ଓଡିଶା ବଜାରରେ ପ୍ରବେଶ କଲା ଆଇସେନ୍ ଟିଭି ଓ ୱାସିଂ ମେସିନ

ଦେଶର ପ୍ରମୁଖ କଂଜୁମର କଂପାନୀ ଆଇସେନ୍ ଓଡିଶା ବଜାରରେ ପ୍ରବେଶ କରିଛି। ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବିଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି। ବର୍ତ୍ତମାନ ଓଡିଶା ବଜାରରେ କଂପାନୀ ହାଇଟେକ ଏଲଇଡି ଟିଭି ସହିତ ନୂଆ ଟେକନୋଲୋଜିର ୱାସିଂ ମେସିନ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି। କଂପାନୀ 43 ଇଞ୍ଚି, 49 ଇଞ୍ଚି ଏବଂ 55 ଇଞ୍ଚିର ଟିଭି ବଜାରକୁ ଛାଡିଛି। ଏଥିସହିତ କଂପାନୀ ରୁମ ହିଟର, ହାଲୋଜେନ ରୁମ ହିଟର,କ୍ବାର୍ଜ ରୁମ ହିଟର ମଧ୍ୟ ବଜାର ପ୍ରବେଶ କରାଇଛି। ସେହିପରି କଂପାନୀର ୱାସିଂ ମେସିନ ମଧ୍ୟ ବେଶ୍ ଉଚ୍ଚ କୋଟିର ବୋଲି ଦାବୀ କରାଯାଇଛି।

Leave a Reply