ଆଜି ରାମ ଜନ୍ମଭୂମି ମାମଲା ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇଥିବା ବେଳେ ଏହି ରାୟକୁ ବିଜେପିକୁ ଆକ୍ରମଣ କରିଛି ଶିବସେନା । ସୁପ୍ରିମ୍‌କୋର୍ଟ ରାମ ମନ୍ଦିର ନିର୍ମାଣ ନେଇ ସବୁଜ ସଙ୍କେତ ପ୍ରଦାନ କରିଥିବା ବେଳେ ଏହାର ଶ୍ରେୟ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରକୁ ପ୍ରଦାନ କରାଯିବା ଅନୁଚିତ ବୋଲି ଠାକରେ କହିଛନ୍ତି । ପୂର୍ବରୁ ଶିବସେନା ପକ୍ଷରୁ ଏକ ସ୍ବତନ୍ତ୍ର ନିୟମ ଅଣାଯାଇ ମନ୍ଦିର ନିର୍ମାଣର ପ୍ରସ୍ତାବ ରଖାଯାଇଥିଲା ମାତ୍ର ବିଜେପି ସରକାର ଉକ୍ତ ପ୍ରସ୍ତାବକୁ ନେଇ ନୀରବ ରହିଥିଲେ ବୋଲି ଠାକ୍‌ରେ କହିଛନ୍ତି ।

Leave a Reply