କରୋନା ସଙ୍କଟର ରାଜନୀତିକରଣ କରୁଛି କଂଗ୍ରେସ : ଜେପି ନଡ୍ଡା

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଂଗ୍ରେସକୁ ସମାଲୋଚନା କରିଛନ୍ତି । କଂଗ୍ରେସ କରୋନା ସଙ୍କଟର ରାଜନୀତିକରଣ କରୁଛି ବୋଲି ନଡ୍ଡା ବୟାନ ଦେଇଛନ୍ତି । ଦେଶ ଏପରି ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଥିବା ବେଳେ କଂଗ୍ରେସ ସମ୍ବେଦନ ହୀନ ରାଜନୀତି କରୁଛି ବୋଲି ନଡ୍ଡା ଅଭିଯୋଗ କରିଛନ୍ତି । ବିଜେପିର ସମସ୍ତ କର୍ମୀ ସେବାରେ ନିୟୋଜିତ ହୋଇଥିବା ବେଳେ କଂଗ୍ରେସ କେବଳ ଅଭିଯୋଗର ରାଜନୀତି କରୁଛି ବୋଲି ଶନିବାର ଦିନ ମତ ଦେଇଛନ୍ତି ନଡ୍ଡା ।

Leave a Reply