ଆଜି ଭୁବନେଶ୍ବରରୁ 309 ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, ଆଜି ଭୁବନେଶ୍ବରରୁ 309 ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 309 ଆକ୍ରାନ୍ତଙ୍କ ମଧ୍ୟରୁ 83 ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ 226 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ସୂଚନା ରହିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ନୟାପଲ୍ଲୀରୁ 21ଜଣ ରହିଥିବାବେଳେ ଓଲ୍ଡ ଟାଉନ୍‌ରୁ 10 ଜଣ, ଶୈଳଶ୍ରୀ ବିହାରରୁ 8 ଜଣ, ପଟିଆରୁ 10 ଜଣ, ଭିଏସ୍‌ଏସ ନଗରରୁ 7ଜଣ, କଳିଙ୍ଗ ନଗରରୁ 7ଜଣ, ଚନ୍ଦ୍ରଶେଖରପୁର ଓ ପାତ୍ରପଡାରୁ 5 ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ।

Leave a Reply