ଓଡିଶାରେ ହେବ ଜିଓ ମୋବାଇଲ ଉତ୍ପାଦନ କାରଖାନା, ଭୁବନେଶ୍ବର ଆସି ଘୋଷଣା କରିବେ ମୁକେଶ ଆମ୍ବାନୀ

ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସିବେ ବିଶ୍ବର ଶ୍ରେଷ୍ଠ ଧନୀ ବ୍ୟବସାୟୀ ମୁକେଶ ଆମ୍ବାନୀ। ତାଙ୍କ ସହିତ ପୁତ୍ର ଆକାଶ ଆମ୍ବାନୀ ମଧ୍ୟ ଓଡିଶା ଆସିବେ। ଆସନ୍ତା 12 ତାରିଖରେ ଉଭୟ ପିତାପୁତ୍ର ନିଜସ୍ବ ବିମାନରେ ଭୁବନେଶ୍ବରରେ ଆସି ପହଁଚିବେ। ରାଜ୍ୟ ସରକାରଙ୍କ ତରଫରୁ ଆୟୋଜିତ ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଉଭୟ ଯୋଗଦେବେ। ଓଡିଶାରେ ଆମ୍ବାନୀ ଜିଓ ମୋବାଇଲ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବେ। ସେ ସଂପର୍କରେ ଆମ୍ବାନୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଘୋଷଣା କରିବେ ବୋଲି ଜଣାରପଡିଛି।

 

 

Leave a Reply