ଫ୍ଲୋର ଟେଷ୍ଟ ପୂର୍ବରୁ ଅଜିତ ପଓ୍ବାରଙ୍କୁ ଭେଟିଲେ ବିଜେପି ସାଂସଦ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏନ୍‌ସିପି ବିଧାୟକ ଅଜିତ ପଓ୍ବାରଙ୍କୁ ଭେଟିଛନ୍ତି ବିଜେପି ସାଂସଦ ପ୍ରତାପରାଓ ଗୋବିନ୍ଦରାଓ ଚିଖାଲିକର ଭେଟିଛନ୍ତି । ଶନିବାର ସକାଳ 9.30 ମିନିଟ୍‌ରେ ଅଜିତ୍‌ଙ୍କ ବାସଭବନରେ ନାନ୍ଦେଡ୍‌ର ବିଜେପି ସାଂସଦ ତାଙ୍କୁ ଭେଟିଥିଲେ । ଏହି ଭେଟ ପରେ ମହାରାଷ୍ଟ୍ର ରାଜନୀତିରେ ନୂତନ ସମୀକରଣର ସମ୍ଭାବନା ଦେଖାଦେଇଛି । ଉଦ୍ଧବ ଠାକ୍‌ରେ ଆଜି ଅପରାହ୍ନ 2ଟା ସୁଦ୍ଧା ସରକାରର ବହୁମତ କରିବାକୁ ଯାଉଥିବା ବେଳେ ଅଜିତଙ୍କ ଭେଟ ନୂତନ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply