ତିସ୍‌ହଜାରୀ କୋର୍ଟରେ ତାଣ୍ଡବ : ପୋଲିସ୍‌କୁ ପିଟିଲେ ଓକିଲେ, ଗାଡ଼ି ଜାଳିଲେ

ଦିଲ୍ଲୀର ତିସହଜାରୀ କୋର୍ଟ ପରିସରରେ ପାର୍କିଂକୁ ନେଇ ପୋଲିସ ଓ ଓକିଲ ମୁହାଁମୁହିଁ ହୋଇଛନ୍ତି। ଓକିଲମାନେ ପୋଲିସ୍‌ ଗାଡ଼ିକୁ ଭଙ୍ଗାରୁଜା କରିବା ସହିତ କିଛି ପୋଲିସ ଅଧିକାରୀଙ୍କୁ ମଧ୍ୟ ମାଡ ମାରିଛନ୍ତି। ଏହି ଘଟଣାରେ ପୋଲିସ ଗାଡ଼ି ପୋଡାଜଳା ହୋଇଥିବାବେଳେ କିଛି ଓକିଲାମାନେ ମଧ୍ୟ ଆହତ ହୋଇଛନ୍ତି।

Leave a Reply