କୋଟିଏ ଏଲପିଜି ଗ୍ରାହକ ହରାଇ ପାରନ୍ତି ସଂଯୋଗ

ଅଡ଼ୁଆରେ ଦେଶ ବ୍ୟାପୀ ଏକ କୋଟି ଏଲପିଜି ଗ୍ରାହକ। ଆସନ୍ତା ଡିସେମ୍ବର 1 ତାରିଖ ସୁଦ୍ଧା କେୱାଇସି ଫର୍ମ୍ ପୂରଣ କରିନଥିବା ସମସ୍ତ ଭାରତଗ୍ୟାସ୍, ଇଣ୍ଡେନ ଓ ଏଚପି ଗ୍ୟାସ୍ ସଂସ୍ଥାନର ଏଲପିଜି ଗ୍ରାହକ ହରାଇ ପାରନ୍ତି ନିଜ ସଂଯୋଗ। ଗ୍ରାହକଙ୍କୁ ନିରବଚ୍ଛିନ୍ନ ଏଲପିଜି ସଂଯୋଗ ଦେବା ପାଇଁ କେନ୍ଦ୍ର ସରକାର ସମସ୍ତ ଏଲପିଜି ସଂଯୋଗକାରୀ ସଂସ୍ଥାନମାନଙ୍କୁ ଚଳିତ ନଭେମ୍ବର ଶେଷ ସୁଦ୍ଧା କେୱାଇସି ଫର୍ମ୍ ପୂରଣ କରିବାନେଇ ନିର୍ଦ୍ଦେଷ ଦେଇଛନ୍ତି। ଉକ୍ତ ନିୟମ ସବସିଡି ଛାଡ଼ କରିଥୀବା ଗ୍ରାହକଙ୍କ ପାଇଁ ମଧ୍ୟ ଲାଗୁ ହେବ ବୋଲି ସୁଚନା ରହିଛି।

Leave a Reply