କରୋନା ମୁକାବିଲା ପାଇଁ ଟ୍ବିଟ୍ଟର ସିଇଓ ଜ୍ୟାକ୍ ଡୋର୍ସି 10 ମିଲିୟନ୍ ଡଲାର ଦାନ କରିଛନ୍ତି । ପ୍ରୋଜେକ୍ଟ 100 ନାମରେ 100 ଟି ପରିବାରକୁ 1 ହଜାର ଡଲାରର ଆର୍ଥିକ ସହାୟତା ପ୍ରଦାନ କରାଯାଛି । ଟ୍ବିଟ୍ଟର ବିଭିନ୍ନ ଏନ୍ଜିଓ ସହିତ ହାତ ମିଶାଇ ପ୍ରୋଜେକ୍ଟ 100 ପ୍ରକଳ୍ପ ଆରମ୍ଭ କରିଛି । ଏହି ପ୍ରକଳ୍ପରେ ଟ୍ବିଟ୍ଟରର ସହାୟତା କରିଛନ୍ତି ଗିଭ୍ ଡିରେକ୍ଟଲି, ପ୍ରପେଲ୍ ଏବଂ ଷ୍ଟାଣ୍ଡ ଫର୍ ଚିଲ୍ଡ୍ରେନ୍ ପରି ସଂସ୍ଥା । ଏହି ମିଶନ ଜରିଆରେ ଡୋର୍ସି 84 ମିଲିୟନ୍ର ସହାୟତା ରାଶି ସଂଗ୍ରହ କରିଛନ୍ତି ।