ଟାଟା କରିବ ସୁବର୍ଣ୍ଣରେଖା ବନ୍ଦର, ଅକ୍ଟୋବରରେ ଭୂମିପୂଜା

ବାଲେଶ୍ବର ଜିଲ୍ଲାର ସୁବର୍ଣ୍ଣରେଖା ନଦୀ ମୁହାଁଣରେ ହେବ ବନ୍ଦର, ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି। ଅକ୍ଟୋବରର ମାସରେ ଏହାର ଭୂମି ପୂଜା ମୁଖ୍ୟମନ୍ତ୍ରୀ କରିବେ । ସଚିବାଳୟରେ ଏ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକରେ ନିଷ୍ପତି ନିଆଯାଇଛି। ଏହି ବନ୍ଦର ଟାଟା ଓ ଚେନ୍ନାଇର କ୍ରିଏଟିଭ୍ ପୋର୍ଟ ଲିମିଟେଡ଼ ମିଳିତ ଭାବେ କାମ କରିବେ ।୪ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବନ୍ଦରର ବର୍ଷକୁ ୧୨ ମିଲିଅନ୍ ଟନ୍ ପରିବହନ କ୍ଷମତା ରହିବ ।

Leave a Reply