ବିଚ୍ଛିନ୍ନାଞ୍ଚଳରେ ଶିକ୍ଷକଙ୍କ ପାଇଁ ନିର୍ମାଣ ହେବ କ୍ଲଷ୍ଟର

ରକାରୀ ସ୍କୁଲ ଓ ଶିକ୍ଷକମାନଙ୍କ ନାନା ସମସ୍ୟା ପରିଲକ୍ଷିତ କରି ବିଚ୍ଛିନ୍ନାଞ୍ଚଳରେ ଚିତ୍ରକୋଣ୍ଡା ଅଞ୍ଚଳରେ କ୍ଲଷ୍ଟର ତିଆରି ହେବ ବୋଲି ଘୋଷଣା କରିଛନ୍ତି। ସମୀର ଦାଶ କହିଛନ୍ତି ଯେ, ସ୍ଵାଭିମାନ ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧୦୦ କୋଟି ଘୋଷଣା କରିଥିଲେ। ସେଥିରୁ ଶିକ୍ଷାର ବିକାଶ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଆଧାରରେ ଶିକ୍ଷକଙ୍କ ପାଇଁ କ୍ଲଷ୍ଟର ତିଆରି ହେବ। ଶିକ୍ଷକମାନଙ୍କୁ ଯିବା ଆସିବାରେ ୬ ଘଣ୍ଟା ସମୟ ଲାଗୁଛି। ତେଣୁ କ୍ଲଷ୍ଟରରେ ଆଠ ଦଶଟି କ୍ଵାର୍ଟର୍ସ ରହିବ।

Leave a Reply