ଥରୁରଙ୍କ ବିବାଦୀୟ ମନ୍ତବ୍ୟ, ”ଚା’ ବାଲା”

କଂଗ୍ରେସ ଏମ୍.ପି. ଶଶି ଥରୁର୍ ପୁଣି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ ପ୍ରଧାନ ମନ୍ତ୍ରୀଙ୍କୁ ଆକ୍ଷେପ କରି “ଦେଶର ଭାଗ୍ୟ ଏକ ଚା’ ବାଲା ଉପରେ ନ୍ୟସ୍ତ” ବୋଲି କହିଛନ୍ତି। ପୂର୍ବତନ ପ୍ରଧାନ ମନ୍ତ୍ରୀ ଜବହାରଲାଲ୍ ନେହେରୁଙ୍କ ଦ୍ଵାରା ଭାରତର ଆନୁଷ୍ଠାନିକ ଗଣତନ୍ତ୍ର ପରମ୍ପରା ଅନୁଯାୟୀ, ଯେକୌଣସି ବ୍ୟକ୍ତି ଭାରତର ସର୍ବୋଚ୍ଚ ଆସନ ପାଇଁ ଲଢ଼ି ପାରିବା ପ୍ରସଙ୍ଗକୁ ନେଇ ଥରୁର୍ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏପରି ମନ୍ତବ୍ୟ ଦେଇଛନ୍ତି।

Leave a Reply