ଇସ୍ତଫା ଦେଇପାରନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ଉର୍ଜ୍ଜିତ ପଟେଲ।

ବିଶେଷ ସୁତ୍ରରୁ ଜଣାପଡିଛି ଯେ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇର ଗଭର୍ଣ୍ଣର ଉର୍ଜ୍ଜିତ ପଟେଲ ଏଇ ମାସ 19 ତାରିଖରେ ତାଙ୍କ ପଦବୀରୁ ଇସ୍ତଫା ଦେଇପାରନ୍ତି। ବର୍ତ୍ତମାନ କେନ୍ଦ୍ର ସରକାର ଏବଂ ପଟେଲଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଯୋଗୁଁ ଉର୍ଜ୍ଜିତ ବ୍ୟସ୍ତ ବିବ୍ରତ ହୋଇପଡିଲେଣି। ଏପରିକି ଏହାକୁ ନେଇ ସେ ବିଭିନ୍ନ ସମୟରେ ଚାପର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ଫଳରେ 19 ତାରିଖରେ ଥିବା ଆରବିଆର ବୋର୍ଡ ବୈଠକରେ ଉଜ୍ଜିତ ଇସ୍ତଫା ସଂପର୍କରେ ଘୋଷଣା କରିପାରନ୍ତି ବୋଲି ଆଲୋଚନା ଚାଲିଛି।

Leave a Reply